ରାଜ୍ୟ

୮୭ ହଜାର ହେକ୍ଟରରେ ହେବ ଚାଷ

ଅନୁଗୋଳ ଅଫିସ, ୧୬ା୬ ମୌସୁମୀ ପହଞ୍ଚି ସାରିଥିବାରୁ ପାଗ ବଦଳିଯାଇଛି। ଫଳରେ ତାତିରୁ ଲୋକଙ୍କୁ ତ୍ରାହି ମିଳିଛି। ତେବେ ମୌସୁମୀ ବର୍ଷାକୁ ନେଇ ଚାଷୀମାନେ ବେଶ୍‌ ଖୁସି ଅଛନ୍ତି। ଠିକଣା ସମୟରେ ବର୍ଷା ଆରମ୍ଭ ହୋଇଥିବାରୁ ଚଳିତବର୍ଷ ପାଣିପାଗ ଚାଷ ପାଇଁ…

ବିଜୁଳି ଖୁଣ୍ଟ ପାଖେ ଜଳୁଛି ଡିବିରି

ବଇଣ୍ଡା,୧୬ା୬ – ପରିକ୍ଷିତ ସାହୁ ସରକାରଙ୍କ ସୌଭାଗ୍ୟ ଯୋଜନାର ସେ ହକ୍‌ଦାର। ପକ୍କା ଘର ପାଇବା ପାଇଁ ମଧ୍ୟ ଉପଯୁକ୍ତ ହିତାଧିକାରୀ। ହେଲେ ପକ୍କା ଘରଟିଏ ପାଇଁ ୫ ବର୍ଷ ହେଲା ପଞ୍ଚାୟତଠାରୁ ବ୍ଲକ କାର୍ଯ୍ୟାଳୟ ଯାଏ ଧାଉଁଥିଲେ ବି କେଉଁଠାରୁ…

ପୋଖରୀରୁ ଦଳ ସଫା କଲେ ଯୁବଗୋଷ୍ଠୀ

ଅମରପାଲି, ୧୬।୬ (ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ପଞ୍ଚାୟତର ରଣାବନ୍ଧକୁ ଯୁବଗୋଷ୍ଠୀ ସଫା କରିଛନ୍ତି । ଯାହାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ଏହି ପୋଖରୀ ଉପରେ ହିଲୁଙ୍ଗ, କର୍ଣ୍ଣପାଲି, ବାଘମାରି ସମେତ ବୀରମହାରାଜପୁରର ଲୋକେ ନିର୍ଭର…

ଅସୁସ୍ଥ ଧନେଶ୍ୱରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ସ୍ବେଚ୍ଛାସେବୀ

ଲୋଇସିଂହା,୧୬।୬(ଡି.ଏନ.ଏ.) ବଲାଙ୍ଗୀର ଜିଲା ବୁଢୀପଦର ଗାଁର ବୃଦ୍ଧ ଧନେଶ୍ୱର ବୁଡେକଙ୍କ ବାମଗୋଡ ଘା ହୋଇ ସଂକ୍ରମିତ ହୋଇଯାଇଥିଲା। ଅର୍ଥାଭାବାରୁ ସେ ଚିକିତ୍ସିତ ହୋଇ ନ ପାରି ଘରେ ପଡି ରହିଥିଲେ। ଖବର ପାଇ ଲୋଇସିଂହା ମାହେଶ୍ୱରୀ ସଂଗଠନର ସଦସ୍ୟମାନେ ତାଙ୍କୁ ସୋମବାର…

ଖାକିରେ କଳଙ୍କ: ଏକ ତରଫା ପ୍ରେମ କରି ନିଲମ୍ବିତ ହେଲେ ଏଏସ୍‌ଆଇ

ଭୁବନେଶ୍ୱର,୧୫ା୬(ବ୍ୟୁରୋ)-ଖାକିରେ କଳଙ୍କ ଲଗାଇଛି ପୋଲିସ ବାବୁଙ୍କ ପ୍ରେମ ନିଶା। ଏବେ ଏଭଳି ଆଉଜଣେ ଜଣେ ପୋଲିସ ଏଏସ୍‌ଆଙ୍କ କାର୍‌ନାମା ପଦାକୁ ଆସିଛି। ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ଶେଷରେ କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ରୁ ମହିଳାଙ୍କୁ ଏସିଡ୍‌ ମାଡ଼ର…

