ଚିତ୍ରକୋଣ୍ଡା ବ୍ଲକରେ ନିର୍ମାଣ ହେବ ୩ଟି ବୃହତ ସେତୁ
ଭୁବନେଶ୍ୱର,୨୧ା୮(ଅନିଲଦାସ)-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକରେ ୩ଟି ବୃହତ ସେତୁ ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହାକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ବାରା ସ୍ବାଭିମାନ ଅଞ୍ଚଳର ୩୭ ହଜାର ଲୋକ ଉପକୃତ ହେବେ।…
କାଲି ପ୍ରକାଶ ପାଇବ ପିଜି ତୃତୀୟ ମେଧା ତାଲିକା
ଭୁବନେଶ୍ୱର, ୨୧।୮(ଅସମାପିକା ସାହୁ)- ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ନିମନ୍ତେ ମଙ୍ଗଳବାର ଅପରାହ୍ନ ୨ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ର ମଙ୍ଗଳବାର ସନ୍ଧ୍ୟା ୭ଟାରୁ ୨୪ ତାରିଖ ରାତି…
ହଷ୍ଟେଲ ଖାଦ୍ୟଖାଇ ୪୭ ଛାତ୍ରୀଛାତ୍ର ଅସୁସ୍ଥ
ପାଟଣାଗଡ଼, ୨୧ା୮(ପ୍ରହଲ୍ଲାଦ ପାଢ଼ୀ): ବଲାଙ୍ଗୀର ଜିଲା ପାଟଣାଗଡ ସହର ଉପକଣ୍ଠ ରାମପାଲିଠାରେ ଥିବା ଅନ୍ବେଷା ହଷ୍ଟେଲର ୪୭ଜଣ ଛାତ୍ରୀଛାତ୍ର ସୋମବାର ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇ ପଡିଥିଲେ। ସେମାନଙ୍କୁ ପାଟଣାଗଡ ଉପଖଣ୍ଡସ୍ତରୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ…
ମାଡ଼ିଗଲା କାର୍: ୨ କାଉଡ଼ିଆଙ୍କ ଜୀବନ ଗଲା
ଆସିକା,୨୧ା୮(ସୁରେନ୍ଦ୍ର ନାଥ ସାହୁ)/ବୁଗୁଡ଼ା(କାଳିଚରଣ ଦାଶ): ଶ୍ରାବଣ ସୋମବାର ପାଇଁ ଶିବ ମନ୍ଦିରକୁ ପାଣି ଭାର ନେଇ ଯାଉଥିବା କାଉଡିଆଙ୍କ ଉପରେ କାର୍ ମାଡ଼ିଯିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲା ଆସିକା-ବାଲିପଦର…
ନୂଆଖାଇ ପରଦିନକୁ ସରକାରୀ ଛୁଟି ଘୋଷଣା କରାଯାଉ
ସମ୍ବଲପୁର,୨୧ା୮(ଶୁଭାଶିଷ ପାଢୀ): ଆସନ୍ତା ସେପ୍ଟେମ୍ବର ୨୦ରେ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଳନ ହେବ। ଏହି ଅବସରରେ ସରକାରୀ ଭାବେ ନୂଆଖାଇ ଗୋଟିଏ ଦିନ ଛୁଟି ଘୋଷଣା କରାଯାଇଛି। ଏହାକୁ ବୃଦ୍ଧି କରି ଦୁଇଦିନ ଛୁଟି ଘୋଷଣା କରାଯାଉ ବୋଲି…
ରାଜ୍ୟରେ ଫସଲ ବୀମା ପଞ୍ଜୀକରଣ ୨୩.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି
ଭୁବନେଶ୍ୱର,୨୧ା୮(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍ଏଫ୍ବିଓ୍ବାଇ) ଅନ୍ତର୍ଗତ ପଞ୍ଜୀକରଣ ପୂର୍ବ ବର୍ଷଗୁଡ଼ିକରେ ପ୍ରାୟ ୧୦/୧୧ ଲକ୍ଷ ଟଙ୍କା ହେଉଥିବା ବେଳେ ଚଳିତବର୍ଷ ଖରିଫରେ ଏହା ୨୩.୫୦ ଲକ୍ଷ ଟଙ୍କାକୁ ଟପି ଯାଇଛି। ୨୦୧୬ ଖରିଫଠାରୁ ରାଜ୍ୟରେ ପିଏମ୍ଏଫ୍ବିଓ୍ବାଇ କାର୍ଯ୍ୟ…
ସଶସ୍ତ୍ର ଡକାୟତି: ୨୫ ଭରି ସୁନା ଅଳଙ୍କାର ଲୁଟ୍
ଭବାନୀପାଟଣା/କୋକସରା,୨୨।୮(ଉତ୍ତମ କୁମାର ଦାଶ/ ଦୁଷ୍ମନ୍ତ ପଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଓଲମା ଗାଁରେ ସଶସ୍ତ୍ର ଡକାୟତି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ଧନଞ୍ଜୟ ସାହୁଙ୍କ ଘରେ ଏକ ଡକାୟତି ଦଳ ପଶି ୨୫ ଭରି ସୁନା ଅଳଙ୍କାର ଲୁଟି…
ନୂଆ ରୂପରେ ବନ୍ଦେ ଭାରତ ଏକ୍ସପ୍ରେସ
ଭୁବନେଶ୍ୱର,୨୧।୮(ଅଭିଜିତ ଦାସ):ନୂଆ ରୂପରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍। ଏଥିରେ ରଙ୍ଗ ସହ ୨୫ ପ୍ରକାର ପରିବର୍ତ୍ତନ କରାଯାଇ ଶନିବାର ଟ୍ରାଏଲ ଟ୍ରାକ୍ରେ ପରୀକ୍ଷଣ କରାଯାଇଛି। ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି(ଆଇସିଏଫ୍)ରୁ ଏକ ନାରଙ୍ଗୀ ଓ ଧଳା ରଙ୍ଗର ବନ୍ଦେ ଭାରତ…
ତାଗିଦ୍ ପରେ ବି ଶୁଣୁ ନାହାନ୍ତି କବାଡ଼ିଆ
ଭୁବନେଶ୍ୱର, ୨୧।୯ (ବନ୍ଦନା ସେଠୀ):କବାଡ଼ିଆଙ୍କ କବ୍ଜାରେ ଭୁବନେଶ୍ୱର ମହାନଗର ନିଗମର ଅଧିକାଂଶ ଅଞ୍ଚଳ। ଦିନକୁ ଦିନ ସେମାନଙ୍କ ପ୍ରାର୍ଦୁଭାବ ବଢି ଚାଲିଥିବାବେଳେ ବିଏମ୍ସିର ତାଗିଦକୁ ମଧ୍ୟ ଖାତିର କରୁନାହାନ୍ତି। ଜୁଲାଇ ୧୨ରେ ୟୁନିଟ-୩ ଅଞ୍ଚଳରେ ଥିବା କବାଡିଆମାନଙ୍କ ସହିତ ବିଏମ୍ସି ଆଲୋଚନା…
ଠିକ୍ ଭାବେ ଆବର୍ଜନା ପରିଚାଳନା କରିପାରୁନି ବିଏମ୍ସି
ଭୁବନେଶ୍ୱର, ୨୧।୯ (ବନ୍ଦନା ସେଠୀ):ସହରକୁ ସ୍ବଚ୍ଛ ଓ ସୁନ୍ଦର କିରବା ପାଇଁ ପାଇଁ ବିଏମ୍ସି ବିଭିନ୍ନ ଯୋଜନା ହାତକୁ ନେଉଥିବାବେଳେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛି। ଘନ ଘନ ବୈଠକ, କ୍ଷେତ୍ର ପରିଦର୍ଶନରେ ବ୍ୟସ୍ତ ରହୁଛନ୍ତି ଅଧିକାରୀ। ଟୁଇଟ୍ ପରେ…
ଆଜିଠୁ ୟୁଜି, ପିଜି ପ୍ରଥମବର୍ଷ ପାଠପଢ଼ା
ଭୁବନେଶ୍ୱର, ୨୧ା୮(ଅସମାପିକା ସାହୁ):୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ପ୍ରଥମ ବର୍ଷ ପାଠପଢ଼ା ସୋମବାରଠାରୁ ଆରମ୍ଭ ହେବ। ଏପଟେ ଉଭୟ ପାଠ୍ୟକ୍ରମରେ ଏବେ ବି ନାମଲେଖା ଜାରି ରହିଛି। ତୃତୀୟ ରାଉଣ୍ଡ ନାମଲେଖା ପରେ ବି ରାଜ୍ୟରେ ଲକ୍ଷେରୁ ଊର୍ଦ୍ଧ୍ୱ…
କମିଲା ବର୍ଷା, ବଢ଼ିବ ତାତି
ଭୁବନେଶ୍ୱର,୨୧ା୮(ଅନୁରାଧା ମହାରଣା):ରାଜ୍ୟର ବହୁ ଜିଲାରେ ନିଅଣ୍ଟିଆ ବର୍ଷା ଲାଗିରହିଛି। ଚଳିତ ବର୍ଷ ମୌସୁମୀ ଋତୁରେ ଜୁନ୍ ୧ରୁ ଅଗଷ୍ଟ ୨୦ ମଧ୍ୟରେ ୭୩୭.୩ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ସ୍ବାଭାବିକ ବର୍ଷା ୮୦୧.୫ ମିମିଠାରୁ ୮.୧୩ ପ୍ରତିଶତ କମ୍ ରହିଛି।…
Archives


