ରାଜ୍ୟ

୨ ଦିନର ବର୍ଷା ଭାଙ୍ଗିଦେଲା ଉତ୍କଳ ବିଶ୍ୱବିଦ୍ୟାଳୟର ପାଚେରି

ଚଣ୍ଡିଖୋଲ,୧୩ା୯(ଡି.ଏନ.ଏ.): ବଡ଼ଚଣା ବ୍ଲକ ଅଧୀନ ସିହାଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‌(ଗ୍ରାମୀଣ) କାର୍ଯ୍ୟ ଚାଲିଛି। ହେଲେ ଲଘୁଚାପ ବର୍ଷା ଯୋଗୁ କ୍ୟାମ୍ପସ୍‌ର ୧୦୦ ଫୁଟ୍‌ରୁ ଊର୍ଦ୍ଧ୍ୱ ଲମ୍ବର ପାଚେରି ଭୁଶୁଡ଼ି ପଡ଼ିଛି। ବଡ଼ଚଣା ପୂର୍ତ୍ତବିଭାଗ ଉପଖଣ୍ଡ ତରଫରୁ ୧ କୋଟି...

ଭୁଶୁଡ଼ିଲା ଜଗନ୍ନାଥ ମନ୍ଦିର

ଫୁଲବାଣୀ ଅଫିସ/ସାରଙ୍ଗଗଡ,୧୩ା।୯: କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାରଙ୍ଗଗଡ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ସର୍ବପୁରାତନ ଜଗନ୍ନାଥ ମନ୍ଦିର ସୋମବାର ଲଗାଣ ବର୍ଷାରେ ଭୁଶୁଡି ପଡ଼ିଛି। ମନ୍ଦିରର ଅଧା ପର୍ଯ୍ୟନ୍ତ ଭାଙ୍ଗି ଗର୍ଭଗୃହରେ ପଡିଛି। ସୌଭାଗ୍ୟବଶତଃ ମନ୍ଦିର ଭିତରେ କେହି...

ପୁଣି ଏକ୍‌ମୋ ଚିକିତ୍ସାବେଳେ ଗଲା ଜୀବନ

କଟକ ଅଫିସ, ୧୩।୯: ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଏକ୍‌ମୋ ସପୋର୍ଟରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲାର ଜ୍ୟୋତିର୍ମୟୀ ପଣ୍ଡା(୩୮)। ଏସ୍‌ସିବିରେ ଏହା ଦ୍ୱିତୀୟ ଏକ୍‌ମୋ ମୃତ୍ୟୁ ବୋଲି ଡାକ୍ତରଖାନା...

ବିଏମ୍‌ସିର ବିନା ଅନୁମତିରେ ଚାଲିଥିଲା ପ୍ରଦର୍ଶନୀ

ଭୁବନେଶ୍ୱର,୧୩।୯(ବ୍ୟୁରୋ): ବିଏମ୍‌ସିର ବିନା ଅନୁମତିରେ ଆୟୋଜନ ହେଉଥିଲା ପ୍ରଦର୍ଶନୀ । ଏନେଇ ଜୟଦେବ ବିହାର ସ୍ଥିତ ତିରୁମାଳା ତିରୁପତି ଦେବସ୍ଥାନମ୍‌ କଲ୍ୟାଣ ମଣ୍ଡପକୁ ବିଏମ୍‌୍‌ସି ପକ୍ଷରୁ ସିଲ୍‌ କରାଯାଇଛି। ସମ୍ପୃକ୍ତ ମଣ୍ଡପରେ ସିଲ୍‌ ଇଣ୍ଡିଆ ପକ୍ଷରୁ ବସ୍ତ୍ର ପ୍ରଦର୍ଶନୀ ଆୟୋଜନ...

ଅରିଜିନାଲ ମାର୍କସିଟ୍‌ ବିନା ଏଥର କରିହେବ +୩ ଆଡମିଶନ

ଭୁବନେଶ୍ୱର,୧୩।୯(ବ୍ୟୁରୋ) : ଏଥର +୨ ଅରିଜିନାଲ ମାର୍କସିଟ୍‌ ଓ ମାଇଗ୍ରେଶନ ସାର୍ଟିଫିକେଟ ବିନା +୩ ଆଡମିଶନ କରିପାରିବେ ଛାତ୍ରୀଛାତ୍ର। କରୋନା ଯୋଗୁ ଡାଉନଲୋଡ୍‌ ମାର୍କସିଟ୍‌ରେ ଏଥର ଆଡମିଶନ କରି ହେବ ବୋଲି ଶିକ୍ଷା ପକ୍ଷରୁ ସୂଚନା ମିଳିଛି। ଅଣ୍ଡରଟେକିଂ ନେଇ...

ସ୍ଥଳଭାଗ ଛୁଇଁଲା ଅବପାତ, ପ୍ରବଳ ବର୍ଷା ଜାରି

ଭୁବନେଶ୍ବର,୧୩।୯: ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଅବପାତ(ଡିପ୍‌ ଡିପ୍ରେସନ) ସୋମବାର ସ୍ଥଳଭାଗ ଛୁଇଁଛି। ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ ୪୮ ଘଣ୍ଟାରେ ଏହା ଆଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର ଛତିଶଗଡ଼, ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ। ଏହାର ପ୍ରଭାବର...

୧୭ରୁ ପୁଣି ବର୍ଷା!

ଭୁବନେଶ୍ୱର,୧୩।୯(ବ୍ୟୁରୋ): ରାଜ୍ୟରେ ରବିବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ତେବେ ୧୭ରୁ ପୁଣି ବର୍ଷା ହୋଇପାରେ ବୋଲି ସୋମବାର ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୭ ତାରିଖ ପାଖାପାଖି ଉତ୍ତର ବଙ୍ଗୋପ ସାଗରରେ...

ପ୍ରକାଶ ପାଇଲା +୨ କଟ୍‌ ଅଫ୍‌ ମାର୍କ

ଭୁବନେଶ୍ୱର,୧୩।୯(ବ୍ୟୁରୋ):ଯୁକ୍ତ ଦୁଇ କଲେଜରେ ନାମଲେଖା ପାଇଁ ସୋମବାର ପ୍ରକାଶ ପାଇଛି ପ୍ରଥମ ମେରିଟ ଲିଷ୍ଟ। ଦିନ ସାଢେ ୧୧ଟାରେ ସାମସ ୱେବସାଇଟ (www.samsodisha.gov.in)ରେ ତାଲିକା ପ୍ରକାଶ ପାଇଛି। ସେଠାରୁ ଛାତ୍ରୀଛାତ୍ର ମେଧା ତାଲିକା ଦେଖିପାରିବେ। ମେରିଟ ଲିଷ୍ଟରେ ଥିବା ଛାତ୍ରୀଛାତ୍ର...

ଆହୁରି ଛେଚିବ: ୫ ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର,୧୩।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇ ଚାନ୍ଦବାଲି ଦେଇ ଆଜି ସକାଳେ ସ୍ଥଳପଥ ଅତିକ୍ରମ କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତମପଶ୍ଚିମ ଦିଗରେ ଉତ୍ତର ଓ ଉତ୍ତର ଛତିଶଗ...

ସିନେମା ହଲ୍‌ ସ୍ଥିତି ସଙ୍ଗିନ

ଢେଙ୍କାନାଳ ଅଫିସ, ୧୩ା୯: ଓଡ଼ିଆ ସିନେମା ଇତିହାସ ପାଇଁ ଅଭୁଲା ୧୯୩୬। ଏହି ବର୍ଷ ପରଦାକୁ ଆସିଥିଲା ପ୍ରଥମ କଳାଧଳା ଚଳଚ୍ଚିତ୍ର ‘ସୀତାବିବାହ’। ଏହାର ଦୀର୍ଘ ଚାରି ଦଶନ୍ଧି ପରେ ୧୯୭୬ରେ ବଡ଼ ପରଦାରେ ରିଲିଜ୍‌ ହୋଇଥିଲା ପ୍ରଥମ ରଙ୍ଗିନ...

ଆଜି କରୋନା ନେଲା ୬ ଜୀବନ

ଭୁବନେଶ୍ୱର,୧୩।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୬ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୧୦୪ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ପାରାଦୀପରେ ବର୍ଷା ସାଙ୍ଗକୁ ପବନ: ସମୁଦ୍ର ଅଶାନ୍ତ

ପାରାଦୀପ,୧୩।୯(ସ୍ବ.ପ୍ର): ଜଗତସିଂହପୁର ଜିଲାରେ ଲଗାଣ ବର୍ଷାରେ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ପାରାଦୀପରେ ଜୋରରେ ବର୍ଷା ହେଉଥିବା ବେଳେ ସମୁଦ୍ର ଅଶାନ୍ତ ହୋଇପଡିଛି। ବର୍ଷା ସାଙ୍ଗକୁ ପବନ ଯୋଗୁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ମଧୁବନ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri