ଝାଡୁ ତିଆରି କରି ବିତୁଛି ଜୀବନ
ଛତ୍ରପୁର,୧୯ା୧୦(ସନ୍ତୋଷ ପାଢ଼ୀ)ଚାରି ହାତର ମାଟିଘର ଆଉ ସେଇ ଘରେ ଚାଲିଛି ସଂସାର। ଏହା କେବଳ ଗୋଟିଏ ପରିବାରର କଥା ନୁହେଁ, ଗ୍ରାମରେ ଏମିତି ୭ଟି ପରିବାର ୪ ହାତର ମାଟି ଘରେ ଜୀବନ ବିତାଉଛନ୍ତି । ପକ୍କାଘର ଖଣ୍ଡିଏ ସେମାନଙ୍କ ପାଇଁ…
ବାଇକ୍ରେ ଚାଲାଣ ହେଉଛି ବିଦେଶୀ ମଦ
ବଇଣ୍ଡା,୧୯।୧୦(ପରିକ୍ଷିତ ସାହୁ)ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅଞ୍ଚଳରେ ଥିବା ଏକ ବିଦେଶୀ ମଦ ଦୋକାନରୁ ବାଇକ୍ ଯୋଗେ ଗ୍ରାମାଞ୍ଚଳକୁ ପେଟି ପେଟି ମଦ ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି। ପ୍ରତ୍ୟେକ ଦିନ ଏହି କାରବାର ଚାଲୁଥିଲେ ମଧ୍ୟ ପୋଲିସ…
ଢେଙ୍କାନାଳକୁ ସରକାର ଦେଲେ ଗଜଦଣ୍ଡ
ଢେଙ୍କାନାଳ,୧୯ା୧୦(ରତନ ନାୟାର)ଢେଙ୍କାନାଳ ଜିଲାରେ ହାତୀ-ମଣିଷ ମଧ୍ୟରେ ବିବାଦ ବଢ଼ିଚାଲିଛି। ଏପରି କି ଏହି ବିବାଦରେ ସାରା ରାଜ୍ୟରେ ଢେଙ୍କାନାଳ ଜିଲା ଆଗରେ ରହିଛି। ଏହାକୁ ନେଇ ଅନେକ ସମୟରେ ଜିଲାର ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଧୀର ଧୀରେ…
ଆସୁଛି ଲଘୁଚାପ, ଚାଷୀକୁଳ ଭୟଭୀତ
ପଟ୍ଟାମୁଣ୍ଡାଇ,୧୯ା୧୦(କଳ୍ପତରୁ ନାୟକ)ଓଡ଼ିଶାର ଉପକୂଳ ଜିଲାଗୁଡ଼ିକରେ ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ଭୟଙ୍କର ବିପର୍ଯ୍ୟୟ ଘଟାଇବା ଘଟଣା ଲୋକଙ୍କ ମନରୁ ଏ ପର୍ଯ୍ୟନ୍ତ ଲିଭି ନାହିଁ। ପୁଣି ଅକ୍ଟୋବର ୨୦ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି…
ଉଦୟ ବିହାର, ନୁହେଁ କାହାର
ପାରାଦୀପ,୧୯ା୧୦(ଶରତ ରାଉତ)ପାରାଦୀପର ପ୍ରବେଶପଥ ଦୋଛକି ପାଖରେ ରହିଛି ଉଦୟବିହାର କଲୋନି। ୫୩ ନଂ. ଜାତୀୟ ରାଜପଥ ପାଖରେ ଏହି କଲୋନି ୨୦ବର୍ଷ ହେଲା ହେଲାଣି। ଭୌଗୋଳିକ ଅବସ୍ଥିତି ପାରାଦୀପ ପୌରପାଳିକା ମଧ୍ୟରେ ରହିଛି। କିନ୍ତୁ ସରକାରୀ ନଥିପତ୍ରରେ ତାହା ନୂଆଗଡ ପଞ୍ଚାୟତ…
କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ଘେରିଲେ ଚାଷୀ
ନୟାଗଡ଼/ରଣପୁର,୧୯।୧୦(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ)ବର୍ଷା ନ ଥିବାରୁ ଧାନ ଜମି ଶୁଖିଲା ପଡିଛି। ପାଖରେ ଜଳସେଚନ ସୁବିଧା ଥାଇ ବି ଜମିରେ ପାଣି ମାଡୁନି । ଏଭଳି ସ୍ଥଳେ ବୁଧବାର ଶତାଧିକ ଚାଷୀ ଉତ୍ତେଜିତ ହୋଇ ନୟାଗଡ଼ ଜିଲା ରଣପୁର…
ନିର୍ବାଚନୀ ସତ୍ୟପାଠରେ ଭୁଲ୍ ତଥ୍ୟ
ନୟାଗଡ଼,୧୯।୧୦(ଲୋକନାଥ ମିଶ୍ର)ଗତ ପଞ୍ଚାୟତ ନିର୍ବାଚନ ସମୟରେ ନିର୍ବାଚନୀ ସତ୍ୟ ପାଠରେ ଭୁଲ ତଥ୍ୟ ଦିଆ ଯିବା ନେଇ ଭାପୁର ବ୍ଳକର ୪ ପରାଜିତ ପ୍ରାର୍ଥୀ ନୟାଗଡ଼ ସବ୍ଡିଜନସ୍ତରୀୟ ରିଟର୍ଣ୍ଣୀ ଅଫିସର ତଥା ଉପଜିଲାପାଳ, ପଞ୍ଚାୟତ ନିର୍ବାଚନର ରିଟର୍ଣ୍ଣୀ ଅଫିସର ତଥା ଜିଲାପାଳ,…
ଶବ୍ଦ ପ୍ରଦୂଷଣ ରୋକିବାକୁ ଗୁରୁତ୍ୱ ଦେଉ ପ୍ରଶାସନ
ଖଣ୍ଡପଡ଼ା,୧୯ା୧୦(ଅଜୟ କୁମାର ମହାରଣା)ଶବ୍ଦ ପ୍ରଦୂଷଣ ରୋକିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଆଇନ ପ୍ରଣୟନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପର୍ବ ପର୍ବାଣୀରେ ଡ଼ିଜେ ସାଉଣ୍ଡ ଉପରେ କଟକଣା ଜାରି କରାଯାଇଛି। ଡ଼ିଜେ ସାଉଣ୍ଡକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବାକୁ…
ନିଯୁକ୍ତି ପ୍ରତିଶ୍ରୁତି ମିଳିଲେ ସମର୍ଥନ
ଭବାନୀପାଟଣା/ଥୁଆମୂଳ ରାମପୁର, ୧୯।୧୦(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି)କଳାହାଣ୍ଡି ଓ ରାୟଗଡା ଜିଲା ମଧ୍ୟରେ ଥିବା ସିଜିମାଳି ବକ୍ସାଇଟ ଖଣିକୁ ନେଇ ଏବେ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ବାଦନୁବାଦ ଲାଗି ରହିଛି। ଏପରିସ୍ଥଳରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କେରପାଇ…
ଝିଅ ପ୍ରେମ ବିବାହ କରିଥିବାରୁ ମା’ଙ୍କ ମୃତଦେହ ୧୮ଘଣ୍ଟା ପଡ଼ିରହିଲା
ବେଲପଡା,୧୯ା୧୦(ମନୋଜ କୁମାର ମିଶ୍ର)ଝିଅ ଅନ୍ୟଜାତିର ପୁଅକୁ ପ୍ରେମ ବିବାହ କରିଥିଲେ ବୋଲି ସମାଜରୁ ବାସନ୍ଦ ହୋଇଥିଲେ ମା’ବାପା। ମା’ଙ୍କ ମୃତ୍ୟୁ ପରେ ମୃତଦେହ ଛୁଇଁଲେନି ସମାଜ ଲୋକେ। ମୃତଦେହ ୧୮ଘଣ୍ଟା ପଡି ରହିଲା। ଶେଷରେ ସାମାଜିକ କର୍ମୀ ମହିଳାଙ୍କ ଅନ୍ତିମ ସତ୍କାର…
ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ୍ଡିଂ ଉଦ୍ଘାଟିତ
ଭୁବନେଶ୍ୱର, ୧୯।୧୦(ଅସମାପିକା ସାହୁ)ଓଡ଼ିଶା ସ୍ବାସ୍ଥ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ କୋଠାର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଏଥିସହ ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବିଲ୍ଡିଂର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟର ସୁପରିଚାଳନା…
ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ମାର୍ଗଦର୍ଶିକା
ଭୁବନେଶ୍ୱର, ୧୯।୧୦(ସୁନିତ୍ ମିଶ୍ର)ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନିଙ୍କ ଅଧ୍ୟକ୍ଷତାରେ ୩୫ ଗ୍ରାମୀଣ ଜଳଯୋଗାଣ ଓ ପରିମଳ ଡିଭିଜନକୁ ନେଇ ଏକ ସମୀକ୍ଷା ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ,…
Archives


