ତୁଟୁନି ଟୋକନ ସମସ୍ୟା, ବଢୁଛି ଅସନ୍ତୋଷ
ବରଗଡ଼,୩୦।୧୧(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ବୁଧବାର ୯ଦିନ ପୂରିଛି। ତେବେ ଅନ୍ୟ ଥର ଭଳି ଏଥର ମଧ୍ୟ ଜିଲାର ଅନେକ ଚାଷୀ ଟୋକନ ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି। ଧାନ ଅମଳ ସାରିଥିଲେ ସୁଦ୍ଧା ମିଳିଥିବା ଟୋକନରେ…
ସଜେଇ ହେଉଛି ମୁକ୍ତାକାଶ ରଙ୍ଗମଞ୍ଚ
କୋଣାର୍କ, ୩୦ା୧୧(ଜ୍ୟୋତିରାଜ ମହାନ୍ତି): ବିଶ୍ବ ଐତିହ୍ୟ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ୩୪ତମ କୋଣାର୍କ ଉତ୍ସବ ଏବଂ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ବେଳାଭୂମିରେ ବିଶିଷ୍ଟ ବାଲୁକା ଶିଳ୍ପୀମାନଙ୍କୁ ନେଇ ୧୩ତମ ଅନ୍ତର୍ଜାତୀୟ…
ବାଲିଯାତ୍ରାରେ ‘ଜୀ ସାର୍ଥକ’ କଳାକାରଙ୍କୁ ଭେଟିବେ ଦର୍ଶକ
ଭୁବନେଶ୍ୱର,୩୦ା୧୧(ଅନୁରାଧା ମହାରଣା): ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାରେ ଘରୋଇ ମନୋରଞ୍ଜନ ଚ୍ୟାନେଲ ‘ଜୀ ସାର୍ଥକ’ ପକ୍ଷରୁ ଏକ ଷ୍ଟଲ ଖୋଲାଯାଇଛି। ଏହି ଷ୍ଟଲରେ ଜୀ ସାର୍ଥକ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବା ସହ ଛୋଟ ଛୋଟ ପ୍ରତିଯୋଗିତା ମାଧ୍ୟମରେ ଆକର୍ଷଣୀୟ ପୁରସ୍କାର ମଧ୍ୟ…
କୃଷି ଯୋଜନାରୁ ଫାଇଦା ନେବେ ଶିଳ୍ପପତି
ଯାଜପୁର,୩୦ା୧୧(ହର୍ଷବର୍ଦ୍ଧନ ବେହେରା) : ଦୀର୍ଘ ଦୁଇ ଦଶନ୍ଧି ସମୟର ଅପେକ୍ଷା ପରେ ପ୍ରଧାନମନ୍ତ୍ରୀ କୃଷି ସେଚ ଯୋଜନାରେ ଶେଷ ହେବାକୁ ଯାଉଥିବା କାନପୁର ଜଳସେଚନ ପ୍ରକଳ୍ପରେ ବଳକା ପାଣି ନାହିଁ। ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ଦ୍ୱାରା ଗଠିତ ବିଶେଷଜ୍ଞ…
୧ରୁ ହେବନି ବସ୍ ଧର୍ମଘଟ
ଭୁବନେଶ୍ୱର,୩୦।୧୧(ଅନିଲ ଦାସ): ରାଜ୍ୟ ଘରୋଇ ବସ୍ ମାଲିକ ସଂଘ କର୍ମକର୍ତ୍ତା ଓ ରାଜ୍ୟ ସରକାରଙ୍କ ସହ ବୁଧବାର ହୋଇଥିବା ଆଲୋଚନା ସଫଳ ହୋଇଛି। ସଂଘ ଆସନ୍ତା ଡିସେମ୍ବର ୧ରୁ ଡାକରା ଦେଇଥିବା ଧର୍ମଘଟ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି। ଖାରବେଳ…
ଗିରଫ ଆଇଆଇସି ସୁଶାନ୍ତଙ୍କର ବିଜେଡି ଲିଙ୍କ୍ ରହିଛି: ଭାଜପା
ଭୁବନେଶ୍ୱର, ୩୦।୧୧(ସୁନିତ୍ ମିଶ୍ର): ୩୭ ଲକ୍ଷ ଟଙ୍କାର ନଗଦ କଳା ଟଙ୍କା ଜବତ ଘଟଣାରେ ଗିରଫ ହୋଇଥିବା ବୈପାରିଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ ବିଜେଡି ଲିଙ୍କ୍ ରହିଛି। ଜବତ ହୋଇଥିବା ଏତେ ପରିମାଣର ଟଙ୍କା ସହ ଗଞ୍ଜେଇ ଚୋରାଚାଲାଣ ବେପାରର…
କେନ୍ଦ୍ରୀୟ ବିଦ୍ୟାଳୟକୁ ରାସ୍ତା ନାହିଁ
ଡେରାବିଶ,୩୦ା୧୧(ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା କେନ୍ଦ୍ରୀୟ ବିଦ୍ୟାଳୟକୁ ରାସ୍ତା ନାହିଁ। ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର। ଶିକ୍ଷାର ସମୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ ବାରିମୂଳଠାରେ ୨୦୧୦ରେ ପ୍ରତିଷ୍ଠା ହୋଇଛି କେନ୍ଦ୍ରୀୟ ବିଦ୍ୟାଳୟ। ୫ ଏକର ପରିମିତ…
ସୌନ୍ଦର୍ଯ୍ୟ ହରାଉଛି ଜାଗାମିଶନ ଗୃହ,ପାର୍କ
ଖଣ୍ଡପଡ଼ା,୩୦ା୧୧(ଅଜୟ କୁମାର ମହାରଣା)ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ଖଣ୍ଡପଡ଼ା ସହରାଞ୍ଚଳ ପାରିପାର୍ଶ୍ୱିକ ଉନ୍ନତିକରଣ ନିମନ୍ତେ ବିଭିନ୍ନ ଯୋଜନାରେ ଅନେକ କୋଟି ଟଙ୍କା ବ୍ୟୟ କରାଯାଉଛି ା ତେବେ ଅନୁଦାନ ଅର୍ଥରେ ନିର୍ମିତ ପ୍ରକଳ୍ପଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପ୍ରତି…
ଯୁକ୍ତ୨ ଛାତ୍ରୀଛାତ୍ରଙ୍କୁ ମିଳିବ ଏନ୍ଇଇଟି, ଜେଇଇ କୋଚିଂ
ଭୁବନେଶ୍ୱର, ୩୦।୧୧(ଅସମାପିକା ସାହୁ): ରାଜ୍ୟର ସମସ୍ତ ଯୁକ୍ତ୨ ଛାତ୍ରୀଛାତ୍ରଙ୍କୁ ନିଜ ସ୍କୁଲ୍ରେ ଏନ୍ଇଇଟି ଏବଂ ଜେଇଇ କୋଚିଂ ମିଳିବ। ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ମନୋଭାବ ଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା…
ମୁଣ୍ଡଳମୁଣି ପାହାଡ଼ରେ ବେଆଇନ ଖନନ
ନୟାଗଡ଼,୩୦।୧୧(ଲୋକନାଥ ମିଶ୍ର)ନୟାଗଡ଼ ବ୍ଲକ୍ ନୋତ୍ତରସ୍ଥିତ ଆଦର୍ଶ ବିଦ୍ୟାଳୟଠାରୁ ୨୦୦ ମିଟର ଦୂର ମୁଣ୍ଡଳମୁଣି ପାହାଡ଼ରେ ଚାଲିଛି ବେଆଇନ ବ୍ଲାଷ୍ଟିଂ। ଜଣେ ଜିଲା ପରିଷଦ ସଭ୍ୟ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ ସହାୟତାରେ ଏହି ବ୍ଲାଷ୍ଟିଂ ଚାଲିଛି। ନୟାଗଡ଼ ତହସିଲ ଏ…
କଏନ୍ ନେବାକୁ ମନା କରିପାରିବେନି ବ୍ୟାଙ୍କ
ଭୁବନେଶ୍ୱର,୩୦ା୧୧(ଅନୁରାଧା ମହାରଣା): ୫୦ ପଇସାଠାରୁ ଆରମ୍ଭ କରି ୨୦ ଟଙ୍କିଆ କଏନ ଯାଏ କୌଣସି ମୁଦ୍ରା ଅଚଳ ହୋଇନାହିଁ। କୌଣସି ବ୍ୟାଙ୍କ କଏନ୍ ନେବାକୁ ମନା କରିପାରିବେ ନାହିଁ। ତେବେ ସାଧାରଣ ଲୋକେ କଏନ୍ କାରବାରକୁ ନେଇ ଯେଉଁ ସମସ୍ୟାର ସମ୍ମୁଖୀନ…
ସୁଡ଼ଙ୍ଗ ଭିତର ଅନୁଭୂତି ବଖାଣିଲେ ଓଡ଼ିଆ ଶ୍ରମିକ: କହିଲେ ‘ମୁଢ଼ି ବଞ୍ଚାଇଥିଲା ୧୦ ଦିନ’
ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ ବାଙ୍ଗିରିପୋଷି(ସଞ୍ଜୟ ଅଗ୍ରଓ୍ବାଲ),୩୦ା୧୧: ଓଡ଼ିଆ ଶ୍ରମିକ ଧୀରେନ ନାଏକ ଓ ଅନ୍ୟ ୪ ଓଡ଼ିଆଙ୍କ ସମେତ ମୋଟ ୪୧ ଶ୍ରମିକ ସୁଡ଼ଙ୍ଗ ଭିତରୁ ବାହାରକୁ ବାହାରିବା ପରେ ପୁନର୍ଜନ୍ମ ପାଇଥିବା ଅନୁଭବ କରିଛନ୍ତି। ବାହାରର ଆଲୋକ ଦେଖିବା ପରେ…
Archives


