ଲକ୍ଷାଧିକ ଭକ୍ତଙ୍କ ଗହଣରେ ପାଳିତ ହେଲା ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା
ଭବାନୀପାଟଣା,୨୨।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ରବିବାର ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ପାଳିତ ହୋଇଯାଇଛି। ରବିବାର ଭୋରରେ ଜେନାଖାଲରେ ପାରମ୍ପରିକ ରୀତିନୀତି ଅନୁସାରେ ମା’ଙ୍କ ଗୁପ୍ତ ପୂଜା ସମ୍ପନ୍ନ ହୋଇଥିଲା। ପରେ…
ଜନ୍ତରା ଗ୍ରାମକୁ ତଥ୍ୟ ଅନୁସନ୍ଧାନକାରୀ ଦଳ ପଠାଇବ କଂଗ୍ରେସ
ଭୁବନେଶ୍ୱର,୨୨।୧୦(ଅନିଲ ଦାସ): କେନ୍ଦୁଝର ଜିଲା ଜୁଆଙ୍ଗ ଗ୍ରାମରେ ଦୂଷିତ ପାଣି ପିଇ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଶନିବାର ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରିଛନ୍ତି। ଏହି କମିଟିରେ ମହିଳା କଂଗ୍ରେସ…
ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଜଣେ ମୃତ, ଜଣେ ଗୁରୁତର
ପୁରୁଷୋତ୍ତମପୁର,୨୨ା୧୦(ସୀମାଞ୍ଚଳ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଅତି ବୀଭତ୍ସ ଭାବରେ ହାଣି ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କୋମଣ୍ଡ ଗ୍ରାମର କେ.ମିଟୁ ରେଡ୍ଡୀ ଓରଫ ପଦ୍ମଚରଣ। ମିଟୁ ଓ…
ଏଆଇସିସି ଷ୍ଟାର ପ୍ରଚାର ତାଲିକାରେ ଓଡ଼ିଶାରୁ ୩
ଭୁବନେଶ୍ୱର,୨୨।୧୦(ଅନିଲ ଦାସ): ଛତିଶଗଡ଼ରେ ହେବାକୁ ଥିବା ବିଧାନସଭା ପାଇଁ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଶନିବାର ୪୦ ଜଣିଆ ଷ୍ଟାର ପ୍ରଚାର କମିଟି ଘୋଷଣା କରାଯାଇଛି। ଓଡ଼ିଶାରୁ ୩ ଜଣଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ…
ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ଫେଷ୍ଟିଭ ସେଲ୍
ଭୁବନେଶ୍ୱର, ୨୨।୧୦: ରାଜ୍ୟର ପ୍ରମୁଖ ରିଟେଲ ଚେନ୍ ଷ୍ଟୋର ତଥା ଦୀର୍ଘ ୫୦ବର୍ଷ ଧରି ସମଗ୍ର ଓଡ଼ିଶାରେ ଇଲେଟ୍ରୋନିକ୍ସ ଏବଂ ଫର୍ନିଚର ବ୍ୟବସାୟରେ ଏକ ଅଗ୍ରଣୀ ନାମ ଭାବେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ଆକର୍ଷଣୀୟ ଫେଷ୍ଟିଭ ସେଲ୍ ସମ୍ପର୍କରେ ଘୋଷଣା କରାଯାଇଛି।…
ଆଲିଶାନ୍ର କିଙ୍ଗ୍ ଅଫ୍ ପୂଜା ଶପିଂ
ଭୁବନେଶ୍ୱର, ୨୨।୧୦: ସହରର ସର୍ବପୁରାତନ ତଥା ସ୍ବତନ୍ତ୍ର ପୁରୁଷ ପରିଧାନ ଶୋ’ରୁମ୍ ଆଲିଶାନ୍ ପକ୍ଷରୁ ପାର୍ବଣ ଅଫର ‘କିଙ୍ଗ୍ ଅଫ୍ ପୂଜା ଶପିଂ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ଅଫରରେ ୫୦ରୁ ଅଧିକ ଲୋକପ୍ରିୟ ବ୍ରାଣ୍ଡ ଯଥା କଲରପ୍ଲସ୍,…
ଓ୍ବାନ୍ ପ୍ଲସ୍ ସହ ରିଲାଏନ୍ସ ଡିଜିଟାଲର ସହଭାଗିତା
ଭୁବନେଶ୍ୱର,୨୨।୧୦: ରିଲାଏନ୍ସ ଡିଜିଟାଲ ଏବଂ ଓ୍ବାନ୍ ପ୍ଲସ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ହୋଇଛି। ବିଶେଷକରି ଓ୍ବାନ୍ ପ୍ଲସ୍ର ବହୁ ପ୍ରତୀକ୍ଷିତ ଓ୍ବାନ୍ ପ୍ଲସ୍ ଓପନ୍ ଫୋଲଡେବଲ୍ ଫୋନ୍ ରିଲାଏନ୍ସ ଡିଜିଟାଲର ସମସ୍ତ ଷ୍ଟୋରରେ ଉପଲବ୍ଧ ବୋଲି ଉଭୟ ସଂସ୍ଥା (କମ୍ପାନୀ)…
ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ଫଣ୍ଡ୍ଷ୍ଟାକ୍ ୩.୦ ଉନ୍ମୋଚିତ
ଭୁବନେଶ୍ୱର,୨୨।୧୦ (ଅଭୟ ଦାଶ): ଷ୍ଟାର୍ଟଅପ୍ ଓଡ଼ିଶାର ବହୁ ପ୍ରତୀକ୍ଷିତ ନିବେଶକ ସଂଯୋଗ କାର୍ଯ୍ୟକ୍ରମ ଫଣ୍ଡ୍ଷ୍ଟାକ୍ ୩.୦ର ଆନୁଷ୍ଠାନିକ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ରାଜ୍ୟର ଷ୍ଟାର୍ଟଅପ୍ଗୁଡ଼ିକୁ ପିଚିଂ ସେସନ ସହ ବିଭିନ୍ନ ପ୍ରତିଷ୍ଠିତ ନିବେଶକଙ୍କ ସହ ସଂଯୋଜିତ ହେବା…
ଅଲ୍ରାଉଣ୍ଡର ଜଲାଲ୍
ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳ ବାସିନ୍ଦା ସେହନାଜ୍ ବିବି ଓ ନୁରାଅଲୀ ଖାନ୍ଙ୍କ ପୁଅ ଜଲାଲ୍ ଖାନ୍। ଜଣେ ସମାଜସେବୀ ଏବଂ ବଡିବିଲ୍ଡର ଭାବେ ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ସେ ଜଣେ ଜଣାଶୁଣା ନାମ। ଗଞ୍ଜାମ ଲ’ କଲେଜରୁ ବିଏ.ଏଲ୍ଏଲ୍ବି. ପଢ଼ା…
ଇସ୍ପାତ ସହରରେ ଆଜି ମହାଷ୍ଟମୀ
ରାଉରକେଲା,୨୨।୧୦(ସଙ୍ଗୀତା ଜେନାଶାରଦୀୟ ଦୁର୍ଗାପୂଜା ପାଇଁ ଇସ୍ପାତ ନଗରୀ ରାଉରକେଲା ଚଳଚଞ୍ଚଳ ହୋଇପଡିଛି। ସହରରେ ଷ୍ଟିଲ୍ ଟାଉନଶିପ୍, ସିଭିଲ ଟାଉନଶିପ୍ ଓ ଫର୍ଟିଲାଇଜର ଟାଉନଶିପ୍ ଆଦି ସମୁଦାୟ ୧୦୮ଟି ସ୍ଥାନରେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ପୂଜା ଆୟୋଜନ ହୋଇଛି। ପୂଜାକୁ ଆକର୍ଷଣୀୟ କରିବା…
ଆଜି ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା
କଳାହାଣ୍ଡିରେ ଶାରଦୀୟ ଦଶହରା କହିଲେ ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରାକୁ ବୁଝାଇଥାଏ। ଭବାନୀପାଟଣା ସହରରେ ମା’ ମାଣିକେଶ୍ୱରୀଙ୍କ ପୀଠ ଅବସ୍ଥିତ। ଏଠାରେ ବୈଦିକ ରୀତିରେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ସମେତ ଆଦିବାସୀ ସଂସ୍କୃତିର ମିଶ୍ରଣରେ ବିଶେଷ ପୂଜାର୍ଚ୍ଚନାର ଏକ ନିଆରା…
ମଣ୍ଡପକୁ ପ୍ରଥମ ଭୋଗ ଥାନାରୁ ଆସେ
ଭଦ୍ରକ ଜିଲା ବାସୁଦେବପୁରର ଗଁାଠୁ ସହର ପର୍ଯ୍ୟନ୍ତ ବିଭିନ୍ନ ପୂଜା ମଣ୍ଡପରେ ଶନିବାର ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ବାସୁଦେବପୁର ମୁଖ୍ୟ ବଜାରସ୍ଥିତ ପୌରପାଳିକା ଅଫିସ ସାମ୍ନାରେ ଥିବା ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ପୂଜା ଏଥର ୫୯ବର୍ଷରେ…
Archives


