ତାରାଙ୍କୁ ଚ୍ୟାଲେଞ୍ଜ କଲେ କୃଷ୍ଣ ପାତ୍ର, କହିଲେ ଭୋକ ବିକଳରେ…
ଭୁବନେଶ୍ୱର,୧୫ା୨: ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣ ପାତ୍ର ଏବଂ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି। କୃଷ୍ଣପାତ୍ର କଲେକ୍ସନରେ ମାତିଥିବା ତାରା ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ରାଜ୍ୟର ଯେତେ ମହିଳା ଥିଲେ, ସମସ୍ତଙ୍କୁ…
ବିଧାନସଭାରେ ରୋଚକ ଦୃଶ୍ୟ: Mohan Majhi ଙ୍କ ପାଇଁ ବାହାରିଲେ ବିଜେଡି ନେତା ପ୍ରସନ୍ନ, ଖୋଲାଖୋଲି କହିଦେଲେ ଏମିତି…
ଭୁବନେଶ୍ୱର,୧୫।୨: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ବାହାରିଲେ ବିରୋଧୀ ଦଳ ଉପନେତା ତଥା ବିଜେଡି ନେତା Prasanna Acharya । ଶନିବାର ବିଧାନସଭାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ…
ଏକା ସାଙ୍ଗରେ ଦଉଡ଼ି ଲଗାଇ ଝୁଲିପଡ଼ିଲେ ବାପ-ଝିଅ-ନାତି
ଢେଙ୍କାନାଳ,୧୫ା୨(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଚାଉଳିଆ ଖମାର ଗ୍ରାମରେ ଶନିବାର ଅପରାହ୍ନରେ ଗୋଟିଏ ପରିବାରର ୩ ଜଣ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କ ମୃତଦେହ ଉଦ୍ଧାର…
Odisha Congress: ଫେରିଲେ ସୁର, ଆସିବେ ଏହି ନେତା…ଓଡ଼ିଶା ରାଜନୀତିରେ ହଇଚଇ
ଭୁବନେଶ୍ୱର,୧୫।୨: ରାଜ୍ୟ କଂଗ୍ରେସର ମଙ୍ଗ ଦରିଛନ୍ତି Bhakta Das। ଦାୟିତ୍ୱ ସମ୍ଭାଳୁ ସମ୍ଭାଳୁ ଆକ୍ସନ ମୁଡ୍କୁ ଆସିଛନ୍ତି ଭକ୍ତ। Congress ହାତର ହାତମୁଠା ଶକ୍ତ କରିବା ଶୁକ୍ରବାର କ୍ଷମା ପତ୍ର ଜାରି କରିଛନ୍ତି। ଯାହାପରେ ଦଳରୁ ବିଦା ହୋଇଥିବା Sura routray…
Ratna Bhandar: ରତ୍ନଭଣ୍ଡାରକୁ ନେଇ ବଡ଼ ଘୋଷଣା କଲେ ମନ୍ତ୍ରୀ, କହିଲେ ଗଣତି ସରିବା ପରେ…
ଭୁବନେଶ୍ୱର,୧୫ା୨: ରତ୍ନଭଣ୍ଡାରକୁ ନେଇ ଶନିବାର ବିଧାନସଭାରେ ଏକ ବଡ଼ ଘୋଷଣା କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଗୃହରେ ଲିଖିତ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ଭଣ୍ଡାରରେ କେତେ ଅଳଙ୍କାର ଅଛି, ଗଣତି ମଣତି ଶେଷ ହେବା ପରେ ସାର୍ବଜନୀନ କରିବେ ସରକାର।…
କାହିଁକି ପ୍ରମିଳା କହିଲେ ଗୃହରେ ମନ ଗଡ଼ା କାହାଣୀ କହୁଛନ୍ତି ବରିଷ୍ଠ ସଦସ୍ୟ
ଭୁବନେଶ୍ୱର,୧୫।୨:ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଲା ମଲ୍ଲିକ ଜୟନାରାୟଣଙ୍କ ବିବୃତିକୁ ବାଦ ଦେବାକୁ ଦାବି କରିଛନ୍ତି। ସେ କହିଛନ୍ତି, ବରିଷ୍ଠ ସଦସ୍ୟ ଗୃହରେ ମନ ଗଡ଼ା କାହାଣୀ କହୁଛନ୍ତି । ଗୃହର ସଦସ୍ୟ ନଥିବା ଲୋକଙ୍କ ନାମ ବିବରଣୀରୁ ବାଦ ଦିଆଯାଉ…
ବିଜେଡିରେ ଥାଇ ବିଜେଡିକୁ ନିନ୍ଦିଲେ, କହିଲେ ଯେଉଁ ପ୍ରତିଶ୍ରୁତି ଦେଇ ଦଳ ମୋତେ…
ଭୁବନେଶ୍ୱର,୧୫।୨ କଂଗ୍ରେସକୁ ଫେରିବା ନେଇ ପରୋକ୍ଷରେ ଇସାରା ଦେଲେ ଡା. ପ୍ରଫୁଲ୍ଲ ମାଝୀ। ସେ କହିଛନ୍ତି, ଅନେକ ପ୍ରତିଶ୍ରୁତି ଦେଇ ବିଜେଡି ମୋତେ ଦଳରେ ସାମିଲ କରିଥିଲା। ହେଲେ କୌଣସି ପ୍ରତିଶ୍ରୁତି ବିଜେଡି ରଖିଲା ନାହିଁ। ଲୋକଙ୍କ କାମ ପାଇଁ କଂଗ୍ରେସ…
ଗୃହରେ ଜୟନାରାୟଣଙ୍କ ବିସ୍ଫୋରକ ବୟାନ: କ’ଣ ପାଣ୍ଡିଆନଙ୍କ ଇଙ୍ଗିତରେ…
ଭୁବନେଶ୍ୱର,୧୫।୨: ବିଧାନସଭାରେ ଭାଜପା ନେତା ବିସ୍ଫୋରକ ବୟାନ ଦେଇଛନ୍ତି। ତଥ୍ୟ ରଖି ଭାଜପା ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଗୃହକୁ କ’ଣ ପାଣ୍ଡିଆନ ଚଳାଇବେ? ଏ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ପଏଣ୍ଟ ଅଫ ଅର୍ଡର ଉଠାଇ ବିରୋଧୀଙ୍କୁ ଟାର୍ଗେଟ କରିବା…
ଲୋନ୍ ନାଁରେ ୭୫ ଲକ୍ଷ ଟଙ୍କା ଚଳୁ କରିଛନ୍ତି ପୂର୍ବତନ ମ୍ୟାନେଜର, ଥାନାରେ ମାମଲା
ଛତ୍ରପୁର,୧୫ା୨(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ବ୍ରହ୍ମପୁରର ବିସିସି ବ୍ୟାଙ୍କ (କେନ୍ଦ୍ରୀୟ ସମବାୟ ବ୍ୟାଙ୍କ)ର ଛତ୍ରପୁର ଶାଖାରେ ଲୋନ୍ ନାଁରେ ୭୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ପୂର୍ବତନ ମ୍ୟାନେଜର ଚଳୁ କରିଛନ୍ତି। ଏ ନେଇ ଛତ୍ରପୁର ଥାନା ଏକ ମାମଲା…
ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢ଼ିଲା E-KYC ଅବଧି, ଜାଣନ୍ତୁ କେତେ ତାରିଖ ଯାଏ ବଢ଼ାଇଲେ ସରକାର
ଭୁବନେଶ୍ୱର,୧୫ା୨: ଏବେ ରାଶନ କାର୍ଡ ହିତାଧିକାରୀଙ୍କ E-KYC ଅପଡେଟ୍ କରାଯାଉଛି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର E-KYCକୁ ନେଇ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଏହି ଅବଧି ଆଉ ଫେବୃଆରୀ ୧୫ ପରେ ବଢ଼ିବନି ବୋଲି ମନ୍ତ୍ରୀ ପୂର୍ବରୁ କହିଥିବା…
ଭାଜପା କୋର୍ କମିଟି ବୈଠକ:ଫେବୃଆରୀ ଶେଷ ସୁଦ୍ଧା ବୋର୍ଡ, ନିଗମ, କମିଶନ ଅଧ୍ୟକ୍ଷ ପ୍ରକ୍ରିୟା ସରିବ
ଭୁବନେଶ୍ୱର,୧୫।୨(ସୁନୀତ ମିଶ୍ର):ରାଜ୍ୟରେ ଭାଜପା ସରକାରକୁ ଆସିବାର ୮ ମାସ ହୋଇଥିବାବେଳେ ଦଳୀୟ ସଂଗଠନ ଏବଂ ସରକାର ମଧ୍ୟରେ କିପରି ସମନ୍ବୟ ରକ୍ଷା କରାଯାଇ ଆଗକୁ ବଢ଼ିହେବ, ତା’ ଉପରେ ଶୀର୍ଷ ନେତୃତ୍ୱ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଏନେଇ ଶୁକ୍ରବାର ଦଳର…
୯ ମାସ ପରେ ଘର ବାହୁଡ଼ା ହେଲେ ସୁର ରାଉତରାୟ, ଭାବବିହ୍ବଳ ହୋଇ କାନ୍ଦି ପକାଇଲେ, କହିଲେ…
ଭୁବନେଶ୍ୱର, ୧୫।୨: ନିଲମ୍ବନ ହଟିବା ପରେ ଘର ବାହୁଡ଼ା ହେଲେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ। ଶନିବାର ସୁର କଂଗ୍ରେସ ଭବନରେ ମୁଣ୍ଡିଆ ମାରି ଭିତରକୁ ପଶିଛନ୍ତି। ଏହି ସମୟରେ ସୁରଙ୍କ ସହ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ଉପସ୍ଥିତ ଥିଲେ।…

