ଶିମିଳିପାଳ ବୁଲି ଯାଇଥିବା ପର୍ଯ୍ୟଟକଙ୍କୁ ରାସ୍ତାରେ ଅଟକାଇଲା ବାଘ
ଭୁବନେଶ୍ୱର,୧୨।୨: ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କୁ ଅଧା ରାସ୍ତାରେ ଅଟକାଇଦେଲା କଳାବାଘ। ଯାହା ଫଳରେ ପର୍ଯ୍ୟଟକମାନେ ଘଞ୍ଚ ଜଙ୍ଗଲ ଭିତରେ ଫସି ରହିଥିଲେ। ସୂଚନାଯୋଗ୍ୟ, ରବିବାର ମଧୁବନ ବାସିନ୍ଦା ଜୟନ୍ତ ଦାସଙ୍କ ପରିବାର ଶିମିଳିପାଳ ପରିଭ୍ରମଣରେ ଯାଇଥିଲେ। ଜୟନ୍ତଙ୍କ ପୂରା ପରିବାର ଏକ…
୩୦ଲକ୍ଷ ଟଙ୍କାର ଗଞ୍ଜେଇ ଛାଡ଼ି ୩ ବେପାରୀ ଫେରାର
ବାରିପଦା,୧୨ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଦେଇ ପଶ୍ଚିମବଙ୍ଗକୁ ଚାଲାଣ ବେଳେ ଯଶିପୁର ପୋଲିସ ୩୦ଲକ୍ଷ ଟଙ୍କା ମୂଲ୍ୟର ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇଭର୍ତ୍ତି ଏକ କାର୍ ଜବତ କରଛି। ସୂଚନାଯୋଗ୍ୟ, ଟଙ୍ଗାବିଲା ନିକଟରେ ଯଶିପୁର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ…
ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି: ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା, ୯୫ ଲକ୍ଷ ୯୦ ହଜାର ପରିବାର ହେବେ ଉପକୃତ
ଭୁବନେଶ୍ୱର,୧୨।୧: ରାଜ୍ୟ କ୍ୟାବିନେଟରେ ସୋମବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ୧ ହଜାର ଟଙ୍କା ଏବଂ ୨ଟି ଝୋଟ ବ୍ୟାଗ୍ ମିଳିବ। ଏଥିରେ ରାଜ୍ୟର ୯୫ ଲକ୍ଷ ୯୦ ହଜାର ପରିବାର ଉପକୃତ ହେବେ। ତେବେ…
୨୪ ଘଣ୍ଟା ହେଲାଣି: ଇଞ୍ଜିନିୟରିଂ ଛାତ୍ରଙ୍କ ପତ୍ତା ମିଳୁନି
ରାୟଗଡ଼ା,୧୨।୨(ରଞ୍ଜନ ପଣ୍ଡା): ରାୟଗଡ଼ା ସଦର ବ୍ଲକ ଅଧୀନ କୋତାପେଟା ପଞ୍ଚାୟତ ସିଲଟିଗୁଡ଼ା ଡ୍ୟାମରେ ରବିବାର ଇଞ୍ଜିନିୟରିଂ ଛାତ୍ର ଜି.ଚୈତନ୍ୟ କୁମାର(୧୭) ବୁଡି ନିଖୋଜ ହୋଇଯାଇଛନ୍ତି। ନିଖୋଜ ହେବାର ୨୪ ଘଣ୍ଟା ପରେ ମଧ୍ୟ ସୋମବାର ଛାତ୍ରଙ୍କ କୌଣସି ପତ୍ତା ମିଳିପାରି ନାହିଁ।…
ମା’ର ଆଖି ଆଗରେ ଝିଅକୁ ଚାପି ଦେଲା ବସ୍,
ଭୁବନେଶ୍ବର ୧୨।୨: ରାସ୍ତା ପାର ହେଉଥିବା ବେଳେ ଯୁବତୀଙ୍କୁ ଚାପିଦେଲା ବସ୍। ଏଭଳି ଅଭାବନୀୟ ଘଟଣାଘଟିଛି ଭୁବନେଶ୍ବର ଖଣ୍ଡଗିରି ଛକ ନିକଟରେ। ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ, ଭୁବନେଶ୍ବର ଖଣ୍ଡଗିରି ଛକ ନିକଟରେ ମା-ଝିଅ ରାସ୍ତା ପାର ହେଉଥିବା…
ସ୍ବାମୀ ମୁଖାଗ୍ନି ଦେବା ସମୟରେ ଜୁଇରୁ ଜୀବିତ ହୋଇଉଠିଲେ ସ୍ତ୍ରୀ, ପୂରା ଘଟଣା ଜାଣିଲେ…
ବ୍ରହ୍ମପୁର,୧୨ା୨(ତନୁଶ୍ରୀ ନାହାକ/ସ୍ମୃତିରଞ୍ଜନ ମହାଲିକ): କଥାରେ ଅଛି ନିମିଷେ ମାତ୍ର ଥିଲେ ପ୍ରାଣ, ନ ନେଇ ପାରେ ଜନ୍ତୁରାଣ। ଠିକ୍ ଏମିତି ଏକ ସତ୍ୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲାର ବ୍ରହ୍ମପୁରରେ। ଜୁଇରେ ନିଆଁ ଲାଗିବା ପୂର୍ବରୁ ମୃତ ବୃଦ୍ଧା ଜଣକ…
କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବରଗଡ଼ ଜିଲା ସଭାପତି ନିହାର ମହାନନ୍ଦ
ବରଗଡ଼,୧୨ା୨(ପ୍ରେମାନନ୍ଦ ଖମାରୀ): କଂଗ୍ରେସର ପୂର୍ବତନ ବରଗଡ଼ ଜିଲା ସଭାପତି ତଥା ଅତାବିରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ତାଙ୍କ ଇସ୍ତଫାପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ,…
ଏଟିଏମ୍ କାଉଣ୍ଟର ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ବିଜ୍ଞାପନ ଦେଇ ଠକି ନେଇଥିଲେ ୨ ଲକ୍ଷ ଟଙ୍କା, ଜବତ କଲା ପୋଲିସ
କୋରାପୁଟ,୧୨ା୨(ଅମିତାଭ ବେହେରା): ହିଟାଚି ଏଟିଏମ୍ ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ମିଥ୍ୟା ବିଜ୍ଞାପନ ଦେଇ ଅନ୍ଲାଇନ୍ ମାଧ୍ୟମରେ ଲୁଟିନେଲେ ୨ ଲକ୍ଷ ଟଙ୍କା, ଠକ ସହ ୨ ଲକ୍ଷ ଟଙ୍କା ଓ ମୋବାଇଲ ଜବତ କରିଛି କୋରାପୁଟ ସାଇବର ପୋଲିସ। ପଶ୍ଚିମବଙ୍ଗର…
୫ ଜିଲାର ୧୩୪୦ ପଞ୍ଚାୟତରେ ଗଡ଼ିଲା ୩୦୧ ‘ଲକ୍ଷ୍ମୀ’ ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨ା୨(ଅସମାପିକା ସାହୁ): ସୋମବାର ୫ ଜିଲାରେ ସରକାର ଲକ୍ଷ୍ମୀ ବସ୍ ସେବା ଯୋଜନାର ଶୁଭାରମ୍ଭ ହୋଇଛି। ଆଜି ବଲାଙ୍ଗୀର, ବରଗଡ଼, ଭଦ୍ରକ, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲାରେ ‘ଲକ୍ଷ୍ମୀ’ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫ଟି ଜିଲାର…
ଜଙ୍ଗଲ ଭିତରେ ନରକଙ୍କାଳ ଠାବ
ଦେଗଗଡ଼,୧୨ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା କାଉଁଶିବାହାଳ ଗାଁ ନିକଟ ଜଙ୍ଗଲ ଭିତରେ ସୋମବାର ଏକ ନରକଙ୍କାଳ ଠାବ କରାଯାଇଛି । ମଗରମୁହିଁ ହୁଲି ଜଙ୍ଗଲ ଭିତରେ ଏକ ନରକଙ୍କାଳ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଦେବଗଡ଼…
ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପାର ଏହି ହେଭିଓ୍ବେଟ୍ ନେତା
ଭୁବନେଶ୍ୱର,୧୨ା୨: ୨୦୨୪ ନିର୍ବାଚନ ପାଇଁ ଏବେଠୁ କ୍ଷେତ୍ର ପ୍ରସ୍ତୁତ କଲାଣି ଭାଜପା। ଚଳିତ ମାସରେ ପ୍ରଚାର ପାଇଁ ଭାଜପାର ବହୁ ହେଭିଓ୍ବେଟ୍ ନେତା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଚଳିତ ମାସ…
ଏପ୍ରିଲ ୧୪ ରେ ପାଳନ ହେବ ପଣା ସଂକ୍ରାନ୍ତି, ମୋହର ମାରିଲେ ମୁକ୍ତି ମଣ୍ଡପ ପଣ୍ଡିତ
ପୁରୀ,୧୨।୨: ଏପ୍ରିଲ ୧୪ ତାରିଖରେ ପାଳନ ହେବ ମହାବିଷୁବ ପଣା ସଂକ୍ରାନ୍ତି। ଏପ୍ରିଲ ୧୩ ନା ୧୪ ତାରିଖରେ ପଣା ସଂକ୍ରାନ୍ତି ହେବ ତାହାକୁ ନେଇ ସଂଶୟ ଉପୁଜିଥିଲା। ଯେଉଁଥିପାଇଁ ସୋମବାର ପୁରୀରେ ପାଞ୍ଜି ବୈଠକ ବସିଥିଲା। ବୈଠକରେ ମୁକ୍ତି ମଣ୍ଡପ…
Archives


