ବିକାଶଠୁ ପଛରେ ପଡ଼ିଛି ପର୍ଯ୍ୟଟନକ୍ଷେତ୍ର
ଖୋର୍ଦ୍ଧା,୪ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ଅନେକ ପର୍ଯ୍ୟଟନ କ୍ଷେତ୍ର ଅବହେଳିତ ହୋଇପଡ଼ିଛି। ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଧୀରେ ଧୀରେ ପର୍ଯ୍ୟଟକ ମୁହଁ ଫେରାଇବାରେ ଲାଗିଛନ୍ତି। ବିଶେଷକରି ବରୁଣେଇ ରୋପ୍ ଓ୍ବେ, ଖୋର୍ଦ୍ଧାଗଡ଼, ଉଷ୍ଣପ୍ରସ୍ରବଣ, ହଟ୍ଟକେଶ୍ୱର ପୀଠ ଏବଂ ଗୁରୁଜଙ୍ଗ ଶ୍ରୀଧବଳେଶ୍ୱର ପୀଠ…
ବ୍ୟାପକ ହୋଇଛି ବନ୍ୟପ୍ରାଣୀ ସଂରକ୍ଷଣ ଆଇନ
ଭୁବନେଶ୍ୱର,୪।୯(ଅସମାପିକା ସାହୁ): ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ। ଲୋକଙ୍କୁ ବନ୍ୟପ୍ରାଣୀଙ୍କ ପ୍ରତି ଉନ୍ନତମାନର ସଚେତନତା ପ୍ରତି ପ୍ରେରିତ କରିବା ଆଭିମୁଖ୍ୟ ନେଇ ଏହି ଦିବସ ପାଳନ କରାଯାଉଛି। ବନ୍ୟପ୍ରାଣୀ ଶିକାର ଯୋଗୁ ଏବେ ଏମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଏମାନଙ୍କ ସୁରକ୍ଷା ଓ…
ସାବଧାନ! ଛତିଶଗଡ଼ରୁ ଓଡ଼ିଶା ଆସୁଛି ଜାଲ୍ ନୋଟ୍
ଭୁବନେଶ୍ୱର,୪ା୯(ସତ୍ୟଜିତ୍ ରାଉତ): ଛତିଶଗଡ଼ରୁ ଓଡ଼ିଶା ଆସୁଛି ଜାଲ୍ ନୋଟ୍। ସାରା ରାଜ୍ୟକୁ ବ୍ୟାପିଛି ଏହି ର଼୍ୟାକେଟର ଚେର। ବାରମ୍ବାର ଚଢ଼ାଉ ଓ ବିପୁଳ ଜାଲ୍ ନୋଟ୍ ଜବତ ହେଉଥିଲେ ମଧ୍ୟ ଏହି ବେଆଇନ କାରବାର ବନ୍ଦ ହୋଇପାରୁନାହିଁ। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ…
ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା: ଆଜି ପ୍ରଥମ ମେଧା ତାଲିକା
ଭୁବନେଶ୍ୱର,୪ା୯(ଅସମାପିକା ସାହୁ): ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲରେ ଦ୍ୱିତୀୟ ପର୍ଯ୍ୟାୟ ଯୁକ୍ତ୨ ନାମଲେଖା ପାଇଁ ସୋମବାର ପୂର୍ବାହ୍ନ ୧୧ଟା ୩୦ରେ ପ୍ରଥମ ମେରିଟ ଲିଷ୍ଟ ବା ମେଧା ତାଲିକା ପ୍ରକାଶ ପାଇବ। ୫ ତାରିଖ ସକାଳ ୯ଟାରୁ ୭ ତାରିଖ ଅପରାହ୍ନ…
ଯୋଗାଡ଼ରେ ଚାଲିଛି ସ୍ନାୟୁ-ନିଶ୍ଚେତନା
କଟକ,୪ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍ସିବି) ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ସ୍ନାୟୁ ନିଶ୍ଚେତନା (ନ୍ୟୁରୋ-ଆନେସ୍ଥେସିଓଲୋଜି) ବିଭାଗ ଖୋଲିପାରିନି। ରାଜ୍ୟର ଏହି ବୃହତ୍ ସରକାରୀ ହସ୍ପିଟାଲ୍ରେ ସ୍ନାୟୁ-ନିଶ୍ଚେତନା ବିଭାଗ ଖୋଲିବା ଦିଗରେ ମେଡିକାଲ କର୍ତ୍ତୃପକ୍ଷ ଯୋଜନା ଅଗ୍ରଗତି ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ…
ରଙ୍ଗମିସ୍ତ୍ରୀଙ୍କ ପାଇଁ ମିଳିଲା ଚୋରି ମୂର୍ତ୍ତି
ସୋନପୁର,୩l୯(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସୋନପୁର ଥାନା ନିକଟସ୍ଥ ପଞ୍ଚରଥ ମନ୍ଦିରରୁ ଶନିବାର ରାତିରେ ମୂର୍ତ୍ତି ଚୋରି ହୋଇଥିଲା। ମନ୍ଦିର ପୂଜକ ରବିବାର ଏହି ସମ୍ପର୍କରେ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୨୦୦/୨୩) ରୁଜୁ କରି…
ଖୁଦୁରୁକୁଣୀ ବ୍ରତ ଆରମ୍ଭ: ଭାଇଙ୍କ ଦୀର୍ଘାୟୁ କାମନା କଲା ଭଉଣୀ
ନିରାକାରପୁର,୩।୯(ମାନସ ଚନ୍ଦ୍ର ପଟ୍ଟନାୟକ ): ଭାଇଙ୍କ ଦୀର୍ଘାୟୁ କାମନା ସହ ଉଜ୍ଜ୍ୱଳ ଭବିଷ୍ୟତ ନେଇ ଭଉଣୀମାନେ ରବିବାର ଖୁଦୁରୁକୁଣୀ ବ୍ରତ ଆରମ୍ଭ କରିଛନ୍ତି। ବ୍ରତର ଆଜି ପ୍ରଥମ ପାଳି ଥିବାରୁ ରୀତିନୀତି ସହକାରେ ଭଉଣୀମାନେ ଧୁମ୍ଧାମରେ ପୂଜାର୍ଚ୍ଚନା କରିଛନ୍ତି। ଭାଦ୍ରବ ମାସରେ…
ନାବାଳିକାଙ୍କୁ ବଳାତ୍କାର
ବାରିପଦା,୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଶାମାଖୁଣ୍ଟା ବ୍ଲକ୍ ଗୋବିନ୍ଦପୁର ଅଞ୍ଚଳର ବୁଧିରାମ ସିଂ(୨୭)। ଏ ସଂକ୍ରାନ୍ତରେ…
ଗାଁ ଶ୍ମଶାନରେ ସୂର୍ଯ୍ୟଙ୍କ ଶେଷକୃତ୍ୟ ସମ୍ପନ୍ନ
ଦିଗପହଣ୍ଡି,୩ା୯(ଅଶେଷନାଥ ମିଶ୍ର): ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶେଷକୃତ୍ୟ ତାଙ୍କ ଗାଁ ଶ୍ମଶାନ ତଥା ଗଞ୍ଜାମ ଜିଲାର ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ସୂର୍ଯ୍ୟଙ୍କୁ ତାଙ୍କ ବଡ଼ପୁଅ ବିପ୍ଳବ ମୁଖାଗ୍ନି ଦେଇଥିଲେ। ଶହଶହ ଲୋକ…
ସୂର୍ଯ୍ୟଙ୍କୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଦିଆଗଲା ଗାର୍ଡ ଅଫ୍ ଅନର
ଭୁବନେଶ୍ୱର,୩ା୯: ଶନିବାର ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ ହୋଇଥିଲା। ତେବେ ଆଜି ତାଙ୍କ ନୟାପଲ୍ଲୀସ୍ଥିତ ବାସଭବନରେ ଶେଷ ଦର୍ଶନ ପରେ ତାଙ୍କ ପାର୍ଥିବ ଶରୀରକୁ ଶଙ୍ଖ ଭବନ ନିଆଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତଃ ପାତ୍ରଙ୍କ ଶେଷ ଦର୍ଶନ…
ଗଛରୁ ହାଣୁଥିଲେ ଡାଳ, ଗୋଡ଼ ଛିଡ଼ି କି ପଡ଼ିଲା ତଳେ, ଶେଷରେ ଚାଲିଗଲା ଜୀବନ
ଜେନାପୁର,୩ା୯(ଅଶୋକ ଦାସ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଅଧୀନ ବ୍ରହ୍ମପୁର ଗ୍ରାମର ବନା ଦଳାଇ (୫୫) ଗଛରେ ଚଢ଼ି ଡାଳ ହାଣୁଥିବା ବେଳେ ହଠାତ୍ ଏକ ବିରାଟ ବଡ଼ ଡାଳ ତାଙ୍କ ବାମପଟ ଗୋଡ଼ରେ ଘଷି ହୋଇଯିବାରୁ…
‘ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ କିଶୋର’
ଭୁବନେଶ୍ୱର,୩୯(ସରୋଜ ଜେନା): ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ରେ ନିଜର ଚମତ୍କାର ପ୍ରଦର୍ଶନ ଜରିଆରେ ସମସ୍ତଙ୍କ ହୃଦୟ ଜିତିଥିବା ଜାଭେଲିନ୍ ଥ୍ରୋୟର କିଶୋର ଜେନାଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି ଓଡ଼ିଶା ସରକାର। ବିଶ୍ୱ ଚାମ୍ପିୟନଶିପ୍ରେ ଚମତ୍କାର ପ୍ରଦର୍ଶନ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ…
Archives


