ଆବାସ ନିର୍ମାଣରେ ରାସ୍ତା ବାଧକ
ଦଶମନ୍ତପୁର,୩ା୧୨ (ଅରବିନ୍ଦ ନାୟକ)କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତର ଲୋରେଶ ଗ୍ରାମରେ ଏଯାଏ କାହାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆବାସ ଯୋଜନାରେ ଆବାସ ମିଳିନାହିଁ। ଗ୍ରାମରେ ୩୦ ପରିବାର ବସବାସ କରନ୍ତି। ସମସ୍ତେ ଚାଳଛପର ଓ ଭଙ୍ଗାରୁଜା ଗୁହାଳ…
ଭିନ୍ନ ଏକ ଗିରିଗୋବର୍ଦ୍ଧନ: ବୀରଖମ୍ବ ପାହାଡ଼
ପୁରାଣରେ ବର୍ଣ୍ଣିତ ରହିଛି ଦ୍ବାପରଯୁଗରେ ଭଗବାନ ଶ୍ରୀକୃଷ୍ଣ ଗୋପପୁରବାସୀଙ୍କୁ ଦେବରାଜ ଇନ୍ଦ୍ରଙ୍କ ବଦଳରେ ଗିରିଗୋବର୍ଦ୍ଧନ ପାହାଡ଼କୁ ପୂଜାର୍ଚ୍ଚନା କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାକୁ ମାନି ଗୋପପୁରବାସୀ ଦେବରାଜ ଇନ୍ଦ୍ରଙ୍କ ବଦଳରେ ଗିରିଗୋବର୍ଦ୍ଧନକୁ ପୂଜାକଲେ। ଏଥିରେ ରାଗିଯାଇ ଇନ୍ଦ୍ର ପ୍ରବଳ ଝଡ଼ତୋଫାନ…
ଇଚ୍ଛାଶକ୍ତି ବଢ଼ିବାକୁ ପ୍ରେରଣା ଦେଇଛି
ଖଇରା, ୩।୧୨(ଉତ୍କଳବନ୍ଧୁ ପଣ୍ଡା)ଜନ୍ମରୁ ସେ ଥିଲେ ଦିବ୍ୟାଙ୍ଗ। କେବଳ ବୌଦ୍ଧିକ ଅନଗ୍ରସର ନ ଥିଲେ, ଗୋଡ ୨ଟି ମଧ୍ୟ ଠିକ୍ ଭାବେ ପଡୁ ନ ଥିଲା କି ହାତ ଆଙ୍ଗୁଳି ଠିକ୍ ନ ଥିବାରୁ ଖଡି କି କଲମ ଧରିବା ତାଙ୍କ…
ବଢ଼ିଛି ହଳଦୀପତ୍ରର ଚାହିଦା, ହ୍ରାସ ପାଉଛି ହଳଦୀ ଅମଳ
ଦାରିଙ୍ଗବାଡି, ୩ା୧୨ (ଅରୁଣ ସାହୁ)ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ର ପାଇଁ ଯେମିତି ପରିଚିତ ସେମିତି ଜୈବିକ ହଳଦୀ ଚାଷ ପାଇଁ ବିଶ୍ୱ ବିକ୍ଷାତ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ ମିଳିବା ପରେ ଏହାର ଚାହିଦା ସବୁଠି ରହିଛି। ହଳଦିରେ ଥିବା କୁରକୁମିନ କ୍ୟାନ୍ସର…
ଭଙ୍ଗା କୁଡ଼ିଆରେ ଜୀବନ
କାଏମା,୩ା୧୨(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ଚଇନିହୁଡ଼ା ଗ୍ରାମର ପ୍ରଫୁଲ୍ଲ ତରାଇଙ୍କ ପରିବାର ଏକ ଜରିପାଲ ପକାଯାଇଥିବା ଘରେ ରହୁଛନ୍ତି। ହେଲେ ତାଙ୍କୁ ପକ୍କାଘର ମିଳି ପାରିନାହିଁ ବୋଲି ଅଭିଯୋଗ ହୋଇଛି। ୩ ପିଲା ଓ ସ୍ବାମୀସ୍ତ୍ରୀଙ୍କୁ ନେଇ ତାଙ୍କ ପରିବାର।…
୧୦୦ କିମି ବେଗରେ ସ୍ଥଳଭାଗ ଛୁଇଁବ ବାତ୍ୟା, ସବୁ ବନ୍ଦରରେ ୧ନଂ ବିପଦ ସଙ୍କେତ
ଭୁବନେଶ୍ୱର,୨ା୧୨: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଶନିବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୮କି.ମି. ବେଗରେ ଗତି କରୁଛି। ଗଭୀର ଅବପାତ ପୁଡୁଚେରିର ଦକ୍ଷିଣ-ପୂର୍ବ ଦିଗରେ ୪୦୦ କି.ମି., ନେଲୋରଠାରୁ ୫୦୦…
ଡିସେମ୍ବର ୯ ପର୍ଯ୍ୟନ୍ତ ହେବ ଭୋଟର ତାଲିକା ସଂଶୋଧନ
ଭୁବନେଶ୍ୱର,୨ା୧୨: ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଡିସେମ୍ବର ୯ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ସମୟରେ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ଏବଂ ନୂତନ ଭୋଟର ଭାବେ ପଞ୍ଜୀକରଣ ନିମନ୍ତେ ଆବେଦନପତ୍ର…
ତୀବ୍ର ଅବପାତରେ ପରିଣତ ହେଲା ଘୂର୍ଣ୍ଣିଝଡ଼, ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଓଡ଼ିଶାର ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର, ୨।୧୨: ଦକ୍ଷିଣ ଏବଂ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ତୀବ୍ର ଅବପାତରେ ପରିଣତ ହୋଇଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ଏବଂ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର- ପଶ୍ଚିମ ଦିଗରେ ଗତି କରିବ ବୋଲି…
ଓଡ଼ିଶାରେ କମୁଛି ଏଡ୍ସ ରୋଗୀଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ଦେଶକୁ ଏଡ୍ସ ମୁକ୍ତ କରିବା ଲକ୍ଷ୍ୟ
ପାରାଦୀପ,୨।୧୨: ୨୦୩୦ ମସିହା ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ଏଡ୍ସ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସଚେତନତା କାର୍ଯ୍ୟକ୍ରମ ଏବଂ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ ଫଳରେ ଓଡ଼ିଶାରେ ଏଡ୍ସ ରୋଗୀଙ୍କ ସଂଖ୍ୟା କମିଛି। ପୂର୍ବାପେକ୍ଷା ପ୍ରତିବର୍ଷ ରାଜ୍ୟରେ କମ୍ସଂଖ୍ୟକ ଏଡ୍ସ ରୋଗୀ ଚିହ୍ନଟ…
ଅଧିକ ସମୟ ଦେବାକୁ ସରକାରଙ୍କ ଆବେଦନ
କଟକ,୨ା୧୨ (କାର୍ତ୍ତିକ ସାହୁ): ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ଘଟଣାର ତଦନ୍ତ କମିଶନ୍ଙ୍କ ରିପୋର୍ଟ ସାର୍ବଜନୀନ କରାଯିବା ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ଶୁକ୍ରବାର ହୋଇଛି। ରାଜ୍ୟ ସରକାର ସ୍ଥିତି ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ଅଧିକ ସମୟ ଦେବାକୁ…
ଆଉ ୩ ସ୍ଥାନରେ ଆରମ୍ଭହେଲା ‘ଇକୋ ରିଟ୍ରିଟ୍’
ଭୁବନେଶ୍ୱର,୨।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ଓଡିଶା ପର୍ଯ୍ୟଟନର ଶ୍ରେଷ୍ଠ ତିନୋଟି ଫ୍ଲାଗ୍ସିପ ଇଭେଣ୍ଟ ତଥା ଇକୋ ରିଟ୍ରିଟ୍ର ପଞ୍ଚମ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଏହି କ୍ରମରେ ରାଜ୍ୟର ୩ଟି ସ୍ଥାନ କୋଣାର୍କ, ଗଞ୍ଜାମର ସୋନାପୁର ଓ ଭିତରକନିକାରେ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍।…
କଂଗ୍ରେସର ତୁଳସୀ ଯାତ୍ରା
ପୁରୀ,୨ା୧୨(ଅଜିତ୍ ମହାନ୍ତି): ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ମରାମତି ଓ ଅଳଙ୍କାର ଗଣତି ସମେତ ୬ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ଶୁକ୍ରବାର ତୁଳସୀ ଯାତ୍ରା କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ନିମନ୍ତେ…
Archives


