କେନ୍ଦ୍ରାଞ୍ଚଳ ଆଇଜି ହେଲେ ସଞ୍ଜୟ କୌଶଲ
ଭୁବନେଶ୍ୱର,୫।୪:୨୦୦୩ ବ୍ୟାଚର ସଞ୍ଜୟ କୁମାର କୌଶଲ ହେଲେ କେନ୍ଦ୍ରାଞ୍ଚଳ ପୋଲିସ ଆଇଜି। ୨୦୦୪ ବ୍ୟାଚ ଆଇପିଏସ ଆଶୀଷ କୁମାର ସିଂଙ୍କ ବଦଳରେ ତାଙ୍କୁ ଶୁକ୍ରବାର ଅବସ୍ଥାପିତ କରାଯାଇଛି। ତେବେ ଜାତୀୟ ନିର୍ବାଚନ କମିଶନ ରାଜ୍ୟର ୮ ସର୍ବଭାରତୀୟ ଅଫିସରଙ୍କୁ ନିର୍ବାଚନ ସଂକ୍ରାନ୍ତୀୟ…
ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ
ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି । ଦଳର ଜିଲା ସଭାପତିରେ ପରିବର୍ତ୍ତନ କରିଛି ଦଳ । ଜିଲା ସଭାପତି ସୁଧୀର…
ବିଧାୟକଙ୍କ ପତ୍ନୀ ସଙ୍ଗୀତାଙ୍କୁ ମିଳିପାରେ ବିଜେଡି ଟିକେଟ୍
ନିମାପଡ଼ା,୫ା୪(ରଞ୍ଜନ ପଟ୍ଟନାୟକ): ବର୍ତ୍ତମାନ ପରିସ୍ଥିତିରେ ନିମାପଡ଼ା ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଦଳୀୟ ଟିକେଟ କାହାକୁ ମିଳିବ ସେ ନେଇ ସସ୍ପେନ୍ସ ଲାଗିରହିଛି। ଗୁରୁବାର ଟିକେଟ ଆଶାରେ ଭାଜପା ଛାଡ଼ି ଦିଲୀପ ନାୟକ ବିଜେଡିରେ ଯୋଗଦେଇଥିଲେ। ଶଙ୍ଖଭବନରେ ଆୟୋଜିତ…
ବଢ଼ୁଛି ଚର୍ଚ୍ଚା: ବିଶ୍ୱଭୂଷଣ ହେବେ ଭାଜପା ପ୍ରାର୍ଥୀ !
ଅସ୍ତରଙ୍ଗ,୫ା୪(ପ୍ରଦୀପ୍ତ କୁମାର ଦୀକ୍ଷିତ)- ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ବିଶ୍ୱଭୂଷଣ ଦାସ ଦଳରୁ ଇସ୍ତଫା ଦେବା ପରେ ଶୁକ୍ରବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ସେ କାକଟପୁର ନିର୍ବାଚନମଣ୍ଡଳୀରୁ ୨୦୦୯ ଓ ୨୦୧୯ରେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭାବେ ଲଢି…
୬ଜଣଙ୍କ କଟିଲା ଟିକେଟ୍, ବଦଳିଲା ବିଧାୟକଙ୍କ ଆସନ
ଭୁବନେଶ୍ୱର,୫।୪: ପୁଣି ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ (BJD) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛନ୍ତି । ୩ୟ ପର୍ଯ୍ୟାୟରେ ମୋଟ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି…
ସାଢେ ୧୦ଟାରେ ହେବ ସ୍କୁଲ ଛୁଟି
ଭୁବନେଶ୍ୱର,୫।୪: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡିଶା ସରକାର ସକାଳୁଆ ସ୍କୁଲ ପାଇଁ ସୂଚନା ଜାରି କରିଛନ୍ତି। ରାଜ୍ୟ ସରକାର ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ କ୍ଲାସଗୁଡିକ ସକାଳ ୭ଟାରୁ ପୂର୍ବାହ୍ନ…
ଚମକାଇଦେଲେ ନବୀନ, ରାଇରାଙ୍ଗପୁରରୁ IPS ପ୍ରାର୍ଥୀ
ରାଇରଙ୍ଗପୁର,୫।୪: ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । କାରଣ ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢି ବିଧାୟିକା ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବର୍ତ୍ତମାନ ପୁଣି ଚର୍ଚ୍ଚାରେ ଏହି ନିର୍ବାଚନ ମଣ୍ଡଳୀ । କାରଣ ଏହି…
ବିବାହ ଭୋଜି ଚୁଲିରେ ପଡ଼ିଗଲା ଶିଶୁ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
କୋକସରା,୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦାଗଡ଼ ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା। ଦୁର୍ଯୋଧନ ମାଝୀଙ୍କ ୩ ବର୍ଷର ଶିଶୁପୁତ୍ର ମୋଟୁ ମାଝୀ ଶୁକ୍ରବାର ନିଆଁରେ ପୋଡ଼ି ଆହତ ହୋଇଛନ୍ତି । ଗାଁରେ ଏକ ବିବାହ…
ଆସୁଛି କାଳ ବୈଶାଖୀ, ରବିବାର ଠୁ ବଡ଼ ବର୍ଷା!
ଭୁବନେଶ୍ୱର,୫।୪: ନିଆଁରେ ଫୁଟୁଛି ଭୁବନେଶ୍ୱର। ଆଜି ତତଲା ତାୱାରେ ଭାଜି ହୋଇଛନ୍ତି ରାଜଧାନୀବାସୀ। ଆଜି ପରି ଆସନ୍ତାକାଲି ଶନିବାର ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତେବେ ରବିବାରଠାରୁ ପାଗର ପରିବର୍ତ୍ତନ ହୋଇପାରେ। ରାଜ୍ୟର କେତେକ ଜିଲାରେ ବର୍ଷା ଓ କାଳବୈଶାଖୀ…
ବନ୍ଦ ଘରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ
ଭଦ୍ରକ,୫।୪(ସନାତନ ରାଉତ): ଭଦ୍ରକ ଟାଉନ ଥାନା ଅଧୀନ ଅପର୍ତିବିନ୍ଧା ନିଉକଲୋନୀରେ ଗତ ୩୦ ତାରିଖରେ ଏକ ଭଡ଼ାଘରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ମୃତ ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗକ୍ରମେ ଟାଉନ ଥାନା ପୋଲିସ ଏକ ହତ୍ୟା ମାମଲା (ନଂ.୧୭୩/୨୪) ରୁଜୁ କରି…
ମୋନିଦୀପା ସର୍ଖେଲଙ୍କୁ ନୂଆ ଦାୟିତ୍ୱ ଦେଲେ ନବୀନ
ଭୁବନେଶ୍ୱର,୫।୪: ମୋନିଦୀପା ସର୍ଖେଲଙ୍କୁ ମିଳିଲା ନୂଆ ଦାୟିତ୍ୱ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ତୁରନ୍ତ ପ୍ରଭାବ ସହ ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛନ୍ତି। ତେବେ କିଛିଦିନ ତଳେ ମୋନିଦୀପା ବିଜେଡିରେ ସାମିଲ ହୋଇଥିଲେ। ମୋନିଦୀପା…
ଆସିଲା ବିଜେଡି ପ୍ରାର୍ଥୀ ତାଲିକା, ପ୍ରକାଶ-ପ୍ରଶାନ୍ତଙ୍କୁ ଟିକେଟ୍
କଟକ,୫।୪: ପୁଣି ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ (BJD) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛନ୍ତି । ୩ୟ ପର୍ଯ୍ୟାୟରେ ଆଉ କିଛି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ…
Archives


