‘ବିଜେଡି ବିରୋଧରେ ଲଢ଼ିବାକୁ ଭାଜପାର ଦମ୍ ନାହିଁ’
ଭୁବନେଶ୍ୱର,୨୯।୫: ନିର୍ବାଚନ କମିଶନ(ଇସି) ମଙ୍ଗଳବାର ବରିଷ୍ଠ ଆଇପିଏସ୍ ଅଫିସର ଡି.ଏସ୍.କୁଟ୍ଟେଙ୍କୁ ନିଲମ୍ବନ ଏବଂ ଆଶିଷ ସିଂଙ୍କୁ ମେଡିକାଲ ବୋର୍ଡ ଆଗରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଇସିଆଇଙ୍କ ଏହି ନିଷ୍ପତ୍ତିକୁ ନିନ୍ଦା କରିଛି ବିଜେଡି। ଭାଜପାର ବିଜେଡି ବିରୋଧରେ ଲଢ଼ିବାକୁ…
ଅଭଦ୍ର ଭାଷା ବ୍ୟବହାର କରୁଛନ୍ତି ବାହାର ନେତା, ଜବାବ ଦେବେ ଓଡ଼ିଶାବାସୀ: ନବୀନ
ଭୁବନେଶ୍ୱର,୨୯।୫: ପୁଣି ଏକ ଭିଡିଓ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ‘ବିରୋଧୀ ନେତା ମୋତେ ଅଶାଳୀନ ବ୍ୟବହାର କରୁଛନ୍ତି। ଯାହା ମାତେ କଷ୍ଟ ଦେଇଛି।’ ନବୀନ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରି ଆହୁରି କହିଛନ୍ତି, ‘ସାଢେ ୪ କୋଟି…
ନବୀନଙ୍କ ସ୍ବାସ୍ଥ୍ୟ ନେଇ ମୋଦିଙ୍କ ବଡ଼ ଖୁଲାସା, କହିଲେ ହୋଇଛି ବଡ଼ ଷଡଯନ୍ତ୍ର!
ବାରିପଦା,୨୯।୫: ମୟୂରଭଞ୍ଜର ବାରିପଦାରେ ପହଞ୍ଚି ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ବଡ଼ ଖୁଲାସା କରିଛନ୍ତି। ମୋଦି କହିଛନ୍ତି, ‘ନବୀନଙ୍କ ସ୍ବାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ହୋଇଛି। ଏହା…
ଭାଜପା ପାଖରେ ଏକ ଅନନ୍ୟ ଓ୍ବାଶିଂ ମେଶିନ ଅଛି, ବିଜେଡିରୁ ବହିଷ୍କୃତ ନେତାଙ୍କୁ ପୁରାଇ ସଫା କରିଦେଉଛି: ସସ୍ମିତ
ଭୁବନେଶ୍ୱର,୨୯।୫: ରାଜ୍ୟ ଭାଜପା ପାଖରେ ଗୋଟିଏ ଅନନ୍ୟ ଆଉ ଅଦ୍ୱିତୀୟ ୱାଶିଂ ମେଶିନ ଅଛି । ଏଥିରେ ଦାଗୀ ନେତାଙ୍କୁ ପୁରାଇ ଭାଜପା ସଫା କରିଦେଉଛି । କିଛି ଏଭଳି କଟାକ୍ଷ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ସସ୍ମିତ…
ଆଜି ନିମାପଡ଼ାରେ ମେଗା ରୋଡ୍ ଶୋ’ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯।୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିମାପଡ଼ାରେ ନିର୍ବାଚନ ପ୍ରଚାର କରିବେ। ଏଠାରେ ସେ ବିଶାଳ ରୋଡ୍ ଶୋ’ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଜି ଅପରାହ୍ନ ସାଢ଼େ ୫ଟାରେ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ବାହାରି ନିମାପଡ଼ାରେ ପହଞ୍ଚିବେ।…
ବାରିପଦାରୁ ହୁଙ୍କାର ଭରିଲେ ମୋଦି, ବିଜେଡି ଉପରେ ବର୍ଷିଲେ
ବାରିପଦା,୨୯।୫: ବାରିପଦାରେ ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶାରେ ପୁଣିଥରେ ଭାଜପା ସରକାର କରିବ କହି ବାରିପଦା ମାଟିରୁ ହୁଙ୍କାର ଭରିଛନ୍ତି। ମୋଦିଙ୍କର ଆଜି ଓଡ଼ିଶାରେ ନିର୍ବାଚନ ପ୍ରଚାରର ଶେଷ ଦିନ ଥିବାବେଳେ ବିଜେଡିକୁ ଟାର୍ଗେଟ କରିଛନ୍ତି। ଭାଷଣ ଆରମ୍ଭରୁ ରାଜ୍ୟରେ ସରକାର…
ନବୀନଙ୍କ ପାଖରେ ବସି ଏ କ’ଣ କରୁଥିଲେ ପାଣ୍ଡିଆନ୍, ପୁଣି ଭାଇରାଲ ହେଲା ଆଉ ଏକ ଭିଡିଓ…
ଭୁବନେଶ୍ୱର,୨୯।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳର ନେତା କାର୍ତ୍ତିକ ପାଣ୍ଡିଆନ୍ ଗୋଡ଼ ମାରୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓଟିକୁ ରାଜ୍ୟ ଭାଜପା ପକ୍ଷରୁ ଜାରି କରାଯିବା ସହ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ଅପମାନକୁ କଦାପି ବରଦାସ୍ତ କରାଯିବନି…
ବାରିପଦାରେ ଫାଇନାଲ କହିଦେଲେ ମୋଦି, କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ
ବାରିପଦା,୨୯।୫: ବାରିପଦାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବୁଧବାର ବାରିପଦାରେ ପହଞ୍ଚିବା ସହ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ‘ଆଜି ଓଡ଼ିଶାରେ ମୋର ନିର୍ବାଚନ ପ୍ରଚାରର ଶେଷ ଦିନ। ବେଙ୍ଗଲ, ଝାଡ଼ଖଣ୍ଡ ବା ଓଡ଼ିଶାରେ ଯୁଆଡ଼େ ଯାଉଛି ଅଦ୍ଭୁତ ଉତ୍ସାହ…
ପାଣ୍ଡିଆନ୍ଙ୍କ ରୋଡ ଶୋ’ ବେଳେ ଅଟକି ରହିଲା ଆମ୍ବୁଲାନ୍ସ, ଆଉ ତା’ପରେ…
ଭୁବନେଶ୍ୱର,୨୯।୫: ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍ଙ୍କ ରୋଡ ଶୋ’ ସମୟରେ ଦୀର୍ଘ ସମୟ ଧରି ଅଟକି ରହିଲା ଆମ୍ବୁଲାନ୍ସ। ଏହି ଘଟଣା ବାଲେଶ୍ୱର ଜିଲାରେ ଦେଖିବାକୁ ମିଳିଛି। ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ବାଲେଶ୍ୱର ଗଡ଼ଗଡ଼ିଆ ଛକ ନିକଟରେ ପାଣ୍ଡିଆନ୍ଙ୍କ…
ଡିଏସ କୁଟ୍ଟେଙ୍କ ନିଲମ୍ବନ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲେ ପାଣ୍ଡିଆନ, ପ୍ରେସମିଟ୍ କରି କହିଦେଲେ ଭିତିରି କଥା
ଭୁବନେଶ୍ୱର,୨୯।୫: IPS ଅଫିସର ଡିଏସ କୁଟ୍ଟେଙ୍କ ନିଲମ୍ବନ ନେଇ ମୁହଁ ଖୋଲିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସକାଳୁ ସକାଳୁ ପ୍ରେସମିଟ୍ କରି ସେ କହିଛନ୍ତି, ‘ଭାଜପା ଯାହା ଚାହୁଁଛି ତାହା କରୁଛି। କୁଟ୍ଟେଙ୍କୁ ଏପରି ଭାବେ ନିଲମ୍ବନ କରିବା, ଦୁର୍ଭାଗ୍ୟଜନକ’।…
କେନ୍ଦ୍ରର ପୋଲ୍ ଖୋଲିଦେଲେ ପାଣ୍ଡିଆନ
ଭୁବନେଶ୍ୱର,୨୯।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାଜ୍ୟରେ ପଚାର ଜୋରଦାର ଚାଲିଛି। ଉଭୟ ଭାଜପା ଏବଂ ବିଜେଡି ନେତାମାନେ ଆରୋପ-ପ୍ରତ୍ୟାରୋପ କରୁଥିବା ଦେଖାଯାଇଛି। ବୁଧବାର ଏକ ପ୍ରେସ୍ମିଟ୍ କରି ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ କେନ୍ଦ୍ରର ପୋଲ୍…
ହିମାଂଶୁ ଶେଖରଙ୍କୁ ଦଳରୁ ବିଦା କଲା ଭାଜପା
ଭୁବନେଶ୍ୱର,୨୯।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଭାଜପା ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ହିମାଂଶୁ ଶେଖର ସାହୁଙ୍କୁ ଦଳରୁ ବହିଷ୍କାର କରିଛି ଭାଜପା। ଦଳ ବିରୋଧୀ କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ ଅଭିଯୋଗରେ ଏହି ବହିଷ୍କାର କରାଯାଇଛି। ଦଳ ସଭାପତି ମନମୋହନ…

