ରାଜ୍ୟ

ବଢୁଛି ତାତି: ୨୧ରୁ ଝଡ଼ବର୍ଷା

ଭୁବନେଶ୍ୱର,୧୮/୩(ବ୍ୟୁରୋ):ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବ। ସର୍ବୋଚ୍ଚ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ପାଇବ। ତେବେ ଏହି ସମୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲାର କେତେକ ସ୍ଥାନରେ…

‘ବ୍ୟବହୃତ ଆଲୁମିନିୟମର ପୁନର୍ବ୍ୟବହାର ଯୋଜନା ଅଛି’

ଭୁବନେଶ୍ୱର, ୧୮ା୩(ବ୍ୟୁରୋ):ଆଲୁମିନିୟମ-ଏୟାର ବ୍ୟାଟେରି ଟେକ୍ନୋଲୋଜି ବ୍ୟବସାୟୀକରଣ କରିବା ଦିଗରେ ବୁଧବାର ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଇସ୍ରାଏଲର ଉର୍ଜା ମନ୍ତ୍ରୀ ୟୁଭାଲ୍‌ ଷ୍ଟିନ୍‌ଞ୍ଜଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସ ଜରିଆରେ ଆଇଓସି ଫିନର୍ଜି ପ୍ରାଇଭେଟ୍‌ ଲିମିଟେଡ(ଆଇଓପି)ର ଉଦଘାଟନ ହୋଇଛି। ଏହି ଯୌଥ…

ଜେଲ ମନ୍ଦିରରେ ବିବାହ କଲେ ପ୍ରେମୀଯୁଗଳ

ଚୌଦ୍ୱାର,୧୮ା୩(ଡି.ଏନ.ଏ.):କଟକ ଜିଲା ଚୌଦ୍ୱାର ସର୍କଲ ଜେଲ ପରିସରସ୍ଥ ଶିବ ମନ୍ଦିରରେ ବୁଧବାର ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିବାହ ପରେ କନ୍ୟା ଶାଶୁଘରକୁ ଯାଇଥିବାବେଳେ ବର ପୁଣି ଜେଲକୁ ଚାଲିଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କଟକ ସଦର ଥାନା…

ସରକାରୀ ସଂସ୍ଥା କିଣିବେ ‘ମୋ ଖତ’

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ସରକାରଙ୍କ ସମସ୍ତ ବିଭାଗ ପୌର ସଂସ୍ଥା ଦ୍ୱାରା ପ୍ରସ୍ତୁତ ଅର୍ଗାନିକ ‘ମୋ ଖତ’ କିଲୋ ପ୍ରତି ୨୦ ଟଙ୍କା ଦରରେ କିଣିବେ। ଏ ନେଇ ବୁଧବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନ ଜଙ୍ଗଲ…

ଶିଶିର କୁମାର ରଥ ନୂଆ ପିସିସିଏଫ୍‌

ଭୁବନେଶ୍ୱର, ୧୮।୩(ବ୍ୟୁରୋ): ବରିଷ୍ଠ ଆଇଏଫ୍‌ଏସ୍‌ ଅଫିସର ଶିଶିର କୁମାର ରଥଙ୍କୁ ରାଜ୍ୟ ସରକାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ବୁଧବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ସେ ରାଜ୍ୟର…

‘ଲକ୍‌ଡାଉନ ଯୁଗକୁ ଫେରିବାକୁ ଚାହୁଁନାହୁଁ’

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ବିଭିନ୍ନ ଦେଶରେ ଓ ଭାରତର କେତେକ ରାଜ୍ୟରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବହୁଗୁଣିତ ହେଉଥିବାରୁ ଆମକୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ଆମେ ଆଉ ଲକ୍‌ଡାଉନ ଯୁଗକୁ ଫେରିବା ନାହିଁ। ଏଥିପାଇଁ ସଚେତନତା ଓ କଟକଣା ନିୟମକୁ କଡ଼ାକଡ଼ି ଭାବେ…

ଧାନ କିଣ, କ୍ଷମା ମାଗ

ଭୁବନେଶ୍ୱର,୧୮।୩(ବ୍ୟୁରୋ):ମଣ୍ଡି ଅବ୍ୟବସ୍ଥା, ଧାନ କିଣା ଏବଂ ଭାଜପା ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ବିରୋଧୀ ଓ ଶାସକ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। କେହି ନିଜ ଜିଦ୍‌ରୁ ହଟିବାକୁ ରାଜି ନୁହନ୍ତି। ବିରୋଧୀ -ଶାସକଙ୍କ ହଙ୍ଗାମା ଯୋଗୁ ବିଧାନସଭା ଲଗାତର ୫ ଦିନ…

