୨୧ ବର୍ଷ ପରେ ଜାତୀୟ ପରେଡରେ କମାଲ ଦେଖାଇବ ବଜାଶାଲ ନୃତ୍ୟ
ଭବାନୀପାଟଣା,୩।୧(ଡି.ଏନ.ଏ.): ଘୁମୁରା ନାଚର ୨୧ ବର୍ଷ ପରେ ଆସନ୍ତା ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପରେଡରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ପ୍ରତିଭା ଅନୁଷ୍ଠାନର ୮୦ ଜଣ କଳାକାର ବଜାଶାଲ ନୃତ୍ୟ ପରିବେଷଣ କରି ନିଜ...
୧୧ରୁ ଖୋଲିବ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର,୩।୧(ବ୍ୟୁରୋ) : ଚଳିତମାସ ୧୧ ତାରିଖରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ୧୧ରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଲୟ ଖୋଲିବା ସହ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ। ମାର୍ଚ୍ଚ...
ଆଜି ୨୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଉ ୩ ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର,୩ା୧(ବ୍ୟୁରୋ): ରବିବାର ରାଜ୍ୟରେ ୧୯୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୩୦୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୦୯ଜଣ ଚିହ୍ନଟ...
ଆଜିଠୁ ଖୋଲିବ ମନ୍ଦିର, ଧାର୍ମିକ ଅନୁଷ୍ଠାନ
ଖୋର୍ଦ୍ଧା ଅଫିସ,୩।୧: ଖୋର୍ଦ୍ଧା ଜିଲାରେ ବିଏମ୍ସିକୁ ବାଦଦେଇ ଗ୍ରାମାଞ୍ଚଳରେ ଥିବା ସମସ୍ତ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନ ରବିବାର ଖୋଲିବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଷ୍ଟାଣ୍ଡାର୍ଡ ଅଫ୍ ପ୍ରୋସିଜୁଅର(ଏସ୍ଓପି) ଜାରି କରାଯାଇଥିବା ଜିଲାପାଳ ସନତ ମହାନ୍ତି ଶନିବାର ସୂଚନା...
୧୨ରୁ ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗାଲୁରୁ ସ୍ପାଇସ୍ ଜେଟ୍ ଉଡ଼ାଣ
ଭୁବନେଶ୍ୱର/ଲଖନପୁର,୩ା୧(ବ୍ୟୁରୋ/ଡି.ଏନ.ଏ.): ଜାନୁୟାରୀ ୧୨ ତାରିଖରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ସ୍ପାଇସ୍ ଜେଟ୍ ଉଡ଼ାଣ ଆରମ୍ଭ କରିବ। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଟୁଇଟର ହ୍ୟାଣ୍ଡଲରେ ଏହି ସୂଚନା ଦିଆଯାଇଛି। ଏହା ପଶ୍ଚିମ...
ଅପରାଜିତା ଶ୍ରେଷ୍ଠ ସାଂସଦ
ଭୁବନେଶ୍ୱର,୩ା୧(ବ୍ୟୁରୋ): ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀଙ୍କୁ ୨୦୨୦ ବର୍ଷ ପାଇଁ ଦେଶରେ ଶ୍ରେଷ୍ଠ ସାଂସଦ(ବେଷ୍ଟ ପାର୍ଲାମେଣ୍ଟାରିଆନ) ମାନ୍ୟତା ମିଳିଛି। ଏସିଆ ପୋଷ୍ଟ ଓ ଫେମେ ଇଣ୍ଡିଆ ପକ୍ଷରୁ ଏମପିମାନଙ୍କର ସଂସଦରେ ଉପସ୍ଥାନ, ବିତର୍କରେ ଭାଗ ନେବା କାର୍ଯ୍ୟଶୈଳୀ, ଲୋକପ୍ରିୟତା ଆଦିକୁ...
ଦୁଇଦିନ ପ୍ରବଳ କୁହୁଡ଼ି: ୟେଲୋ ଓ୍ବାର୍ନିଂ ଜାରିକଲା ପାଣିପାଗ ବିଭାଗ
ଭୁବନେଶ୍ୱର,୩ା୧(ବ୍ୟୁରୋ): ଆସନ୍ତା ଦୁଇଦିନ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ କୁହୁଡ଼ି ହେବାର ସମ୍ଭାବନା ରହିଛି। ରବିବାର ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଏବଂ କନ୍ଧମାଳ ଜିଲାରେ ପ୍ରବଳ କୁହୁଡି ହେବ। ସେହିପରି ସୋମବାର ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଏବଂ...
ପର୍ଯ୍ୟଟନସ୍ଥଳୀ: ଆପ୍ଖୋଲ
ବରଗଡ଼ ଜିଲାର ଡେବ୍ରିଗଡ଼ ଅଭୟାରଣ୍ୟ। ଏଠାରେ ରହିଥିବା ଖୋଲ (ପାହାଡ଼ ମଝିରେ ଫାଙ୍କ) ରେ ସର୍ବଦା ପାଣି ଜମି ରୁହେ। ଲୋକେ ତାକୁ କୁହନ୍ତି ଆପ୍ଖୋଲ। ସେଠାରେ ୩ଟି ବଡ଼ ଝରଣା ରହିଛି। ଏହା ଉପରକୁ ରହିଛି ଆଉ ଏକ...
୧୨ରେ ରଥକାଠ ପାଇଁ ଗଛକଟା ଅନୁକୂଳ
ଦଶପଲ୍ଲା,୩ା୧(ଡି.ଏନ୍.ଏ.): ପୁରୀରେ ଶ୍ରୀଜୀଉମାନଙ୍କ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ନୟାଗଡ ଜିଲା ଦଶପଲ୍ଲା ବନାଞ୍ଚଳରୁ ଯୋଗାଇ ଦିଆଯିବାର ବିଧି ରହିଛି। ସେଥିପାଇଁ ଶ୍ରୀମନ୍ଦିର ପଞ୍ଜିକାରଙ୍କ ଗଣନା ଆଧାରରେ ଦିନ, ବାର, ସମୟ ସ୍ଥିର ହେବା ପରେ ପ୍ରସ୍ତୁତି ଆରମ୍ଭ...
ଦଶମ ବୋର୍ଡ: ପ୍ରତି ବିଷୟରେ ୮୦ ମାର୍କର ହେବ ପରୀକ୍ଷା
ଭୁବନେଶ୍ୱର,୩।୧(ବ୍ୟୁରୋ): ମହାମାରୀ କରୋନା ଯୋଗୁ ଗତ ବର୍ଷ ମାର୍ଚ୍ଚରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ଏବେ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ରାଜ୍ୟ ସରକାର ସ୍କୁଲଗୁଡ଼ିକୁ ଖୋଲିବାକୁ ନିଷ୍ପତ୍ତି ନେବା ସହ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା କରିଛନ୍ତି।...
ବର୍ଷ ଆରମ୍ଭରୁ ଡବଲ୍ ମର୍ଡର: ମାହାଙ୍ଗାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ସହଯୋଗୀଙ୍କୁ ହତ୍ୟା
ନିଶ୍ଚିନ୍ତକୋଇଲି,୨ା୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧୀନ ନୂର୍ତ୍ତାଙ୍ଗସ୍ଥିତ ଜଅଁକୋଠି ନିକଟରେ ଶନିବାର ରାତିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ(୬୨) ଓ ସହଯୋଗୀ ଦିବ୍ୟସିଂହ ବରାଳ(୭୦)ଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି। ଏଥିରେ ଉଭୟଙ୍କ ମୃତ୍ୟୁ ଘଟିଛି। ରାତିରେ...
ନୂଆ ୟୁନିଫର୍ମରେ ଅଗ୍ନିଶମ କର୍ମଚାରୀ
ଭୁବନେଶ୍ୱର,୨।୧(ବ୍ୟୁରୋ): ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଦାନ କରାଯାଇଛି ନୂଆ ୟୁନିଫର୍ମ। ପୂର୍ବରୁ ଅଗ୍ନିଶମ କର୍ମଚାରୀ ବ୍ୟବହାର କରୁଥିବା ୟୁନିଫର୍ମରେ ନିଆଁ ଲାଗିଯାଉଥିଲା। ହେଲେ ନୂଆ ପୋଷାକରେ ରହିଛି ସ୍ବତନ୍ତ୍ର ଅଗ୍ନି ପ୍ରତିରୋଧକ । ଏହା ୮୦୦...
Archives