ଚିକେନ୍‌, ଅଣ୍ଡା ଘରେ ପହଞ୍ଚାଇବ ଓପୋଲଫେଡ୍‌

ଭୁବନେଶ୍ୱର,୧୫ା୬(ବ୍ୟୁରୋ)- ଓପୋଲ୍‌ଫେଡ୍‌ ତରଫରୁ ରଜ ସଂକ୍ରାନ୍ତି ଉପଲକ୍ଷେ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ଲାଗି ଓପୋଲ୍‌ଫେଡ୍‌ ପକ୍ଷରୁ ଗ୍ରାହକଙ୍କ ଘରେ ସେବା ଯୋଗାଇଦେବାର ବ୍ୟବସ୍ଥା କରିଛି। ଭୁବନେଶ୍ୱରର ଗ୍ରାହକଙ୍କ ପାଇଁ ସୋମବାରଠାରୁ ଏହି ଅନ୍‌ଲାଇନ୍‌ ସେବାର…

ବଢ଼ିଲା ସ୍ବତନ୍ତ୍ର ଓଜେଇଇ ଆବେଦନ ଅବଧି

ଭୁବନେଶ୍ୱର, ୧୫।୬(ବ୍ୟୁରୋ)- ସ୍ବତନ୍ତ୍ର ଓଜେଇଇ ପାଇଁ ଅନ୍‌ଲାଇନ୍‌ ଆବେଦନ ଓ ଫି’ ଦାଖଲ ଅବଧି ବୃଦ୍ଧି କରାଯାଇଛି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବି. ଟେକ୍‌ ସ୍ବତନ୍ତ୍ର ଓଜେଇଇ ପାଇଁ ଅନ୍‌ଲାଇନ୍‌ ଆବେଦନ ଦାଖଲର ଶେଷ ତାରିଖ ଜୁନ୍‌ ୩୦କୁ ବୃଦ୍ଧି…

ଖଟିଆରେ ବୃଦ୍ଧାଙ୍କୁ ଟାଣି ଟାଣି ବ୍ୟାଙ୍କ ନେବା ଘଟଣା: ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ବରଗାଁ ମ୍ୟାନେଜର ନିଳମ୍ବିତ

ନୂଆପଡ଼ା ଅଫିସ,୧୫ା୬-ନୂଆପଡା ଜିଲା ଖଡିଆଳ ବ୍ଲକ ବରଗାଁ ରାସ୍ତାରେ ଜନଧନ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଜଣେ ଶତାୟୁ ମହିଳାଙ୍କୁ ଖଟିଆରେ ଶୁଆଇ ଟାଣି ଟାଣି ବ୍ୟାଙ୍କ ସମ୍ମୁଖକୁ ଅଣାଯିବା ଘଟଣାରେ ସୋମବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ଉତ୍କଳ ଗ୍ରାମ୍ୟ…

୧୯ରେ ଆଉ ଏକ ଲଘୁଚାପ: ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୫।୬(ବ୍ୟୁରୋ)- ଆସନ୍ତା ୧୯ ତାରିଖରେ ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ରାୟଗଡାରେ ଡବଲ ମର୍ଡର

ରାୟଗଡା ଅଫିସ, ୧୫।୬- ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବଡକସାପାଡୁ ଗ୍ରାମରେ ସୋମବାର ଡବଲ ମର୍ଡର ହୋଇଛି। ଗୁଣିଗାରେଡିକୁ ସନ୍ଦେହ କରି ଏପରି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗ୍ରାମର ପ୍ରେମାନନ୍ଦ ମାଣ୍ଡାଙ୍ଗି ସେହି ଗ୍ରାମର ୨ ବୃଦ୍ଧ…

ଟ୍ରଲର ଧକ୍କାରେ ୨ ମୃତ, ୩ ଆହତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କଳିଙ୍ଗନଗର,୧୫ା୬(ଡି.ଏନ.ଏ.)-କଳିଙ୍ଗନଗର ବିଜୁ ପଟ୍ଟନାୟକ ମାର୍ଗ ମାନତିରା ସାଇଜର ଲଜିଷ୍ଟିକ ପାର୍କ ନିକଟରେ ସୋମବାର ଅପରାହ୍ନରେ ଏକ ଟ୍ରଲର ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଟାଟା ମେଡିକାଲ ଓ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି…

ଗୁରୁବେଡା ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା: ତଦନ୍ତ କଲେ ଆଡିସନାଲ ପିସିସିଏଫ

କେନ୍ଦୁଝର, ଯୋଡା ୧୫।୬(ସ୍ବ.ପ୍ର.)/(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡା ସେକ୍ସନର ଗୁରୁବେଡା ଗ୍ରାମ ପାଖ ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରେ ରବିବାର ୨ହାତୀଙ୍କ ମୃତଦେହ ଠାବ କରାଯାଇଥିଲା। ସୋମବାର ପୂର୍ବାହ୍ନରେ ବନବିଭାଗର ଆଡିସନାଲ ପିସିସିଏଫ (ଓଇଲ୍ଡ ଲାଇଫ ) ଶଶୀ ପଲ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri