କମଲ ଓ୍ବାଚ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୨୮।୫: ଦେଶର ପ୍ରମୁଖ ତଥା ବିଳାସପୂର୍ଣ୍ଣ ଘଣ୍ଟା ପ୍ରତିଷ୍ଠାନ କମଲ ୱାଚ୍ କୋ.ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ଶନିବାର ଭୁବନେଶ୍ୱରର ଜାଭିୟର ସ୍କୋୟାରସ୍ଥିତ ସାଣ୍ଡି ଟାଓ୍ବାର ହୋଟେଲ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ପୁରୀ ଶ୍ରୀଜଗନ୍ନାଥ…
ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା: ଏଫ୍ବିଆଇର ସହାୟତା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ଓଡ଼ିଶା ସରକାର
ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୫: ଓଡ଼ିଶା ସରକାରର ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ଆମେରିକାର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫ୍ବିଆଇ)ର ସହାୟତା ଲୋଡିଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି। ସରକାର ଏକ ବିବୃତ୍ତିରେ କହିଛନ୍ତି, ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସ୍ଆଇ) ଗୋପାଳ…
ଛାତ୍ରୀଛାତ୍ରଙ୍କୁ ସଂରକ୍ଷଣରୁ ବଞ୍ଚତ୍ତ କରିବାକୁ ଷଡ଼ଯନ୍ତ୍ର: ଭାଜପା
ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟର ଚାଲିଥିବା ବହୁ ପ୍ରଚାରିତ ପଛୁଆବର୍ଗ ସର୍ଭେ ପଛରେ ଥିବା ରାଜ୍ୟ ସରକାରଙ୍କ ଭିତିରି ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଛି। ରାଜ୍ୟର ପଛୁଆବର୍ଗଙ୍କ ସଂଖ୍ୟାକୁ କମ୍ ଦେଖାଇ ୫୪ ପ୍ରତିଶତ ଏସ୍ଇବିସି ବର୍ଗଙ୍କୁ ସଂରକ୍ଷଣ ନ ଦେବା ପାଇଁ ରାଜ୍ୟ ସରକାର…
ବିଜେଡି ସରକାରଙ୍କ ରିମୋଟ୍ ମୋଦିଙ୍କ ହାତରେ: ଜିତେନ୍ଦ୍ର ସିଂ
ଭୁବନେଶ୍ୱର,୨୮।୫(ବ୍ୟୁରୋ): ଓଡ଼ିଶା ସରକାରଙ୍କ ରିମୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ହାତରେ ରହିଛି । ବିଜେଡି ସବୁ କଥାରେ ଭାଜପା ସହିତ ଏକ ହୋଇ ରହିଛି। ଏମାନେ ଓଡ଼ିଶାରେ ମିଛରେ ନାଟକ କରୁଛନ୍ତି ବୋଲି ଅଖିଳ ଭାରତ କଂଗ୍ରେସ…
ଆହାର କେନ୍ଦ୍ରରେ ଭାତ, ଡାଲମା ସାଙ୍ଗକୁ ମିଳିବ ନୂଆ ଆଇଟମ
ଭୁବନେଶ୍ୱର ୨୭।୫(ବ୍ୟୁରୋ): ରାଜ୍ୟ ସରକାର ଆହାର ୧.୨ ରୁ ୨.୨ କରିବାକୁ ଯୋଜନା କରୁଛନ୍ତି । ଆହାରକେନ୍ଦ୍ରରେ ଭାତ ଡାଲମା ସହିତ ମିଳିବ ଅନ୍ୟ ଆଇଟମ । ସେହିପରି ଖାଦ୍ୟ ପ୍ରସ୍ତୁତ କରୁଥିବା ଏସ୍ଏସ୍ଜି ମହିଳାମାନଙ୍କୁ ୭ ତାରିଖ ଭିତରେ ପଇସା…
ବାୱରିଆ ଗ୍ରୁପର ୪ ସଦସ୍ୟ ଗିରଫ ମାମଲା: ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ପୋଲିସ
ଭୁବନେଶ୍ୱର ୨୭।୫(ବ୍ୟୁରୋ): ବାୱରିଆ ଗ୍ରୁପର ୪ ସଦସ୍ୟ ଗିରଫ ମାମଲାରେ କମିଶନରେଟ ପୋଲିସ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ସୋମବାର ଆବେଦନ କରିବ। ଏହି ଘଟରାର ତଦନ୍ତ ପାଇଁ ୨ଟି ସ୍ବତନ୍ତ୍ର ଟିମ ଗଠନ ହୋଇଛି।ଏହି ୨ ଟିମ ୟୁପି,…
ଏସ୍ଏଚ୍ଜି ମହିଳାଙ୍କ ପାଇଁ ଗଠନ ହେବ ସତନ୍ତ୍ର ପାଣ୍ଠି
ଭୁବନେଶ୍ୱର ୨୭।୫(ବ୍ୟୁରୋ): ଏଣିକି ଏସ୍ଏଚ୍ଜି ମହିଳାଙ୍କ ପାଇଁ ସତନ୍ତ୍ର ପାଣ୍ଠି ଗଠନ ହେବ। ଏହି ପାଣ୍ଠି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଢାଞ୍ଚାରେ ଗଠନ ହେବ। କୌଣସି ମହିଳା ରୋଗଗ୍ରସ୍ତ, ଦୁର୍ଘଟଣାର ଶିକାର ହେଲେ କିମ୍ବା ମୃତ୍ୟୁମୁଖରେ ପଡ଼ିଲେ, ଏହି ପାଣ୍ଠିରୁ ସେମାନଙ୍କୁ…
ଅନୁମତି ମିଳିଲେ ରଥଯାତ୍ରାରେ ରୂପାରେ ଛାଉଣୀ ହେବ ସିଂହଦାର
ପୁରୀ ଅଫିସ, ୨୭।୫: ରଥଯାତ୍ରା ସମୟରେ ଶ୍ରୀମନ୍ଦିର ସିଂହଦାର ରୂପାରେ ଛାଉଣୀ ହେବ । ଏ ନେଇ ଏଏସ୍ଆଇକୁ ଅନୁମତି ମଗାଯାଇଛି । ସେହି ସମୟରେ ଉତ୍ତର ଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା କରାଯିବ । ସେହିପରି ରତ୍ନ ପଲଙ୍କର ମଧ୍ୟ…
୨୩୩ କଲେଜର ପ୍ରିନ୍ସିପାଲଙ୍କ ଦରମା ବନ୍ଦ
ଭୁବନେଶ୍ୱର ୨୭।୫(ବ୍ୟୁରୋ): ଉଚ୍ଚ ଶିକ୍ଷା ବିଭାଗ ୨୩୩ଟି କଲେଜର ପ୍ରିନ୍ସିପାଲଙ୍କ ଦରମା ବନ୍ଦ କରିଛି। କାର୍ଯ୍ୟରେ ଅବହେଳା କରିଥିବାରୁ ଉଚ୍ଚଶିକ୍ଷା ବିଭାଗ ଏପରି ନିର୍ଦ୍ଦେଶାନାମା ଜାରି କରିଛି । ସୂଚନାଯୋଗ୍ୟ, ବାରମ୍ବାର ଜଣାଇବା ସତ୍ତ୍ୱେ ମଧ୍ୟ ୨୩୩ ମହାବିଦ୍ୟାଳୟ ଆବଶ୍ୟକ ସୂଚନା…
ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ଗଭର୍ନିଂ କାଉନସିଲର ୮ମ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇନାହାନ୍ତି। ତେବେ ନବୀନ ବୈଠକରେ ଯୋଗ ନ ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଗୁରୁତ୍ୱପୂର୍ଣ୍ଣ…
ଝାରପଡ଼ା ପେଟ୍ରୋଲ ପମ୍ପରେ ଆତଙ୍କରାଜ ଘଟଣା: ୩ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୨୬।୫(ବ୍ୟୁରୋ)- ଭୁବନେଶ୍ୱର କଟକ ରୋଡସ୍ଥିତ ଝାରପଡ଼ାରେ ଥିବା ଜ୍ୟୋତି ପେଟ୍ରୋଲ ପମ୍ପରେ ଆତଙ୍କରାଜ ଘଟଣାରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ନାବାଳକଙ୍କ ସମେତ ୪ ଅଭିଯୁକ୍ତଙ୍କ ବିରୋଧରେ ଶୁକ୍ରବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ଝାରପଡ଼ା…
ଏମ୍ସରୁ ଟିକେଟ୍ କାଟି ୧୦ ହଜାରରେ ବିକୁଥିଲେ, ଧରିଲା ପୋଲିସ
ଭୁବନେଶ୍ୱର,୨୬।୫(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଏମ୍ସ ପରିସରରୁ ୨ ବଙ୍ଗୀୟ ଦଲାଲଙ୍କୁ କମିଶନରେଟ ପୋଲିସ ଶୁକ୍ରବାର କାବୁ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ ମେଦନାପୁର ଅଞ୍ଚଳର ଅମିତ ପ୍ରତିହାରୀ ଓ ଗୋପାଳ ଭଟ୍ଟ। ଉଭୟ ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏମ୍ସ ପାଖରେ…
Archives


