Odisha Elections 2024

ରାଜ୍ୟ

ସମସ୍ୟା ବଢ଼ାଉଛି ମାଟି ସଡ଼କ

ଛେଣ୍ଡିପଦା,୨ା୯(ସ୍ବ.ପ୍ର.):  ଗାଁର ମୁଖ୍ୟ ସମସ୍ୟା ଗମନାଗମନରେ ଅସୁବିଧା। ବର୍ଷାଦିନେ ମାଟି ରାସ୍ତାରେ ଯାତାୟାତ ଗ୍ରାମବାସୀଙ୍କ ପକ୍ଷେ ଅତି କଷ୍ଟକର। ଏପରି କି ରୋଗୀଙ୍କୁ ଡାକ୍ତରଖାନା ଯାଏ ନେବାକୁ ଆମ୍ବୁଲାନ୍ସ ପଶିପାରୁନି ଗ୍ରାମରେ। ତେଣୁ ପକ୍କା ସଡ଼କଟିଏ ନିର୍ମାଣ ନିମନ୍ତେ ଗାଁଲୋକେ ଅନେକଥର...

ଚାଷୀଙ୍କ ଦୁଃଖ କପାଳି

ବନ୍ତ,୨।୯(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଦେଇ ୩ ନଦୀ ସାଳନ୍ଦୀ, କପାଳି ଓ ସରୁସାଗର ପ୍ରବାହିତ। ସାଳନ୍ଦୀ ବ୍ୟତୀତ ସରୁସାଗର ଓ କପାଳିକୁ ସରକାରୀ ଖାତାରେ ଅଦ୍ୟାବଧି ନଦୀର ମାନ୍ୟତା ମିଳିନାହିଁ। ପ୍ରତ୍ୟେକ ବର୍ଷ ବର୍ଷାଋତୁରେ ଏହି ୨ ନଦୀର...

ଆଜି କରୋନା ନେଲା ୬ ଜୀବନ

ଭୁବନେଶ୍ୱର,୧।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୬୮ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ଏବେ ୮,୦୨୮ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ଆରମ୍ଭରୁ ହଟ୍ଟଗୋଳ: ୧୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁୁବନେଶ୍ୱର,୨ା୯(ବ୍ୟୁରୋ): ଷୋଡ଼ଶ ବିଧାନସଭାର ସପ୍ତମ(ମୌସୁମୀ) ଅଧିବେଶନ ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ବିଭିନ୍ନ ପ୍ଲା କାର୍ଡ ଧରି ଗୃହରେ ନାରାବାଜି କରିଥିଲେ। ଏପରିକି ବାଚସ୍ପତିି...

ପିଲାଙ୍କ ପାଇଁ ବିପଦ ବଢାଉଛି କରୋନା : ଆଜି ୧୦୮ ପିଲା ଆକ୍ରାନ୍ତ

ଭୁବନେଶ୍ୱର,୨।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୧୦୮ ଜଣ ଅଛନ୍ତି। ଏହି ୭୧୯ ଜଣଙ୍କ ମଧ୍ୟରୁ ୪୩୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି...

ପଞ୍ଚାୟତ, ପୌର ନିର୍ବାଚନରେ ୫୦% ସ୍ଥାନ ସଂରକ୍ଷଣ ରହିବ

ଭୁବନେଶ୍ୱର, ୨।୯(ବ୍ୟୁରୋ): ସ୍ଥାନ ସଂରକ୍ଷଣକୁ ନେଇ ଗତ ୩ ବର୍ଷ ହେବ ପୌର ନିର୍ବାଚନ ହୋଇପାରୁନାହିଁ। ଏହା ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ହୋଇଥିବାରୁ ସରକାର ଅଡୁଆରେ ପଡ଼ିଥିଲେ। ଏଥିଯୋଗୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସତ୍ତ୍ୱେ ପୌର ନିର୍ବାଚନ ହୋଇପାରି ନ ଥିଲା।...

ମରୁଡ଼ି ଘୋଷଣା ଦାବିରେ ବିରୋଧୀ ଅଟଳ

ଭୁବନେଶ୍ୱର,୨।୯(ବ୍ୟୁରୋ): ଚଳିତ ବର୍ଷ ଦକ୍ଷିଣପଶ୍ଚିମ ମୌସୁମୀ ଦୁର୍ବଳ ଯୋଗୁ ରାଜ୍ୟରେ ଅନାବୃଷ୍ଟି ପରିସ୍ଥିତି ସୃଷ୍ଟି ହୋଇଛି। ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ରୁଆ ବେଉଷଣ ପାଇଁ ବିଲରେ ପାଣି ନାହିଁ। ଚାଷୀମାନେ ହା ହୁତାଶରେ ଦିନ କାଟୁଛନ୍ତି।...

ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଆଇନ୍‌ ଛାତ୍ରଙ୍କୁ ଅତର୍କିତ ଆକ୍ରମଣ

ଭୁବନେଶ୍ୱର,୧।୯(ବ୍ୟୁରୋ): ପୁଣି ଅଶାନ୍ତ ହୋଇ ଉଠିଛି ଉତ୍କଳ ବିଶ୍ୱ ବିଦ୍ୟାଳୟ। ବୁଧବାର ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ ଭିତରେ ଗାନ୍ଧୀ ପାର୍କ ନିକଟରେ ଜଣେ ଆଇନ ଛାତ୍ରଙ୍କୁ ଜଣେ ପୂର୍ବତନ ଛାତ୍ର ଆକ୍ରମଣ କରିଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ଗ୍ରାହକ ସାଜି ବନ ବିଭାଗ ଧରିଲା

ବାଲିଗୁଡ଼ା,୧ା୯(ଡି.ଏନ.ଏ.): ରାଜ୍ୟ ବାହାରକୁ ଚାଲାଣ ହେବାକୁ ଥିବା ଏକ ବଜ୍ରକାପ୍ତାକୁ କନ୍ଧମାଳ ଜିଲା ବାଲିଗୁଡ଼ା ବନ ବିଭାଗ ବୁଧବାର ଉଦ୍ଧାର କରିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମହାସିଙ୍ଗି ଗ୍ରାମର ମହାଦେବ ବେହେରଦଳାଇ, ପାରିଗଡ଼ର...

୬୪ ପୋଲିସ ଅଧିକାରୀ ପାଇବେ ମୁଖ୍ୟମନ୍ତ୍ରୀ ମେଡାଲ

ଭୁବନେଶ୍ୱର,୧।୯(ବ୍ୟୁରୋ): ତଦନ୍ତରେ ଉତ୍କର୍ଷତା ଦେଖାଇଥିବା ୬୪ଜଣ ପୋଲିସ ଅଧିକାରୀଙ୍କୁ ‘ମୁଖ୍ୟମନ୍ତ୍ରୀ ମେଡାଲ’ ମିଳିବ। ଆସନ୍ତା ୪ ତାରିଖ ଶନିବାର ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅଧିକାରୀଙ୍କୁ ପୁରସ୍କୃତ କରାଯିବ। ଏନେଇ ଗୃହ ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଚୟନ...

୩ରୁ ଆରମ୍ଭ ହେବ ଯୁକ୍ତ୨ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଆବେଦନ

ଭୁବନେଶ୍ୱର,୧।୯(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷା ଫଳରେ ଯେଉଁମାନେ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ ଅଫ୍‌ଲାଇନ ପରୀକ୍ଷା ସୁଯୋଗ ଦିଆଯିବ। ଏଥିପାଇଁ ଆସନ୍ତା ୩ ତାରିଖରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ଅନ୍‌ଲାଇନ ଯୋଗେ ଆବେଦନ କରିପାରିବେ। ଆବେଦନ ଲାଗି ୫ ଦିନ ସମୟ ମିଳିବ।...

ଆଜିଠୁ କାର୍ଯ୍ୟକ୍ଷମ ହେଲା ହେଲ୍‌ଥ ସ୍ମାର୍ଟ କାର୍ଡ

ଭୁବନେଶ୍ୱର,୧।୯(ବ୍ୟୁରୋ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବୁଧବାରଠାରୁ କାର୍ଯ୍ୟକ୍ଷମ ହୋଇଛି। ଏହି ଯୋଜନାରେ ୯୨ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ଏଥିପାଇଁ ବିଭିନ୍ନ ଜିଲାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟାଯାଇଛି । ଅଗଷ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri