ରାଜ୍ୟ

ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୭ ଜଣଙ୍କ ଜୀବନ ଗଲା, ୪ ଆହତ

ସମ୍ବଲପୁର ଅଫିସ,୩୧ା୩: ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ପରମାଣପୁରକୁ ଝାରସୁଗୁଡ଼ାର ବଡ଼ଧରା ଗାଁରୁ ଏକ ବରଯାତ୍ରୀ ଦଳ ଆସିଥିଲେ। ବରଯାତ୍ରୀ ନାଚ, ଗୀତ ସାରି ଭୋଜି ଖାଇ ଘରକୁ ଫେରୁଥିଲେ। ତେବେ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା ଘଟି ୭…

ଘରଚଟିଆଙ୍କୁ ବାସ ମିଳୁନି

ମହାକାଳପଡ଼ା,୩୧ା୩ (ଡି.ଏନ.ଏ.): ଦିନ ଥିଲା ଅଝଟ ପିଲାଙ୍କୁ କୋଳରେ ବସାଇ ମା’ ଘରଚଟିଆ ଚଢ଼େଇକୁ ଦେଖେଇ ତୁନି କରୁଥିଲା। ସମୟ ବଦଳି ଯାଇଛି ଘରଚଟିଆଙ୍କ କିଚିରି ମିଚିରି ଶବ୍ଦ ଆଉ ଶୁଭୁନାହିଁ। ଗାଁ ଗଣ୍ଡାରେ ନଡ଼ା ଛପର ଘର ଦେଖିବାକୁ ମିଳୁନି।…

ଆଜି ବିଧାନସଭାରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଲ୍‌

ଭୁବନେଶ୍ୱର, ୩୧ା୩(ବ୍ୟୁରୋ):୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଶୁକ୍ରବାର ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ଆଗତ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବିଲ୍‌ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରିବେ। ଏହା ପୂର୍ବରୁ କେତେକ ପ୍ରମୁଖ ବିଭାଗର ଖର୍ଚ୍ଚ ଦାବି ଆଲୋଚନା…

ମାଗଣା ହେଲା ମଲିକ୍ୟୁଲାର ପରୀକ୍ଷା

ଭୁବନେଶ୍ୱର, ୩୧।୩(ବ୍ୟୁରୋ):କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ରାଜ୍ୟ ସରକାର ଆଉଏକ ବଡ ପଦକ୍ଷେପ ନେଇଛନ୍ତି। ଏଣିକି ଟ୍ୟୁମରର ମଲିକ୍ୟୁଲାର ପରୀକ୍ଷାକୁ ମାଗଣାରେ କରାଯିବ। ‘ନିଦାନ’ ଯୋଜନା ମାଧ୍ୟମରେ ଜନସାଧାରଣ ଏହାର ସୁବିଧା ପାଇବେ ଓ ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର…

ଜୟ ଜଗନ୍ନାଥ, ଜୟ ମା’ ସମଲେଇ

ଭୁବନେଶ୍ୱର,୩୧ା୩(ବ୍ୟୁରୋ):ଶଙ୍ଖ ମୋ ଗର୍ବ ପରେ ବିଜୁ ଜନତା ଦଳ ନେତାମାନେ ଜୟ ଜଗନ୍ନାଥ କହି ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି। ତେବେ ପଶ୍ଚିମ ଓଡ଼ିଶା ବିଜେଡି ନେତାଙ୍କ ମୁହଁରେ ଜୟ ଜଗନ୍ନାଥ ସହିତ ଜୟ ମା ସମଲେଇ କହୁଥିବା ନେଇ…

ହାଇକୋର୍ଟଙ୍କ ରାୟ ବିରୋଧରେ ଓଡ଼ିଶା ସରକାରଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ, ୩୧ା୩:ଓଡ଼ିଶା ହାଇକୋର୍ଟଙ୍କ ଏକ ରାୟ ବିରୋଧରେ ରାଜ୍ୟ ସରକାରଙ୍କ ପିଟିଶନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଜଣେ ଠିକାଦାର ନେଇଥିବା କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରି ନ ପାରିବାରୁ ଓଡ଼ିଶା ସରକାର ଏହାର ସମୟସୀମା ବଢ଼ାଇଥିଲେ। ଏହା…

ସମର୍ଥ ହତ୍ୟାକାଣ୍ଡକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ବର, ୩୧ା୩(ବ୍ୟୁରୋ):ଝାରସୁଗୁଡ଼ା ସରବାହାଲର ବ୍ୟବସାୟୀ ସୁନୀତ ଅଗ୍ରଓ୍ବାଲଙ୍କ ୧୫ ବର୍ଷୀୟ ପୁଅ ସମର୍ଥଙ୍କୁ ଅପହରଣ ପରେ ହତ୍ୟା କରାଯିବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏହି ଘଟଣାକୁ ନେଇ ଉଭୟ ବିରୋଧୀ ଭାଜପା ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡ଼ା…

ତୁରନ୍ତ ବାଉଣ୍ଡାରି ଓ୍ବାଲ୍‌ କରିବାକୁ ସୁପାରିସ

ଭୁବନେଶ୍ୱର,୩୧ା୩(ବ୍ୟୁରୋ):ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି)ର ବହୁମୂଲ୍ୟ ସମ୍ପତ୍ତି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଦୀର୍ଘ ବର୍ଷ ହେବ ସେଗୁଡ଼ିକ ମୁକ୍ତ ହୋଇ ପାରୁନାହିଁ। ଏହାକୁ ନେଇ ବିଧାନସଭା ଗୃହ କମିଟି ଉଦ୍‌ବେଗ ପ୍ରକାଶ କରିଛନ୍ତି। ତୁରନ୍ତ ଜବରଦଖଲ ଜମିକୁ ପରିବହନ…

ମହଙ୍ଗା ହେବ ମଦ

ଭୁବନେଶ୍ୱର,୩୧ା୩(ବ୍ୟୁରୋ):ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅବକାରୀ ନୀତି ଜାରି କରିଛନ୍ତି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ଅବକାରୀ ନୀତି ୨୦୨୩ ଏପ୍ରିଲ ପହିଲାରୁ ୨୦୨୪ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ରାଜ୍ୟ…

ଭୁବନେଶ୍ୱର ଏମ୍ସରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର,୩୧ା୩(ବ୍ୟୁରୋ):ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍‌ସ)ରେ ଗୁରୁବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଏମ୍‌ସ ଫାର୍ମାସି ଷ୍ଟୋର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ହେବାପରେ ସିବିଆଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତେବେ…

ଆଉ ୧୦ ଖଣି ନିଲାମ ହେବ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ରାଜ୍ୟରେ ଆଉ ୧୦ଟି ଖଣି ନିଲାମ ହେବ। ୨୦୨୩-୨୪ ଆର୍ଥିକ ବର୍ଷରେ ଉକ୍ତ ଖଣି ନିଲାମ ହେବ। ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ନିଲାମ ହେବାକୁ ଥିବା ଖଣିଗୁଡ଼ିକ ହେଲା ସୁନ୍ଦରଗଡ଼ ଜିଲାର…

ଉଡ଼ିଗଲା ବିଦ୍ୟାଳୟର ଟିଣ ଛପର

ପାଟଣା,୩୦।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହରପଡା ବ୍ଲକ ଦାମାହୁଦା ପଞ୍ଚାୟତ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ପଶ୍ଚିମା ଝଡ଼ ପ୍ରଭାବ ଯୋଗୁ ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଛି। ଘଡ଼ଘଡି ସହ ପ୍ରବଳ ବର୍ଷା ପବନ ଯୋଗୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri