ରାଜ୍ୟ

ସନ୍ଧ୍ୟାରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର ୪।୨ : ଷୋଡ଼ଶ ବିଧାନସଭା ଅନ୍ତିମ ଅଧିବେଶନ ଆଗାମୀ ୫ ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ୧୩ ତାରିଖ ଯାଏ ଚାଲିବ । ଏଥିରେ କାମଚଳା ବଜେଟ୍‌ ଉପସ୍ଥାପନ ହେବ । ତେବେ ବିଧାନସଭା ଅଧିବେଶନକୁ...

ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କୁ ଛୁରାମାଡ଼ କଲେ ସ୍ବାମୀ

ରାୟଗଡ଼ା,୪ା୨: ଘରୋଇ କଳିକୁ କେନ୍ଦ୍ରକରି ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ବିଚ୍‌ ରାସ୍ତାରେ ଛୁରାମାଡ଼ କରି ଲହୁଲୁହାଣ କରିଦେଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ନଦୀସାହିରେ। ଅଭିଯୋଗ ଅନୁସାରେ, କୌଣସି କାରଣ ବଶତଃ ସ୍ବାମୀ ପ୍ରଦୀପ ବେହେରା...

ସରକାର ଚାଷୀଙ୍କ ବଡ଼ ଶତ୍ରୁ: କଂଗ୍ରେସ

ଭୁବନେଶ୍ୱର,୪।୨(ସୁନିତ୍‌ ମିଶ୍ର): ରାଜ୍ୟର ଶାସନ ଦାୟିତ୍ୱରେ ଥିବା ସରକାର ଚାଷୀଙ୍କ ସବୁଠୁ ବଡ଼ ଶତ୍ରୁ। କୃଷକଙ୍କ ବନ୍ଧୁ ବୋଲି ଦାବି କରୁଥିବା ଏହି ସରକାର ବାସ୍ତବରେ ଚାଷୀଙ୍କୁ ଲୁଟ୍‌ କରିବାରେ ଧୁରନ୍ଧର। କାଳିଆ ଯୋଜନାରେ ରାଜ୍ୟର ଚାଷୀଙ୍କୁ ୧,୮୭୯ କୋଟି...

ଉତ୍କଳଙ୍କ କୁଶପୁତ୍ତଳିକା ଦାହକଲେ ବିଧାୟିକାଙ୍କ ସମର୍ଥକ

ପାଟକୁରା, ୪।୨(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଜେଡିରେ ଏବେ ଗୋଷ୍ଠୀକନ୍ଦଳ ପଦାରେ ପଡ଼ିଛି। ପୂର୍ବତନ ବିଧାୟକ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ବିରୋଧରେ ବିଜେଡି ଜିଲା ସଭାପତି ଉତ୍କଳ କେଶରୀ ପରିଡ଼ା ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଏହାର ପ୍ରତିବାଦରେ...

ଜରାଜୀର୍ଣ୍ଣ ଅବସ୍ଥାରେ ୨ମନ୍ଦିର

ଲୋଇସିଂହା,୪ା୨(ସୁଶାନ୍ତ ବାରିକ)ରାଜ୍ୟ ସରକାର ମଠ, ମନ୍ଦିର ଭଳି ଆଧ୍ୟାତ୍ମିକ ପୀଠର ରୂପାନ୍ତରୀକରଣ କରୁଛନ୍ତି। ଏଥିପାଇଁ ପର୍ଯ୍ୟାପ୍ତ ପରିମଣର ଅନୁଦାନ ଦିଆଯାଉଛି। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁର୍ଡା ଜଗନ୍ନାଥ ମନ୍ଦିର ଏବଂ ବାଦିମୁଣ୍ଡା ପଞ୍ଚାୟତ ମାହାରପାଲି ସ୍ଥିତ ନୀଳକଣ୍ଠେଶ୍ୱର...

ଓଡ଼ିଶାର ଇଣ୍ଟିଗ୍ରେଟେଡ୍‌ ବି.ଏସ୍‌ସି ବି.ଏଡ୍‌ ପ୍ରମାଣପତ୍ର ବୈଧ ହେଲାନି

କଟକ,୪ା୨ (କାର୍ତ୍ତିକ ସାହୁ)ଓଡ଼ିଶାର ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌. ସିବିସିଏସ୍‌ ପାଠ୍ୟକ୍ରମରେ ଯୋଗ୍ୟତା ହାସଲ କରିଥିବା ୩୧ ଜଣ ଛାତ୍ରୀଛାତ୍ର ଜାତୀୟ ସ୍ତରୀୟ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି। ସେମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇ-ମେଲ୍‌ ଯୋଗେ ଅବଗତ କରାଇଥିବା ସୂଚନା ଦେଇଛନ୍ତି।...

