ରାଜ୍ୟ

ରାଜ୍ୟରେ ଆଜି ୧୭୯୩ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ): ଶୁକ୍ରବାର ମୋଟ୍‌ ୩୦ ଜିଲାରୁ ୧୭୯୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୭,୮୮୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦୩୧ ଜଣ…

ଖପୁରିଆ ଆଇଟିଆଇରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଇନୋଭେଶନ ସେଣ୍ଟର

କଟକ ଅଫିସ, ୨୨ା୧୦: ଖପୁରିଆସ୍ଥିତ ସରକାରୀ ଆଇଟିଆଇରେ ପ୍ରତିଷ୍ଠା ହେବ ଫିଜିକାଲ ଏବଂ ଭର୍ଚ୍ଚୁଆଲ ଅତ୍ୟାଧୁନିକ ଇନୋଭେସନ ସେଣ୍ଟର। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ, ଇଲେକ୍ଟ୍ରୋନିକ୍ସ ଏବଂ ବିଭିନ୍ନ ଯନ୍ତ୍ରପାତି ଉପରେ ଛାତ୍ରୀଛାତ୍ରମାନେ ଶିକ୍ଷାଲାଭ କରିପାରିବେ। ଏ ନେଇ ଗୁରୁବାର ଓଡ଼ିଶା ବୈଷୟିକ…

ଖାଲିପଡ଼ିଥିବା ଏକାଡେମୀ ପଦବୀ ପୂରଣ ହେବ: ସଭାପତି, ଉପସଭାପତି ଦୌଡ଼ରେ ରହିବେନି ୬୦ରୁ କମ୍‌ ବୟସ୍କ ବ୍ୟକ୍ତି

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ସମସ୍ତ ଏକାଡେମୀର ଖାଲି ପଦପଦବୀ ପୂରଣ ହେବ। ଏନେଇ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି, ଉପସଭାପତି ଓ ସଚିବ, ଓଡ଼ିଶା ଲଳିତକଳା…

ଶ୍ରୀମନ୍ଦିରର ୮ ଦ୍ୱାର ହେବ ରୁପା ଛାଉଣି

ପୁରୀ ଅଫିସ,୨୩ା୧୦: ଶ୍ରୀମନ୍ଦିରର ୩ଟି ଦ୍ୱାର (ଜୟ ବିଜୟ, କଳାହାଟ ଓ ବେହେରଣ) ରୁପା ଛାଉଣି ହେବ। ଜଣେ ଭକ୍ତ ଏଥିପାଇଁ ଆବଶ୍ୟକ ରୁପା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବେ ବୋଲି ପୂର୍ବରୁ ସୂଚନା ମିଳିଥିଲା। ଏ ନେଇ ଶ୍ରୀମନ୍ଦିର…

ପିଆଜ ଦର ବୃଦ୍ଧି ନେଇ ଜିଲାପାଳଙ୍କୁ ଯୋଗାଣ ସଚିବଙ୍କ ଚିଠି

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ): ରାଜ୍ୟରେ ପିଆଜ ଦର ଅହେତୁକ ବୃଦ୍ଧି ପାଇବା ନେଇ ରାଜ୍ୟ ସରକାର ଗୁରୁତର ସହ ବିଚାର କରିବା ଆରମ୍ଭ କରିଛନ୍ତି। ପ୍ରତିଦିନ ପିଆଜ ଦର ବୃଦ୍ଧି ପାଇ ବର୍ତ୍ତମାନ ୯୦ଟଙ୍କାରେ ପହଞ୍ଚତ୍ଲାଣି। ଏଥିପାଇଁ ସାଧାରଣ ଲୋକେ ଅସୁବିଧା ଭୋଗିବା ସାଙ୍ଗକୁ…

ଏକକ ପିଜି ପ୍ରବେଶିକା ପରୀକ୍ଷା ଶେଷ:ନଭେମ୍ବର ୧୦ରେ ମେଧା ତାଲିକା

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ଗୁରୁବାର ଶେଷ ହୋଇଛି। ରାଜ୍ୟର ୬୮ଟି ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିଲାଗି…

ଘୋଷଣାରେ ଅଟକିଛି ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ

ଯାଜପୁର ଅଫିସ୍‌,୨୩।୧୦: ରାଜ୍ୟ ସରକାର ଶିଳ୍ପ ସହ ନିଯୁକ୍ତିକୁ ଗୁରୁତ୍ୱ ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସ୍ବତନ୍ତ୍ର ଶିଳ୍ପ ଜୋନ୍‌ ଭାବେ ପରିଗଣିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଡାଉନ୍‌ଷ୍ଟ୍ରିମ ଶିଳ୍ପକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। ୩୬ଟି ସ୍ମଲ୍‌ ସ୍କେଲ୍‌ ଇଣ୍ଡଷ୍ଟ୍ରିଜ(ଏସ୍‌ଏସ୍‌ଆଇ)କୁ ଇଡ୍‌କୋ…

ରେଳ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ମୋବାଇଲ୍‌ ଆପ୍‌

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ):ପୂର୍ବତଟ ରେଳପଥର କର୍ମଚାରୀମାନେ ବର୍ତ୍ତମାନ ମୋବାଇଲ୍‌ ଆପ୍‌ ମାଧ୍ୟମରେ ସେମାନଙ୍କ ସେବା ସହ ଜଡିତ ତଥ୍ୟ ଏବଂ ନଥିପତ୍ର ଦେଖିପାରିବେ। ଆବଶ୍ୟକ ହେଲେ କୌଣସି ପରିବର୍ତ୍ତନ ପାଇଁ ଏହି ଆପ୍‌ ମାଧ୍ୟମରେ ରେଳ ପ୍ରଶାସନ ସହିତ ଯୋଗାଯୋଗ କରିପାରିବେ। କର୍ମଚାରୀଙ୍କ ନିଯୁକ୍ତି…

ଅନ୍‌ଲାଇନ୍‌ରେ ହେବ ଏସ୍‌ଓଏଫ୍‌ ଅଲିମ୍ପିଆଡ୍‌

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ): ଚଳିତ ଶିକ୍ଷାବର୍ଷ ପାଇଁ ଅଲିମ୍ପିଆଡ୍‌ ପରୀକ୍ଷା ଘୋଷଣା କରିଛି ସାଇନ୍ସ ଅଲିମ୍ପିଆଡ୍‌ ଫାଉଣ୍ଡେଶନ (ଏସ୍‌ଓଏଫ୍‌)। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରମାନେ ନିଜ ଘରେ ବସି ଅନ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଛି। ସେହିଭଳି ମାତ୍ର ୪ଟି ଅଲମ୍ପିଆଡ୍‌ ପରୀକ୍ଷା…

ଲିଙ୍ଗରାଜ ମନ୍ଦିର ବାହାର ଫଟୋ ମନୋମୁଗ୍ଧକର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩ା୧୦ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲିଙ୍ଗରାଜ ମନ୍ଦିର ବାହାରୁ ଉତ୍ତୋଳିତ ହୋଇଥିବା ଏକ ଫଟୋକୁ ପୋଷ୍ଟ କରି ଏହା ଅତ୍ୟନ୍ତ ମନମୁଗ୍ଧକର ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ଲିଙ୍ଗରାଜ ମନ୍ଦିର ଏକ ଦିବ୍ୟ ଅନୁଭବ…

‘ସୁନନ୍ଦା ସମ୍ମାନ’କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର, ୨୩ା୧୦ (ବ୍ୟୁରୋ) :ଶାସ୍ତ୍ରୀୟ ସଙ୍ଗୀତରେ ଉତ୍କର୍ଷ ଲାଗି ରାଜ୍ୟର ଜଣେ ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତଜ୍ଞଙ୍କୁ ‘ସୁନନ୍ଦା ସମ୍ମାନ’ ମିଳିବ। ବିଶିଷ୍ଟ ସଙ୍ଗୀତ ଗୁରୁ ସ୍ବର୍ଗତ ସୁନନ୍ଦା ପଟ୍ଟନାୟକଙ୍କ ନାମରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଏହି ପୁରସ୍କାର ପ୍ରଦାନ…

ଜାହାଜରୁ ଖସିପଡ଼ିଲେ ୩ ନାବିକ

ପାରାଦୀପ,୨୩ା୧୦(ସ୍ବ.ପ୍ର.):ପାରାଦୀପ ବନ୍ଦର ନିକଟସ୍ଥ ଆଙ୍କରେଜ ଅଞ୍ଚଳ ସମୁଦ୍ରରେ ଗୁରୁବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ମାଲ୍ଟା ଫ୍ଲାଗ୍‌ ବହନକାରୀ ଲୁହାପଥର ପରିବହନ କରିବାକୁ ବାଂଲାଦେଶରୁ ଆସିଥିବା ଓସନ ସେଞ୍ଚୁରୀ ନାମକ ଜାହାଜର ସେଫ୍ଟି ବୋଟ୍‌ରୁ ୩ଜଣ ଯନ୍ତ୍ରୀ(ନାବିକ)ଖସିପଡ଼ି ସମୁଦ୍ରରେ ଭାସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri