ଭାତୃଭାବ ଜାଗ୍ରତ ହେଲେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସମ୍ଭବ
ବଲାଙ୍ଗୀର ଅଫିସ/ପୁଇଁତଲା, ୧୧ା୧୨ (ଡି.ଏନ୍.ଏ.) ବିଶ୍ୱ ମାନବିକ ଅଧିକାର ଦିବସ ପାଳନ ଅବସରରେ ଗୁରୁବାର ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚବିଦ୍ୟାଳୟରେ ‘କୃତିତ୍ୱ ହିଁ ପ୍ରେରଣାର ଉତ୍ସ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଧାନଶିକ୍ଷୟିତ୍ରୀ ସୁଜାତା...
ଶହୀଦଙ୍କୁ ମିଳୁନି ସମ୍ମାନ
ଢେଙ୍କାନାଳ ଅଫିସ, ୧୧।୧୨: ଶହୀଦ ଶବ୍ଦ କାନରେ ବାଜିବା ମାତ୍ରକେ ସମ୍ମାନରେ ନଇଁଯାଏ ମଥା। ଭାରତ ମାତାର ସୁରକ୍ଷା ପାଇଁ ଜୀବନ ବଳିଦାନ ଦେଇଥିବା ଏପରି ବୀର ଜନ୍ମମାଟିକୁ କରିଛନ୍ତି ଗୌରବାନ୍ବିତ। ସେମାନଙ୍କ ତ୍ୟାଗ, ବୀରତ୍ୱର ଗାଥାକୁ ଝୁରି ହେଉଛନ୍ତି ଦେଶବାସୀ।...
ଶେଷ ହେଉନି ସମ୍ପ୍ରସାରଣ
ଅନୁଗୋଳ ଅଫିସ, ୧୧।୧୨: କେନ୍ଦ୍ରାଞ୍ଚଳ ଦେଇ ପୂର୍ବରୁ ପଶ୍ଚିମ ଓଡ଼ିଶାକୁ ଯୋଡ଼ୁଥିବା ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣରେ ଅହେତୁକ ବିଳମ୍ବ ହେଉଛି। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ପକ୍ଷରୁ ଏହି କାର୍ଯ୍ୟ ଠିକାସଂସ୍ଥା ଗାୟତ୍ରୀ ପ୍ରୋଜେକ୍ଟକୁ ଦିଆଯାଇଛି।...
ଜମି ହରାଉଛନ୍ତି ଏସ୍ସି, ଏସ୍ଟି
ଯାଜପୁର ଅଫିସ,୧୧ା୧୨:ରାଜ୍ୟର ୯ ଜିଲାରେ ୨୦୦୯-୧୦ରୁ ୨୦୧୯-୨୦ ବର୍ଷ ମଧ୍ୟରେ ଅନୁସୂଚିତ ଜାତି(ଏସ୍ସି) ଓ ଜନଜାତି(ଏସ୍ଟି)ଙ୍କ ୨୩୩୭.୮୧୧ ଏକର ଜମି ବିକ୍ରି ପାଇଁ ୭,୮୪୭ ସାଧାରଣ ବର୍ଗଙ୍କ ସପକ୍ଷରେ ଅନୁମତି ତଥା ଭୂସଂସ୍କାର (ଓଏଲ୍ଆର୍) ପ୍ରମାଣପତ୍ର ଦିଆଯାଇଛି। ଏଥିରେ ଖଣି...
ମୁଖ୍ୟମନ୍ତ୍ରୀ ନାହିଁ କଲେ
ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):କୋଭିଡ-୧୯ ମହାମାରୀ ସଂକ୍ରମଣ ଆଶଙ୍କାରେ ଗତ ୯ ମାସ ହେବ ରାଜ୍ୟରେ ସମସ୍ତ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କେତେକ କ୍ଷେତ୍ରରେ ଅନ୍ଲାଇନରେ ପଢା ହେଉଛି। ତେବେ ଅଧିକାଂଶ ପିଲା ଏହି ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି।...
ଗ୍ୟାଙ୍ଗଷ୍ଟର ଧଳସାମନ୍ତଙ୍କ ଘରୁ ୫୦୦ ରାଉଣ୍ଡ ଗୁଳି ଜବତ
କଟକ ଅଫିସ, ୧୦।୧୨-ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ଓ ସୁଶୀଳ ଧଳସାମନ୍ତଙ୍କ କଟକ ସ୍ଥିତ ସିଡିଏ ବାସଭବନରେ ଗୁରୁବାର ପୋଲିସ ଚଢାଉ କରି ବନ୍ଧୁକ, ଗୁଳି ଓ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ...
