ରାଜ୍ୟ

ବିଜେଡିରେ ବିଭୀଷଣ କିଏ? ବଡ଼ କଥା କହିଦେଲେ ଅମରେଶ

ଭୁବନେଶ୍ୱର,୩।୭: ବିଜେଡିରେ ବିଭୀଷଣ କିଏ? ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିଭୀଷଣ ମନ୍ତବ୍ୟକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଦଳରେ ବିଭୀଷଣ ଅଛନ୍ତି ବୋଲି ପ୍ରତାପ ଦେବଙ୍କ ଘରେ ଚାଲିଥିବା ବୈଠକରୁ ବାହାରିବା…

୬ ତାରିଖରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ କଲା ପୂର୍ବାନୁମାନ

ଭୁବନେଶ୍ୱର,୩।୭: ବର୍ତ୍ତମାନ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକା ବର୍ଷା ଜାରି ରହିଛି। ୫ ତାରିଖରୁ କିଛି ମାତ୍ରାରେ ବର୍ଷା ପରିମାଣ ବଢିପାରେ ଏବଂ ୬ ତାରିଖରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ…

କାହିଁକି ବବି ପାଣ୍ଡିଆନଙ୍କ ଉପରେ ବର୍ଷିଲେ ପ୍ରଭାତ, କହିଲେ…

ଭୁବନେଶ୍ୱର,୩।୭: ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ଶୋଚନୀୟ ପରାଜୟକୁ ନେଇ ମୁହଁ ଖୋଲିଲେ ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ। ଏ ନେଇ ସେ ପ୍ରଣବ ପ୍ରକାଶ ଦାସ (ବବି )ଓ କାର୍ତ୍ତିକ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି। ପରାଜୟକୁ ନେଇ…

‘ମୋ ବସ୍‌’ ନାଁ ବଦଳାଯାଇ ରଖାଯିବ ଏହି ନାଁ, ମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୩।୭: ଲଷ୍ମୀ ବସ୍‌ର ନାଁ ଆଉ ରଙ୍ଗ ବଦଳିବା ପରେ ଏବେ ମୋ ବସ୍‌ର ନାଁ, ରଙ୍ଗ ବଦଳିବା ଖବର ଉପରେ ବଡ଼ ସୂଚନା ଦେଇଛନ୍ତି ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି, ମୋ ବସ୍‌ ନାଁ…

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉପରେ ବଡ଼ ସୂଚନା ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର,୩।୭: ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବୁଧବାର ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀ କହିଛନ୍ତି, ନିଷ୍ପତ୍ତି ସରିଛି। ଖୁବଶୀଘ୍ର ଏନେଇ ମୋଡାଲିଟି ପ୍ରସ୍ତୁତ ହେବ। ବୈଠକ ପରେ ଦିନେ ଦୁଇ ଦିନ ମଧ୍ୟରେ ତାରିଖ ଘୋଷଣା…

ରାଜଧାନୀରେ ବୀଭତ୍ସ କାଣ୍ଡ: ବାପାଙ୍କୁ ହତ୍ୟା କଲେ ପ୍ରଫେସର ପୁଅ

ଭୁବନେଶ୍ୱର,୩।୭: ପୁଅଙ୍କ ଛୁରାମାଡରେ ବାପା ମୃତ। ଏଭଳି ଘଟଣା ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ରଙ୍ଗମାଟିଆର ଆପାର୍ଟମେଣ୍ଟରେ ଘଟିଥିବା ଅଭିଯୋଗ ହୋଇଛି। ଛୁରିରେ ବୀଭତ୍ସ ଭାବେ ପୁଅ ବାପାଙ୍କୁ ହତ୍ୟା କରିଛନ୍ତି। ହସ୍ପିଟାଲ ନେବା ବାଟରେ ବାପାଙ୍କର ମୃତ୍ୟୁ ଘଟିଛି। କୌଣସି କାରଣରୁ…

‘ମୋ ବସ୍‌’କୁ ନେଇ ବଡ଼ ଘୋଷଣା କଲେ ମନ୍ତ୍ରୀ, ଜାଣନ୍ତୁ କ’ଣ କହିଲେ…

ଭୁବନେଶ୍ୱର,୩।୭: ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର‘ମୋ ବସ’ରେ ଯାତ୍ରା କରି ସମୀକ୍ଷା କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ବସ୍‌ ସେବା ଭଲ ଅଛି, ଆହୁରି ବସ୍‌ ସଂଖ୍ୟା ବଢିବ। ଆଉ ୪ଶହ ଇଲେକ୍ଟ୍ରୋନିକ୍‌ ବସ୍‌ ଆସୁଛି, ଖୁବ୍‌ଶୀଘ୍ର…

ସୁରଙ୍କର ଛାଡିନି କଂଗ୍ରେସ ମୋହ, ଆସନ୍ତା ୫ରେ…

ଭୁବନେଶ୍ୱର,୩।୭: ବରିଷ୍ଠ ନେତା ସୁରେଶ ରାଉତରାୟ ଓରଫ ସୁରଙ୍କର କଂଗ୍ରେସ ମୋହ ଛାଡିନି। ସେ କଂଗ୍ରେସ ଭବନକୁ ମନ୍ଦିର ସହ ତୁଳନା କରିବା ସହ ଆସନ୍ତା ୫ ତାରିଖରେ ଧସେଇ ପଶି ପୁଣି ଥରେ ଭବନର ଗାରିମା ଫେରାଇ ଆଣିବାକୁ ଉଦ୍ୟମ…

ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢାଉ, ଲାଞ୍ଚ ନେବାବେଳେ ପଡ଼ିଲେ ଧରା

ନୟାଗଡ଼,୩।୭(ଲୋକନାଥ ମିଶ୍ର):ଭିଜିଲାନ୍ସ ଜାଲରେ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ ଛନ୍ଦି ହୋଇ ପଡିଛନ୍ତି। ବାଲିଗାଡି ଛାଡିବା ପାଇଁ ଦଲାଲ ମାଧ୍ୟମରେ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଦଲାଲ ମୋହରି ପ୍ରସନ୍ନ ସାହୁଙ୍କୁ ନୟାଗଡ଼ ଭିଜିଲାନ୍ସ ଗିରଫ କରିଛି। ତେବେ ଧୋବେଇଙ୍କ ଭାପୁର…

ଏଥିପାଇଁ ବିଜେଡି ହାରିଛି: ବଡ଼ କାରଣ ଖୋଲି କହିଦେଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର,୩।୭: ବିଜେଡିର ଶୋଚନୀୟ ପରାଜୟକୁ ନେଇ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ମୁହଁ ଖୋଲିଛନ୍ତି। ପ୍ରଭାତ ବିଶ୍ୱାଳ କହିଛନ୍ତି, ଭୁଲ୍‌ ବୁଝାମଣା ଯୋଗୁ ନିର୍ବାଚନରେ ବିଜେଡି ହାରିଛି। ଚୌଦ୍ୱାରରେ ଏକ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଭାତ ବିଶ୍ୱାଳ ଏହି ମନ୍ତବ୍ୟ ଦେଇଛନ୍ତି। ଯାହାକୁ…

ରତ୍ନଭଣ୍ଡାର ଭିତରେ ଅଛି କି ସାପ? ଜାଣନ୍ତୁ…

ଭୁବନେଶ୍ୱର,୩।୭: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଯାଞ୍ଚ କାର୍ଯ୍ୟ ଆସନ୍ତା ୮ତାରିଖରୁ ହୋଇପାରେ। ଆସନ୍ତା ୪ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରଜିତ୍‌ ପଶାୟତ ଓ ଗସ୍ତରେ ଆସୁଥିବା ଓ ୫ ତାରିଖରେ ଯାଞ୍ଚ କମିଟି ବୈଠକ ବସିବାର ଥିବାରୁ…

ଜଳବନ୍ଦୀ ସ୍ଥିତିର ମୁକାବିଲା କରିବ ରାପିଡ୍‌ ଆକ୍ସନ୍‌ ଟିମ୍‌

ଭୁବନେଶ୍ୱର, ୩।୭ (ବନ୍ଦନା ସେଠୀ): ଅସରାଏ ବର୍ଷାରେ ଭୁବନେଶ୍ୱରର ବିକାଶ ଉବୁଟୁବୁ ହେଉଛି। ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଦେଉଥିଲେ ମଧ୍ୟ ଚେତୁନି ବିଏମ୍‌ସି। ସେଥିପାଇଁ ମୁକୁଳା ଡ୍ରେନ୍‌ରେ ପଡି ଗୋଟେ ପରେ ଗୋଟେ ଅମୂଲ୍ୟ ଜୀବନ ଚାଲିଯାଉଛି। ତେବେ ଗତ କିଛିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?