କିଣିଲେନି କେହି, ମାଗଣାରେ ବାଣ୍ଟିଲେ ଟମାଟୋ

କୁଆଁରମୁଣ୍ଡା,୧୭।୩: ସୁନ୍ଦରଗଡ଼ ଜିଲାର ବୀରମିତ୍ରପୁର ପୌରାଞ୍ଚଳର ବୁଧବାର ସାପ୍ତାହିକ ବଜାରରେ ଟମାଟୋ କେହି ନ କିଣିବାରୁ ଚାଷୀମାନେ ଶେଷରେ ମାଗଣା ବାଣ୍ଟିଥିବା ଦେଖିବାକୁ ମିଳିଛି। ଚାଷୀମାନେ ବଜାରକୁ ପୂର୍ବାହ୍ନ ୧୦ଟାରେ ଆସିଥିଲେ। ଦୀର୍ଘ ସମୟ ବିକ୍ରି ପାଇଁ ଅପେକ୍ଷା କରିଥିଲେ। ହେଲେ…

କୁନ୍ତଳାଙ୍କ ପାଖକୁ ଫେରିଆସିଲା ବାର୍‌ହା

କେନ୍ଦୁଝର/ତେଲକୋଇ,୧୭।୩ – ପୋଷାମାନି ମଣିଷଙ୍କ ମେଳରେ ରହୁଥିବା ଏକ ବାର୍‌ହାକୁ ବନ ବିଭାଗ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିଲା। ଏହି ଘଟଣା ଖୁବ୍‌ ଚର୍ଚ୍ଚା ସାଉଁଟିଥିଲା। ୮ ଦିନ ପରେ ପ୍ରିୟ ମଣିଷ ପାଖକୁ ଫେରି ଆସିଛି ସେହି ବାର୍‌ହା।…

ପ୍ରବାସୀଙ୍କୁ ଯାତ୍ରା ମନା

ଛତ୍ରପୁର,୧୭ା୩: ଗଞ୍ଜାମ ଜିଲାରେ ପୁଣି କରୋନା ସଂକ୍ରମଣ ବଢିବା ସମ୍ଭାବନା ରହିଥିବାରୁ ଜିଲାବାସୀଙ୍କୁ ସତର୍କ ରହିବାକୁ ହେବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ଭର୍ଚୁଆଲ ବୈଠକରେ ଅବଗତ କରାଇଛନ୍ତି। ଜିଲାରେ ଆଗକୁ ଦୋଳଯାତ୍ରା, ତାରାତାରିଣୀଙ୍କ ଯାତ୍ରା ଓ ଦଣ୍ଡଯାତ୍ରା…

ଜମିବାଡ଼ି ପାଇଁ ହତ୍ୟା, ମା’-ଭାଉଜ ଗୁରୁତର

ଭଦ୍ରକ ଅଫିସ, ୧୭।୩: ପୂର୍ବଶତ୍ରୁତା ଓ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନ ଅର୍ଣ୍ଣପାଳ ପଞ୍ଚାୟତ ରାଜମୁକୁନ୍ଦପୁର ଗାଁ ରାଜୁଆଳିବିନ୍ଧା ବେହେରାସାହିରେ ବୁଧବାର ପୂର୍ବାହ୍ନରେ…

ଶ୍ରମିକଙ୍କୁ ହତ୍ୟା; ମିଳୁନି ସ୍ତ୍ରୀ ପିଲାଛୁଆଙ୍କ ପତ୍ତା

ଅତାବିରା,୧୭।୩: ବରଗଡ଼ ଜିଲା ଅତାବିରା ଥନା ସିଂହପାଲି ଗ୍ରାମର ଏକ ବନ୍ଦ କୋଠରୀରେ ଜଣେ ଶ୍ରମିକଙ୍କ ମୃତଦେହ ପଡ଼ିଛି। ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ଜଣାପଡ଼ି ନାହିଁ। ସେ ଛତିଶଗଡ଼ର ମୂଳ ବାସିନ୍ଦା ଏବଂ ତାଙ୍କ ଡାକନାମ ମୁନିରାମ ବୋଲି ସ୍ଥାନୀୟ ଲୋକେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri