ରାଜ୍ୟ

ଚକ୍ରଧାରୀ ହେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

କଟକ,୩ା୧୧(କାର୍ତ୍ତିକ ସାହୁ): ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ ନିଯୁକ୍ତ ହେବେ। ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୁଡ଼, ବିଚାରପତି ସଞ୍ଜୟ କିଶାନ କାଉଲ୍‌, ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ୍‌...

ଓଡ଼ିଆ ଅପେରାକୁ ବିରୋଧ

ବେଲପଡା,୨ା୧୧(ମନୋଜ କୁମାର ମିଶ୍ର): ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଶା ପ୍ରଯୋଜକ ସଂଘର ଦୁଇବର୍ଷୀୟ ବାସନ୍ଦକୁ ପଶ୍ଚିମାଞ୍ଚଳର ବିଭିନ୍ନ ଅଞ୍ଚଳରେ ତୀବ୍ର ବିରୋଧ କରାଯାଉଛି। ବଲାଙ୍ଗୀର ଜିଲା ବେଲପଡା ବ୍ଲକ ନୁନହାଡ଼ ଗଜଲକ୍ଷୀ ପୂଜା ଅବସରରେ ଆୟୋଜିତ ଅପେରା କାର୍ଯ୍ୟକ୍ରମରେ ଏହି...

ନାବାଳିକା ବଳାତ୍କାରୀଙ୍କୁ ୨୦ବର୍ଷ କାରାଦଣ୍ଡ

ବ୍ରହ୍ମପୁର,୨।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ କୋର୍ଟ ଜଜ୍‌ ଗଣେଶ୍ବର ପତି ନାବାଳିକା ବଳାତ୍କାର ମାମଲାର ଗୁରୁବାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଜ୍‌ ଅଭିଯୁକ୍ତ ଧରାକୋଟ ଥାନା ଅଞ୍ଚଳର...

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଗାଁ ଲୋକଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୧: ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ ହେବ ପ୍ରତି ପଞ୍ଚାୟତ,...

ଦୁଇ ଜିଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କଲା ବିଜେଡି

ଭୁବନେଶ୍ୱର,୨ା୧୧: କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲା ପାଇଁ ଗୁରୁବାର ପର୍ଯ୍ୟବେକ୍ଷକ ନିଯୁକ୍ତି କରିଥିବା ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ ଜରିଆରେ ସୂଚନା ଦିଆଯାଇଛି। ଖବର ଅନୁଯାୟୀ, ବିଜେଡି ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ପାଇଁ ପ୍ରତାପ ଜେନାଙ୍କୁ...

ଟ୍ୟୁଶନ ଫି ମାଗିବାରୁ ସାର୍‌ଙ୍କ ପୁଅଙ୍କୁ ହତ୍ୟା

ଖୋର୍ଦ୍ଧା, ୨।୧୧(ପ୍ରଭାତ ପାଣିଗ୍ରାହୀ): ଜଟଣୀ ଥାନା ବେଣାପଞ୍ଜୁରୀ ନବମ ଶ୍ରେଣୀ ଛାତ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ଟ୍ୟୁଶନ ଫି କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଡିସିପି ପ୍ରତିକ ସିଂ ସୂଚନା ଦେଇଛନ୍ତି। ବୁଧବାର ଶୁଭମ...

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ: ୫୭୦୬ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୨୫୧ କୋଟି ୫୦ ଲକ୍ଷ

ଛତ୍ରପୁର, ୨।୧୧(ଦିଲୀପ ସାମଲ): ରାଜ୍ୟ ସରକାରଙ୍କର ଗ୍ରାମାଞ୍ଚଳର ସାମଗ୍ରିକ ଭିତିଭୂମି ଉନ୍ନୟନ ଏବଂ ଐତିହ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଦ୍ୱାରା ଓଡିଶାର ରୂପାନ୍ତରଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏଥିପାଇଁ ରାଜ୍ୟ ସରକାର ଆମ ଓଡିଶା ନବୀନ...

