ରାଜ୍ୟ

ଶିମିଳିପାଳରେ ମହାବଳ ବାଘର ମୃତ୍ୟୁ

ବାରିପଦା,୮ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶାର ଏକମାତ୍ର ମହାବଳ ବାଘ ରହୁଥିବା ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ମୃତ୍ୟୁ ହୋଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ନଅଁଣା ସାଉଥ ରେଞ୍ଜ ଧୁଡୁରୁଚମ୍ପା ଅଞ୍ଚଳ ଜଙ୍ଗଲରେ ବାଘର ମୃତଦେହକୁ ବନ କର୍ମଚାରୀମାନେ…

ଜମି କାରବାର ଲିଙ୍କ୍‌: ଜିଲାର ବିଭିନ୍ନ ସ୍ଥାନରେ ଇଡି ଚଢ଼ାଉ

ବ୍ରହ୍ମପୁର,୮ା୨(ସୁବାସ ପାଢ଼ୀ): ଜିଲାରେ ଜମି କାରବାର ଠକେଇର ଲିଙ୍କ୍‌ ମିଳିବା ପରେ ଗୁରୁବାର ଅର୍ଥନୈତିକ ଅପରାଧ ଶାଖା(ଇଡି)ର ୧୦ ଜଣିଆ ଟିମ୍‌ ଜିଲାର ବିଭିନ୍ନ ବିଲଡର ସଂସ୍ଥାରେ ଚଢ଼ାଉ କରିଛି। ବ୍ରହ୍ମପୁର ସହରର ଗୋଷାଣୀନୂଆଗାଁ, ଗାନ୍ଧିନଗର, ଡୁରା, ଦିଗପହଣ୍ଡି ଇତ୍ୟାଦି ଅଞ୍ଚଳରେ…

ଲାଞ୍ଚ ନେଇ ଧରାପଡ଼ିଲେ ଅମିନ

ବଲାଙ୍ଗୀର,୮ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ସଇଁତଳା ତହସିଲର ଅମିନ ନିର୍ମଳେନ୍ଦୁ କବି ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସଇଁତଳାର ନିରଞ୍ଜନ ସାହୁ ନିଜ ଜମି ମାପ ପାଇଁ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ତହସିଲ ଅଫିସରେ କାର୍ଯ୍ୟରତ ଅମିନ ନିର୍ମଳେନ୍ଦୁ ୮୦୦୦ ଟଙ୍କା…

ଚିଟ୍‌ଫଣ୍ଡ ସଂସ୍ଥାରେ ଇଡିର ଚଢ଼ାଉ

ଭୁବନେଶ୍ୱର,୮ା୨: ଚିଟ୍‌ଫଣ୍ଡ ସଂସ୍ଥା ଉପରେ ଗୁରୁବାର ଇଡିର ବଡ଼ଧରଣର ଚଢ଼ାଉ ହୋଇଛି। ଗୋଲ୍ଡେନ୍‌ ଲ୍ୟାଣ୍ଡ ଡେଭଲପର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଉପରେ ଏହି ଚଢ଼ାଉ ହୋଇଛି। ୯୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଡି ଏହି ଚଢ଼ାଉ କରିଥିବା ଜଣାପଡ଼ିଛି। ଓଡ଼ିଶା ସମେତ…

ରାଜ୍ୟ ସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୮।୨: ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ଫେବୃଆରୀ ୧୫ଯାଏ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ଫେବୃଆରୀ ୧୬ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ହେବ । ସେହିପରି ୨୦ ଫେବୃଆରୀ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର…

ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ପ୍ରକାଶ ପାଇବ ବିଜ୍ଞପ୍ତି, ୧୫ଯାଏ ନାମାଙ୍କନ ଦାଖଲ

ଭୁବନେଶ୍ୱର,୮।୨: ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି । ଆଜିଠାରୁ ଫେବୃଆରୀ ୧୫ଯାଏ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ। ଫେବୃଆରୀ ୧୬ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ହେବ । ସେହିପରି ୨୦ ଫେବୃଆରୀ ସୁଦ୍ଧା…

ବିଧାନସଭା ବଜେଟ୍‌ ଅଧିବେଶନ: ଆଜି ଆସିବ କାମଚଳା ବଜେଟ୍‌

ଭୁବନେଶ୍ୱର,୮।୨: ଚାଲିଛି ବିଧାନସଭାର ବଜେଟ ଅଧିବେଶନ। ଗୁରୁବାର ଉପସ୍ଥାପନ ହେବ କାମଚଳା ବଜେଟ। ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସଂଧ୍ୟା ୫ଟା ବେଳେ ବଜେଟ ଉପସ୍ଥାପନ କରିବେ। ତେବେ ଷୋଡଶ ବିଧାନସଭାରେ ଏହା ହେବ…

କଳାହାଣ୍ଡି: ଗୁରୁତର ରୋଗୀଙ୍କୁ ବାରଣ୍ଡାରେ ଚିକିତ୍ସା

ଭବାନୀପାଟଣା,୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମେଡିକାଲ କଲେଜ ସ୍ଥାପନା କରିବା ସହ ୫-ଟିରେ ଡାକ୍ତରଖାନାଗୁଡିକୁ କୋଟି କୋଟି ଟଙ୍କାରେ ରୂପାନ୍ତର କରାଯାଇଛି। ସେହିପରି ଉନ୍ନତ ମାନର ଓ…

ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କଲେ ଦୈତାରୀ ପଣ୍ଡା

ପୁରୀ, ୮ା୨(ଅଜିତ୍‌ ମହାନ୍ତି)ଯାତ୍ରା ଜଗତର ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା କିଛିଦିନ ତଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୁଳନା କରିଥିଲେ, ଯାହାକୁ ନେଇ ପଣ୍ଡାଙ୍କ ବିରୋଧରେ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପଣ୍ଡା ପୁରୀ ଆସି…

ଭ୍ୟାଲେଣ୍ଟାଇନ୍‌ ସପ୍ତାହରେ ଅନୁଭବ-ବର୍ଷାଙ୍କ ଛାଡ଼ପତ୍ର; କହିଲେ-‘ଏବେ ଖୁସି ଲାଗି ପ୍ରାର୍ଥନା କରନ୍ତୁ’

ଭୁବନେଶ୍ୱର,୮।୨: ଭ୍ୟାଲେଣ୍ଟାଇନ୍‌ ସପ୍ତାହରେ ଅଲଗା ହୋଇଛନ୍ତି ଓଲିଉଡ୍‌ର ହିଟ୍‌ ଯୋଡ଼ି ଅନୁଭବ-ବର୍ଷା। ଗତ କିଛି ଦିନ ଧରି ସାରା ରାଜ୍ୟରେ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲା ଚର୍ଚ୍ଚାରେ ରହିଥିଲା। ଏବେ…

କାମରେ ଲାଗୁନି ୨ ଥାନାର ନୂତନ କୋଠା

ଖୋର୍ଦ୍ଧା,୮ା୨ (ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଚାଲିଛି ଆଦର୍ଶ (ଟାଉନ) ଥାନା। ଅନ୍ୟପଟେ ଟ୍ରାଫିକ ଛକ ନିକଟରେ ଆଦର୍ଶ ଥାନାର ନୂତନ କୋଠା ନିର୍ମାଣ ସରିଛି। ନିର୍ମାଣକୁ ପ୍ରାୟ ଏକ ବର୍ଷ ବିତିଲାଣି। ଅଥଚ ନୂତନ…

ଏସ୍‌ସିବି ପରିସରରେ ଜେରକ୍ସ ସୁବିଧା ନାହିଁ

କଟକ,୮ା୨(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍‌ସିବି ମେଡିକାଲ ପରିସରରେ ଜେରକ୍ସ ସୁବିଧା ନ ଥିବା ରୋଗୀ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଫଳରେ ଜେରକ୍ସ କରିବା ପାଇଁ ସେମାନଙ୍କୁ ମେଡିକାଲ ବାହାରକୁ ଯିବାକୁ ପଡୁଛି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ମେଡିକାଲ କର୍ତ୍ତୃପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?