‘ମୁକାବିଲା ପାଇଁ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରୁହ’
ଭୁବନେଶ୍ୱର,୧୫ା୭(ଅନିଲ ଦାସ): ଛାତ୍ରମାନେ ଦେଶର ଭବିଷ୍ୟତ। ଛାତ୍ରମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଶିକ୍ଷା ଓ ତାଲିମ ଉପରେ ଗୁରୁତ୍ୱ ଦେଉଛନ୍ତି। ଲୋକମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ବିରୋଧୀ ଦଳ ଅନେକ ଭ୍ରମ ସୃଷ୍ଟି କରୁଛନ୍ତି। ଭୁଲ ସୂଚନାକୁ ପ୍ରତିହତ…
ନାବାଳିକାଙ୍କ ତଣ୍ଟିକାଟି ହତ୍ୟା ଘଟଣାରେ ୨ ଗିରଫ
ବଲାଙ୍ଗୀର, ୧୫ା୭ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର କେନ୍ଦ୍ରୀୟ ବିଦ୍ୟାଳୟ ନିକଟସ୍ଥ ନିଖିଳ ନଗରରେ ଗୁରୁବାର ଘରେ ପଶି ନାବାଳିକା ଶେଷାଦ୍ରୀ ନାଗ (୧୫)ଙ୍କ ତଣ୍ଟି କାଟି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଦୁଇଜଣଙ୍କୁ ପୋଲିସ ଶୁକ୍ରବାର ଗିରଫ…
ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା
ଭୁବନେଶ୍ୱର,୧୫ା୭(ଅନୁରାଧା ମହାରଣା): ଯୁକ୍ତ ୩ ପ୍ରଥମ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟ ଓ ସେଲ୍ଫ ଫାଇନାନ୍ସିଂରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଶୁକ୍ରବାର ପ୍ରକାଶ ପାଇଛି। ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ୧୦୪୨ଟି ଡିଗ୍ରୀ କଲେଜର ୨ ଲକ୍ଷ…
ଲଣ୍ଡା ହୋଇ ଶପଥ କରିଥିଲେ ଗୋପାଳ
ସମ୍ବଲପୁର,୧୫ା୭(ଶୁଭାଶିଷ ପାଢୀ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଗୁରୁବାର ଅଭିଯୁକ୍ତ ତଥା ପୂର୍ବତନ ପୋଲିସ ଏଏସ୍ଆଇ ଗୋପାଳ ଦାସଙ୍କୁ ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟରେ ହଜାର କରିଥିଲା। ଏହାର ଦିନକ ପରେ ବରଗଡ଼ ଏମ୍ପି ତଥା ବରିଷ୍ଠ…
ବେଲଜିୟମରେ ପ୍ରବାସୀ ଓଡିଆଙ୍କ ସମ୍ମିଳନୀରେ ଯୋଗଦେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
ବେଲଜିୟମ/ଭୁବନେଶ୍ୱର, ୧୪।୦୭ : ବେଲଜିୟମ ଗସ୍ତରେ ଥିବା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଶୁକ୍ରବାର ସେଠାରେ ପ୍ରବାସୀ ଓଡିଆମାନଙ୍କ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇଛନ୍ତି ।…
ଚନ୍ଦ୍ରୟାନ-୩ର ସଫଳତା ପାଇଁ ପୂଜାର୍ଚ୍ଚନା
ଜୟପୁର, ୧୪।୭(ପବନ ପାଣିଗ୍ରାହୀ): ଜୟପୁର ଅରବିନ୍ଦନଗରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଚନ୍ଦ୍ରୟାନ-୩ର ସଫଳତା ପାଇଁ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ କରାଯାଇଛି। ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ଅନୀଲ କୁମାର ଶତପଥୀ ଚନ୍ଦ୍ରୟାନ-୩ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ବନ୍ଧରେ…
ବାହାନଗା ଟ୍ରେନ ଟ୍ରାଜେଡି: ନିଲମ୍ବିତ ୩ ରେଲଓ୍ବେ କର୍ମଚାରୀଙ୍କୁ ଜେରା
ଭୁବନେଶ୍ବର ୧୪।୭: ବାଲେଶ୍ବର ଜିଲା ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ନିଲମ୍ବିତ ୪ ରେଲୱେ କର୍ମଚାରୀଙ୍କୁ ଚନ୍ଦକା ଥାନାରେ ଜେରା ଚାଲିଛି । ଏହି ୪ ଜଣଙ୍କୁ ସିବିଆଇ ଟିମ୍ ଜେରା କରୁଛି । ତେବେ ସମନ ପାଇବା ପରେ ସିବିଆଇ…
ଓଲଟିଲା ଯାତ୍ରୀବାହୀ ବସ୍
ବାଲେଶ୍ୱର,୧୪ା୭(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ ନିକଟରେ ଶୁକ୍ରବାର ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଫଳରେ ୮ ଯାତ୍ରୀ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ…
୩ ବିଭାଗରେ ନିଯୁକ୍ତ ହେଲେ ୧୮୧ ଅଫିସର
ଭୁବନେଶ୍ୱର,୧୪ା୭(ଅନିଲ ଦାସ):ରାଜ୍ୟ ସରକାରଙ୍କ ୩ ବିଭାଗରେ ୧୮୧ ଜଣଙ୍କୁ ନୂଆ ନିଯୁକ୍ତି ମିଳିଛି। ସେମାନଙ୍କ ମଧ୍ୟରେ ୧୦୪ ଶିକ୍ଷକ ପ୍ରଶିକ୍ଷକ, ୬୨ ସହକାରୀ ନିର୍ଦ୍ଦେଶକ (ବିଧି) ଏବଂ ୧୫ ସହକାରୀ ପରିସଂଖ୍ୟାନ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯାଇଛି। ଗୁରୁବାର ଲୋକସେବା ଭବନ କନ୍ଭେନଶନ…
ଲାପଟପ୍ ପାଇଁ ୧୫ରୁ ଆବେଦନ
ଭୁବନେଶ୍ୱର,୧୪ା୭ (ଅନୁରାଧା ମହାରଣା):ଲାପଟପ୍ ଡିବିଟି ଯୋଜନା ୨୦୨୧ ଓ ୨୦୨୨ ଅଧୀନରେ ଦ୍ୱାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ୧୫ ହଜାର ମେଧାବୀଙ୍କୁ ଲାପଟପ୍ ପ୍ରଦାନ କରାଯିବ। ଏଥିପାଇଁ ଜୁଲାଇ ୧୫ରୁ ଅଗଷ୍ଟ ୫ ମଧ୍ୟରେ ଆବେଦନ କରିବା ପାଇଁ ଉଚ୍ଚ ଶିକ୍ଷା…
ଆଜି ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେଧାତାଲିକା
ଭୁବନେଶ୍ୱର,୧୪ା୭ (ଅନୁରାଧା ମହାରଣା) – ଯୁକ୍ତ୩ ପ୍ରଥମ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ସେଲ୍ଫ ଫାଇନାନସିଂରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଶୁକ୍ରବାର ପ୍ରକାଶ ପାଇବ। ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ୧୦୪୨ଟି ଡିଗ୍ରୀ କଲେଜର ୨ ଲକ୍ଷ…
ହତ୍ୟା କରି ଟ୍ରେନଲାଇନ୍କୁ ଫିଙ୍ଗି ଦେଇଥିଲେ
ବଲାଙ୍ଗୀର, ୧୩ା୭ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସଦର ଥାନା ଅଧୀନ ଅଇଁଲାଚୁଆଁ ଗାଁର ରଜତ ପ୍ରଧାନ(୨୩) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତମାନେ ରଜତଙ୍କୁ ହତ୍ୟା କରିବା ପରେ ରେଳଲାଇନ୍ କଡରେ ମୃତଦେହ ଫିଙ୍ଗିଦେଇ ଏହାକୁ ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା…
Archives


