ନବ ଦାସଙ୍କ ପୁଅଙ୍କୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯ା୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଜଣେ ଏଏସ୍ଆଇ ରବିବାର ଗୁଳିମାଡ଼ କରିଛନ୍ତି। ଝାରସୁଗୁଡ଼ାର ଏକ ସାଧାରଣ ସଭାରେ ଯୋଗ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଯାଇଥିବା ବେଳେ ଏହି ଗୁଳିମାଡ଼ ହୋଇଥିଲା। ଆକ୍ରମଣକାରୀ ଜଣଙ୍କ ଗାନ୍ଧିଛକ ଫାଣ୍ଡିର ଏଏସ୍ଆଇ ଗୋପାଳକୃଷ୍ଣ ଦାସ ବୋଲି…
ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା ନେଇ ଏମିତି କହିଲେ ପ୍ରତ୍ୟକ୍ଷଦର୍ଶୀ
ଝାରସୁଗୁଡ଼ା ଅଫିସ,୨୯ା୧: ରବିବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଜଣେ ଏଏସ୍ଆଇ ବ୍ରଜରାଜନଗରରେ ଗୁଳିମାଡ଼ କରିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ସେମାନେ କହିଛନ୍ତି, ‘ଦାଦା ସଭାସ୍ଥଳରେ ପହଞ୍ଚିବା କ୍ଷଣି ଆମେ ସ୍ବାଗତ କରିବାକୁ ଯାଇଥିଲୁ। ଏହି ସମୟରେ ପୋଲିସ ପୋଷାକରେ ଥିବା ଜଣେ…
ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିଲେ ଏହି ଏଏସ୍ଆଇ, ସ୍ପଷ୍ଟ କଲେ ଏସ୍ଡିପିଓ
ଝାରସୁଗୁଡ଼ା ଅଫିସ,୨୯।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ ଘଟଣା ହଟଚମଟ ସୃଷ୍ଟି କରିଛି। ଜଣେ ଏଏସ୍ଆଇ ତାଙ୍କୁ ଗୁଳିମାଡ଼ କରିଥିବା ସ୍ପଷ୍ଟ ହୋଇଛି। ସେ ଝାରସୁଗୁଡ଼ା ବ୍ରଜରାଜନଗର ଗାନ୍ଧି ଛକ ପୋଲିସ ଆଉଟ୍ପୋଷ୍ଟରେ ନିଯୁକ୍ତ ହୋଇଥିବା ଗୋପାଳ ଦାସ ବୋଲି…
ଆପୋଲୋରେ ପହଞ୍ଚିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ
ଭୁବନେଶ୍ୱର,୨୯ା୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ରବିବାର ଗୁଳିମାଡ଼ ହୋଇଛି। ତେବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଝାରସୁଗୁଡ଼ାରୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କଡ଼ା ସୁରକ୍ଷା ବଳୟ ଭିତରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ଅଣାଯାଇଛି। ତାଙ୍କୁ ଚିକିତ୍ସା ପାଇଁ ୫ ଜଣିଆ ସ୍ବତନ୍ତ୍ର…
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୁର୍ଭାଗ୍ୟଜନକ କହିବା ସହ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯।୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ତାଙ୍କର ଶୀଘ୍ର ଆରୋଗ୍ୟ ଲାଗି କାମନା କରିଛନ୍ତି। ନବ ଦାସଙ୍କ ଉପରେ ହୋଇଥିବା ଆକ୍ରମଣ ଦୁର୍ଭାଗ୍ୟଜନକ। ଏହା ମୋତେ ଚକିତ କରିଛି। ଏହି…
ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯ା୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ରବିବାର ଗୁଳିମାଡ଼ ହୋଇଛି। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଗୁଳିମାଡ଼ ଘଟଣାକୁ ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀ…
ନବ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର: ଭୁବନେଶ୍ୱରକୁ କରାଗଲା ଏୟାରଲିଫ୍ଟ
ଝାରସୁଗୁଡ଼ା ଅଫିସ,୨୯।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ରବିବାର ଗୁଳିମାଡ଼ ହୋଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏ ନେଇ ଝାରସୁଗୁଡ଼ା ବିମାନ ବନ୍ଦରରୁ ତାଙ୍କୁ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ତାଙ୍କ ଦେହରେ ୨ଟି ଗୁଳି…
ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼
ଝାରସୁଗୁଡ଼ା ଅଫିସ,୨୯।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ରବିବାର ଗୁଳିମାଡ଼ ହୋଇଛି। ବ୍ରଜରାଜନଗର ଗାନ୍ଧୀ ଛକରେ ମ୍ୟୁନିସିପାଲିଟି ଚେୟାରମ୍ୟାନ୍ ଏବଂ ଭାଇସ୍ ଚେୟାରମ୍ୟାନଙ୍କ ଏକ କାର୍ଯ୍ୟାଳୟ ଉଦ୍ଘାଟନ କରିବାକୁ ମୁଖ୍ୟଅତିଥି ଭାବେ ସ୍ବାସ୍ଥ୍ୟମନ୍ତ୍ରୀ ଆସିଥିଲେ। ତେବେ କାର୍ଯ୍ୟାଳୟର ମାତ୍ର ୧୦୦ ମିଟର ଦୂରରେ…
ଖେଳୁଥିବା ବେଳେ ବାଳକଙ୍କ ପେଟରେ ପଶିଲା ବର୍ଚ୍ଛା
ବଲାଙ୍ଗୀର ଅଫିସ, ୨୯।୧- ବଲାଙ୍ଗୀର ଜିଲା ବେଲପଡା ଥାନା ଅଏଁଲାଭଟା ଗାଁରେ ରବିବାର ଏକ ଅଘଟଣ ଘଟିଛି । ରାଜୁ ଥନାପତି ନାମକ ଜଣେ ୧୬ ବର୍ଷ ବାଳକଙ୍କ ପେଟରେ ଏକ ବର୍ଚ୍ଛା ପଶିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି ।…
ଆରମ୍ଭ ହେଲା ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳ: ଭକ୍ତିମୟ କଲା ସାଧୁସନ୍ଥ, ଶ୍ରଦ୍ଧାଳୁଙ୍କ ସମାଗମ
ଭୁବନେଶ୍ୱର,୨୯।୧(ବ୍ୟୁରୋ): ତପୋଭୂମି ଖଣ୍ଡଗିରି ପାହାଡ଼ରେ ଆରମ୍ଭ ହୋଇଛି ନବଦିନାତ୍ମକ ପବିତ୍ର କୁମ୍ଭମେଳା। ରାଜ୍ୟ ତଥା ବାହାରୁ ଯୋଗ ଦେଇଥିବା ସାଧୁ ସନ୍ନ୍ୟାସୀଙ୍କ ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ହେଉଛି ସାରା ଅଞ୍ଚଳ। ଏଥିସହ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଭକ୍ତିମୟ ହୋଇପଡିଛି ଏହି…
ଏଥର ଆୟ ସହ ବ୍ୟୟ ବଢ଼ାଇବାକୁ ଲକ୍ଷ୍ୟ
ଭୁବନେଶ୍ୱର, ୨୯।୧ (ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଏମ୍ସି ପକ୍ଷରୁ ପ୍ରାୟ ୬୯୦ କୋଟି ୨ଲକ୍ଷ ଟଙ୍କାର ବଜେଟ ଚିଠା ପ୍ରସ୍ତୁତ କରାଯାଇଛି। ଗତ ବର୍ଷ ତୁଳନାରେ ଏଥର ବଜେଟ୍ ଅଟକଳ ବୃଦ୍ଧି ପାଇଛି। ସେହିପରି ପୂର୍ବ ବର୍ଷ ଅପେକ୍ଷା…
ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଘରେ ଘରେ ପହଞ୍ଚାଅ
ଭୁବନେଶ୍ୱର,୨୯।୧(ବ୍ୟୁରୋ): ୨୦୨୪ ପାଇଁ ଭାଜପା ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ୨ସୂତ୍ରୀ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଏବଂ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଶନିବାର ସମସ୍ତ ସାଙ୍ଗଠନିକ ଜିଲାରେ ଗୋଟିଏ ଦିନରେ କାଯର୍ୟକାରିଣୀ ବୈଠକ ଅନୁଷ୍ଠିତ…
Archives


