କଳା ଉପରେ କରୋନା ମାଡ଼: ପ୍ରତିଭାରେ ପ୍ରତିବନ୍ଧକ, ଚିନ୍ତାରେ କଳାକାର
କଟକ ଅଫିସ,୨୦।୯: କଳା କ୍ଷେତ୍ରରେ କଟକର ପରିଚୟ ଭିନ୍ନ । କୁହାଯାଏ ୬୦ ଦଶକରେ ଏହିଠାରୁ ହିଁ ମେଲୋଡ଼ି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଯାହା ସମଗ୍ର ରାଜ୍ୟର ପୂରପଲ୍ଲୀକୁ ବ୍ୟାପିଥିଲା। ସେତେବେଳ ସମୟରେ ମଞ୍ଚ ଉପରେ ସ୍ବର୍ଗତଃ ଅକ୍ଷୟ…
‘ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ’ ଫିନାଲେରେ ଓଡ଼ିଆ ପୁଅ
ଭୁବନେଶ୍ୱର,୨୦।୯(ବ୍ୟୁରୋ): ଗ୍ଲୋବାଲ୍ ପ୍ଲାଟ୍ଫର୍ମରେ କରିସ୍ମା ଦେଖାଇଛନ୍ତି ପୁଣିଜଣେ ଓଡ଼ିଆ। ରାୟଗଡ଼ା ଜିଲାର ୨୧ବର୍ଷୀୟ ଯୁବକ ମାରାଜୁ ସୁମନ୍ତ ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ ସିଜନ-୧୫ର ଫିନାଲେରେ ପହଞ୍ଚତ୍ବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ନିଜ ଡ୍ୟାନ୍ସ ପାର୍ଟନର ତଥା କୋଲକାତାର ୧୫ବର୍ଷୀୟ ସୋନାଲି ମଜୁମଦାରଙ୍କ…
ଅନ୍ଲାଇନ୍ରେ ମଦ ମଗାଇ ଠକାମିର ଶିକାର ହେଲେ ଡାକ୍ତର: ଦୁଇ ଆକାଉଣ୍ଟରୁ ଲୁଟିନେଲେ ଦେଢ଼ ଲକ୍ଷ ଟଙ୍କା
ଭୁବନେଶ୍ୱର,୨୦।୯ (ବ୍ୟୁରୋ): ଅନ୍ଲାଇନରେ ମଦ ମଗାଇ ଜଣେ ପ୍ରତିଷ୍ଠିତ ଡାକ୍ତର ଠକେଇର ଶିକାର ହୋଇଛନ୍ତି। ସାଇବର ଠକ ଦୁଇଟି ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଡାକ୍ତର ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା…
ଜାତୀୟ ର଼୍ୟାଙ୍କିଙ୍ଗ୍ରେ ଓଡ଼ିଶାର ୧୧ ଆଇଟିଆଇ: ପ୍ରତିଷ୍ଠା ହେବ ଉନ୍ନତ ବୈଷୟିକ ପ୍ରଶିକ୍ଷଣ କେନ୍ଦ୍ର
ଭୁବନେଶ୍ୱର, ୨୦।୯(ବ୍ୟୁରୋ): ସ୍କିଲ୍ଡ ଇନ୍ ଓଡ଼ିଶା ବ୍ରାଣ୍ଡକୁ ଆଉ ପାଦେ ଆଗକୁ ନେଇ ରାଜ୍ୟ ସରକାର ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓଏମ୍ବିଏଡିସି) ଜିଲାରେ ଉତ୍କୃଷ୍ଟ ବୈଷୟିକ କୌଶଳ ତାଲିମ କେନ୍ଦ୍ର (ସେଣ୍ଟର ଅଫ୍ ଏକ୍ସଲେନ୍ସ୍) ପ୍ରତିଷ୍ଠା ପ୍ରକ୍ରିୟା ଆରମ୍ଭ କରିଛନ୍ତି।…
କଟକ ମାଟିରେ ଫେଣ୍ଟା କାରିଗରର ଭାବନା: ପରମ୍ପରାକୁ ଭୁଲି ମୂର୍ତ୍ତି ଭାଙ୍ଗିବ କିଏ…
କଟକ ଅଫିସ୍, ୨୦।୯ : କଟକ ମାଟିରେ ଫେଣ୍ଟି ହୋଇଥାଏ କାରିଗରର ଭାବନା। ଭାଗମାପ ନୁହେଁ, ଭାବରେ ମା’ଙ୍କ ମୂର୍ତ୍ତି ତିଆରି କରାଯାଏ। ଯେତିକି ପୁରୁଣା ଏ ସହର, ସେତିକି ପୁରୁଣା ଏଠାକାର ପରମ୍ପରା ଆଉ ଦୁଗର୍ର୍ାପୂଜା। ପ୍ରତିବର୍ଷ କାରିଗର ହାତରେ…
ଅମାନିଆଙ୍କୁ ସାବାଡ଼ କରୁଛି ପୋଲିସ: ଜରିମାନା ଭୟରେ ଭିଡ଼ ଉଭାନ
