ରାଜ୍ୟ

କୋଭିଡ୍‌ ପରିଚାଳନାରେ ସରକାରଙ୍କ ତ୍ରୁଟି ଦର୍ଶାଇଲା ଭାଜପା

ଭୁବନେଶ୍ୱର, ୧୭ା୫(ବ୍ୟୁରୋ):କରୋନାର ୨ୟ ଲହର ଯୋଗୁ ଅନ୍ୟ ରାଜ୍ୟଗୁଡିକରେ ଲକ୍‌ଡାଉନ କଟକଣା ଜାରି ରହିଛି। ଏହି କାରଣରୁ ଅନ୍ୟ ରାଜ୍ୟଗୁଡିକରୁ ପ୍ରବାସୀ ଓଡ଼ିଆ ଶ୍ରମିକ ପୁଣି ଥରେ ଫେରିଲେଣି। ଗତଥର କରୋନା ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ପ୍ରବାସୀଙ୍କ ଆଗମନ କାରଣରୁ...

କୋଭିଡ୍‌ ପାଇଁ ବେଡ୍‌ ନାହିଁ

ଭୁବନେଶ୍ୱର, ୧୭।୫(ବ୍ୟୁରୋ):ରାଜ୍ୟରେ ଦୈନିକ ସଂକ୍ରମଣ ୧୦ରୁ ୧୨ହଜାର ରହୁଛି। ଏଥିରେ ପ୍ରତିଦିନ ଖୋର୍ଦ୍ଧା ଜିଲା ଆଗରେ ରହୁଛି। ଆଉ ଖୋର୍ଦ୍ଧା ଜିଲାରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟାର ପ୍ରାୟ ୮୭% ଭୁବନେଶ୍ୱରରେ ଚିହ୍ନଟ ହେଉଛନ୍ତି। ଏଠାରେ ଦୈନିକ ୧୧ରୁ ୧୩ଶହ...

ସରକାରଙ୍କ ପଦକ୍ଷେପକୁ ପ୍ରଶଂସା

ଭୁବନେଶ୍ୱର, ୧୭ା୫(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜେଡିର ସାମାଜିକ ଅନୁଷ୍ଠାନ ‘ଓଡିଶା ମୋ ପରିବାର’ ସମସ୍ତ ସାମାଜିକ କାର୍ଯ୍ୟକୁ ରାଜ୍ୟରେ ତ୍ୱରାନ୍ବିତ କରୁଛି। ଏହି ପରିପ୍ରେକ୍ଷୀରେ ଯୁବ ବିଜେଡି ରାଜ୍ୟ ସଭାପତି ବ୍ୟମକେଶ ରାୟଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲରେ କୋଭିଡ୍‌...

୫ଦିନ କାଳବୈଶାଖୀ, ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୭।୫(ବ୍ୟୁରୋ): ରାଜ୍ୟରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସହ ବର୍ଷା ହେବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଆଦି ଜିଲାର କିଛି ସ୍ଥାନରେ...

କୋଭିଡ୍‌ ସ୍ଥିତି ନେଇ ସର୍ବଦଳୀୟ ବୈଠକ ଆଜି

ଭୁବନେଶ୍ୱର, ୧୭ା୫(ବ୍ୟୁରୋ):ରାଜ୍ୟରେ କୋଭିଡ୍‌ ସ୍ଥିତି ଭୟଙ୍କର ଆଡ଼କୁ ଗତି କରୁଥିବା ବେଳେ ଏହାକୁ ନେଇ ସବୁଆଡ଼େ ଚିନ୍ତା ବଢ଼ିବାରେ ଲାଗିଛି। ସ୍ଥିତି ଯଦି ଏଭଳି ଲାଗି ରହେ, ତେବେ ଆଗକୁ ଆହୁରି ଜଟିଳ ହେବା ଏକ ପ୍ରକାର ନିଶ୍ଚିତ। ତେଣୁ...

କେହି କିଛି ଜାଣୁ ନାହାନ୍ତି, କଥା କହୁଛନ୍ତି

ଭୁବନେଶ୍ୱର, ୧୭।୫(ବ୍ୟୁରୋ):ରାଜ୍ୟରେ କରୋନାକୁ ନେଇ ଏବେ ଭୟଙ୍କର ସ୍ଥିତି ଉପୁଜିବାରେ ଲାଗିଛି। ଦ୍ୱିତୀୟ ଲହର ସମସ୍ତଙ୍କ ନିଦ ହଜାଇ ଦେଇଥିବାବେଳେ ନୂଆ ଷ୍ଟ୍ରେନ୍‌ ଅଧିକ ଦ୍ରୁତ ଓ ଘାତକ ହେଉଛି। ୧୦ଦିନରେ ସଂକ୍ରମଣ ଲକ୍ଷେ ପାର୍‌ କରୁଥିବାବେଳେ ଦୈନିକ ୧୫ରୁ...

ବିପଦରେ ଗ୍ରାମାଞ୍ଚଳ

ଭୁବନେଶ୍ୱର (ବ୍ୟୁରୋ)/ ରାୟଗଡ଼ା ଅଫିସ/ମାଲକାନଗିରି (ଡି.ଏନ୍‌.ଏ.)/ ଅନୁଗୋଳ ଅଫିସ,୧୭ା୫: କରୋନା ମହାମାରୀର ଦ୍ୱିତୀୟ ଲହର ସାରା ରାଜ୍ୟକୁ କବଳିତ କରିଛି। ଏଥର ଭୂତାଣୁ ସଂକ୍ରମଣ ଆଉ ସହରାଞ୍ଚଳରେ ସୀମିତ ହୋଇ ରହିନାହିଁ। ଗାଁ ଗହଳିରେ ମଧ୍ୟ ଏହାର ପ୍ରାଦୁର୍ଭାବ ଦେଖିବାକୁ...

ଡୋର ଷ୍ଟେପ୍‌ରେ ଟିକା

ଭୁବନେଶ୍ୱର, ୧୬।୫ – ୬୦ରୁ ଉର୍ଦ୍ଧ୍ୱ ବୟସ୍କ ବରିଷ୍ଠ ନାଗରିକଙ୍କ ପାଇଁ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ଘରକୁ ଘର ଟିକାକରଣ ଓ କୋଭିଡ୍‌ ଟେଷ୍ଟ ପ୍ରକ୍ରିୟା। ଏଥି ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କରାଯାଇଛି ବ୍ୟବସ୍ଥା।...

ସମ୍ପର୍କୀୟଙ୍କୁ ରୋଗୀଙ୍କ ସୂଚନା ଦେବ ହେଲ୍ପ ଡେକ୍ସ

ଭୁବନେଶ୍ୱର,୧୬।୫: ରାଜ୍ୟର ସମସ୍ତ ସରକାରୀ ଏବଂ ଘରୋଇ କୋଭିଡ୍‌ ହସ୍ପିଟାଲରେ ହେଲ୍ପ ଡେକ୍ସ ରଖାଯିବ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରବିବାର ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ହେଲ୍ପ ଡେକ୍ସ ମାଧ୍ୟମରେ ରୋଗୀଙ୍କ ସମ୍ପର୍କୀୟଙ୍କୁ...

ଶିଶୁଙ୍କ ସୁରକ୍ଷା ପାଇଁ କମିଟି

ଭୁବନେଶ୍ୱର୧୬।୫: ରାଜ୍ୟରେ କରୋନା ସଂକ୍ରମରଣର ଦ୍ୱିତୀୟ ଲହର ଦିନକୁ ଦିନ ମାଡି ଚାଲିଛି। ଏହାକୁ ରୋକିବା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା ଚଳାଇଛନ୍ତି। ଏଭଳିସ୍ଥିତିରେ ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟ ସରକାର ଶିଶୁଙ୍କ...

ବଣ୍ଡାଘାଟିରେ ୧୨ ସଂକ୍ରମିତ

ମାଲକାନଗିରି,୧୬ା୫: ସବୁଠି ପହଞ୍ଚତ୍ୟାଉଛି କରୋନା। କେଉଁ ଅଞ୍ଚଳ ମଧ୍ୟ ଏହି ମହାମାରୀ ପାଇଁ ଆଉ ଅପହଞ୍ଚ ହୋଇ ରହିନାହିଁ। ମାଲକାନଗିରି ଜିଲାର ସୁଦୂର ବଣ୍ଡାଘାଟିରେ ମଧ୍ୟ ପହଞ୍ଚତ୍ ଆକ୍ରାନ୍ତ କରିଛି ବଣ୍ଡା ଜନଜାତିଙ୍କୁ। ଏହି ଜନଜାତିର ୧୨ ଜଣ କରୋନା...

ଫେଲ୍‌ ମାରୁଛି ସବୁ ଚେଷ୍ଟା

ଭୁବନେଶ୍ୱର,୧୬।୫: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଉଛି। ହେଲେ ସଂକ୍ରମଣ କମୁନାହିଁ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରୁ ରବିବାର ପୁଣି ୧୩୫୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୨୧୮ ଜଣ କ୍ୱାରେଣ୍ଟିନ୍‌ରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri