ସ୍ତ୍ରୀଙ୍କ ସହ ମିଶି ଛଠ୍ ପାଳିଲେ ମୁଖ୍ୟମନ୍ତ୍ରୀ: ଦେଲେ ଏମିତି ବାର୍ତ୍ତା
ଭୁବନେଶ୍ୱର,୨୮।୧୦: ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ନୂଆ ବାଲିଯାତ୍ରା ପଡିଆ ଠାରେ ଆୟୋଜିତ ଛଠ ପୂଜା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି। ଏହି ଅବସରରେ ଓଡ଼ିଶା ସରକାର ଭାଇଚାରା, ସୌହାର୍ଦ୍ଦ୍ୟ ଓ ସାଂସ୍କୃତିକ ଏକତାର ପରମ୍ପରାକୁ ଶକ୍ତିଶାଳୀ କରିବା ପାଇଁ ପ୍ରତିବଦ୍ଧ…
ଭୀଷଣ ବେଗରେ ଆସୁଛି ‘ମୋନ୍ଥା’: ଲ୍ୟାଣ୍ଡଫଲ୍ ପୂର୍ବରୁ ଧୋଇଗଲା ବେଳାଭୂମି ରାସ୍ତା
ଭୁବନେଶ୍ୱର,୨୮।୧୦:ସମୁଦ୍ର ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଇଛି ‘ମୋନ୍ଥା’। ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରି ନିକଟତର ହେଉଛି। ଏବେ ମଛଲିପଟନମ ଠାରୁ ୧୯୦, କାକିନାଡ଼ାଠାରୁ ୨୭୦ କିମି ଦୂରରେ ଅଛି ‘ମୋନ୍ଥା’। ସେହିପରି ଗୋପାଳପୁର ଠାରୁ ୫୭୦…
ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ ସରକାରୀ କର୍ମଚାରୀ: ନ ହେଲେ ପ୍ରମୋଶନ ମନା
ଭୁବନେଶ୍ୱର,୨୮ା୧୦(ରବିନାରାୟଣ ଜେନା):୨୦୨୫ ଶେଷ ହେବାକୁ ୨ମାସ ବାକି ରହିଛି। ହେଲେ ଏପର୍ଯ୍ୟନ୍ତ ବାବୁମାନେ ୨୦୨୪ ଲାଗି ସେମାନଙ୍କ ବାର୍ଷିକ ସମ୍ପତ୍ତି ବିବରଣୀ ସରକାରଙ୍କୁ ଦେଉନାହାନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏସଂକ୍ରାନ୍ତରେ ବାରମ୍ବାର ଅବଗତ କରାଗଲେ ମଧ୍ୟ କର୍ମଚାରୀଙ୍କୁ ଚେତନା…
ନୂଆପଡ଼ା ଉପନିର୍ବାଚନ: ସନ୍ଦେହରେ ନେତା
ନୂଆପଡ଼ା,୨୮ା୧୦(ସୁନିତ ମିଶ୍ର):ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ସ୍ଥାନୀୟ ରାଜନୈତିକ ସ୍ଥିତି ସେତିକି ରୋଚକ ହେବାରେ ଲାଗିଛି। କଡ଼ା ମୁକାବିଲା ଲାଗି ପ୍ରସ୍ତୁତି ଚଳାଇଥିବା ଭାଜପା ଏବଂ ବିଜେଡିର ସ୍ଥାନୀୟ ନେତା ଓ ସେମାନଙ୍କ ଭୂମିକାକୁ ନେଇ ଅନେକେ ଏବେ ସନ୍ଦେହ…
ଭୟଙ୍କର ରୂପରେ ମାଡ଼ିଆସୁଛି ବାତ୍ୟା ‘ମୋନ୍ଥା’: ଓଡ଼ିଶାର ଏସବୁ ଜିଲା ହେବ ଅଧିକ ପ୍ରଭାବିତ
ଭୁବନେଶ୍ୱର,୨୮।୧୦: ସମୁଦ୍ରରୁ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ମୋନ୍ଥା’। ମଙ୍ଗଳବାର ସକାଳ ସୁଦ୍ଧା ଏହା ଭୟଙ୍କର ବାତ୍ୟା କିମ୍ବା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ସେହିପରି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶର କାକିନାଡା…
ଜିଏମ୍ଡିସି: ଗୁଜରାଟରୁ ଆସି ଖାଇଗଲେ
ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୭ଟି ରାଜସ୍ବ ଗ୍ରାମ ଅଞ୍ଚଳର ଜମି ହାତେଇଚାଲିଛି ଗୁଜରାଟରୁ ଆସିଥିବା…
ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଲେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ, ପୁଅଙ୍କ ପାଇଁ କଲେ ଭୋଟ ଭିକ୍ଷା
ନୂଆପଡ଼ା, ୨୭/୧୦ : ପୂର୍ବତନ ମନ୍ତ୍ରୀ ତଥା ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ସ୍ଵର୍ଗବାସ ପରେ ନୂଆପଡ଼ାରେ ହେବ ଉପନିର୍ବାଚନ । ନିର୍ବାଚନୀ ମଇଦାନରେ ରାଜେନ୍ଦ୍ରଙ୍କ ପୁଅ ଜୟ ଢୋଲକିଆ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ଭାଜପା ରାଜ୍ୟ…
ସମ୍ପତ୍ତି ବିବରଣୀ ନ ଦାଖଲ କଲେ ହେବ ନାହିଁ ପ୍ରମୋଶନ: ଓଡ଼ିଶା ସରକାରଙ୍କ କଡ଼ା ନିଷ୍ପତ୍ତି, ଡେଡ଼ଲାଇନ୍…
ଭୁବନେଶ୍ୱର,୨୭।୧୦: ଓଡ଼ିଶା ସରକାର ୨୦୨୪ ବର୍ଷର ସମ୍ପତ୍ତି ବିବରଣୀ ଦାଖଲ ପାଇଁ କୌଣସି ସମୟ ବୃଦ୍ଧି ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏଚ୍ଆର୍ଏମ୍ଏସ୍ ପୋର୍ଟାଲ୍ ପୁନର୍ବାର ଖୋଲାଯିବ ନାହିଁ। ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ଏ ସମ୍ପର୍କରେ ବିଜ୍ଞପ୍ତି…
ଏହି ସମୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମୋନ୍ଥା’, ରେଡ୍ ଜୋନରେ ଓଡ଼ିଶାର ୮ ଜିଲା, ପ୍ରବଳ ବର୍ଷା ସହ…
ଭୁବନେଶ୍ୱର,୨୭।୧୦: ସମୁଦ୍ର ଭିତରେ ବଳ ଗୋଟାଉଛି ବାତ୍ୟା ମୋନ୍ଥା । ଆସନ୍ତାକାଲି ସକାଳୁ ନେବ ଭୀଷଣ ବାତ୍ୟାର ରୂପ । ଆନ୍ଧ୍ରପ୍ରଦେଶ କାକିନାଡ଼ା ପାଖାପାଖିରେ ବାତ୍ୟା ଲ୍ୟାଣ୍ଡଫଲ କରିବ । ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ବାତ୍ୟାର ପ୍ରଭାବ ଦେଖିବାକୁ…
ସମ୍ବଲପୁରରେ ଜବ୍ ଫ୍ରଡ୍: ୬୪ ଲକ୍ଷ ଲୁଟି ଜୀବନ ହାରିଲେ ମହିଳା, ୬ ଶହ ଲୋକ…
ସମ୍ବଲପୁର,୨୭।୧୦: ଜବ୍ ଫ୍ରଡ୍ରେ ୬୪ ଲକ୍ଷ ଟଙ୍କା ଲୁଟି ଚାପରେ ପଡ଼ିଥିବା ଚିପିଲିମାର ୩୮ ବର୍ଷୀୟ ସ୍ୱର୍ଣ୍ଣପ୍ରଭା ପାଢ଼ୀ ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛନ୍ତି। ପ୍ରାୟ ୬୦୦ ଜଣଙ୍କୁ ଝାଡୁଦାର ଚାକିରି ପ୍ରତିଶ୍ରୁତି ଦେଇ ଟଙ୍କା ନେଇଥିଲେ ସ୍ୱର୍ଣ୍ଣପ୍ରଭା।…
ରାତି ଅଧରେ ବୈତରଣୀ ନଦୀରୁ ଚାଲିଥିଲାବାଲି ଚୋରି: ମାଡ଼ି ବସିଲା ପୋଲିସ
ପାଟଣା,୨୭।୧୦(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ବୈତରଣୀ ନଦୀର ଦୁର୍ଗାଦେଇପୁର ବାଲି ଘାଟରୁ ରବିବାର ବିଳମ୍ବିତ ରାତିରେ ଚୋରା ବାଲି ଉତ୍ତୋଳନ ହେଉଥିବା ବେଳେ ପୋଲିସ ପକ୍ଷରୁ ଚଢାଉ ହୋଇଥିଲା। ଘଟଣାସ୍ଥଳରେ ବେଆଇନ ବାଲି ବୋଝେଇକରି ଚାଲାଣ କରୁଥିବା ଏକ…
କରୁଥିଲେ ଗୋରୁ ଚାଲାଣ ରାସ୍ତା ମଝିରେ ଖରାପ ହୋଇଗଲା ଗାଡି, ପରେ…
ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଆସିକା-ଦିଗପହଣ୍ଡି ୩୨୬ ନଂ ଜାତୀୟ ରାଜପଥ ସାନଖେମୁଣ୍ଡି ବ୍ଲକ ସାପୁଆ ବସା ନିକଟରେ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ସୋମବାର ଭୋରରେ କେହି ଗୋରୁ ବ୍ୟବସାୟୀ ଛାଡି ଚାଲିଯାଇଥିବା ଜଣାପଡ଼ିଛି। ଗୋରୁ ଚୋରା ଚାଲାଣ…
Archives


