୫ ନାଗାବାବାଙ୍କୁ ଉଠାଇନେଲା ପୋଲିସ
ଭୁବନେଶ୍ୱର,୨୬ା୬(ସୂର୍ଯ୍ୟକାନ୍ତ ବେହେରା): ମଞ୍ଚେଶ୍ବର ପୋଲିସ ୫ ସନ୍ଦିଗ୍ଧ ନାଗା ବାବାଙ୍କୁ ଅଟକ ରଖିଛି। ମଞ୍ଚେଶ୍ବର ଅଞ୍ଚଳରେ ବୁଲୁଥିବା ବେଳେ ସୋମବାର ଏହି ୫ ଜଣଙ୍କୁ ଉଠାଇ ନେଇଛି ପୋଲିସ। ବାବା ବେଶ ହୋଇ ଏମାନେ ଲୁଟ୍ କରୁଥିବା ସନ୍ଦେହରେ ପୋଲିସ ଉଠାଇଆଣିଛି।…
ଆବର୍ଜନା କୁଣ୍ଡ ପାଲଟିଛି ଗାଁ ଶୁଦ୍ଧତୁଠ
ଭୁବନେଶ୍ୱର,୨୬।୬(ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ଜଳାଶୟର ପୁନରୁଦ୍ଧାର ଦାୟିତ୍ୱ ନେଇଛି ବିଏମ୍ସି। ଏହି କ୍ରମରେ ପ୍ରାୟ ୪୭ଟି ପୋଖରୀର ଉନ୍ନତୀକରଣ କରିବା ପାଇଁ ବିଏମ୍ସି ତାଲିକା ପ୍ରଦାନ କରିଥିବାବେଳେ ସେଥିରୁ କେତେକର ପୁନରୁଦ୍ଧାର ହୋଇଛି, ମାତ୍ର ଏବେ ବି…
ନାଟକ କରିବାଠୁ ଶିଖିବା ଅଧିକ ଜରୁରୀ
ଭୁବନେଶ୍ୱର,୨୬।୬ (ଶର୍ମିଷ୍ଠା ପାଣିଗ୍ରାହୀ): ନାଟକ ମାଧ୍ୟମରେ ଓଡ଼ିଶାର କଳା ଓ ସଂସ୍କୃତିକୁ ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ କରୁଛନ୍ତି ଯୁବ ନାଟ୍ୟକାର, ନିର୍ଦ୍ଦେଶକ ତଥା ଅଭିନେତା ବିଶାନ ବଳଭଦ୍ର ଶତପଥୀ। ଖୁବ୍ କମ୍ ସମୟରେ ସେ ଦର୍ଶକଙ୍କ ଭଲ ପାଇବା ଜିଣିବାର…
ବାହାଘରରେ ମାର୍କଣ୍ଡି ସାଜିଲା ବାଛୁରୀ
ଭୁବନେଶ୍ୱର,୨୬।୬(ଶର୍ମିଷ୍ଠା ପାଣିଗ୍ରାହୀ): ମାର୍କଣ୍ଡି ସାଜିଛି ବାଛୁରୀ। କଥାଟି ବିଶ୍ୱାସ ହେଉ ନ ଥିଲେ ବି ସତ। ଭୁବନେଶ୍ୱର ଉପକଣ୍ଠ ପଥରଗାଡିଆରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମୁକୁଟ ପିନ୍ଧି ମାର୍କଣ୍ଡି ବେଶରେ ସଜେଇ ହୋଇଛି ବାଛୁରୀ। ଆଉ ବର ସହିତ ଫୁଲରେ…
ଅଙ୍ଗଦାନ କରି ୪ ଜୀବନ ବଞ୍ଚାଇଲେ ପ୍ରସନ୍ଜିତ୍
ଭୁବନେଶ୍ୱର,୨୬।୬(ଅଭିଜିତ ଦାସ): ଅଙ୍ଗଦାନ କରି ୪ଜଣଙ୍କ ଜୀବନ ବଞ୍ଚାଇଛନ୍ତି ପ୍ରସନ୍ଜିତ୍ ମହାନ୍ତି। ଓଡିଶା ଅଙ୍ଗଦାନ କ୍ଷେତ୍ରରେ ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି। ସମ୍ ଅଲ୍ଟିମେଟ ମେଡିକେୟାରରେ ପ୍ରସନ୍ନଙ୍କୁ ବ୍ରେନ୍ ଡେଡ୍ ଘୋଷଣା ପରେ ଶନିବାର ତାଙ୍କର ଏକାଧିକ ଅଙ୍ଗକୁ…
ଦିଗପହଣ୍ଡି ବସ୍ ଦୁର୍ଘଟଣା: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୬ା୬: ଓଡ଼ିଶାର ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ହୋଇଥିବା ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ଘଟଣାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଟୁଇଟ୍ କରି କହିଛନ୍ତି, ଗଞ୍ଜାମରେ ଏକ ସଡ଼କ ଦୁର୍ଘଟଣାରେ ଲୋକେ ପ୍ରାଣ…
ଦିଗପହଣ୍ଡି ବସ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୬ା୬: ଓଡ଼ିଶାର ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଥିବା ବେଳେ ଆହତଙ୍କ…
ବସ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୬ା୬(ଅସମାପିକା ସାହୁ): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ହୋଇଥିବା ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ କିଛି ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ…
ଓଡ଼ିଶା ଭାଜପା ଏମ୍ପି, ଜଣେ କେନ୍ଦ୍ରମନ୍ତ୍ରୀ ଷଡ଼ଯନ୍ତ୍ର ଜାରି ରଖିଛନ୍ତି: ବିଜେଡି
ଭୁବନେଶ୍ବର,୨୬ା୬ (ସୁନିତ୍ ମିଶ୍ର): ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଗତ କିଛିଦିନ ହେଲା ରାଜ୍ୟ ଭାଜପା ନେତାମାନଙ୍କଠାରୁ କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ରାଜ୍ୟବାସୀଙ୍କୁ ଭ୍ରମିତ କରିଆସୁଛନ୍ତି। ଅତୀତରେ ଓଡ଼ିଶାର ଭାଜପା ଏମ୍ପି ଏବଂ ରାଜ୍ୟର ଜଣେ କେନ୍ଦ୍ରମନ୍ତ୍ରୀ ଷଡ଼ଯନ୍ତ୍ର କରି…
ଭୟଙ୍କର ବସ୍ ଦୁର୍ଘଟଣା: ୧୨ ମୃତ
ଦିଗପହଣ୍ଡି,୨୬ା୬(ଅଶେଷ ନାଥ କର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ରବିବାର ବିଳମ୍ବିତ ରାତିରେ ଦୁଇ ବସ୍ ମଧ୍ୟରେ ମୁହାଁମିୁହିଁ ଧକ୍କା ହେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪ ମହିଳା ଓ…
୫-ଟି ସଚିବଙ୍କ କାର୍ଯ୍ୟକ୍ରମକୁ ନେଇ ପୁଣି ଜୋର୍ ଧରିଲା ରାଜନୀତି
ଭୁବନେଶ୍ବର,୨୬ା୬(ସୁନିତ୍ ମିଶ୍ର): ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତ ବେଳେ ଅତ୍ୟଧିକ ସୁରକ୍ଷା ବ୍ୟବସ୍ଥାକୁ ନେଇ ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅପରାଜିତା ଟୁଇଟ୍ କରି ଡିଜିପିଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଯଦି ଜଣେ…
ଖାଲି ବାତିଲ
ଭୁବନେଶ୍ବର,୨୬ା୬ (ସୁନିତ୍ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ରାଜନୈତିକ ଦଳ ନିଜ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଦେଲେଣି। ଓଡ଼ିଶା କଥା ଦେଖିଲେ ଏଠାରେ ବିଜେଡି ସହ ଭାଜପାର କଡ଼ା ମୁକାବିଲା ହେବ ବୋଲି ବହୁ ଅସନ୍ତୁଷ୍ଟ ଶାସକ…
Archives


