ପ୍ରଥମ ଦିନରେ ୨୨ କଟେଜରେ ପର୍ଯ୍ୟଟକ
କୋଣାର୍କ,୧୦ା୧୨(ଡି.ଏନ୍.ଏ.):ଓଡ଼ିଶାର ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ପର୍ଯ୍ୟଟକଙ୍କୁ ଆଡ୍ଭେଞ୍ଚର ସ୍ପୋର୍ଟସ, ମନୋରଞ୍ଜନ ଆଦିର ଭିନ୍ନ ଅନୁଭବ ଦେବାକୁ ବୁଧବାରଠାରୁ ଆରମ୍ଭ ହୋଇଛି ‘ଇକୋ ରିଟ୍ରିଟ୍’। ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟର ୫ଟି ସ୍ଥାନରେ ଆୟୋଜିତ ଏହି ଫେଷ୍ଟିଭାଲକୁ ମୁଖ୍ୟମନ୍ତ୍ରୀ ନବୀନ…
ଜେଲରେ ଜେରା ହେବେ ପ୍ରଦୀପଙ୍କ ସହ ପାଠକ ବାପପୁଅ
ଭୁବନେଶ୍ୱର,୧୦ା୧୨(ବ୍ୟୁରୋ):ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ନିଲମ୍ବିତ ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୩ଟି ମାମଲା ରୁଜୁ କରିଛି। ପାଠକ ବାପପୁଅଙ୍କ ନାଁରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ…
‘ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ କଂଗ୍ରେସର ନୈତିକ ବିଜୟ’
ଭୁବନେଶ୍ୱର,୧୦ା୧୨(ବ୍ୟୁରୋ):ରାଜ୍ୟରେ କରୋନା ମହାମାରୀ ସମୟରେ ବହୁଚର୍ଚ୍ଚିତ ମାସ୍କ, ପିପିଇ କିଟ୍ ଓ ଅନ୍ୟାନ୍ୟ କୋଭିଡ୍ ସାମଗ୍ରୀ କିଣାରେ ବହୁ କୋଟି ଟଙ୍କା ଦୁର୍ନୀତିରେ ରାଜ୍ୟ ସରକାରଙ୍କର ସମ୍ପୃକ୍ତିକୁ ନେଇ ପ୍ରଦେଶ କଂଗ୍ରେସ କମିଟି ଲୋକାୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଲୋକାୟୁକ୍ତ ଗୁରୁତ୍ୱପୂର୍ଣ୍ଣ…
ପରୀକୁ ନ୍ୟାୟ ଦେବାରେ ସରକାର ବିଫଳ
ନୟାଗଡ଼ ଅଫିସ,୧୦ା୧୨:ଶିଶୁକନ୍ୟା ପରୀକୁ ନ୍ୟାୟ ଦେବାରେ ରାଜ୍ୟ ସରକାରଙ୍କ ବିଫଳତା ପ୍ରତିବାଦରେ ଭାଜପା ଓ କଂଗ୍ରେସ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଭାଜପା ପଦଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ ‘ପରୀ ନ୍ୟାୟ ରଥ’ ପରିକ୍ରମା କରାଇ ଲୋକଙ୍କ ପାଖକୁ ଯାଇ ଦସ୍ତଖତ…
‘କୋଇଲା ରୟାଲ୍ଟି ସଂଶୋଧନ କର’
ଭୁବନେଶ୍ୱର,୧୦ା୧୨(ବ୍ୟୁରୋ):କୋଇଲା ଓ ଅନ୍ୟାନ୍ୟ ଖଣିଜ ପଦାର୍ଥର ରୟାଲଟି ସଂଶୋଧନ ପ୍ରସ୍ତାବ ୨୦୧୭ରୁ କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି। କୋଇଲା ରୟାଲ୍ଟି ସଂଶୋଧନ ୨୦୧୭ ସେପ୍ଟେମ୍ବରରୁ ପଡ଼ିରହିଛି। ଯଦିଓ କ୍ଲିନ୍ ଏନର୍ଜି ସେସ୍ ଅନେକ ଥର ବୃଦ୍ଧି କରାଯାଇଛି ତେବେ ତାହା ରାଜ୍ୟ…
୯ ଜିଲାରେ କୁହୁଡ଼ି ସମ୍ଭାବନା
ଭୁବନେଶ୍ୱର,୧୦ା୧୨(ବ୍ୟୁରୋ):ଆସନ୍ତା ୩ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ ପ୍ରବଳ କୁହୁଡ଼ି ହେବାର ସମ୍ଭାବନା ରହିଛି। କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ରାୟଗଡ଼ା,ନୟାଗଡ଼, କଟକ, ଜଗତ୍ସିଂହପୁର ଏବଂ ଅନୁଗୋଳ ଜିଲାର…
