ରୋକି ହେଉନାହିଁ ବାଲ୍ୟବିବାହ
ଭୁବନେଶ୍ୱର,୧୬।୨(ବନ୍ଦନା ସେଠୀ): ବିଧାନସଭାର ବଜେଟ ଅଧିବେଶନର ତୃତୀୟ ଦିନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ଲିଖିତ ସୂଚନା ଅନୁଯାୟୀ, ୨୦୧୯ରୁ ୨୦୨୫ ମଧ୍ୟରେ ମୋଟ ୮ ହଜାର ୧୫୯ ବାଲ୍ୟବିବାହ ହୋଇଛି। ସେଥିମଧ୍ୟରୁ ନବରଙ୍ଗପୁର ଜିଲାରେ ସର୍ବାଧିକ ୧,୩୪୭ ବାଲ୍ୟବିବାହ ହୋଇଛି।…
ପୁତୁରାର ଫାଉଡ଼ା ମାଡ଼ରେ ଚାଲିଗଲା କାକାଙ୍କ ଜୀବନ
ତରଭା,୧୫ା୨(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ଥାନା ପାଣିମୁରା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଷଜମିକୁ ପାଣି ମଡାଇବାକୁ କେନ୍ଦ୍ରକରି ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ କଳହ ଉଗ୍ରରୂପ ନେଇଥିଲା। ପୁତୁରାଙ୍କ ଫାଉଡ଼ା ମାଡ଼ରେ କାକାଙ୍କ ମୃତ୍ୟୁ…
Anubhav Mohanty ବହିରେ ସବୁକଥା ଲେଖିଦେଲେ ଜାଗୃତି, ସମ୍ପର୍କରେ ଆସିଲା ନୂଆ ଟ୍ବିଷ୍ଟ!
ଭୁବନେଶ୍ୱର,୧୫।୨: ପ୍ରକାଶ ପାଇଛି ଓଡିଶାର ଲୋକପ୍ରିୟ ସୁପରଷ୍ଟାର ତଥା ରାଜନେତା Anubhav Mohanty ବାୟୋଗ୍ରାଫି। ତେବେ ଏହି ବାୟୋଗ୍ରାଫିର ରଚନା କରିଛନ୍ତି Jagrati Shukla। ଏହାର ଓଡ଼ିଆ ଅନୁବାଦ କରିଛନ୍ତି ମାନସ ପଢିଆରୀ। ଅନୁଭବ ମହାନ୍ତି ତଥା Varsha Priyadarshini ସବୁବେଳେ…
ସରକାରଙ୍କ ବଡ଼ ଘୋଷଣା: ବରଗଡ଼ ଧନୁଯାତ୍ରା ସ୍ଥାୟୀ ରାଜମହଲ ନିର୍ମାଣ ପାଇଁ ୧୨ କୋଟି ୭୯ଲକ୍ଷ ଟଙ୍କା ମଞ୍ଜୁର
ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜ ମହଲ ନିର୍ମାଣ ପାଇଁ ରାଜ୍ୟ ସରକାର ୧୨କୋଟି ୭୯ଲକ୍ଷ ୩୧ହଜାର ୯ଶହ ଟଙ୍କା ମଞ୍ଜୁର କରିଛନ୍ତି। ବରଗଡ଼ ବିଧାୟକ ଅଶ୍ବିନୀ କୁମାର ଷଡଙ୍ଗୀ ତାଙ୍କ ଫେସ୍ବୁକ ଆକାଉଣ୍ଟ…
ଅନ୍ଧାରରେ ୮୦ ଛାତ୍ରୀଛାତ୍ର
ମାଲକାନଗିରି, ୧୫।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡିଆ ବ୍ଲକ ନିଲିଗୁଡ଼ା ପଞ୍ଚାୟତ ଇରାଲଗୁଣ୍ଡି ଭୀମା ମାଡ଼କାମୀ ଉଚ୍ଚ ବିଦ୍ୟାଳୟରୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଜୁଳି ସଂଯୋଗ କଟାଯାଇଛି। ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହାଡିବନ୍ଧୁ ସାହୁ ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଏହି…
ଭୁଲ ଇଞ୍ଜେକ୍ସନରୁ ମହିଳାଙ୍କ ମୃତ୍ୟୁ: ଅଭିଯୋଗ ଆଣିଲେ ପରିବାର
ସୋନପୁର,୧୫।୨(ମୃତ୍ୟୁଞ୍ଜୟ ଶତପଥୀ): ଡାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ପରିବାର ଲୋକେ ଏହି ଅଭିଯୋଗ କରିବା ସହ ଚିକିତ୍ସାଳୟ ପରିସରରେ ହୋହଲ୍ଲା କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ…