କମାଲ ଦେଖାଉଛନ୍ତି ନବୀନଙ୍କ ଡୁପ୍ଲିକେଟ୍‌: ପେସା ମେକାନିକ, ନିଶା କିନ୍ତୁ…

ଭବାନୀପାଟଣା,୨।୧୧(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ବେଶ ଓ ତାଙ୍କ ଭଳି କଥା। ହଠାତ୍‌ ଦେଖିଲେ ଚମକି ଯିବେ। ମୁଖ୍ୟମନ୍ତ୍ରୀଙ୍କ କଥାକୁ ଫଲୋ କରି ଉପସ୍ଥାପନା କରିବା ତାଙ୍କର ମୁଖ୍ୟ ପରିଚୟ। ଜିଲାରେ କୌଣସି ଯାନିଯାତ୍ରା ହେଉ...

ଫୋନ୍‌ରେ କଥା ହୋଇ ଖୋଲୁଥିଲେ ଗାଡ଼ି ତାଲା

କଟକ,୨ା୧୧ (କାର୍ତ୍ତିକ ସାହୁ)ସିଡିଏ ଫେଜ୍‌-୨ ଓ କଟକ ସଦର ଥାନା ଅଞ୍ଚଳରୁ ବାଇକ୍‌ ଚୋରି ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ୧୫ଟି ବାଇକ୍‌ ଜବତ କରାଯାଇଥିବା ଡିସିପି ପିନାକ ମିଶ୍ର...

ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ମନ୍ଥର

ସାକ୍ଷୀଗୋପାଳ, ୨ା୧୧(ପ୍ରଶାନ୍ତ କୁମାର ବାରିକ/କିଶୋର ମହାପାତ୍ର)ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ୧୪ ପଞ୍ଚାୟତର ୪୬ଟି ଗ୍ରାମକୁ ବିଶୁଦ୍ଧ ପିଇବା ପାଣି ଯୋଗାଣ ପାଇଁ ପଞ୍ଚାୟତିରାଜ ବିଭାଗ ଏବଂ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ପୂର୍ବ ସତ୍ୟବାଦୀରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ...

କୁଆଁରୀ ଝିଅଙ୍କୁ ସୁରକ୍ଷା ଦିଅନ୍ତି ପାଳଭୂତ

ଗୋପ,୨।୧୧(ଭାରତୀ ଭୂଷଣ ଉପାଧ୍ୟାୟ) ଦୁଇ ଶହ ବର୍ଷ ଧରି ଗୋପ ବ୍ଲକ ଅଧୀନ ମହଲପଡ଼ା ପଞ୍ଚାୟତ ଓରେଇ ଗ୍ରାମରେ ବଞ୍ଚିଛି ପାଳଭୂତ ପରମ୍ପରା। ଗ୍ରାମରେ ଏହା ଏକ ଭିନ୍ନ ପରମ୍ପରା ଭାବରେ ଦେଖିବାକୁ ମିଳେ। ଏହି ପାଳଭୂତ ପରମ୍ପରାର ମୁଖ୍ୟ...

ବଦଳିଲା ରାଉରକେଲା ବିମାନ ଚଳାଚଳ ସମୟ, ନଭେମ୍ବର ୬ରୁ…

ରାଉରକେଲା,୨।୧୧(ସଙ୍ଗୀତା ଜେନା): ୨୦୨୩ ଜାନୁଆରୀ ମାସରେ ରାଉରକେଲାକୁ ଭୁବନେଶ୍ୱର ବିମାନ ସେବା ଆରମ୍ଭ ହେଲା। ଏହା ଅପରାହ୍ନ ୫ଟା ସମୟରେ ହେଉଥିଲା। ହେଲେ ନଭେମ୍ବର ମାସ ୬ରୁ ଏହାର ସମୟ ପରିବର୍ତ୍ତନ କରାଯାଇଛି। ନୂତନ ସମୟସାରଣୀ ଅନୁଯାୟୀ,ଉଡ଼ାଣ କୋଲକାତାରୁ ଦିନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri