ରାଜ୍ୟ

ଭର୍ତ୍ତୃହରିଙ୍କ  ଆଶୀର୍ବାଦ ନେଲେ ଅନୁଭବ: ଫଟୋକୁ ନେଇ ବଢ଼ୁଛି ଚର୍ଚ୍ଚା 

ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲି। ଏହି ଦିନରେ ସମସ୍ତେ ପର ଆପଣା ଭେଦଭାବ ଭୁଲି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି। ଏହି ଅବସରରେ କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ସହ ହୋଲି ଖେଳି ଆର୍ଶୀବାଦ ନେଇଚନ୍ତି କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି। ତେବେ…

ଆଜି ରଙ୍ଗର ପର୍ବ ହୋଲି

ଭୁବନେଶ୍ୱର,୨୬।୩: ଆଜି ରଙ୍ଗର ପର୍ବ ହୋଲି। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ଲୋକେ। ଭୁବନେଶ୍ୱର,…

ସକାଳେ ଛାଡିଥିଲେ ବିଜେଡି, ସନ୍ଧ୍ୟାରେ ଭାଜପାରେ ହେଲେ ସାମିଲ

ଭୁବନେଶ୍ୱର,୨୫।୩: ବିଜେଡିରୁ ଇସ୍ତଫା ଦେଇଥିବା ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ସାରେ ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି । ଆଗାମୀ ଦିନରେ ଗଞ୍ଜାମରେ ଭାଜପା ବେଶ୍‌ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବାଦୀ ଅଛନ୍ତି। ରାଜ୍ୟ ବିଜେପି…

ଯଦି ସେ ଏତେ ଲୋକପ୍ରିୟ, ତେବେ ଲୋକ ସଭା ନିର୍ବାଚନ ଲଢନ୍ତୁ, ଦେବାଶିଷଙ୍କୁ ନେଇ ଏମିତି କହିଲେ ଭର୍ତ୍ତୃହରି

ଭୁବନେଶ୍ୱର,୨୫।୩: ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କୁ ଲୋକ ସଭା ଲଢିବାକୁ କହିଲେ କଟକ ଏମ୍‌ପି ଭର୍ତ୍ତୃହରି ମହତାବ। ଯଦି ସେ ଏତେ ଲୋକପ୍ରିୟ, ତେବେ ଲୋକ ସଭା ଲଢନ୍ତୁ । କଟକରେ ହୋଲି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଏପରି କହିଛନ୍ତି।…

ହୋଲିରେ ଅଘଟଣ ରୋକିବାକୁ ଓଡ଼ିଶା ଅଗ୍ନିଶମ ବାହିନୀର ବଡ଼ ପଦକ୍ଷେପ, ନଦୀ ତୁଠରେ ଜଗିବେ ରେସ୍କ୍ୟୁ ଟିମ୍‌

ଭୁବନେଶ୍ୱର,୨୫।୩: ହୋଲିରେ ଅଘଟଣ ରୋକିବାକୁ ଓଡ଼ିଶା ଅଗ୍ନିଶମ ବାହିନୀ ତରଫରୁ ବଡ଼ ପଦକ୍ଷେପ ନିଆଯାଇଛି। କୁଆଖାଇ, ଦୟା, ଧଉଳି ପୁରୀ କେନାଲ, ବାଲିପାଟଣା, ବାଲିଅନ୍ତା, ବଙ୍କୁଆଲ ନଦୀ ଗୁଡ଼ିକ ତୁଠରେ ଅଗ୍ନିଶମ କର୍ମଚାରୀ ରହିବେ। ମେଶିନ ରବର୍‌ ବୋଟ, ଅଣ୍ଡର ୱାଟର…

ଛେଳି ଗୋଠରେ ବଜ୍ରପାତ

ଭଞ୍ଜନଗର/ସୋରଡ଼ା,୨୫।୩(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଅଧୀନ ନୂଆଁଗା ହାତୀଖାଲ ଗାଁ ନିକଟରେ ସୋମବାର ବଜ୍ରପାତ ଘଟିଛି। ବଜ୍ରପାତରେ ୪ ଚରାଳି ଆହତ ହୋଇଥିବା ବେଳେ ୩୨ ଛେଳି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଆହତମାନେ ହାତୀଖାଲ ଗ୍ରାମର…

ଦଳ ଅଣଦେଖା କରିବାରୁ ବିଜେଡି ଛାଡିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ

ଭୁବନେଶ୍ୱର,୨୫।୩: ବିଜେଡି ଛାଡିଲେ ଦଳର ବରିଷ୍ଠ ନେତା ତଥା ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ସେଠୀ। ପୂର୍ଣ୍ଣଚନ୍ଦ୍ର ସେଠୀ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା କରାଯିବାରୁ ସେ ବିଜେଡି ଛାଡିଥିବା କହିଛନ୍ତି। ସେ କହିଛନ୍ତି, ୨୦୦୯…

ବାଲେଶ୍ୱରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ

ଭୁବନେଶ୍ୱର,୨୫।୩: ଭାରତୀୟ ଜନତା ପାର୍ଟି (ଭାଜପା) ରବିବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଓଡ଼ିଶାର ୧୮ ସଂସଦୀୟ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ କଟକ, ଯାଜପୁର…

ଟିକେଟ୍‌ ପାଇବା ପରେ ଏପରି କହିଲେ ଅପରାଜିତା

ଭୁବନେଶ୍ୱର,୨୫।୩: ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀକୁ ପ୍ରାର୍ଥୀ କରିଛି ଭାଜପା। ଭାଜପାର ପ୍ରାର୍ଥୀ ହେବା ପରେ ଏଥର ୧୫ରୁ ଅଧିକ ଆସନରେ ବିଜୟୀ ହେବୁ ବୋଲି କହିଛନ୍ତି ଅପରାଜିତା । ଓଡ଼ିଶା ପାଇଁ ୧୮ଟି ଲୋକସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା…

ବାହାଘର ସାତ ଦିନ ପରେ ନବବଧୂଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୫।୩: ବିବାହର ସାତ ଦିନ ପରେ ଜଙ୍ଗଲରୁ ମିଳିଲା ନବ ବଧୂଙ୍କର ମୃତଦେହ। ବାଲେଶ୍ୱର ଜିଲାର ସୋର ଅଂଚଳରେ ଏହି ଘଟଣାର ଘଟିଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ସୋମବାର ସକାଳୁ ନବ ବିବାହିତାଙ୍କ ମୃତଦେହ ମିଳିଛି। ବିବାହର ମାତ୍ର…

ଟିକେଟ୍‌ ନ ମିଳିବା ପରେ ଏମିତି କହିଲେ ବସନ୍ତ

ଭୁବନେଶ୍ୱର,୨୫।୩: ଭାଜପାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ୪ଟି ଆସନରେ ବିଜୟୀ ପ୍ରାର୍ଥୀଙ୍କୁ ମଧ୍ୟ ଦଳ ଏଥର ଲୋକ ସଭା ଟିକେଟ ଦେଇନାହିଁ। ୨୦୧୯ ନିର୍ବାଚନରେ ବିଜୟୀ ହୋଇଥିବା ଏମ୍‌ପି ସୁରେଶ ପୂଜାରୀ, ନିତେଶ ଗଙ୍ଗଦେବ, ବସନ୍ତ ପଣ୍ଡା…

ହୀରାକୁଦରେ ପାନୀୟ ଜଳ ବିଶୋଧନ ବ୍ୟବସ୍ଥା ଯାଞ୍ଚ କରିବାକୁ ମେଡିକାଲ୍ ଟିମ୍

ଭୁବନେଶ୍ୱର,୨୫ା୩: ସମ୍ବଲପୁରର ହୀରାକୁଦରେ ଝାଡାବାନ୍ତି ବ୍ୟାପିବାରୁ ଭୁବନେଶ୍ୱରର ସ୍ୱତନ୍ତ୍ର ଡାକ୍ତରୀ ଦଳ ସୋମବାର ସହରରେ ଜଳ ବିଶୋଧନ ବ୍ୟବସ୍ଥା ଯାଞ୍ଚ କରିବାକୁ ପହଞ୍ଚିଛନ୍ତି। ଡାକ୍ତରୀ ଦଳ ବିଶୋଧନ କେନ୍ଦ୍ରରୁ ପାନୀୟ ଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?