ଆରମ୍ଭ ହେଲା ଏକାମ୍ର ଉତ୍ସବ

ଭୁବନେଶ୍ୱର, ୪।୨ (ବନ୍ଦନା ସେଠୀ)ବର୍ଷକ ପରେ ପୁଣି ଥରେ ନୂଆ ରୂପରେ ଫେରିଛି ସିଟିଫେଷ୍ଟ। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, ସଂସ୍କୃତିର ଅନ୍ୟତମ ଅଂଶ ସ୍ବରୂପ ଶନିବାର ଠାରୁ ଆରମ୍ଭ ହୋଇଛି ‘ଏକାମ୍ର ଉତ୍ସବ’।...

ଯକୃତ କ୍ୟାନ୍‌ସର ଓ ହେପାଟାଇଟିସ୍‌ ‘ବି’

ଚଳିତବର୍ଷ ବିଶ୍ୱ କ୍ୟାନ୍‌ସର ଦିବସର ବାର୍ତ୍ତା ରହିଛି ‘ଆଇ ଆମ୍‌ ଆଣ୍ଡ ଆଇ ଉଇଲ୍‌’। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଓ ବିଭିନ୍ନ ସେବା ସଙ୍ଗଠନ ଦ୍ୱାରା ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କ୍ୟାନ୍‌ସର ଦିବସ ଭାବେ ପାଳନ କରାଯାଏ।...

ସୋମବାର ବିଜେଡି, ଭାଜପା, କଂଗ୍ରେସର ବିଧାୟକ ଦଳ ବୈଠକ

ଭୁବନେଶ୍ୱର,୪ା୨(ସୁନିତ୍‌ ମିଶ୍ର)ଷୋଡ଼ଶ ବିଧାନସଭାର ପଞ୍ଚଦଶ ଅଧିବେଶନ ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ୨୦୨୪ ସାଧାରଣ ନିର୍ବାଚନ ନେଇ କୌଣସି ସମୟରେ ତାରିଖ ଘୋଷଣା ହୋଇଯାଇପାରେ। ଆସନ୍ତା ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇପାରେ। ସରକାର ଏହି...

ସାଇକେଲ ପାଇ ବି ଦୁର୍ଦ୍ଦଶାରେ ଦିବ୍ୟାଙ୍ଗ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ)ଜିଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରକାରର ସହାୟତା କରାଯାଉଛି। ସେମାନଙ୍କୁ ସୁବିଧାରେ ଯାତାୟାତ ନିମନ୍ତେ ଆବଶ୍ୟକତା ଅନୁଯାୟୀ ତିନି ଚକିଆ ସାଇକେଲ, ବ୍ୟାଟେରୀ ଚାଳିତ ସାଇକେଲ, ୩ ଚକିଆ ସ୍କୁଟି ଆଦି...

ଭିତରକନିକା ମହୁ ଉପରେ ବେପାରୀଙ୍କ ଆଖି

କେନ୍ଦ୍ରାପଡ଼ା, ୪ା୨(ଜଗନ୍ନାଥ ଧଳ)ଆସନ୍ତା ଖରାଦିନକୁ ଦୃଷ୍ଟିରେ ରଖି ରାଜନଗର ବନଖଣ୍ଡ ପକ୍ଷରୁ ଜଙ୍ଗଲରେ ନିଆଁ ପ୍ରତିହତ ପାଇଁ ଗୁପ୍ତିଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ୪ ବର୍ଷ ମଧ୍ୟରେ ଜାତୀୟ ଉଦ୍ୟାନ ଭିତରକନିକାର ୧୧ ସ୍ଥାନରେ ନିଆଁ...

ସୁକିନ୍ଦା ବିହନ ଫାର୍ମରେ ତାଲା

ଯାଜପୁର,୪ା୨(ହର୍ଷବର୍ଦ୍ଧନ ବେହେରା):ଏସିଆ ମହାଦେଶର ସର୍ବବୃହତ୍‌ ସୁକିନ୍ଦା ବିହନ ଉତ୍ପାଦନ ଫାର୍ମରେ ତାଲାପଡ଼ିଛି। ରାଜନୈତିକ ଓ ପ୍ରଶାସନିକ ଅବହେଳା କାରଣରୁ ଏହି ଫାର୍ମରେ କାମ କରି ଜୀବିକା ନିର୍ବାହ କରୁଥିବା ଶତାଧିକ ଶ୍ରମିକ ନିଃସହାୟ ହୋଇ ପଡ଼ି ରହିଛନ୍ତି। କେତେଜଣ ଜୀବିକା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri