ଆମେ ବଞ୍ଚତ୍ଗଲୁ, ଅନ୍ୟମାନଙ୍କ ଉଦ୍ଧାରରେ ଲାଗିଲୁ
ଭୁବନେଶ୍ବର, ୪।୬ (ବ୍ୟୁରୋ) ବାଲେଶ୍ୱର ଜିଲା ବାହାନାଗାରେ ଶୁକ୍ରବାର ଭୟଙ୍କର ରେଳ ଦୁର୍ଘଟଣାରେ ୨୮୮ ଲୋକଙ୍କର ଜୀବନ ଯାଇଥିବାବେଳେ ଆସନ୍ନ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ଭୁବନେଶ୍ବରର ଇଞ୍ଜିନିୟର ଦିଲୀପ କୁମାର ପଟ୍ଟନାୟକ। କରମଣ୍ଡଳ ଏକ୍ସପ୍ରେସ୍ର ଏସ୍-୫ ବଗିରେ କୋଲକାତାରୁ ଭୁବନେଶ୍ବର ଅଭିମୁଖେ ବାହାରିଥିଲେ।…
ବିଭୀଷିକା
ଲହୁ ଓ ଲୁହରେ ଭିଜିଛି ବାହାନଗା ମାଟି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ଏଠାରେ ଘଟିଥିବା ୩ ଟ୍ରେନ ଦୁର୍ଘଟଣା ୨୮ବର୍ଷର ରେକର୍ଡ ଭାଙ୍ଗିଛି। ଉଦ୍ଧାର କାର୍ଯ୍ୟକୁ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ତାହା ସରିନାହିଁ। ମୋଡ଼ିଭାଙ୍ଗି ହୋଇ…
ଦୁର୍ଘଟଣା ଚେତାଇଲା ରେଳପଥର ଆବଶ୍ୟକତା
କେନ୍ଦୁଝର,୩ା୬(ସ୍ବ.ପ୍ର.): କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ଉକ୍ତ ରେଳପଥରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇ ବହୁ ଦୂରଗାମୀ ଟ୍ରେନ୍ କେନ୍ଦୁଝର ଜିଲା ଦେଇ ଚଳାଚଳ କରୁଛି। ପାଖାପାଖି ୧୦ଟି ଦୂରଗାମୀ ଟ୍ରେନ୍ ଏହି ରେଳପଥ ଦେଇ ଯାତାୟାତ କରିଛି। ଉକ୍ତ…
ଶେଷ ହେଲା ଉଦ୍ଧାର କାର୍ଯ୍ୟ: ମୃତକଙ୍କ ସଂଖ୍ୟା ୨୮୮କୁ ବୃଦ୍ଧି
ଭୁବନେଶ୍ୱର,୩।୬(ବ୍ୟୁରୋ): ବାଲେଶରର ବାହାନଗାରେ ଶୁକ୍ରବାର ସାରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣାରେ ମୃତକ ସଂଖ୍ୟା ୨୮୮କୁ ବୃଦ୍ଧି ଘଟିଛି। ମୋଟ ୮୦୩ ଆହତଙ୍କ ଚିକିତ୍ସା ଜାରି ରହିଛି। ସେଥିରୁ ୭୪୭ ସାମାନ୍ୟ ଆହତ ହୋଇଥିବା ବେଳେ ୫୬ ଜଣ ଗୁରୁତର ଅଛନ୍ତି।…
ଟ୍ରେନ୍ ଦୁର୍ଘଟଣାରେ ଭଦ୍ରକରୁ ୭ ମୃତ
ଭଦ୍ରକ ଅଫିସ,୩ା୬: ବାଲେଶ୍ୱର ଜିଲା ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ଭଦ୍ରକ ଜିଲାର ୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକମାନେ ହେଲେ ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ୍ ନିକଟସ୍ଥ ଶଙ୍ଖୁଳା ଗ୍ରାମର ରୂପକ ନାୟକ(୩୫), ବାସୁଦେବପୁର ବ୍ଲକର ସାବରଙ୍ଗ ପଞ୍ଚାୟତ…
ଟ୍ରେନ୍ ଦୁର୍ଘଟଣା: ବାଲେଶ୍ୱର ଡାକ୍ତରଖାନାରେ ରୋଗୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ବାଲେଶ୍ୱର ଅଫିସ,୩ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସନ୍ଧ୍ୟାରେ ବାଲେଶ୍ବର ଜିଲା ମୁଖ୍ୟ ଡାକ୍ତରଖାନାରେ ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କୁ ଭେଟିଛନ୍ତି। ଆହତ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି…
ଟ୍ରେନ୍ ଦୁର୍ଘଟଣା: ନିଜ ଲୋକଙ୍କୁ ଝୁରୁଛନ୍ତି ପରିବାର ଲୋକେ
ମୋରଡ଼ା,୩ା୬(ଡି.ଏନ୍.ଏ.): ଆଖିରୁ ଲୁହ ଶୁଖୁନି। ମା’, ବାପା, ସ୍ତ୍ରୀ ଓ ପରିବାର ଲୋକେ ନିଜ ଲୋକଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ପରିବାର ପୋଷଣ ପାଇଁ କାମ କରିବାକୁ ଚେନ୍ନାଇ ଯାଉଥିଲେ। କିନ୍ତୁ ସବୁ ଅଟକି ଯାଇଥିଲା ଶୁକ୍ରବାର ସନ୍ଧ୍ୟାରେ। ବାଲେଶ୍ୱର…
ଚାକିରି ଆଶାରେ ଯାଇଥିଲେ, ଶବ ହୋଇ ଫେରିଲେ
ମୋରଡ଼ା,୩ା୬(ଡି.ଏନ୍.ଏ.): ଇଣ୍ଟରଭ୍ୟୁ ପାଇଁ ଯାଇଥିଲେ ଦୁଇ ଭାଇ। ଆଶା ଥିଲା ଚାକିରି କରି ଭଲରେ ଭଲରେ ପରିବାର ପୋଷଣ କରି ମା-ବାପାଙ୍କ ନାଁ ରଖିବେ। କିନ୍ତୁ ଆଶା ଆଶାରେ ରହିଗଲା। ଦୁଇ ଭାଇଙ୍କ ମଧ୍ୟରୁ ଚାଲିଗଲା ଜଣେ ଭାଇଙ୍କ ଜୀବନ। ଶୁକ୍ରବାର…
ଅନ୍ୟ ସାଂସଦଙ୍କୁ ନିବେଦନ କଲେ ବରୁଣ ଗାନ୍ଧୀ, ଟ୍ରେନ୍ ଦୁର୍ଘଟଣା ଆହତଙ୍କୁ ନିଜର ଗୋଟିଏ ମାସର ଦରମା ଦିଅନ୍ତୁ
ନୂଆଦିଲ୍ଲୀ,୩।୬:ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ନେଇ ଜାତୀୟ ଅନ୍ତର୍ଜାତୀୟସ୍ତରରୁ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ସମବେଦନା ଜଣାଉଛନ୍ତି। ଏଥିସହ ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ପ୍ରଧାନମନ୍ତ୍ରୀ ଏଥିପାଇଁ ମୃତକ ଓ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି। ତେବେ ଭାଜପା ସାଂସଦ ବରୁଣ ଗାନ୍ଧୀ…
ବାହାନଗାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ/ବାହାନଗା,୩ା୬(ଡି.ଏନ୍.ଏ.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲେଶ୍ବର ଜିଲା ବାହାନଗା ନିକଟରେ ଶୁକ୍ରବାର ଘଟିଥିବା ଟ୍ରେନ୍ ଦୁର୍ଘଟଣାସ୍ଥଳରେ ଶନିବାର ଅପରାହ୍ନରେ ଆସି ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ସ୍ବତନ୍ତ୍ର ବିମାନରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନିପୁର ଜିଲା କଲାଇକୁଣ୍ଡା ଏୟାର ଫୋର୍ସ ଷ୍ଟେଶନରେ ପହଞ୍ଚିଥିଲେ। ସେଠାରୁ…
କବଚ ସିଷ୍ଟମ କ’ଣ? ବାଲେଶ୍ୱର ଦୁର୍ଘଟଣାରେ ଏହାକୁ ନେଇ ହେଉଛି ଆଲୋଚନା…
ନୂଆଦିଲ୍ଲୀ,୩।୬:ଓଡିଶା ବାଲେଶ୍ୱର ବାହାନଗାରେ ହୋଇଥିବା ଛାତିଥରା ଟ୍ରେନ ଦୁର୍ଘଟଣା ନେଇ ଅନେକ ପ୍ରଶ୍ନ ଉଠିଛି। ଦୁର୍ଘଟଣା କିପରି ଏବଂ କେମିତି ହେଲା ଏନେଇ ଆଲୋଚନା ଏବଂ ସମାଲୋଚନା ମଧ୍ୟ ଲାଗିରହିଛି। ତେବେ ବିରୋଧୀ ଏହାକୁ ସରକାରଙ୍କ ସାଧାରଣ ଲୋକଙ୍କୁ ଅବହେଳା ଏବଂ…
ଟ୍ରେନ୍ ଦୁର୍ଘଟଣା ନେଇ ଶୋକ ବ୍ୟକ୍ତ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲାମବାଦ,୩।୬: ବାହାନଗ ଟ୍ରେନ୍ ଦୁର୍ଘଟଣାନେଇ ଟ୍ବିଟ୍ ଯୋଗେ ଶୋକ ବ୍ୟକ୍ତ କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ର ଶେହବାଜ ଶରିଫ୍। ସେ କହିଛନ୍ତି, ଭାରତରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଁ ସମବେଦନା ଜ୍ଞାପନ କରୁଛି। ଆହତଙ୍କୁ ଆଶୁଆରୋଗ୍ୟ କାମନା କରୁଛି। ସେହିପରି…
Archives