ବଜେଟ୍ ପୂର୍ବରୁ ଆସିଲା Economic Survey Report: ବଢିଲା ମୁଣ୍ଡପିଛା ଆୟ
ଭୁବନେଶ୍ୱର,୧୫।୨: ବଜେଟ୍ ପୂର୍ବରୁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ। 2024-25 Financial Year ରେ ଓଡିଶା ଅର୍ଥନୀତିର ଆକାର ୯.୫ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ଯାହା ପ୍ରାୟ ୧୧୩ ବିଲିୟନ ଆମେରିକୀୟ ଡଲାର ଅଟେ । ୨୦୨୪-୨୫…
ନିଜ ଘରେ ନିଆଁ ଲଗାଇଲେ ମହିଳା, ତା’ପରେ ଯାହା ଘଟିଲା…
ବାଲିଗୁଡ଼ା,୧୫।୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନ ସୁନାପାଙ୍ଗାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମାନସିକ ବିକୃତ ମହିଳା ନିଜ ଘରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି…
ଖୋଲି କହିଦେଲେ Naveen Patnaik, ମୁଖ୍ୟମନ୍ତ୍ରୀ ଛାତିରେ ହାତ ରଖି କୁହ…
ଭୁବନେଶ୍ୱର,୧୫।୨: ସରଗରମ ରହିଛି ଆଜିର Odisha Assembly। ଦୁଇ ଦୁଇ ଥର ଗୃହ ମୁଲତବୀ ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇଛି। ଏହି ସମୟରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ ନେତା Naveen Patnaik। ନବୀନ କହିଛନ୍ତି,…
ଆସୁଛି ବର୍ଷା, ୮ଜିଲାକୁ ଓ୍ବାର୍ନିଂ…
ଭୁବନେଶ୍ୱର,୧୫।୨: ଆସୁଛି ବର୍ଷା। ଖରାରୁ ମିଳିବ ତ୍ରାହି। ଫେବୃଆରୀ ଆରମ୍ଭରୁ ରାଜ୍ୟକୁ ଖରା ଲେଉଟିଥିବାବେଳେ ଶୀତ ଏକରକମ ଗାଏବ ହୋଇଯାଇଛି। ରାଜ୍ୟରେ ଆସନ୍ତା ୪ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବା ପରେ ୧୯ରୁ ୨୨ ତାରିଖ ଯାଏ ବିଭିନ୍ନ ଜିଲାରେ…
ପୁଣି ବିଜେଡିକୁ ଝଟ୍କା: ଭାଜପାରେ ସାମିଲ ହେଲେ ୨ ସମିତିସଭ୍ୟ
ନିଶ୍ଚିନ୍ତକୋଇଲି,୧୫।୨(ଅଶୋକ ମହାପାତ୍ର): ପୁଣି ବିଜେଡିକୁ ଝଟ୍କା। ଭାଜପାରେ ମିଶିଲେ ୨ ପଞ୍ଚାୟତର ସମିତିସଭ୍ୟ। କଟକ ଜିଲା ମାହାଙ୍ଗା ଦାଉଦପୁର, ଦାଉଦପୁରର ସମିତିସଭ୍ୟ ଭାଜପାରେ ସାମିଲ ହୋଇଛନ୍ତି। ସୁକରପଡ଼ାର ଅନେକ ବିଜେଡି କର୍ମୀ ମଧ୍ୟ ସାମିଲ ହୋଇଛନ୍ତି। ଭାଜପା ସମର୍ଥିତ ସୱାଧୀନ ବିଧାୟକଙ୍କ…
କୁମ୍ଭମେଳା ଯାଇ ଆସିଲା ବେଳକୁ ଘରେ ଯାହା ଦେଖିଲେ…
ବ୍ରହ୍ମପୁର,୧୫ା୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ନିମଖଣ୍ଡି ଥାନା ଅନ୍ତର୍ଗତ ଗୋବିନ୍ଦ ବିହାର ୭ମ ଲାଇନ୍ରେ ଜଣେ ଘର ମାଲିକ ଓ ଭଡାଟିଆଙ୍କ ଘରୁ ୯ଲକ୍ଷ ଟଙ୍କାର ଗହଣା ଏବଂ ଟଙ୍କା ଏକ ଲୁଟେରା ଗ୍ୟାଙ୍ଗ ଲୁଟି ନେଇଛନ୍ତି। ଏ ନେଇ…

