ରାଜ୍ୟ

ପଶ୍ଚିମବଙ୍ଗକୁ ବିଷାକ୍ତ ସାପ ଚାଲାଣ

ରାଇବଣିଆ,୧୯।୧୦(ନବୀନ ସାହୁ)ପଶ୍ଚିମବଙ୍ଗକୁ ଚୋରାଚାଲାଣ ବେଳେ ବୁଧବାର ଜଳେଶ୍ୱର ଷ୍ଟେଶନରୁ ୪ ସାପ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଆରପିଏଫ୍‌ ଧରି ବନ ବିଭାଗକୁ ହସ୍ତାନ୍ତର କରିଛି। ଅପରାହ୍ନ ସମୟରେ ଜଳେଶ୍ୱର ଷ୍ଟେଶନର ୧ନଂ. ପ୍ଲାଟଫର୍ମରେ ୨ଜଣ ବ୍ୟକ୍ତି ସନ୍ଦେହଜନକ…

ବିବାହ ଯୋଜନା ଭଣ୍ଡୁର ହେଲା

ନୂଆଦିଲ୍ଲୀ,୧୯ା୧୦ : ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ମନା କରିଦେଇଛନ୍ତି। ଫଳରେ ଓଡ଼ିଶାର ଖ୍ୟାତନାମା ଧାବିକା ଦୂତୀ ଚାନ୍ଦଙ୍କ ବିବାହ ଯୋଜନା ଭଣ୍ଡୁର ହୋଇଥିବା ସେ କହିଛନ୍ତି। ପାର୍ଟନର ମୋନାଲିସାଙ୍କୁ ବିବାହ କରିବାକୁ ଯୋଜନା କରିଥିଲେ।…

ବିଦାୟ ନେଲେ ଟୋକା ଗଣେଶ

ଭଦ୍ରକ ଅଫିସ,୧୮ା୧୦(ସନାତନ ରାଉତ): ଭଦ୍ରକ ପୁରୁଣାବଜାରଠାରେ ଏକମାସ ଧରି ପୂଜା ପାଉଥିବା ଚାନ୍ଦିମେଢ଼ରେ ତିଆରି ହୋଇଥିବା ବାବା ଟୋକାଗଣେଶଙ୍କୁ ବୁଧବାର ଧୂମ୍‌ଧାମରେ ବିଦାୟ ଦିଆଯାଇଛି। ଦୁଲ୍‌ଦୁଲି ବାଜା, ସିଂହବାଜା, ଆଦିବାସୀ ନୃତ୍ୟ, ବ୍ୟାଣ୍ଡପାର୍ଟି, ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ପାରମ୍ପରିକ…

ରଘୁବର ଦାସ ଓଡ଼ିଶା ରାଜ୍ୟପାଳ: ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ

ଭୁବନେଶ୍ୱର,୧୮।୧୦: ଝାଡଖଣ୍ଡର ପୂବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସେ ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ। ରାଷ୍ଟ୍ରପତି ଭବନ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ରଘୁବର ୨୮ ଡିସେମ୍ବର ୨୦୧୪ରେ ଝାଡଖଣ୍ଡର ଷଷ୍ଠ…

ଓକିଲାତି ପେଶାକୁ ଫେରିଲେ ଓଡ଼ିଶା ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି, ବରିଷ୍ଠ ଓକିଲ ମାନ୍ୟତା ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୮।୧୦: ଓଡ଼ିଶା ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଡା. ଏସ. ମୁରଲୀଧର ପୁଣିଥରେ ଓକିଲାତି ପେଶାକୁ ଫେରିବେ। ୧୬ ଅକ୍ଟୋବରରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏବଂ ଅନ୍ୟାନ୍ୟ ବିଚାରପତି ମାନଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏସ. ମୁରଲୀଧରଙ୍କୁ ବରିଷ୍ଠ ଓକିଲ…

ପୁଣି ଧର୍ମଘଟ ଡାକରା ଦେଲା ଘରୋଇ ବସ୍‌ ମାଲିକ ସଂଘ, ଆସନ୍ତା ୨୦ରୁ ଗଡିବନି ବସ୍

ଭୁବନେଶ୍ୱର, ୧୮।୧୦: ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଧର୍ମଘଟ ଡାକରା ଦେଲେ ବସ୍‌ ମାଲିକ ସଂଘ। ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ସଂଘ ପକ୍ଷରୁ ବସ୍‌ ଧର୍ମଘଟ ଡାକରା ଦିଆଯାଇଛି। ଏନେଇ ବସ୍ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ସୂଚନା…

ଦୀର୍ଘଦିନର ଜମିଜମା ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ଉପକୃତ ୨ ଲକ୍ଷ ଚାଷୀ

ଭୁବନେଶ୍ୱର,୧୮ା୧୦(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଝାରସୁଗୁଡ଼ାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ, ପୁରୀ…

ଦୁନିଆର ଆବଶ୍ୟକତାକୁ ବୁଝିଲେ ସ୍କିଲ୍‌ ଦୂରତାକୁ ହ୍ରାସ କରିପାରିବା: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୮।୧୦(ସୁନିତ୍‌ ମିଶ୍ର): ବଜାରର ଆବଶ୍ୟକତା ଏବଂ ଭିତ୍ତିଭୂମିର ବିକାଶ ପାଇଁ ଦରକାର ଥିବା ଦକ୍ଷତା ଉପରେ ମ୍ୟାପିଂ ହେବା ଦରକାର। ଦୁନିଆର ଆବଶ୍ୟକତାକୁ ବୁଝିଲେ ହିଁ ଆମେ ସ୍କିଲ୍‌ ଦୂରତାକୁ ହ୍ରାସ କରିପାରିବା ବୋଲି ମଙ୍ଗଳବାର ନୂଆଦିଲ୍ଲୀଠାରେ ‘ଇଣ୍ଡିଆ ସ୍କିଲ୍‌…

‘ସର୍ଭେରେ ଲଟକିଛି ୧୭ ରେଳପ୍ରକଳ୍ପ’ର ସ୍ପଷ୍ଟୀକରଣ

ଭୁବନେଶ୍ୱର, ୧୮।୧୦ (ବ୍ୟୁରୋ): ‘ଧରିତ୍ରୀ ’ର ୧୬।୧୦।୨୦୨୩ ସଂସ୍କରଣରେ ପ୍ରକାଶିତ ‘ସର୍ଭେରେ ଲଟକିଛି ୧୭ ପ୍ରକଳ୍ପ’ ଶୀର୍ଷକ ଖବରରେ କେତେକ ତଥ୍ୟରେ ଭୁଲ ରହିଥିବାନେଇ ପୂର୍ବତଟ ରେଳପଥ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି, ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେଶନଠାରୁ…

୨୯ରୁ ଭୁବନେଶ୍ୱରରୁ ଗୁଆହାଟୀକୁ ଉଡ଼ିବ ବିମାନ

ଭୁବନେଶ୍ୱର,୧୮ା୧୦(ଅସମାପିକା ସାହୁ) ଭୁବନେଶ୍ୱରରୁ ଗୁହାହାଟୀକୁ ଆସନ୍ତା ୨୯ ତାରିଖରୁ ବିମାନ ଚଳାଚଳ ଆରମ୍ଭ ହେବ। ଇଣ୍ଡିଗୋ ଏୟାରଲାଇନ୍ସ ପ୍ରତିଦିନ ଭୁବନେଶ୍ୱର-ଗୁହାହାଟୀ ମଧ୍ୟରେ ବିମାନ ଚଳାଚଳ କରାଇବ। ଭୁବନେଶ୍ୱରରୁ ଗୁହାହାଟୀ ମାତ୍ର ଦେଢ଼ଘଣ୍ଟା ଲାଗିବ। ପ୍ରତିଦିନ ଏହା ଅପରାହ୍ନ ୧ଟା ୨୫ରୁ ଭୁବନେଶ୍ୱରରୁ…

ବାହାନଗା ରେଳ ଦୁର୍ଘଟଣା: ବଡ଼ ରାୟ ଦେଲେ କୋର୍ଟ, ଜାଣନ୍ତୁ ପୁରା ଖବର

ଭୁବନେଶ୍ୱର, ୧୭/୧୦: ଗତ ଜୁନ ମାସରେ ବାଲେଶ୍ୱରର ବାହାନଗା ବଜାର ଷ୍ଟେସନରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ବର୍ତ୍ତମାନ ମଧ୍ୟ ଅଞ୍ଚଳବାସୀଙ୍କ ମନରୁ ଲିଭିନାହିଁ। ଦୁର୍ଘଟଣାରେ କ୍ଷତିଗ୍ରସ୍ଥ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ, ଯଶବନ୍ତପୁର-ହାୱଡା ଏକ୍ସପ୍ରେସ୍ ଏବଂ ମାଲବାହି ଟ୍ରେନ ବଗି ଗୁଡିକୁ…

କିଶୋର ଜେନାଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ସମସ୍ତ ସହଯୋଗ ଦେବାକୁ ଦେଲେ ପ୍ରତିଶୃତି

ଭୁବନେଶ୍ୱର, ୧୭.୧୦: ନିକଟରେ ଚାଇନାର ହାଙ୍ଗଜୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri