ରାଜ୍ୟ

କୋରାପୁଟ କଫି କିଣିଲେ ବିଲ୍‌ ଗେଟ୍‌ସ

ଭୁବନେଶ୍ୱର,୨୮ା୨: ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଓଡ଼ିଶା ଆସିଛନ୍ତି। ଏହି ସମୟରେ ସେ ଭୁବନେଶ୍ୱରରେ ହୋଇଥିବା ମିଶନ ଶକ୍ତି ବଜାର ବୁଲି ଦେଖିଛନ୍ତି। ତାଙ୍କୁ ବଜାର ଭିତରକୁ ମିଶନ ଶକ୍ତି ସଚିବ ସୁଜାତା ଆର୍‌ କାର୍ତ୍ତିକେୟନ ଓ ୫-ଟି ଅଧ୍ୟକ୍ଷ…

ନିର୍ବାଚନ ଲଢ଼ିବା ନେଇ ଏପରି କହିଲେ ଏମ୍‌ପି ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର,୨୮।୨: ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ଭାଜପା ଟିକେଟ୍‌ରେ ପୁଣି ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଛନ୍ତି ପୂର୍ବତନ ଏମ୍‌ପି ଖାରବେଳ ସ୍ବାଇଁ। ଏ ନେଇ ସେ ତାଙ୍କ ପ୍ରତିକ୍ରିୟା ରଖିଥିଲେ ‘ବର୍ତ୍ତମାନ ବାଲେଶ୍ୱରରେ ଭାଜପାରୁ ପ୍ରତାପ ଏମ୍‌ପି ଅଛନ୍ତି ମାନେ ନୁହେଁ ଯେ…

ନିର୍ବାଚନ ପୂର୍ବରୁ ପୁଣି ୩ ଆଇଏଏସ୍‌ଙ୍କ ବଦଳି : ଜାଣନ୍ତୁ କାହାକୁ କେଉଁଠିକୁ

ଭୁବନେଶ୍ୱର,୨୮।୨ : ଆଇଏଏସ୍‌ ସ୍ତରରେ ବୁଧବାର ଅଦଳବଦଳ ହୋଇଛି। ତିନି ଜିଲାର ଜିଲାପାଳଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ବାଲେଶ୍ୱର, ମୟୂରଭଞ୍ଜ ଏବଂ ପୁରୀ ଜିଲାପାଳଙ୍କୁ ବଦଳି କରାଯାଇଛି। ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମୟୂରଭଞ୍ଜ ଜିଲାପାଳ ଥିବା…

ମିଶନ ଶକ୍ତି ବଜାରରୁ ଢ଼ିଙ୍କିକୁଟା ଅକାଣ୍ଡି ଚାଉଳ, ମୁଗ ଡାଲି କିଣିଲେ ବିଲ ଗେଟ୍ସ

ଭୁବନେଶ୍ବର ୨୮।୨: ଭୁବନେଶ୍ୱରରେ ମିଶନ ଶକ୍ତି ବଜାର ବୁଲି ଦେଖିବା ସହିତ କେବଳ ମହିଳାମାନଙ୍କ ଦାରା ଏହି ବଜାର ପରିଚାଳିତ ହେଉଥିବା ଜାଣି ବିଲ ଗେଟ୍ସ ଖୁସି ହୋଇଥିଲେ । ମିଶନ ଶକ୍ତି ବଜାର ପହଞ୍ଚି ପ୍ରଥମେ ସେ କୋରାପୁଟ କଫି…

ନନାଙ୍କୁ ମିଳିବନି କି ଭାଜପା ଟିକେଟ୍‌? ଏଥର ପ୍ରତାପ ଆଉ ଜିତିବେନିି କହିଲେ ଖାରବେଳ

ଭୁବନେଶ୍ୱର,୨୮।୨: ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ଭାଜପା ଟିକେଟ୍‌ରେ ପୁଣି ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଛନ୍ତି ପୂର୍ବତନ ଏମ୍‌ପି ଖାରବେଳ ସ୍ବାଇଁ। ଏ ନେଇ ସେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହା ସହ ସେ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କଠାରୁ ପାଖାପାଖି ୪ ଲକ୍ଷରୁ ଅଧିକ ଭୋଟ୍‌ରେ…

ଶଙ୍ଖ ଭବନରେ ସମାଧାନ ହେଲାନି, ନବୀନ ନିବାସ ଗଲେ ଉମା, ସଞ୍ଜୟ

ଭୁବନେଶ୍ୱର,୨୮।୨: ଶଙ୍ଖ ଭବନରେ ସମାଧାନ ହେଲାନି ସତ୍ୟବାଦୀ କଳି। ନବୀନ ନିବାସ ଗଲେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ଓ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା। ବୁଧବାର ଶଙ୍ଖ ଭବନରେ ପହଞ୍ଚି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ…

ଇଡିରେ ହାଜର ହେଲେ ପ୍ରଫୁଲ୍ଲ ସାମଲ: ଚାଲିଛି ଜେରା

ଭୁବନେଶ୍ୱର,୨୮।୨: ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ବୁଧବାର ଇଡିରେ ହାଜର ହୋଇଛନ୍ତି। ବରିପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ସେ ଇଡିରେ ହାଜର ହୋଇଥିବା ଜଣାଯାଇଛି। ପ୍ରଫୁଲ୍ଲ ସାମଲଙ୍କୁ ଇଡି ଜେରା କରୁଥିବା ସୂଚନା ମିଳିଛି।…

ସକାଳୁ ସକାଳୁ ବସ୍ତିରେ ପହଞ୍ଚିଲେ ବିଲ୍‌ ଗେଟ୍ସ: ଲୋକଙ୍କ ସହ କଥାହେଲେ

ଭୁବନେଶ୍ୱର,୨୮।୨: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ବୁଧବାର ଭୁବନେଶ୍ୱରସ୍ଥିତ ମା’ ମଙ୍ଗଳା ବସ୍ତିରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ବସ୍ତିରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ପରେ ବିଲ ଗେଟ୍ସ କୃଷି ଭବନ ଗସ୍ତ କରିଛନ୍ତି।…

ବିଜେଡି ଛାଡ଼ିଲେ ପୂର୍ବତନ ନଗରପାଳ

ଢେଙ୍କାନାଳ,୨୮।୨(ରତନ ନାୟାର): ଢେଙ୍କାନାଳ ପୌରସଂସ୍ଥାର ପୂର୍ବତନ ନଗରପାଳ ସୁଧାଂଶୁ କୁମାର ଦଳେଇ(ନବୀନ) ମଙ୍ଗଳବାର ବିଜୁ ଜନତା ଦଳ ଛାଡ଼ିଛନ୍ତି। ସେ ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପ୍ରଦାନ କରିଥିବା ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ଏହାର ନକଲ ସେ ଜିଲା…

ଆଖି ଆଗରେ ଝିଅର ଭବିଷ୍ୟତ: ଓଟିପି ପାଇଁ ୩୦ କି.ମି. ଚାଲିଲେ ବାପା

ଉଦଳା,୨୮।୨(ସନ୍ତୋଷ କୁମାର ବାଚ୍ଛିନୀ): ଦେଶରେ ୫-ଜି ଟେଲି ସେବା ଉପଲବ୍ଧ ହୋଇଥିବା ବେଳେ ନେଟ୍‌ଓ୍ବର୍କ ନ ଥିବାରୁ ଝିଅର ଭବିଷ୍ୟତ ପାଇଁ ଜଣେ ବ୍ୟକ୍ତି ୩୦ କି.ମି. ଦୂରକୁ ଯାଇ ଓଟିପି ନମ୍ବର ଦେବା ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌)ର ବ୍ୟବସ୍ଥା…

ଆସନ ରେଢ଼ାଖୋଲ, ବସୁଛନ୍ତି ବାହାର ନେତା

ସମ୍ବଲପୁର,୨୮।୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାର ରେଢ଼ାଖୋଲ ବ୍ଲକ, ନାକଟିଦେଉଳ, ଯୁଯୋମୁରା ଓ ମାନେଶ୍ୱର ବ୍ଲକର ୭ଟି ପଞ୍ଚାୟତକୁ ନେଇ ଗଠିତ ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀ। ୨୦୦୦ ପରଠାରୁ ନିରବଚ୍ଛିନ୍ନ ଭାବେ ବିଜେଡି ଏହାକୁ ଅକ୍ତିଆର କରିଆସିଛି। ଆସନର ରେଢ଼ାଖୋଲର ହୋଇଥିବା ବେଳେ…

କ୍ରିକେଟ ପାଇଁ ବୃହତ୍‌ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୨(ଅନିଲ ଦାସ): ଓଡ଼ିଶା କ୍ରିକେଟ ଖେଳ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମର ପୁନଃନିର୍ମାଣ ଘୋଷଣା କରିବା ସହ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ କ୍ରିକେଟ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri