ପାର୍ବଣ ଋତୁରେ ସତର୍କ ରହିବାକୁ ଆହ୍ବାନ
ଭୁବନେଶ୍ୱର,୧୫ା୧୦(ବ୍ୟୁରୋ):କୋଭିଡ୍ ପରିଚାଳନାରେ ଓଡ଼ିଶାର ସମସ୍ତ ସୂଚକାଙ୍କ ଜାତୀୟ ହାରଠାରୁ ଭଲ ରହିଛି। ଅଧିକାଂଶ ଜିଲାରେ ନୂଆ ସଂକ୍ରମଣ କମୁଛି। କଟକ, ଖୋର୍ଦ୍ଧା, ପୁରୀ ଭଳି ଅଧିକ ସଂକ୍ରମଣ ଥିବା ଜିଲାଗୁଡ଼ିକରେ ମଧ୍ୟ ପରିସ୍ଥିତିର ଉନ୍ନତି ଆସିଛି। ଆଗକୁ ପାର୍ବଣ ଏବଂ...
ଛୋଟ ପିଲା ଭଳି ମନ୍ତବ୍ୟ ଦେଉଛନ୍ତି ପିସିସି ସଭାପତି: ପ୍ରତାପ ଜେନା
ଭୁବନେଶ୍ୱର, ୧୫।୧୦: ଓଡ଼ିଶାର ପୂର୍ବତନ ବାଚସ୍ପତି ଶରତ କରଙ୍କ ଅକ୍ଟୋବର ୧୨ରେ କରୋନାରେ ପରଲୋକ ଘଟିଥିଲା। ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆ ନ ଯିବା ନେଇ ପଶ୍ନ ଉଠାଇଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଗୁରୁବାର ଏହାର ଜବାବ...
ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି, କଂଗ୍ରେସ ପ୍ରାର୍ଥୀ
ବାଲେଶ୍ୱର ଅଫିସ,୧୫ା୧୦: ବାଲେଶ୍ୱର ଉପନିର୍ବାଚନ ପାଇଁ ଗୁରୁବାର ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବାଲେଶ୍ୱର ଉପଜିଲାପାଳଙ୍କ ଅଫିସରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ଏବଂ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ପ୍ରାର୍ଥିପତ୍ର ଦାଖଲ...
ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫ା୧୦(ବ୍ୟୁରୋ): କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ଚିର ଋଣୀ। ଗତ...
ବଗଲା ଜମି ମାମଲା: ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ
କଟକ ଅଫିସ/ପୁରୀ ଅଫିସ,୧୫ା୧୦: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗ ମାମଲାରେ ହାଇକୋର୍ଟ ଗୁରୁବାର ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ବଗଲା ଧର୍ମଶାଳା ଜମିରେ ଜଗନ୍ନାଥଙ୍କ ସତ୍ତ୍ୱ ନେଇ ହାଇକୋର୍ଟ ଏହି ଜବାବ ମାଗିଛନ୍ତି। ଆସନ୍ତା ନଭେମ୍ବର...
ବୃତ୍ତି ଚିହ୍ନେନା ଝିଅପୁଅ ଫରକ
ଭୁବନେଶ୍ୱର,୧୫ା୧୦(ବ୍ୟୁରୋ):ହାତରେ ଅଛି ତାଙ୍କର ନିଖୁଣ କାରିଗରିର ଯାଦୁ। ମୂର୍ତ୍ତିକୁ ଜୀବନ୍ତ ରୂପ ଦେବାର କଳା ତାଙ୍କୁ ବେଶ୍ ଭଲଭାବେ ଜଣା। ଝିଅ ହୋଇ ବି କିଛି ଅସାଧାରଣ କରିବାର ଜିଜ୍ଞାସା ଆଜି ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି। କଟକ...
କରୋନାରେ ୧୭ ଜୀବନ ଗଲା
ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୮୯କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।...
ଆଜି ରାଜ୍ୟରେ ପୁଣି ୨୪୭୦ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜ୍ୟରେ ପୁଣି ୨୪୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୬୨ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୦୦୮ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।...
୫ ଆର୍ପିଏଫ୍ ଅଧିକାରୀଙ୍କୁ ପ୍ରଶଂସା
ଭୁବନେଶ୍ୱର,୧୫ା୧୦(ବ୍ୟୁରୋ):କୋଭିଡ୍-୧୯ ଲକଡାଉନ୍ ବେଳେ ଉତ୍କର୍ଷ ପ୍ରଦର୍ଶନ ପାଇଁ ପୂର୍ବତଟ ରେଳପଥର ୫ ଆରପିଏଫ୍ ଅଧିକାରୀ ରେଳବାଇ ସୁରକ୍ଷାବଳ ମହାନିର୍ଦ୍ଦେଶକଙ୍କଠାରୁ ପ୍ରଶଂସା ପତ୍ର ଗ୍ରହଣ କରିଛନ୍ତି। ସେମାନେ ହେଲେ ପୁରୀ ଆରପିଏଫ୍ ପୋଷ୍ଟ ଇନ୍ସିପେକ୍ଟର ଅନୀଲ କୁମାର ସିଂ, କଟକ ଆରପିଏଫ୍...
ନାବାଳିକାଙ୍କୁ ଗଣବଳାତ୍କାର ଘଟଣା: ଜଣେ ଅଟକ
କଟକ ଅଫିସ/ତିର୍ତ୍ତୋଲ (ଡି.ଏନ.ଏ),୧୫ା୧୦: ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ଘଟଣାରେ ଚାଉଳିଆଗଞ୍ଜ ଥାନା ପୋଲିସ ବୁଧବାର ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସେ ମୁଖ୍ୟ ଅଭିଯୁକ୍ତଙ୍କ ସହଯୋଗୀ ତଥା ସମ୍ପୃକ୍ତ ଚିକେନ୍ ସେଣ୍ଟରର ମାଲିକ ବୋଲି ଜଣାପଡ଼ିଛି। ତେବେ ମୁଖ୍ୟ...
ପୂଜା ପାଇଁ ଚାନ୍ଦା ବନ୍ଦ, ବଣ୍ଟାଯିବ ମାସ୍କ
ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ):କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀର ବିଭିନ୍ନ ପୂଜାମଣ୍ଡପଗୁଡ଼ିକରେ ଭକ୍ତଶୂନ୍ୟ ନିରାଡ଼ମ୍ବର ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ଏପରିସ୍ଥିତିରେ ଚଳିତବର୍ଷ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏଶନ କୋଭିଡ୍ କଟକଣା ଭିତରେ ନିଆରା ଢଙ୍ଗରେ ପୂଜା ସମ୍ପନ୍ନ କରିବାକୁ...
ଶ୍ମଶାନ କର୍ମଚାରୀଙ୍କୁ ‘କରୋନା ଯୋଦ୍ଧା’ ସମ୍ମାନ
ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ):କରୋନା ମୃତକଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟରେ ନିୟୋଜିତ ଥିବା ୨୦ଜଣ ଶ୍ମଶାନ କର୍ମଚାରୀଙ୍କୁ ବୁଧବାର ଜୟ ଓଡ଼ିଶା ପକ୍ଷରୁ ‘କରୋନା ଯୋଦ୍ଧା’ ଭାବେ ସମ୍ମାନିତ କରାଯାଇଛି। ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଏମାନେ ୬ମାସ ଧରି କରୋନା ସଂକ୍ରମିତ ମୃତକଙ୍କ...
Archives