ରାଜ୍ୟରେ ସୁସ୍ଥ ହେଲେ ଆଉ ୪୫୮ କରୋନା ଆକ୍ରାନ୍ତ: ଅନୁଗୋଳ ଜିଲାରୁ ସର୍ବାଧିକ
ଭୁବନେଶ୍ୱର,୧୦।୧୨(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୪୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୋଳ ଜିଲାରୁ ସର୍ବାଧିକ ୪୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ବଲାଙ୍ଗୀରରୁ ୪୪, ଖୋର୍ଦ୍ଧାରୁ ୪୧, ସୁନ୍ଦରଗଡ଼ରୁ ୩୭, ମୟୂରଭଞ୍ଜରୁ ୩୫, କଟକରୁ ୨୪, ନୂଆପଡ଼ାରୁ ୨୪, ଜଗତସିଂହପୁରରୁ ୨୨,...
ଗଛରେ ପିଟି ହେଲା ବାଇକ: ଚାଲିଗଲା ୩ ଜୀବନ
ମାଲକାନଗିରି,୧୦ା୧୨(ଡି.ଏନ୍.ଏ.)-ମାଲକାନଗିରି କାଲିମେଳା ମୁଖ୍ୟରାସ୍ତା ଏମ୍ଭି-୧୬ ଗ୍ରାମ ନିକଟରେ ଗୁରୁବାର ବାଇକ୍ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ମୃତକମାନେ ହେଲେ ମୁକୁନ୍ଦ ପଡିଆମି (୩୦), ରାଜା ମାଢି (୪୨) ଓ...
ପରୀ ହତ୍ୟା ମାମଲା: ନୟାଗଡ଼ ସଦର ଆଇଆଇସି ସସ୍ପେଣ୍ଡ
ନୟାଗଡ଼ ଅଫିସ, ୧୦।୧୨: ନୟାଗଡ଼ ସଦର ଥାନା ଆଇଆଇସି ରୀତାରାଶୀ ସାହୁଙ୍କୁ ସସ୍ପେଣ୍ଡ କରାଯାଇଥିବା ବେଳେ ଏସ୍ଡିପିଓ ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାନ ଡିଏସ୍ପି ଭାବେ ବଦଳି କରାଯାଇଛି। ଏ ନେଇ ପୋଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ପରୀ ହତ୍ୟା...
୧୮ମାସରେ ଶେଷ ହେବ ବରମୁଣ୍ଡା ବସ୍ଷ୍ଟାଣ୍ଡ ନବକଳେବର କାର୍ଯ୍ୟ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୦।୧୨-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ବରମୁଣ୍ଡା ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପର ଦୁଇଟି ଭାଗ ରହିଛି। ଗୋଟିଏ ଖଣ୍ଡଗିରିସ୍ଥିତ ବସ୍ ଡିପୋ...
ଅଶୁକୀ ଜଙ୍ଗଲରେ ୨୨ ହାତୀ
ଝୁମ୍ପୁରା, ୧୦।୧୨(ଡି.ଏନ.ଏ.)-କେନ୍ଦୁଝର ଜିଲା ବାଲିବନ୍ଧ ଫରେଷ୍ଟ, ଲକ୍ଷ୍ମୀପଶି ବିଟ ଅନ୍ତର୍ଗତ ଅଶୁକୀ ଜଙ୍ଗଲରେ ଦୁଇ ଦିନ ହେବ ମୟୂରଭଞ୍ଜ ଅଞ୍ଚଳରୁ ଚାଲି ଆସିଥିବା ୨୨ଟିକିଆ ହାତୀପଲ ରହୁଛନ୍ତି। ଅଶୁକୀ ଜଙ୍ଗଲ ପାର୍ଶ୍ୱରେ ଅରଡେଇ ନଦୀ ବୋହି ଯାଉଥିବା ବେଳେ, ଖାଦ୍ୟ...
ପରୀକୁ ନ୍ୟାୟ ଦିଆଯାଉ: ଡି.ପୁରନ୍ଦେଶ୍ୱରୀ
ନୟାଗଡ ଅଫିସ୍, ୧୦।୧୨: ପରୀ ହତ୍ୟା ଘଟଣାରେ ଭାଜପା ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଗୁରୁବାର ନୟାଗଡ଼ର ଯଦୁପୁରରେ ପହଞ୍ଚି ମୃତକଙ୍କ ବାପାମାଙ୍କୁ ଭେଟିଲେ। ଏହାସହ ମୃତଦେହ ଉଦ୍ଧାର ସ୍ଥାନ ବୁଲି ଦେଖିଥିଲେ। ଡି.ପୁରନ୍ଦେଶ୍ୱରୀ ଅଭିଯୋଗ କରି କହିଛନ୍ତି, ପରୀ ବାପାମାଙ୍କୁ...
Archives


