ରାଜ୍ୟ

ମାଡ ହେଲା ବାତ୍ୟା: ୩ ଯାଏଁ ଓଡ଼ିଶାର ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧ା୧୨(ଅନୁରାଧା ମହାରଣା): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ‘ଫେଙ୍ଗାଲ’ର ରୂପ ନେଇଥିବାବେଳେ ଶନିବାର ରାତିରେ ଲ୍ୟାଣ୍ଡଫଲ୍‌ କରିଛି। ଏହାର ପ୍ରଭାବରେ ତାମିଲନାଡ଼ୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ସହ ପବନ ଲାଗିରହିଛି। ଓଡ଼ିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ…

ପୁଅବୋହୂଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ବାପା

ବାରଙ୍ଗ,୩୦।୧୧: ପାରିବାରିକ କଳହର କରୁଣ ପରିଣତି। ପୁଅବୋହୂଙ୍କୁ ପେଟ୍ରୋଲ ଢ଼ାଳି ବାପା ନିଆଁ ଲଗାଇ ପୋଡ଼ି ମାରି ଦେବାକୁ ଚେଷ୍ଟା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁତର ଅବସ୍ଥାରେ ପୁଅବୋହୂଙ୍କୁ ଉଦ୍ଧାର କରାଯାଇ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ତେବେ…

ଜୟନାରାୟଣଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଲେ ଭାଜପା ରାଜ୍ୟ ସଭାପତି ମନମୋହନ

ଭୁବନେଶ୍ୱର,୩୦।୧୧: ଭାଜପା ନେତା ସମୀର ଦେ’ଙ୍କ ଶୋକସଭାରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଯୋଗଦେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଜୟନାରାୟଣଙ୍କ ବୟାନକୁ ନେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦଳରେ ସମସ୍ତଙ୍କୁ…

ଭାଜପାରେ ମୋତେ ସାଇଡ୍‌ଲାଇନ କରାଯାଉଛି: ଜୟନାରାୟଣ

ଭୁବନେଶ୍ୱର,୩୦।୧୧: ଭାଜପା ନେତା ସମୀର ଦେ’ଙ୍କ ଶୋକସଭାରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଯୋଗଦେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ସେ ଭାଜପାରୁ ସାଇଡ୍‌ଲାଇନ ହୋଇ ରହିଥିବା କହିଛନ୍ତି। ଏବିଭିପିରୁ ତଡ଼ା ଖାଇଥିଲି, ଭାଜପାରୁ ମଧ୍ୟ ତଡ଼ା ଖାଉଛି। ସମୀର…

ଶନିବାର ସକାଳୁଆ ପରିବର୍ତ୍ତେ ପୂର୍ବାହ୍ନ ୧୦ରେ ଖୋଲିବ ସ୍କୁଲ

କୋରାପୁଟ,୩୦।୧୧(ଅମିତାଭ ବେହେରା): ଲଘୁଚାପ ବର୍ଷା ସାଙ୍ଗକୁ ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲାରେ ମଧ୍ୟ ପ୍ରବଳ ଶୀତ ଅନୁଭୁତ ହେଉଛି। ଶୀତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଶନିବାର ସକାଳ ପରିବର୍ତ୍ତେ…

ଗୋଠରେ ଜନ୍ମ ହେଲା ହାତୀଛୁଆ

ବରଗଡ଼/ସୋହେଲା,୩୦।୧୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ ପାତ୍ର): ଛତିଶଗଡ଼ରୁ ଆସି ବରଗଡ଼ ଜିଲା ସୋହେଲା ବ୍ଲକ ଘେଁସ୍‌ ଫରେଷ୍ଟ ରେଞ୍ଜ୍‌ ଅଞ୍ଚଳରେ ବୁଲାବୁଲି କରୁଥିବା ହାତୀପଲରେ ଏକ ହାତୀଛୁଆ ଜନ୍ମ ହୋଇଥିବା ସୂଚନା ମିଳିଛି। ଗତ ଗୁରୁବାର ହାତୀଛୁଆଟି ଜନ୍ମ ହୋଇଛି। ମାତ୍ର ତାହା ମାଈ…

ମେଟ୍ରୋ ପ୍ରକଳ୍ପକୁୁ ନେଇ ଅପରାଜିତାଙ୍କ ବଡ଼ ସୂଚନା, କହିଲେ ୨୦୨୭ ଡିସେମ୍ବର ସୁଦ୍ଧା ପ୍ରଥମ…

ଭୁବନେଶ୍ବର,୩୦।୧୧: ଭୁବନେଶ୍ବର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଶିନବାର ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ସୂଚନା ଦେଇଛନ୍ତି। ୨୦୨୭ ଡିସେମ୍ବର ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ଶେଷ ହେବ। ସମୀକ୍ଷା ପରେ ଅପରାଜିତା ଏହି ସୂଚନା ଦେଇଛନ୍ତି। ପ୍ରଥମେ ପର୍ଯ୍ୟାୟରେ ୨୬…

ବାଘ ମାରି ମାଂସ ଖାଇଲେ ଶିକାରୀ, ଗୁଳିଭର୍ତ୍ତି ବନ୍ଧୁକ ଜବତ, ବନ୍ଧାହେଲେ ୨

ଜି.ଉଦୟଗିରି,୩୦ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଗମ୍ଭାରୀଗୁଡ଼ା ଏବଂ ମାଲାନସୁଗା ଅଞ୍ଚଳରୁ ଦୁଇ ଜଣ ବାଘ ଶିକାରୀକୁ ଗିରଫ କରି କୋର୍ଟଚାଲାଣ କରିଛି ବନ ବିଭାଗ। ଏ ନେଇ ଶନିବାର ବନ ବିଭାଗ ଅଧିକାରୀଙ୍କ ସୂଚନାନୁସାରେ ଭବାନୀ ଶଙ୍କର…

ହସ୍ପିଟାଲରେ ବିସ୍ଫୋରଣ: ଅନ୍ଧାରରେ ରହିଲେ ରୋଗୀ, ଜଣଙ୍କର ମୃତ୍ୟୁ

ବଲାଙ୍ଗୀର,୩୦ା୧୧(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଶୁକ୍ରବାର ରାତିରୁ ବିଜୁଳି ଯୋଗାଣ ବନ୍ଦ ରହିଛି। ଫଳରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀମାନେ ରାତି ଓ ଦିନରେ ଅନ୍ଧାରରେ ଓ୍ବାର୍ଡ୍‌ରେ ରହିଥିଲେ। ଶୁକ୍ରବାର ରାତିରେ ବଦ୍ୟୁତ୍‌ ଶଟ୍‌ସର୍କିଟ…

ଜଙ୍ଗଲରୁ ପୁଣି ମିଳିଲା ଏକ ମାଈ ହାତୀଛୁଆର ମୃତଦେହ, ଚିନ୍ତାରେ ପରିବେଶବିତ୍‌

କେନ୍ଦୁଝର,୩୦ା୧୧: କେନ୍ଦୁଝର ବନ ବିଭାଗ କର୍ମଚାରୀ ଶନିବାର ତେଲକୋଇ ରେଞ୍ଜ ଅଞ୍ଚଳରୁ ଏକ ୧୦ ବର୍ଷ ହାତୀର ମୃତଦେହ ଉଦ୍ଧାର କରିଛି। ଶନିବାର ସକାଳେ ତେଲକୋଇ ରେଞ୍ଜ କନ୍ତଲାଇ ଗ୍ରାମ ନିକଟରୁ ଏହି ହାତୀଛୁଆର ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ: ଜାଣନ୍ତୁ କେତେ, କେବେଠୁ ଏହା ଲାଗୁ?

ଭୁବନେଶ୍ୱର,୩୦।୧୧: ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ। ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ ୭ଟଙ୍କା ୬୪ ପଇସା ହେବ । ପୂର୍ବରୁ ଏହି ଖର୍ଚ୍ଚ ୫ ଟଙ୍କା ୯୦ ପଇସା ଥିଲା । ସେହିପରି ଉଚ୍ଚ ପ୍ରାଥମିକ…

ଧମକ ପୂର୍ଣ୍ଣ ମେଲ୍‌ ପରେ ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗକୁ ନେଇ ବଢ଼ୁଛି ସନ୍ଦେହ

ଭୁବନେଶ୍ୱର,୩୦।୧୧: ଧମକ ପୂର୍ଣ୍ଣ ମେଲ୍‌ ପରେ ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗକୁ ନେଇ ସନ୍ଦେହ ବଢ଼ୁଛି। I ତେବେ ବ୍ୟାଗ୍‌ କାହାର ସେଥିରେ କ’ଣ ଅଛି ଏହାକୁ ନେଇ ସିଆଇଏସଏଫ ଡଗ ସ୍କ୍ବାଡ ଯାଞ୍ଚ କରୁଛି I ତେବେ ବ୍ୟାଗ୍‌ଟି କାହାର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?