ଅର୍ବାନ ଗଭର୍ନାନ୍ସରେ ଓଡ଼ିଶା ୧ ନମ୍ବର
ଭୁବନେଶ୍ୱର,୧୦ା୧୨(ବ୍ୟୁରୋ):ଅର୍ବାନ ଗଭର୍ନାନ୍ସ ଇଣ୍ଡେକ୍ସ (ସହରାଞ୍ଚଳ ଶାସନ ସୂଚକାଙ୍କ)-୨୦୨୦ରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ବିବେଚିତ ହୋଇଛି। ଦେଶର ପ୍ରମୁଖ ରାଜ୍ୟଗୁଡ଼ିକୁ ପଛରେ ପକାଇ ଓଡ଼ିଶା ଏକ ନମ୍ବର ସ୍ଥାନ ହାସଲ କରିଛି। ସ୍ବେଚ୍ଛାସେବୀ ସଙ୍ଗଠନ ପ୍ରଜା ଫାଉଣ୍ଡେଶନ ପକ୍ଷରୁ ଦିଲ୍ଲୀ ସମେତ ୨୮…
କ୍ୟାନ୍ସର ହସ୍ପିଟାଲର ୨ ଓପିଡି ସ୍ଥାନାନ୍ତର ହେବ
କଟକ ଅଫିସ, ୧୦ା୧୨:ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନର ଦୁଇଟି ଓପିଡି ସପ୍ତାହକ ମଧ୍ୟରେ ସ୍ଥାନାନ୍ତର କରାଯିବ। ଅନୁଷ୍ଠାନର ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଢଙ୍ଗୀ କହିଛନ୍ତି, ମୁଖ୍ୟ ଓପିଡିରେ ସବୁବେଳେ ଗହଳି ଲାଗି ରହୁଛି ା ଅନ୍ଲକ୍ ପରଠାରୁ ରାଜ୍ୟ…
ସ୍କୁଟିକୁ ୨୬ ହଜାର ଜରିମାନା
ଭୁବନେଶ୍ୱର,୧୦।୧୨(ବ୍ୟୁରୋ) :ଭୁବନେଶ୍ୱରରେ ଜଣେ ନାବାଳକ ସ୍କୁଟି ଚଲାଇବା ଓ ହେଲ୍ମେଟ ନ ପିନ୍ଧିବା ମହଙ୍ଗା ପଡିଛି। ନୂଆ ଟ୍ରାଫିକ ନିୟମ ଅନୁସାରେ ଓଆର୍୦୨ଏଜି୦୧୮୩ ନମ୍ବର ବିଶିଷ୍ଟ ସ୍କୁଟି ଉପରେ ୨୬ ହଜାର ଟଙ୍କାର ଜରିମାନା କରିଛି କମିଶନରେଟ ପୋଲିସ। ବୁଧବାର ସକାଳେ…
୨୮୫୮ କୋଟିର ଋଣ କରିବ ଓଡ଼ିଶା
ନୂଆଦିଲ୍ଲୀ: କରୋନା ପରେ ରାଜସ୍ବ ସଂଗ୍ରହ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ର ପକ୍ଷରୁ ମିଳୁଥିବା ଜିଏସ୍ଟି କ୍ଷତିପୂରଣ ପାଣ୍ଠି ମଧ୍ୟ ପ୍ରଭାବିତ ସ୍ଥିତିରେ ରହିଛି। ଏହାକୁ ବିଚାର କରି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ବଜାରରୁ ଋଣ ଉଠାଇବା ଲାଗି ଅନୁମତି ଦେଇଛନ୍ତି। କେନ୍ଦ୍ର…
ପଲିଥିନ ବ୍ୟାନ୍ ପ୍ରହସନ
ଅନୁଗୋଳ ଅଫିସ, ୧୦।୧୨: ଅନୁଗୋଳ ସହରକୁ ପଲିଥିନ ମୁକ୍ତ କରିବାକୁ ଗତବର୍ଷ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ୨୦୧୯ ଅକ୍ଟୋବର ୨ରୁ ଏହି ନିୟମକୁ ସହରରେ ଲାଗୁ କରାଯାଇଥିଲା। ବେଆଇନ କାରବାର ହେଲେ ଦୋକାନୀଙ୍କ ଉପରେ ଚଢ଼ାଉ ସହ ଜରିମାନା ଆଦାୟ…
ବିଚ୍ ରାସ୍ତାରେ ଉଲଗ୍ନ କଲେ, ଉଠ୍ବସ କରାଇଲେ
ଉଦଳା,୯ା୧୨(ଡି.ଏନ.ଏ.)- ବିଚ୍ ରାସ୍ତାରେ ଯୁବକଙ୍କୁ ମାଡ଼। ତାହା ପୁଣି ରାଜ୍ୟ ରାଜପଥରେ ଶତାଧିକ ଲୋକଙ୍କ ସମ୍ମୁଖରେ। ଉଦଳା ଥାନା ପୋଲିସ୍ ଘଟଣାସ୍ଥଳରେ ଉପସ୍ଥିତ ଥାଇ ମଧ୍ୟ ନୀରବଦ୍ରଷ୍ଟା ସାଜିଥିଲା। ଆଇନକୁ ହାତକୁ ନେଇ ଜଣେ ଯୁବକଙ୍କୁ ଉଲଗ୍ନ କରି କାନ ଧରାଇ…
Archives