ଭୁବନେଶ୍ୱର,୨୦।୯ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କ ନିର୍ଦ୍ଦେଶ ପରେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ବେଶ୍ ତତ୍ପରତା ଦେଖାଇଛି କମିଶନରେଟ ପୋଲିସ। କଟକ, ଭୁବନେଶ୍ୱର ଦ୍ୱୈତନଗରୀରେ ଯାଞ୍ଚ ଓ ଚଢ଼ାଉକୁ ଜୋର୍ଦାର କରାଯାଇଥିବାବେଳେ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି।…
ହନୁମାନ ପଇସା ପରେ ନୂଆ ଗୁଜବ: ଲକ୍ଷପତି ହେବା ଆଶାରେ ପୁରୁଣା ଟିଭି-ଫୋନ ପଛରେ ପଡ଼ିଛନ୍ତି ଯୁବପିଢ଼ି
ପାଟଣା,୨୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିନ୍ନ ବଜାର ଅଞ୍ଚଳରେ ନୂଆ ଗୁଜବ। ପୁରୁଣା ଟିଭି ଓ ଫୋନ ରେ ଥିବା ନାଲି ବଲ୍ବରେ ଏଜ ତରଳ ଧାତୁ ରହିଛି, ଯାହା ବହୁ ମୂଲ୍ୟବାନ ବୋଲି ଚର୍ଚ୍ଚା…
ସୁପ୍ରିମକୋର୍ଟରେ ପହଞ୍ଚିଲା ବର୍ଷା-ଅନୁଭବ ବିବାଦ
କଟକ ଅଫିସ, ୨୦।୯: ଏମ୍ପି ତଥା ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶିନୀଙ୍କ ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଦିଲ୍ଲୀ ପଟିଆଲା କୋର୍ଟରେ ଅନୁଭବ ସ୍ତ୍ରୀ ବର୍ଷାଙ୍କୁ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି…
ଚିଲିକା, ଅଂଶୁପା ପାଇଁ କେନ୍ଦ୍ର ଦେଇଛି ୪.୭ କୋଟି
ଭୁବନେଶ୍ୱର, ୨୦।୯(ବ୍ୟୁରୋ): ନ୍ୟାଶନାଲ୍ ପ୍ଲାନ୍ ଫର୍ କଞ୍ଜରଭେଶନ୍ ଅଫ୍ ଆକ୍ୱାଟିକ ଇକୋସିଷ୍ଟମ (ଏନପିସିଏ) ଅଧୀନରେ ଗତ ୨ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାକୁ ୪.୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଦେଶର ସର୍ବବୃହତ୍ ଲବଣ ଜଳ ହ୍ରଦ ଚିଲିକା ଏବଂ ଓଡ଼ିଶାର ବୃହତ୍ତମ…
କୃଷି ବିଲ୍କୁ ବିଜେଡିର ବିରୋଧ
ଭୁବନେଶ୍ୱର,୨୦ା୯(ବ୍ୟୁରୋ): କୃଷି ବିଲ୍କୁ ବିଜେଡି ବିରୋଧ କରିଛି। ରବିବାର ରାଜ୍ୟ ସଭାରେ ଆଲୋଚନା ବେଳେ ଏହି ବିଲ୍କୁ ବିଜେଡି ଏମ୍ପି ଅମର ପଟ୍ଟନାୟକ ବିରୋଧ କରିଛନ୍ତି। ସେ କହିଛନ୍ତି, ଏହି ବିଲ୍ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁରକ୍ଷା ନେଇ କୌଣସି…
୪ବର୍ଷ ପରେ କମିଲେ ପର୍ଯ୍ୟଟକ
ଭୁବନେଶ୍ୱର,୨୦।୯(ବ୍ୟୁରୋ): ଗତ କିଛିବର୍ଷ ଧରି ରାଜ୍ୟକୁ କ୍ରମାଗତ ଭାବେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଥିଲା। କେବଳ ଘରୋଇ ପର୍ଯ୍ୟଟକ ନୁହେଁ, ବିଦେଶୀ ପର୍ଯ୍ୟଟକଙ୍କ କ୍ଷେତ୍ରରେ ମଧ୍ୟ ଏହି ଅଭିବୃଦ୍ଧି ଦେଖିବାକୁ ମିଳିଥିଲା। ଲଗାତାର ୩ବର୍ଷ ଧରି ଓଡ଼ିଶାରେ ପର୍ଯ୍ୟଟକଙ୍କ ଆଗମନ ଗ୍ରାଫ୍…
୩ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୦।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଜିଲାର…
Archives


