ଖଣ୍ଡଗିରି ଯାତ୍ରା: ନଗ୍ନନୃତ୍ୟ ବିରୋଧରେ ତେଜିଲା ସ୍ବର; ଥାନାରେ ଅଭିଯୋଗ କଲା ଓଡ଼ିଶା ନାରୀ ସଚେତନ ମଞ୍ଚ
ଭୁବନେଶ୍ୱର, ୯ା୨(ବ୍ୟୁରେ): ଖଣ୍ଡଗିରି ଯାତ୍ରାରେ ନଗ୍ନନୃତ୍ୟ ପ୍ରଦର୍ଶନକୁ ଓଡ଼ିଶା ନାରୀ ସଚେତନ ମଞ୍ଚ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ମଞ୍ଚ ସଭାପତି ଡଲି ରଥଙ୍କ ନେତୃତ୍ୱରେ ଏକ ଦଳ ପୋଲିସ କମିଶନର(ସିପି) ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଦାବିପତ୍ର ଦେବାକୁ ଯାଇଥିଲେ। ସିପି...
୧୩ ତାରିଖ ଅପରାହ୍ନରେ ସାମାଜିକ ଗଣମାଧ୍ୟମରେ ଉତ୍ତର ରଖିବେ ସମବାୟ ମନ୍ତ୍ରୀ
ଭୁବନେଶ୍ୱର,୯ା୨(ବ୍ୟୁରୋ): ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଚଳିତ ମାସ ୧୩ ତାରିଖ(ଗୁରୁବାର) ଅପରାହ୍ନ ୪ଟାରେ ସାମାଜିକ ଗଣମାଧ୍ୟମରେ ଲାଇଭ୍ (ସିଧାପ୍ରସାରଣ)ରେ ଆସିବେ। ବିଭାଗ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନର...
ବାବୁସାନ ଶ୍ରେଷ୍ଠ ଅଭିନେତା, ଭୂମିକା ଶ୍ରେଷ୍ଠ ଅଭିନେତ୍ରୀ
ପୁରୀ ଅଫିସ, ୯ା୨: ୱିନିଂ ଏବଂ ସ୍ପୋର୍ଟିଂ କ୍ଲବ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗୋଲ୍ଡେନ ବିିଚ୍ରେ ଦୁଇଦିନିଆ ୧୫ତମ ଓଡ଼ିଆ ଫିଲ୍ମ ଓ ଟିଭି ଆୱାର୍ଡ ଶୋ’ ଟାଇମ୍ ଶନିବାର ଉଦ୍ଘାଟିତ ହୋଇଯାଇଛି। ମିଷ୍ଟର ମଜ୍ନୁ ଚଳଚ୍ଚିତ୍ର ଲାଗି ବାବୁସାନ୍...
ଉତ୍ସବମୁଖର ହେବ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ:ସପ୍ତାହେ ବ୍ୟାପୀ କାର୍ଯ୍ୟକ୍ରମ
ଭୁବନେଶ୍ୱର,୯ା୨(ବ୍ୟୁରୋ): ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ଦଳର ୨ ପ୍ରମୁଖ ଛାମୁଆ ସଙ୍ଗଠନ (ଛାତ୍ର ଓ ଯୁବ) କର୍ମକର୍ତ୍ତା ଯୋଗ...
ଜାତିଭିତ୍ତିକ ଜନଗଣନାକୁ ଅଠାଓ୍ବଲେଙ୍କ ସମର୍ଥନ: ଏସ୍ସି/ଏସ୍ଟିଙ୍କ ବିରୋଧରେ ହେଉଥିବା ନିର୍ଯାତନାକୁ ନେଇ ଉଦ୍ବେଗ
ଭୁବନେଶ୍ୱର,୯ା୨(ବ୍ୟୁରୋ): ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ନିର୍ଯାତନା ନିବାରଣ ଆଇନ ୧୯୮୯କୁ କଡ଼ାକଡ଼ି ଲାଗୁ କରାଗଲେ ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର କମିବ। ଓଡ଼ିଶାରେ ୨୦୧୮ରେ ୨୩୨୦ ଓ ୨୦୧୯ ବର୍ଷରେ ୨୪୬୯ଟି ଦଳିତ ନିର୍ଯାତନା ମାମଲା...
ଆଜି ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ
ପୁରୀ ଅଫିସ, ୯ା୨: ପବିତ୍ର ମାଘ ପୂର୍ଣ୍ଣିମା ତିଥିରେ ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବା ପରେ ପୁଷ୍ପାଳକ ସେବକମାନେ ଦାରୁବିଗ୍ରହଙ୍କୁ ଏହି ବେଶ କରିବେ। ଏହି ବେଶ ଥାଇ ମହାପ୍ରଭୁଙ୍କ...
ପଟ୍ଟନାୟକ ମିନେରାଲ୍ସକୁ ମିଳିଲା ମହୁଲଶୁଖା ଖଣି
ଭୁବନେଶ୍ୱର,୯ା୨(ବ୍ୟୁରୋ): ସୁନ୍ଦରଗଡ ଜିଲା ଲହୁଣୀପଡା ତହସିଲ ଅନ୍ତର୍ଗତ ରଣ୍ଡା,ରନ୍ଥା ଏବଂ ଭୁତୁଡାରେ ଥିବା ଲୁହାପଥର ଏବଂ ମାଙ୍ଗାନିଜ୍ ଖଣିକୁ ପଟ୍ଟନାୟକ ମିନେରାଲ୍ସ ହାତେଇଛି। ଶନିବାର ହୋଇଥିବା ନିଲାମୀ ପ୍ରକ୍ରିୟାରେ ଏହି କମ୍ପାନୀ ଖଣିଜ ବିକ୍ରି ମୂଲ୍ୟର ୯୨.୭ପ୍ରତିଶତର ପ୍ରିମିୟମ୍ ବଦଳରେ...
ଆଉ ୨୪ ଘଣ୍ଟା ବର୍ଷା: ୧୦ରୁ ବଢ଼ିବ ଶୀତ
ଭୁବନେଶ୍ୱର, ୯ା୨ (ବ୍ୟୁରୋ): କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଦେହ ମୁଣ୍ଡ ଥରେଇ ଦେଉଛି। ଦିନରେ ମଧ୍ୟ ଶୀତରୁ ତ୍ରାହି ମିଳୁ ନାହିଁ। ବର୍ଷା ସହିତ ଥଣ୍ଡା ପବନ ବାଜିବା ମାତ୍ରେ ଦେହ ମୁଣ୍ଡ କାଲୁଆ ହୋଇଯାଉଛି। ଉପକୂଳ...
ଚିଲିକା ମଝିରେ ଅଟକିଲା ଭସାପୋଲ : ୨ଘଣ୍ଟା ଧରି ୧୦୦ ଯାତ୍ରୀ ଜଳବନ୍ଦୀ
କୃଷ୍ଣପ୍ରସାଦ,୯ା୨ (ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା-ସାତପଡା ଚିଲିକା ମଝିରେ ଶନିବାର ଏକ ଯାତ୍ରୀବାହୀ ଭେସେଲ (ଭସାପୋଲ) ୨ ଘଣ୍ଟା ଧରି ଅଟକି ରହିଥିଲା। ଫଳରେ ଭେସେଲରେ ଥିବା ୧୦୦ ଯାତ୍ରୀ ଜଳବନ୍ଦୀ ହୋଇ ଆତଙ୍କିତ ଅବସ୍ଥାରେ ସମୟ...
ଥମୁନି ବାଲ୍ୟ ବିବାହ ଧାରା ପ୍ରଥା ଦାୟରେ ଏବେ ବି ବଳି ପଡୁଛନ୍ତି ବାଳିକା
ଜୟପୁର,୯ା୨(ନି.ପ୍ର.) ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲାରେ ଏବେ ବି ବାଲ୍ୟ ବିବାହ ପ୍ରଥା ପ୍ରଚଳିତ ରହିଛି। ପ୍ରଶାସନ ପକ୍ଷରୁ ବାରମ୍ବାର ବାଲ୍ୟ ବିବାହ ରୋକାଯିବା ଘଟଣା ଦର୍ଶାଉଛି ଯେ ଏଯାବତ୍ ଏହି ପ୍ରଥା ଲୋପ ପାଇନାହିଁ। ନିରକ୍ଷରତା ଓ...
ତିନିଦିନ ହେଲା ଟେନ୍ସା କଲେଇପୋଷ ରାସ୍ତା ଜାମ : ଦୁର୍ଦ୍ଦଶାରେ ୫୦ହଜାର ଜନସାଧାରଣ
ଟେନ୍ସା, ୯।୨ (ଡି.ଏନ.ଏ)- ତିନି ଦିନ ହେଲା ଲଗାଣ ବର୍ଷା ଯୋଗୁ ପୂର୍ତ୍ତବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ସୁନ୍ଦରଗଡ଼ ଜିଲା କୋଇଡ଼ାର ବରସୁଆଁ ନୂଆପୋଲର ଉଭୟ ପାର୍ଶ୍ୱ ଶୋଚନୀୟ ହୋଇଛି। ଫଳରେ ଗାଡ଼ିମୋଟର ଦୁଇଦିନ ଧରି ଜାମ ରହିଛି। ଅଞ୍ଚଳର...
୧୦ରୁ ଉତ୍ସବ ପ୍ରଧାନପାଟ : ଅଂଶଗ୍ରହଣ କରିବେ ୭୫୦ରୁ ଊଦ୍ଧ୍ୱର୍ର୍ କଳାକାର
ଦେବଗଡ଼, ୯।୨(ଡି.ଏନ.ଏ.)- ଆଗାମୀ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ଦିନ ଧରି ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ପାଳିତ ହେବାକୁ ଥିବା ଉତ୍ସବ ପ୍ରଧାନପାଟ -୨୦୨୦ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି...
Archives


