ରାଜ୍ୟ

ଟ୍ରେନ୍‌ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିଛି: ରେଳ ମନ୍ତ୍ରୀ

ବାଲେଶ୍ୱର,୪।୬:ବାଲେଶ୍ୱର ବାହାନଗା ଦୁର୍ଘଟଣାର କାରଣ ଜଣାପଡିଛି। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଇଲୋକ୍ଟ୍ରନିକ୍‌ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁ ଏପରି ଦୁର୍ଘଟଣା ଘଟିଛି। କବଚ ସହିତ ଏହି ଦୁର୍ଘଟଣା ସହ କୌଣସି…

ଟ୍ରେନ୍‌ ଦୁର୍ଘଟଣା ଏଡ଼ାଯାଇପାରିଥାନ୍ତା

ନୂଆଦିଲ୍ଲୀ, ୪।୬: ଭାରତୀୟ ରେଳପଥ ଯଦି ଯାତ୍ରୀଙ୍କ ରେକ୍‌ଗୁଡ଼ିକରେ ନାଭିଗେଶନ୍‌ ଓ୍ବିଥ୍‌ ଇଣ୍ଡିଆନ୍‌ କନ୍‌ଷ୍ଟେଲେଶନ୍‌ (ନାଭିକ୍‌) ବ୍ୟବହାର କରିଥାଆନ୍ତା ତେବେ ଜୁନ୍‌ ୨ରେ ବାଲେଶ୍ୱରର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ଏଡ଼ାଯାଇପାରିଥାଆନ୍ତା। ରେଲଓ୍ବେର ସୁରକ୍ଷା ଓ ନିରାପତ୍ତା ପ୍ରୋଟୋକଲ ସମ୍ପର୍କରେ…

ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୬(ବ୍ୟୁରୋ)/ ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ରବିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ଗୁରତର ଓ ଆହତଙ୍କୁ ସେ ଭେଟିବେ। ସେ ପ୍ରଥରେ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିବା ଆହତଙ୍କୁ ଭେଟିବେ।  ଚିକିତ୍ସା ନେଇ…

ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ୨ ଲୋକପାଇଲଟଙ୍କ ଚାଲିଛି ଚିକିତ୍ସା   

ଖୋର୍ଦ୍ଧା ଅଫିସ,୪।୬: ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ଏବଂ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଭୁବନେଶ୍ୱରସ୍ଥିତ ଏକ୍ଷ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।  ଲୋକୋ ପାଇଲଟ  ଗୁଣନିଧି ମହାନ୍ତି ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରୀ ବେହେରାଙ୍କ ମୁଣ୍ଡ,…

ଟ୍ରେନ୍‌ ବାତିଲ୍‌ ପରେ ଯାତ୍ରୀ ହଇରାଣ

ପୁରୀ ଅଫିସ, ୪।୬: ବାଲେଶ୍ୱର ଜିଲା ବାହାନଗାଠାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ପରେ ରେଳ ଚଳାଚଳ ବ୍ୟାହତ ହୋଇଛି। ପୁରୀରୁ କୋଲକାତା ଯିବାକୁ ଥିବା ଟ୍ରେନ୍‌ଗୁଡ଼ିକ ବାତିଲ କରାଯାଇଛି। ତେବେ ଟ୍ରେନ୍‌ ବାତିଲ ଯୋଗୁ ନିଜ ଗନ୍ତବ୍ୟ ପଥକୁ ଯାଇ ନ…

ପ୍ରଶାସନର ଅବ୍ୟବସ୍ଥା, ଶ୍ରଦ୍ଧାଳୁ ହଇରାଣ

ପୁରୀ ଅଫିସ, ୪।୬: ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହେବା ପାଇଁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେବାରେ ଲାଗିଛି। ଶନିବାର ଅପରାହ୍ନଠାରୁ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗଛି। ହେଲେ ପ୍ରଶାସନର ଦୂରଦୃଷ୍ଟି ଅଭାବ କାରଣରୁ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଯାଇ ନ ପାରି…

୨୬୦ ନିୟୁତ ବୟସ୍କଙ୍କ ସୁରକ୍ଷା ପାଇଁ ଟିକାକରଣ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ୪।୬ (ବ୍ୟୁରୋ): ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାର ‘ଡିକେଡ୍‌ ଅଫ୍‌ ହେଲ୍‌ଦି ଏଜିଙ୍ଗ-ବେସ୍‌ଲାଇନ୍‌ ରିପୋର୍ଟ-୨୦୨୦’ରେ ବୟସ୍କଙ୍କ ଟିକାକରଣକୁ ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଅନ୍ୟତମ ରଣନୀତି ଭାବେ ମାନ୍ୟତା ପ୍ରଦାନ କରିଛି। ଭାରତର ୨୬୦ ନିୟୁତ ବୟସ୍କଙ୍କ ସୁରକ୍ଷା ପାଇଁ…

ଆଜି ଦାରୁଦିଅଁଙ୍କ ସ୍ନାନଯାତ୍ରା

ପୁରୀ ଅଫିସ, ୪।୬: ରବିବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସେଥିପାଇଁ ସଜେଇ ହୋଇଛି ସ୍ନାନବେଦି। ଅପେକ୍ଷା କରିଛି ମହାପ୍ରଭୁଙ୍କ ଆଗମନକୁ। ଆଉ କେଇ ଘଣ୍ଟା ପରେ ଚତୁର୍ଦ୍ଧାବିଗ୍ରହ ରନତ୍ବେଦୀରୁ ସ୍ନାନବେଦିକୁ ଓହ୍ଲାଇ ଆସିବେ। ପହଣ୍ଡି ପାଇଁ ରନତ୍ସିଂହାସନ ତଳେ ଚାରମାଳ ବନ୍ଧାଯିବା…

ଆଜି ଆସିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୪।୬(ବ୍ୟୁରୋ): ବାଲେଶ୍ୱର ଜିଲାର ବାହାନଗାଠାରେ ଭୟାବହ ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ରବିବାର ଓଡ଼ିଶା ଗସ୍ତରେ ଆସିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁର୍ଘଟଣାସ୍ଥଳର ସ୍ଥିତି ପରଖିବା…

୮ରୁ ରାଜ୍ୟ ବାର୍‌ କାଉନ୍‌ସିଲ୍‌ ନିର୍ବାଚନ ଭୋଟ ଗଣତି

କଟକ ଅଫିସ,୪।୬: ରାଜ୍ୟ ବାର୍‌ କାଉନ୍‌ସିଲ୍‌ ନିର୍ବାଚନର ଭୋଟ ଗଣତି ଆସନ୍ତା ୮ରୁ ଆରମ୍ଭ ହେବ। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। କାଉନ୍‌ସିଲ୍‌ର ନିର୍ବାଚନ ପରିଚାଳନା କରୁଥିବା ରିଟର୍ନିଂ ଅଧିକାରୀ ତଥା ହାଇକୋର୍ଟର ପୂର୍ବତନ ବିଚାରପତି ପ୍ରମଥ ପଟ୍ଟନାୟକ ଏନେଇ ଶନିବାର…

ଆଜି ଜେଇଇ ଆଡ୍‌ଭାନ୍ସଡ୍‌

ଭୁବନେଶ୍ବର, ୪।୬(ବ୍ୟୁରୋ): ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି)ଗୁଡ଼ିକରେ ନାମଲେଖା ପାଇଁ ଜେଇଇ ଆଡ୍‌ଭାନ୍ସଡ୍‌ ପରୀକ୍ଷା ରବିବାର ଅନୁଷ୍ଠିତ ହେବ। ଅଢ଼େଇ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ଏହି ପ୍ରପେଶିକା ପରୀକ୍ଷା ପାଇଁ ମନୋନୀତ ହୋଇଥିବାବେଳେ ଆଡ୍‌ମିଟ୍‌ କାର୍ଡ ଅନ୍‌ଲାଇନ୍‌ରେ ଉପଲବ୍ଧ ହୋଇଛି। ସକାଳ…

ସିଙ୍ଗାପୁର, ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ଆରମ୍ଭ

ଭୁବନେଶ୍ବର, ୪।୬ (ବ୍ୟୁରୋ) ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ସିଧାସଳଖ ଅନ୍ତର୍ଜାତୀୟ ବିମାନ ସେବା ଶନିବାରଠାରୁ ଆରମ୍ଭ ହୋଇଛି। ପ୍ରଥମେ ସକାଳ ୬ଟା ୨୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପ୍ରଥମେ ସିଙ୍ଗାପୁରକୁ ବିମାନ ଉଡ଼ିଥିଲା। ଏଥିରେ ୧୮୦ଜଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri