ଜଳବାୟୁ ପରିବର୍ତ୍ତନ: ସଂଶୋଧିତ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ
ଭୁବନେଶ୍ୱର,୧୨।୭(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ପାଇଁ ଆଗାମୀ ଦିନରେ ଆହୁରି ବିପଦ ସୃଷ୍ଟି କରିବ। ଇଣ୍ଡିଆନ୍ ନ୍ୟାଶନାଲ୍ ସେଣ୍ଟର ଫର ଓସନ୍ ଇନ୍ଫର୍ମେଶନ ସର୍ଭିସେସ୍ (ଆଇଏନ୍ସିଓଆଇଏସ୍) ଦ୍ୱାରା ଓଡ଼ିଶାର କୋଷ୍ଟାଲ ଭଲ୍ନରେବିଲିଟି ଇଣ୍ଡେକ୍ସ (ସିଭିଆଇ) ପ୍ରସ୍ତୁତ କରାଯାଇଛି। ସମୁଦ୍ର ନିକଟରୁ…
ମହାନଦୀ ଜଳ ବିବାଦ: ୪୧ ଇସ୍ୟୁ ଫ୍ରେମ୍ କଲେ ଟ୍ରିବ୍ୟୁନାଲ; ଅଗଷ୍ଟ ୮ରେ ପରବର୍ତ୍ତୀ ଶୁଣାଣି
ଭୁବନେଶ୍ୱର,୧୨।୭(ବ୍ୟୁରୋ): ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ହୋଇଥିବା ମହାନଦୀ ଜଳ ବିବାଦ ମାମଲାରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଶନିବାର ଇସ୍ୟୁ ଫ୍ରେମ୍ କରିଛନ୍ତି। ଅଧ୍ୟକ୍ଷ ଏଏମ୍ ଖାନ୍ଓ୍ବିଲକର ଏବଂ ସଦସ୍ୟ ଜଷ୍ଟିସ ରବି ରଞ୍ଜନ ଏବଂ ଇନ୍ଦରମିତ କୌରଙ୍କୁ ନେଇ…
ଷ୍ଟାର୍ଟଅପ୍ ଏବେ ଷ୍ଟପ୍
ଭୁବନେଶ୍ୱର,୧୨।୭: କୋଭିଡ୍-୧୯ ସମଗ୍ର ଦେଶରେ ବ୍ୟବସାୟ କରିବା ଢାଞ୍ଚାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି। ଅଧିକାଂଶ ବିଜ୍ନେସ୍ର ମ୍ୟାନେଜମେଣ୍ଟ ପ୍ରାକ୍ଟିସ୍ ପରିବର୍ତ୍ତନ ହୋଇଥିବା ବେଳେ ଅଧାରୁ ଅଧିକ ଷ୍ଟାର୍ଟଅପ୍ ଏବଂ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଷ୍ଟପ୍ ବା…
ବେଲପଡାରେ ଡବଲ ମର୍ଡର: ଗାଁରେ ଉତ୍ତେଜନା, ପୋଲିସ ମୁତୟନ
ବେଲପଡା,୧୧ା୭(ଡି.ଏନ.ଏ.)-ବଲାଙ୍ଗୀର ଜିଲା ବେଲପଡା ଥାନା ଅଧୀନ ମୁଣ୍ଡାଗଁାରେ ଏକ ଡବଲ ମର୍ଡର ଘଟଣା ଘଟିଛି ା ଟଙ୍କା ଦେଣନେଣକୁ କେନ୍ଦ୍ର କରି ଶନିବାର ଅପରାହ୍ନରେ ଏହି ଦୁଃଖଦ ଘଟଣା ଘଟିଛି ା ଦୁଇ ପରିବାର ସଦସ୍ୟଙ୍କ ମଧ୍ୟରେ ହଣାକଟା ପରେ ବାପ…
ବାହାରିନ୍ରୁ ଆସିଲା ଦ୍ୱିତୀୟ ବିମାନ
ଭୁବନେଶ୍ୱର, ୧୧।୭(ବ୍ୟୁରୋ): ବନ୍ଦେ ଭାରତ ମିଶନରେ ବାହାରିନ୍ରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଭୁବନେଶ୍ୱର ଆସିଛି ଆଉଏକ ବିମାନ। ଏୟାର ଇଣ୍ଡିଆର ଏଆଇ୯୪୦ ବିମାନଟି ବାହାରିନ୍ରୁ ଅପରାହ୍ନ ପ୍ରାୟ ୩ଟାବେଳେ ଉଡ଼ାଣ ଭରିଥିଲା। ସେଥିରେ ମୋଟ ୧୫୧ ଯାତ୍ରୀ ରହିଥିବାବେଳେ ୭୧ରୁ ଊର୍ଦ୍ଧ୍ୱ…
ପାରାଦୀପରେ କଣ୍ଟେନର ଆମଦାନୀ-ରପ୍ତାନି ଆରମ୍ଭ
ପାରାଦୀପ,୧୧ା୭(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ଶନିବାର ପ୍ରଥମ କରି କଣ୍ଟେନର ଆମଦାନୀ-ରପ୍ତାନି ଆରମ୍ଭ ହୋଇଛି। ସାରେ ବନ୍ଦରର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ)ବର୍ଥରେ କଣ୍ଟେନର ବୋଝେଇ ଜାହାଜ ଲାଗିଛି। ମାଲେସିଆର ପୋର୍ଟକ୍ଲାଙ୍ଗ ବନ୍ଦରରୁ ଏମ୍ଭି ଦାମୁଭୂମ ନାମକ ଜାହାଜରେ ୧୫୦ ଖାଲି…
ବାଲେଶ୍ୱରରେ ଆତ୍ମହତ୍ୟାର ଲାଇଭ ଭିଡିଓ
ଖଇରା,୧୧।୭(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ଥାନା ସାରୁଗାଁ ପଞ୍ଚାୟତ ଅଧୀନ ମିଟୁଆଣି ଗ୍ରାମର ପିତାମ୍ବର ଲେଙ୍କା(୩୮)ନିଜର ଲାଇଭ ଭିଡିଓ ମାଧ୍ୟମରେ ଆତ୍ମହତ୍ୟା କରିବା ଘଟଣା ନେଇ ଏକ ଭିଡିଓ ଭାଇରାଲ ହୋଇଛି ା ଶନିବାର ସାରେ ଖଇରା ଥାନା ଏସ୍ଆଇ ଅଶ୍ବିନୀ ବେହେରା…
ଡାକ୍ତରଙ୍କୁ କରୋନା ପରେ ସ୍ବାସ୍ଥ୍ୟକେନ୍ଦ୍ର ସିଲ୍
ଆର.ଉୟଦଗିରି,୧୧ା୭(ଡି.ଏନ.ଏ.)- ଆର୍.ଉଦୟଗିରି ବ୍ଲକରେ ଶୁକ୍ରବାର ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଛେଲାଗଡ଼ ସଙ୍ଗରୋଧ କେନ୍ଦ୍ରରୁ ୩ ଏବଂ ଆର୍.ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଆୟୁଷ ଡ଼ାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟଜଣେ ହୋମଗାର୍ଡ ରହିଛନ୍ତି। ଡାକ୍ତରଙ୍କୁ କରୋନା ପରେ ସ୍ବାସ୍ଥ୍ୟକେନ୍ଦ୍ରକୁ ୪୮ ଘଣ୍ଟା…
କୋଭିଡ୍ ନିୟମ ଉଲ୍ଲଂଘନ କରି ମନ୍ଦିର ପ୍ରତିଷ୍ଠା ଘଟଣା: ନାଏବ ସରପଞ୍ଚଙ୍କ ସମେତ ୧୧ ଗିରଫ
ପୋଲସରା,୧୧ା୭(ଡି.ଏନ.ଏ.)- ରାଜ୍ୟରେ ଗଞ୍ଜାମ ଜିଲା ଏବେ କରୋନା ହଟ୍ସ୍ପଟ୍ ପାଲଟିଛି। ମାତ୍ର କୋଭିଡ୍ ନିୟମ ଉଲ୍ଲଂଘନ କରି ପୋଲସରା ବ୍ଲକ ଜା.ଡ଼େଙ୍ଗାପଦର ପଞ୍ଚାୟତ ମର୍ଦ୍ଦରାଜପୁର ଗ୍ରାମରେ ଏକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏନେଇ ପୋଲସରା ବିଡିଓ ଶମ୍ଭୁନାଥ ନନ୍ଦି…
ଶଟ୍ଡାଉନ୍ରେ ଅଣ୍ଡା, ମାଂସ ହୋମ୍ ଡେଲିଭରି କରିବ ଓପୋଲଫେଡ୍
ଭୁବନେଶ୍ୱର,୧୧।୭(ବ୍ୟୁରୋ)-କରୋନା ମହାମାରୀ ଯୋଗୁ ଭୁବନେଶ୍ୱର ମହାନଗର ଅଞ୍ଚଳ ପ୍ରତି ସପ୍ତାହରେ ଶନିବାର ଓ ରବିବାର ଶଟ୍ଡାଉନ୍ ରହୁଛି। ଦୁଇଦିନ ବନ୍ଦ ରହୁଥିବାରୁ ଲୋକେ ଆମିଷ ଖାଦ୍ୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଲୋକଙ୍କ ପାଖରେ କିପରି ଆମିଷ ପହଞ୍ଚତ୍ପାରିବ, ସେଥିପାଇଁ ଓପୋଲଫେଡ୍ ପକ୍ଷରୁ…
ଭୁବନେଶ୍ୱରରେ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ
ଭୁବନେଶ୍ୱର, ୧୧ା୭(ବ୍ୟୁରୋ): ଭୁବନେଶ୍ୱରରେ ଏବେ କୋଭିଡ୍-୧୯ ସଂକ୍ରମଣ ହୁହୁହୋଇ ବଢ଼ୁଛି। ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଥିବାବେଳେ ଅଧିକାଂଶ ନୂଆ ପଜିଟିଭ୍ ପୁରୁଣା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି। ଏପରିସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଶନିବାରଠାରୁ ସହରରେ…
ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବକୁ ଆରମ୍ଭ ହେଲା ବସ୍ ସେବା
ମାଲକାନଗିରି/ଚିତ୍ରକୋଣ୍ଡା,୧୧ା୭(ଡି.ଏନ.ଏ.)-ମାଲକାନଗିରି ଜିଲାପାଳ ମନୀଷ ଅଗ୍ରୱାଲଙ୍କ ଉଦ୍ୟମରେ ଶୁକ୍ରବାରଠାରୁ ସ୍ବାଭିମାନ ଅଞ୍ଚଳର ଯୋଡାମ୍ବକୁ ବସ୍ ଚଳାଚଳ ଆରମ୍ଭ ହୋଇଛି। ମାଲକାନଗିରି ସଦର ମହକୁମାରୁ ଚିତ୍ରକୋଣ୍ଡାର ଯୋଡ଼ାମ୍ବକୁ ଏହି ବସ୍ ସେବା ଆରମ୍ଭ ହୋଇଛି। ଗୁରୁପ୍ରିୟା ସେତୁ ଉଦ୍ଘାଟିତ ହେବାପରଠାରୁ ସ୍ବାଭିମାନ ଅଞ୍ଚଳରେ ବିକାଶ…
Archives


