ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମିଳିବ ଦରମା
ଭୁବନେଶ୍ୱର, ୯।୭(ବ୍ୟୁରୋ): ଲକ୍ଡାଉନ ଯୋଗୁ କେତେକ ସରକାରୀ କାର୍ଯ୍ୟାଳୟ ଆଂଶିକ ଖୋଲା କିମ୍ବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏଥିରେ ନିଯୁକ୍ତ ଚୁକ୍ତିଭିତ୍ତିକ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନିଯୁକ୍ତ ଅଛନ୍ତି। ସେହି କର୍ମଚାରୀଙ୍କୁ ଦରମା ଦେବା ନେଇ ବିଭିନ୍ନ ବିଭାଗ ପକ୍ଷରୁ…
ପାରାଦୀପରେ ଗ୍ୟାସ୍ ନିର୍ଗତ ନେଇ ଚର୍ଚ୍ଚା
ପାରାଦୀପ,୯।୭(ସ୍ବ.ପ୍ର.): ପାରାଦୀପ ବନ୍ଦର ସହରରେ ଚାରି ଦିନ ହେଲା ରସାୟନ ଗ୍ୟାସ୍ ନିର୍ଗତ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏପରି କି ବୁଧବାର ଅଠରବାଙ୍କି ଅଞ୍ଚଳର ଜଣେ ବ୍ୟକ୍ତି ଆମୋନିଆ ଗ୍ୟାସ ପ୍ରଭାବରେ ଅସୁସ୍ଥ ହୋଇଛନ୍ତି ବୋଲି ଗଣମାଧ୍ୟମରେ ଅଭିଯୋଗ…
ସରକାରୀ କର୍ମଚାରୀଙ୍କୁ ଅଫିସ ମନା
ଭୁବନେଶ୍ୱର, ୯।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ୫୦୦ରୁ ଅଧିକ ମାମଲା ଦୃଷ୍ଟିକୁ ଆସୁଛି। ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜନେତାମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେବାକୁ ଲାଗିଲେଣି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା…
ବିବାହ, ଶୁଦ୍ଧିରେ କୋଭିଡ୍-୧୯ ନିୟମ ଉଲ୍ଲଂଘନ ନେଇ ଉଦ୍ବେଗ: କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ଜିଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଏହା ମହାମାରୀ ରୂପ ନେବାରେ ଲାଗିଛି। ଏଭଳି ପରିସ୍ଥିତିରେ ବିବାହ ଏବଂ ଶୁଦ୍ଧିକାର୍ଯ୍ୟ ବେଳେ କୋଭିଡ୍ ଗାଇଡ୍ଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର…
ବିଜ୍ଞାନ ଓ ପ୍ରାଦ୍ୟୋଗିକ ମନ୍ତ୍ରଣାଳୟ ବିଶେଷଜ୍ଞ କମିଟିରେ ଓଡ଼ିଆ
ଭୁବନେଶ୍ୱର, ୯।୭(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରାଦ୍ୟୋଗିକ ମନ୍ତ୍ରଣାଳୟ ପକ୍ଷରୁ ‘ଇନୋଭେସଶନ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି ଏଣ୍ଟରପ୍ରିନିୟର୍ଶିପ୍ ଡେଭ୍ଲପ୍ମେଣ୍ଟ’ ବିଶେଷଜ୍ଞ ଉପଦେଷ୍ଟା ସମିତିର ସଦସ୍ୟା ଭାବେ ଓଡ଼ିଶା ଜନ୍ମିତ ଡ. ମନୀଷା ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଛି। ସେ ୩ ବର୍ଷ…
ଭୁବନେଶ୍ୱର ଜମି ଉପରେ ନଜର ରଖିବ ‘ବ୍ଲୁଇସ୍’
ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜଧାନୀରେ ଥିବା ବହୁମୂଲ୍ୟ ସରକାରୀ ଜମିକୁ ଜଗିବ ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ୍ ଇଣ୍ଟେଲିଜେନ୍ସ ସିଷ୍ଟମ(ବ୍ଲୁଇସ୍)। ଏହା ଏକ ଓ୍ବେବ୍ ଓ ମୋବାଇଲ ଆପ୍ ଆଧାରିତ ବ୍ୟବସ୍ଥା। ଉଚ୍ଚ ଶକ୍ତିସମ୍ପନ୍ନ ଉପଗ୍ରହ ଚିତ୍ର ମାଧ୍ୟମରେ ଭୁବନେଶ୍ୱର ଅଞ୍ଚଳର ସମସ୍ତ ସରକାରୀ ଜମିକୁ…
କୋଭିଡ୍ ହସ୍ପିଟାଲରେ ଜନ୍ମ ନେଲେ ଦୁଇ ଶିଶୁ
ରାଉରକେଲା ଅଫିସ,୮।୭-ରାଉରକେଲା କୋଭିଡ୍ ହସ୍ପିଟାଲରେ ଆଡମିଟ ଥିବା ୨ଜଣ କରୋନା ଆକ୍ରାନ୍ତ ମହିଳା ସୁରକ୍ଷିତ ଭାବେ ଏକ କନ୍ୟା ଓ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବୁଧବାର ଜିଲାପାଳ ନିଖିଲ ପୱନ କଲ୍ୟାଣ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ତେବେ…
ଝିଅ ପରେ ମା’ କରୋନା ଆକ୍ରାନ୍ତ
ବରଗଡ଼ ଅଫିସ୍,୮।୭- ବରଗଡ଼ ଜିଲାରେ ବୁଧବାର ପୁଣି ଜଣେ କରୋନା(କୋଭିଡ୍-୧୯) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ଅତାବିରା ବ୍ଲକ୍ ଅଧୀନ କୁଲୁଣ୍ଡା ଗ୍ରାମର ଜଣେ ମହିଳା। ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିବା ତଥା ପୂର୍ବରୁ କରୋନାରେ ସଂକ୍ରମିତ ନିଜ…
ଘୁଞ୍ଚିଲା ଓଜେଇଇ ଆବେଦନ ଅବଧି
ଭୁବନେଶ୍ୱର, ୮।୭(ବ୍ୟୁରୋ):ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ଆବେଦନ ସମୟ ଘୁଞ୍ଚାଯାଇଛି। ଏ ନେଇ ଓଜେଇଇ ଅଧ୍ୟକ୍ଷକଙ୍କ ପକ୍ଷରୁ ବୁଧବାର ସୂଚନା ମିଳିଛି। ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆବେଦନ ଏବଂ ଫି’ ଦାଖଲ ଅବଧିକୁ ବୃଦ୍ଧି…
ଅକ୍ଟୋବର ୨ରୁ ସବୁ ସରକାରୀ ସେବା ଅନ୍ଲାଇନ
ଭୁବନେଶ୍ୱର,୮ା୭(ବ୍ୟୁରୋ)- ରାଜଧାନୀରେ ଥିବା ବହୁମୂଲ୍ୟ ସରକାରୀ ଜମିକୁ ଜଗିବ ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ୍ ଇଣ୍ଟେଲିଜେନ୍ସ ସିଷ୍ଟମ(ବ୍ଲୁଇସ) । ଏହା ଏକ ଓ୍ବେବ୍ ଓ ମୋବାଇଲ ଆପ ଆଧାରିତ ବ୍ୟବସ୍ଥା। ଉଚ୍ଚ ଶକ୍ତିସମ୍ପନ୍ନ ଉପଗ୍ରହ ଚିତ୍ର ମାଧ୍ୟମରେ ଭୁବନେଶ୍ୱର ଅଞ୍ଚଳରେ ଥିବା ସମସ୍ତ…
୧୫ ନେତାଙ୍କୁ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ୱ
ଭୁବନେଶ୍ୱର,୮ା୭(ବ୍ୟୁରୋ)-ବିଜୁ ଜନତା ଦଳର ସାଂଗଠନିକ ସ୍ତରରେ ପୁଣି ଏକ ଅଦଳ ବଦଳ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଜଣ ବରିଷ୍ଠ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେବା ସହିତ ବିଭିନ୍ନ ଦାୟିତ୍ୱ ବଣ୍ଟନ…
ଓଡିଶାରେ ପହଞ୍ଚିଲା ଆଉ ୨୦ହଜାର ଆଣ୍ଟିଜେନ୍ ଟେଷ୍ଟ କିଟ୍
ଭୁବନେଶ୍ୱର,୮।୭(ବ୍ୟୁରୋ)-ଓଡ଼ିଶାରେ ଆଉ ୨୦ହଜାର ଆଣ୍ଟିଜେନ୍ ଟେଷ୍ଟ କିଟ୍ ବୁଧବାର ଆସି ପହଞ୍ଚତ୍ଛି। ଏହାକୁ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍ଏମ୍ଆର୍ସି)ରେ ରଖାଯାଇଛି। ସେଠାରୁ ରାଜ୍ୟର ସମସ୍ତ ଜିଲା ଚିକିତ୍ସାଳୟ ଓ ମେଡିକାଲ କଲେଜକୁ ପଠାଯିବ। କଟକ ଏସ୍ସିବିକୁ ୧,୫୦୦ ଆଣ୍ଟିଜେନ୍ ଟେଷ୍ଟ କିଟ୍…
Archives


