Odisha Elections 2024

ରାଜ୍ୟ

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ

କଟକ,୧୨ା୪: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସେ ଭୋଗରାଇର ପୂର୍ବତନ ବିଧାୟିକା ତଥା ପୂର୍ବତନ ଥିଲେ। ଫୁସ୍‌ଫୁସ୍‌ଜନିତ ସମସ୍ୟାରେ ପୀଡ଼ିତ ଥାଇ କଟକର ଏକ ଘରୋଇ ହସ୍ପିଟାଲରେ...

ବିରୋଧ କାମ ଦେଲାନି, ଦାମଙ୍କ ପରିବାରକୁ ଟିକେଟ

ପାରାଦୀପ ୧୨।୪(ଶରତ ରାଉତ):ପାରାଦୀପ ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳିଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଏହି ଖବର ଜଣାପଡ଼ିବା ପରେ ସମ୍ବିତଙ୍କ ସମର୍ଥକମାନେ ଷଣ୍ଢକୁଦ ବସ୍ତିରେ ବାଣ ଫୁଟାଇଛନ୍ତି। ଅପରପକ୍ଷେ ଦାମୋଦର...

ପ୍ରତିଶ୍ରୁତି ପାଳନ କଲା ବିଜେଡି

ଭୁବନେଶ୍ୱର,୧୨ା୪(ଅନିଲ ଦାସ):ବିଜେଡି ୪ ପର୍ଯ୍ୟାୟରେ ୨୧ ଲୋକ ସଭା ଆସନ ପାଇଁ ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଗୁରୁବାର ଶେଷ ପର୍ଯ୍ୟାୟରେ ବାକିଥିବା ବାଲେଶ୍ୱର ଆସନ ନିମନ୍ତେ ଭାଜପା ଛାଡ଼ିଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ପ୍ରାର୍ଥୀ କରିଛି। ବିଜେଡି...

୧୫ରୁ ଅସମ୍ଭାଳ ତାତି

ଭୁବନେଶ୍ୱର,୧୨ା୪(ଅନିଲ ଦାସ):ଏବେ ନାହିଁ ପ୍ରଚଣ୍ଡ ଗ୍ରୀଷ୍ମର ତେଜ କି ଗୁଳୁଗୁଳିର ପ୍ରକୋପ । କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ପରିବେଶକୁ ଆରାମଦାୟକ କରିଛି। ଗତ ୨/୩ ଦିନ ହେବ ଉପକୂଳଠାରୁ ଉପାନ୍ତ ଏଭଳି ମନୋରମ ପାଗ ଅନୁଭୂତ ହେଉଛି।...

ଦୁଇଜଣଙ୍କ କଳିରୁ ଫାଇଦା ଉଠାଇଲେ ପ୍ରସନ୍ନ

ସମ୍ବଲପୁର,୧୨ା୪(ପ୍ରମୋଦ ବହିଦାର):ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ କିଏ ପ୍ରାର୍ଥୀ ହେବେ, ତାହା ଉପରେ ସମସ୍ତଙ୍କ ନଜର ଥିଲା। ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନାମ ଘୋଷଣା ହେବା ପରେ ଏହି କ୍ଷେତ୍ରରୁ ସମ୍ବଲପୁର ବିଜେଡି...

ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ 

ବଲାଙ୍ଗୀର,୧୧ା୪ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାର ପୂର୍ବତନ  ଜିଲା ସଭାପତି ପ୍ରଭାସ ପାଣିଗ୍ରାହୀ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ  ଦେଇଛନ୍ତି। ଭୁବନେଶ୍ୱରଠାରେ ବିଜେଡି ନେତା ତଥା ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର, ପୂର୍ବତନ ଲୋକ ସଭା...

ମନୋରମାଙ୍କ ଉପରେ ଭରସା, କଟିଲେ ଭୂପିନ୍ଦର

ଭବାନୀପାଟଣା,୧୧।୪(ଉତ୍ତମ କୁମାର ଦାଶ): ବିଧାନସଭା ଆସନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି କ୍ରମରେ କଳାହାଣ୍ଡିରେ ବିଜେଡି ପୁଣି ମହିଳା କାର୍ଡ ଖେଳିଛି। ଜିଲାର ନର୍ଲା ବିଧାନସଭା ମଣ୍ଡଳୀରେ ବିଧାୟକ ପ୍ରାର୍ଥିନୀ ଭାବେ ସ୍ଥାନୀୟ ବ୍ଲକ...

ରାଜ୍ୟ ଭାଜପାର ବଡ଼ ଘୋଷଣା: ଓଡ଼ିଶାରେ କ୍ଷମତାକୁ ଆସିଲେ ମହିଳାଙ୍କୁ ପ୍ରତି ମାସରେ ମିଳିବ…

ଭୁବନେଶ୍ୱର,୧୧।୪: ବିଜେଡି ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ଭାଜପାର ମାଷ୍ଟରଷ୍ଟ୍ରୋକ। ଓଡ଼ିଶାରେ କ୍ଷମତାକୁ ଆସିଲେ ପ୍ରତି ମହିଳା ପାଇବେ ମାସିକ ହଜାରେ ଟଙ୍କା । ଏଭଳି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ଭାଜପା ପ୍ରତିଶ୍ରୁତି ଦେଇଥିଲା। ଆଉ ଫର୍ମୁଲା କାମ...

ବିଜେଡିର ଲୋକ ସଭା ପ୍ରାର୍ଥୀ: ୨୧ରୁ ୬ ରିପିଟ୍‌

ଭୁବନେଶ୍ୱର,୧୧।୪: ଚତୁର୍ଥ ପର୍ଯ୍ୟାୟରେ ବିଜେଡି ବଳକା ଲୋକ ସଭା ଆସନ ପ୍ରାର୍ଥୀ ଘୋଷଣା କରିଛି। ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବାଲେଶ୍ୱରରୁ ପ୍ରାର୍ଥୀ କରିଛି। ମୋଟ ୨୧ଟି ଲୋକ ସଭା ଆସନ ମଧ୍ୟରୁ ଦଳ ମାତ୍ର ୪ଜଣ ଏମ୍‌ପିଙ୍କୁ ରିପିଟ୍‌ କରିଛି।...

ପୁଣି ଏକାଠି ହେଲେ ୨ ବରିଷ୍ଠ ନେତା, ବିଜେଡି ଅଫିସକୁ ଆସି ମିଠା ଖାଇ ଭୁଲିଲେ ରାଗରୁଷା

ଭୁବନେଶ୍ୱର,୧୧।୪: ପୁଣି ଏକାଠି ହେଲେ ବ୍ରହ୍ମପୁର ବିଜେଡିର ୨ ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ସୁବାସ ମହାରଣା। ବିଜେଡି ଅଫିସକୁ ଆସି ଉଭୟ ମିଠା ଖାଇ ମନାନ୍ତର ଭୁଲିଛନ୍ତି। ଚ୍ୟାଉଙ୍କ ପ୍ରତି ଅଭିମାନ ଥିବା ନେଇ...

ମୋପେଡକୁ ଧକ୍କା ଦେଇ ଓଲଟିଲା ଆମ୍ବୁଲାନ୍ସ

ଖଲ୍ଲିକୋଟ,୧୧।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡୀ ଢ଼ାବା ନିକଟରେ ଗୁରୁବାର ଏକ ଆମ୍ବୁଲାନ୍ସ ଓଲଟି ପଡ଼ିବାରୁ ୭ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ଗୁରୁବାର ଏକ...

ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରିବା ପରେ ଏମିତି କହିଲେ ପ୍ରତାପ, କାଲି ଯାଏ ସିଏ…

ଭୁବନେଶ୍ୱର,୧୧।୪: ବିଧାନସଭା ଆସନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ବାଲେଶ୍ୱର ଲୋକ ସଭା ପାଇଁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକେଟ୍‌ ଦେଇଛି। ଲେଖାଶ୍ରୀଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ବାଲେଶ୍ୱର ଲୋକ ସଭା ଭାଜପା ପ୍ରାର୍ଥୀ ପ୍ରତାପ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri