୨୪ ଘଣ୍ଟା ଯାଏଁ ରାଜ୍ୟରେ ପ୍ରବଳ ବର୍ଷା: ଏହି ଜିଲାରେ…
ଭୁବନେଶ୍ୱର,୧୫।୯: ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ବାଲାଂଦେଶ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଦୁର୍ବଳ ହେଉଛି । ଏହି ଅବପାତ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ଗତି କରିବ । ଏହାର ପ୍ରଭାବରେ ୨୪ ଘଣ୍ଟା ଯାଏଁ ରାଜ୍ୟରେ…
ଏତେ ବଡ଼ ସୁଟ୍ ! ତିଆରି କରିବା ପାଇଁ ଲାଗିଥିଲା…
ସୁଟ୍ ପିନ୍ଧିବାକୁ ପ୍ରାୟ ସବୁ ପୁରୁଷଙ୍କୁ ଭଲ ଲାଗେ। ଏହା ଜେଣ୍ଟଲ ଓ ହାଣ୍ଡସମ୍ ଲୁକ ଦେଇଥାଏ। ଅଫିସ୍ ପାଇଁ ସୁଟ୍ ସବୁଠୁ ବେଷ୍ଟ ଅପ୍ସନ। ତେବେ ୨୦୧୨ ମସିହା, ଚାଇନାରେ ଏମିତି ଏକ ସୁଟ୍ ତିଆରି କରାଯାଇଥିଲା, ଯାହା ଭିତରେ…
ଲକ୍ଷ୍ୟ ରଖିଛନ୍ତି କି ? କାହିଁକି ଗ୍ୟାସ୍ ଚୁଲାନୀଳ ଜଳେ….
ଯେବେ ଦିଆସିଲି ଜଳାଯାଏ ତାହାର ଶିଖା ହଳଦିଆ ରଙ୍ଗର ହୋଇଥାଏ। କିନ୍ତୁ ଗ୍ୟାସ୍ର ଚୁଲା ଜଳାଗଲେ ତା’ର ଅଗ୍ନି ଶିଖା ନୀଳ ରଙ୍ଗର ଦେଖାଯାଏ। ହେଲେ ଏମିତି କାହିଁକି ହୁଏ କେବେ ଭାବିଛନ୍ତି? ଜାଣନ୍ତୁ ଏହାର କାରଣ.. ପ୍ରଥମେ ଜାଣିବା ଅଗ୍ନିଶିଖା…
ବୋଉର ପଣତକାନିରେ ପ୍ରଥମ ରୋଜଗାର
ମୋର ଜନ୍ମ ନୟାଗଡ଼ ଜିଲା ଓଡଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମରେ। ନନା ଆର୍ତ୍ତବନ୍ଧୁ ମିଶ୍ର ଓ ବୋଉ ଶୈଳବାଳା ମିଶ୍ର। ତିନିଭାଇଙ୍କ ମଧ୍ୟରେ ମୁଁ ହେଲି ମଝିଆ। ତା’ସହିତ ଆମର ଗୋଟିଏ ବୋଲି ଭଉଣୀ। ମଧ୍ୟବିତ୍ତ ପରିବାରର ଆର୍ଥିକ ଅବସ୍ଥା…
ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଛାତ୍ରୀ
ଭୁବନେଶ୍ୱର,୧୫ା୯(ଶର୍ମିଷ୍ଠା ପାଣିଗ୍ରାହୀ): ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ଅର୍ଥନୀତି ବିଭାଗର ଜଣେ ଛାତ୍ରୀ ଏନେଇ ବିଶ୍ୱବିଦ୍ୟାଳୟର ଯୌନ ନିର୍ଯାତନା ସେଲ୍ରେ ଲିଖିତ ଅଭିଯୋଗ କରିଛନ୍ତି। ଏହାପରେ ସେଲ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଅଗଷ୍ଟ…
ଓଡ଼ିଶାରୁ ଗଡ଼ିଲା ୨ ବନ୍ଦେ ଭାରତ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର,୧୫।୯: ବ୍ରହ୍ମପୁର ଓ ରାଉରକେଲା ଷ୍ଟେସନରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ। ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ। ଭର୍ଚ୍ଚୁଆଲରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୬ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ମୋଦି। ତେବେ ଏହି କାର୍ଯ୍ୟକ୍ରମରେ…
ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା: ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ନପହଞ୍ଚିବା ଯାଏଁ….
ଭୁବନେଶ୍ୱର,୧୫।୯: ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା। ସୁଭଦ୍ରା ଶୋଭାଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ଏହା ସହ ସେ କହିଛନ୍ତି, ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ନପହଞ୍ଚିବା ଯାଏଁ ଏହି ଯୋଜନା ଚାଲିବ। ୧୭…
ଓଡ଼ିଶା ପାଇଁ ଖୁସି ଖବର: ଗଡ଼ିବ ଆଉ ୩ଟି ’ବନ୍ଦେ ଭାରତ’, ବ୍ରହ୍ମପୁର ଗସ୍ତରେ…
ଭୁବନେଶ୍ୱର,୧୫।୯: ଓଡ଼ିଶାକୁ ଆଜି ମିଳିବ ଦୁଇଟି ‘ବନ୍ଦେ ଭାରତ’। ଏଥିପାଇଁ ବ୍ରହ୍ମପୁର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିବେ ମୋହନ ମାଝି। ଭର୍ଚ୍ଚୁଆଲ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ। ବ୍ରହ୍ମପୁର-ଟାଟାନଗର, ହାୱାଡ଼ା-ରାଉରକେଲାକୁ ଗଡ଼ିବ…
‘ସୁଭଦ୍ରା’ ପାଇଁ କର୍ମଚାରୀଙ୍କ ୩ ଦିନିଆ ଛୁଟି ବାତିଲ
ଭୁବନେଶ୍ୱର, ୧୫ା୯ (ବନ୍ଦନା ସେଠୀ): ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ରେ ଭୁବନେଶ୍ୱର ଆସିବେ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଛି। ସେହିପରି ରବିବାର ବିଏମ୍ସି ପକ୍ଷରୁ…
ଲିଭ୍ଇନ୍ରେ ରହୁଥିଲେ ଯୁବତୀ, ସନ୍ଦେହଜନକ ଭାବେ ଆପାର୍ଟମେଣ୍ଟରୁ ମିଳିଥିଲା ମୃତଦେହ, ଏବେ ପୁରୁଷ ବନ୍ଧୁ….
ଭୁବନେଶ୍ୱର,୧୫।୯: ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ଆପାର୍ଟମେଣ୍ଟରେ ଯୁବତୀ ମୃତ୍ୟୁ ଘଟଣାରେ ପ୍ରେମିକଙ୍କୁ ଥାନାରେ ପୋଲିସ ଅଟକ ରଖିଛି। ଭୁବନେଶ୍ବର ବାହାରୁ ଧରି ଆଣି ପ୍ରେମିକଙ୍କୁ ଖଣ୍ଡଗିରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ଆପାର୍ଟମେଣ୍ଟରେ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ମିଳିଥିଲା, ଖଣ୍ଡଗିରି ଏକ…
ନାବାଳକଙ୍କୁ ଚୋରିରେ ସାହାଯ୍ୟ କରୁଥିଲେ ମା, ମାଉସୀ
ଭୁବନେଶ୍ୱର,୧୫।୯(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳ ସମେତ ଭଦ୍ରକ ଜିଲାରେ ଚୋରି କରୁଥିଲେ। ପରେ ଚୋରି ଜିନିଷକୁ ନିଜ ମା ଓ ଦୁଇ ମାଉସୀଙ୍କ ଜରିଆରେ ବିକ୍ରି କରୁଥିଲେ। ଏକ ଚୋରି ଘଟଣାର ତଦନ୍ତ କରୁଥିବା ଭରତପୁର ଥାନା…
‘ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ପ୍ରସଙ୍ଗରେ ୟୁ-ଟର୍ନ ନେଲେ ମୁଖ୍ୟମନ୍ତ୍ରୀ’
ଭୁବନେଶ୍ୱର,୧୫।୯(ଅନିଲ ଦାସ): ଓଡ଼ିଶା ରାଜନୈତିକ ଇତିହାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଦଳୀୟ ନେତା ଓ ବିଧାୟକଙ୍କ ଚାପରେ ପଡି କାର୍ଯ୍ୟ କରୁଛନ୍ତି ବୋଲି ବିଜେଡି ମୁଖପାତ୍ର ତଥା ରାଜ୍ୟ ସଭା ଏମ୍ପି ସସ୍ମିତ ପାତ୍ର କହିଛନ୍ତି। ଶଙ୍ଖଭବନଠାରେ ଶନିବାର…
Archives


