KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ରାଜନୀତି ସରଗରମ: ଅଚ୍ୟୁତଙ୍କ ଗିରଫ ଦାବି କଲେ ବାବୁ
ଭୁବନେଶ୍ୱର,୧୮।୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତଘଟଣା ପରେ ଉତ୍ତେଜନା ଲାଗିରହିଛି । ଏହି ଘଟଣାକୁ ନେଇ ଭାଜପା ବିଧାୟକ ବାବୁ ସିଂ କିଟ୍ ମାଲିକ ଅଚ୍ୟୁତ ସାମନ୍ତଙ୍କୁ ଗିରଫ ଦାବି କରିଛନ୍ତି। କିଟ ପରି ଗଛକୁ କିଏ ହୃଷ୍ଟ ପୃଷ୍ଟ…
KIIT ବିଶ୍ୱବିଦ୍ୟାଳୟ ଭାରତ-ନେପାଳ ସମ୍ପର୍କକୁ ନଷ୍ଟ କରୁଛି: ମୃତ ଯୁବତୀଙ୍କ ସମ୍ପର୍କୀୟ
ଭୁବନେଶ୍ୱର, ୧୮ା୨: KIIT ବିଶ୍ୱବିଦ୍ୟାଳୟରେ ନେପାଳର ତୃତୀୟ ବର୍ଷର ବି.ଟେକ୍ ଛାତ୍ରୀ ଆତ୍ମହତ୍ୟା କରିବା ପରେ ଏହି ମାମଲାରେ ଓଡିଶା ନିନ୍ଦିତ ହୋଇଛି। ଏହି ଘଟଣାରେ କଲେଜ କର୍ତ୍ତୃପକ୍ଷ ଏବଂ ଓଡିଶା ସରକାର ପ୍ରଶ୍ନ ଘେରକୁ ଆସିଥିବା ବେଳେ ଦୁଇ ଭାରତ…
ଆଇଏସ-ସିବିଆଇ ଅଧିକାରୀଙ୍କ ଭିତରେ କଥା କଟାକଟି: ଚିହିଁକି ଉଠିଲେ ବିଷ୍ଣୁପଦ, କହିଲେ ଡାକିକି ମୋତେ ପଚାରୁଛନ୍ତି …
ଭୁବନେଶ୍ୱର,୧୮।୨: IAS ବିଷ୍ଣୁପଦ ସେଠୀଙ୍କ ଘରେ ମଙ୍ଗଳବାର ସକାଳୁ ସକାଳୁ ସିବିଆଇ ରେଡ ହୋଇଥିବା ସୂଚନା ମିଳିଛି । ସିବିଆଇର ୮ ଜଣିଆ ଟିମ ବିଷ୍ଣୁପଦଙ୍କ ଭୁବନେଶ୍ବରରେ ଥିବା ସରକାରୀ କ୍ବାର୍ଟର୍ସରେ ରେଡ କରିଛନ୍ତି। ତେବେ ସିବିଆଇ ରେଡ ବେଳେ ଆଇଏସ…
ସମ୍ବଲପୁର: ୪୧ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଲେ ୧୦ ହଜାର ୭୨୨ ଛାତ୍ରୀଛାତ୍ର
ସମ୍ବଲପୁର,୧୮ା୨(ପ୍ରମୋଦ ବହିଦାର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ବାର୍ଷିକ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ପୂର୍ବାହ୍ନ ସାଢ଼େ ୯ଟାରେ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ପ୍ରବେଶ…
ଥମୁନି କିଟ୍ ଅଶାନ୍ତି: ଖରାରେ ବସି ଛାତ୍ରୀଛାତ୍ର କଲେ ପ୍ରତିବାଦ, ଆଣିଲେ ସଙ୍ଗୀନ ଅଭିଯୋଗ
ଭୁବନେଶ୍ୱର,୧୮।୨: ଥମୁନି କିଟ୍ ଅଶାନ୍ତି। ପ୍ରଚଣ୍ଡ ଖରାରେ ବସି ଛାତ୍ରୀଛାତ୍ର ନୀରବ ପ୍ରତିବାଦ କରିଛନ୍ତି। କିପରି ହଷ୍ଟେଲ ଛାଡ଼ିବା ପାଇଁ ବାଧ୍ୟ କରାଯାଇଥିଲା ତାହା ଛାତ୍ରୀଛାତ୍ର କହିଛନ୍ତି। ମାଡ଼ ମରାଯିବା ସହ ମୋବାଇଲ, ଲାପଟପ ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି ଛାତ୍ରୀଛାତ୍ର।…
ଗୃହରେ ଉଠିଲା କିଟ୍ ଝଡ଼: ବିଜେଡିକୁ ଟାର୍ଗେଟ କଲା ଭାଜପା, ‘ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ’….
ଭୁବନେଶ୍ୱର,୧୮।୨: ଗୃହରେ ଉଠିଲା କିଟ୍ ଝଡ଼ । କିଟ୍ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀ। ଭାଜପା ବିଧାୟକ କହିଛନ୍ତି, କିଟ୍ରେ ଯେଉଁ ଘଟଣା ଘଟିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କିଟ୍ ମାଲିକ କେଉଁ ଦଳର ଥିଲେ,…
ଭୁବନେଶ୍ୱରରେ ନେପାଳୀ ଛାତ୍ରୀଙ୍କ ପରିବାର ଲୋକେ: ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ…
ଭୁବନେଶ୍ୱର,୧୮।୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତଘଟଣା ପରେ ଉତ୍ତେଜନା ଲାଗିରହିଛି । ମଙ୍ଗଳବାର ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ହେବ । ତେବେ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦକୁ ଅପେକ୍ଷା କରାଯାଇଛି। ଏ ନେଇ ଭୁବନେଶ୍ୱର ଏମ୍ସରେ ଛାତ୍ରୀଙ୍କ ପରିବାର ଲୋକ ପହଞ୍ଚଛନ୍ତି…
KIIT ଛାତ୍ରୀ ମୃତ୍ୟୁ ମାମଲା; ସଫେଇ ଦେଲା କିଟ୍
ଭୁବନେଶ୍ୱର, ୧୮ା୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ ମୃତ୍ୟୁ ମାମଲାରେ କର୍ତ୍ତୃପକ୍ଷ ସଫେଇ ରଖିଛନ୍ତି। ଘଟଣାରେ ଚାରିଆଡୁ ଚାପ ପଡିବା ପରେ ମତ ବଦଳାଇବା ସହିତ ଛାତ୍ରମାନଙ୍କୁ ମାଡ଼ ମାରିଥିବା ୨ ସିକ୍ୟୁରିଟି ଗାର୍ଡଙ୍କୁ ବହିଷ୍କାର କରିଛନ୍ତି। ଏଥିସହିତ…
ବଜେଟରେ ସରକାରଙ୍କ ବଡ଼ ଘୋଷଣା: ଏମାନଙ୍କୁ ମାସକୁ ମିଳିବ ୩୦ ହଜାର ଟଙ୍କା
ଭୁବନେଶ୍ୱର,୧୮।୨: ରାଜ୍ୟ ସରକାର ଗୁରୁବାର ପଦ୍ମ ବିଜେତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପଦ୍ମ ପୁରସ୍କାର ବିଜେତାଙ୍କୁ ରାଜ୍ୟ ସରକାର ମାସିକ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବେ। ସୋମବାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ…
KIIT ଛାତ୍ରୀଙ୍କ ମୃତ୍ୟୁ ପରେ ବାପା ସୁନୀଲ ଲାମସାଲ୍ଙ୍କ ସାଂଘାତିକ ବୟାନ
ଭୁବନେଶ୍ୱର, ୧୮ା୨: KIIT ବିଶ୍ୱବିଦ୍ୟାଳୟରେ ଝିଅ ପ୍ରକୃତି ଲମସାଲ ମୃତ୍ୟୁ ମାମଲାରେ ବଡ ବୟାନ ଦେଇଛନ୍ତି ବାପା ସୁନୀଲ ଲାମସାଲ୍। ସେ ଅଭିଯୋଗ କରିଛନ୍ତି ଯେ, ‘ନେପାଳ ଯାଇ ଆମ ୟୁନିଭରସିଟିରେ ପଢ଼ ବୋଲି ପିଲାଙ୍କୁ ଡାକି ଆଣୁଛନ୍ତି। ଏଠାରେ କିନ୍ତୁ…
ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ଏହା ଏକ ଷଡଯନ୍ତ୍ର ବୋଲି କହିଲେ IAS
ଭୁବନେଶ୍ୱର,୧୮।୨: IAS ବିଷ୍ଣୁପଦ ସେଠୀଙ୍କ ଘରେ ମଙ୍ଗଳବାର ସକାଳୁ ସକାଳୁ ସିବିଆଇ ରେଡ୍ ହୋଇଥିବା ସୂଚନା ମିଳିଛି । ସିବିଆଇର ୮ ଜଣିଆ ଟିମ ବିଷ୍ଣୁପଦଙ୍କ ଭୁବନେଶ୍ବରରେ ଥିବା ସରକାରୀ କ୍ବାର୍ଟର୍ସରେ ରେଡ୍ କରିଛନ୍ତି। ସକାଳ ୮ଟାରୁ ଦିଲ୍ଲୀର ସିବିଆଇ ଟିମ…
KIIT ବିଶ୍ୱବିଦ୍ୟାଳୟ ବିବାଦ: ବଳାତ୍କାରରୁ ପ୍ରକୃତି ଲମସାଲଙ୍କ ଆତ୍ମହତ୍ୟା, ଟାର୍ଗେଟରେ ଯୁବତୀ
ଭୁବନେଶ୍ୱର, ୧୮ା୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ ମୃତ୍ୟୁ ମାମଲାରେ ସାରା ବିଶ୍ୱରେ ନିନ୍ଦିତ ହୋଇଛି ଓଡିଶା। ଏହି ଘଟଣାରେ ଶିକ୍ଷାନୁଷ୍ଠାନରେ ଅଶାନ୍ତ ବାତାବରଣ ସୃଷ୍ଟି ହେବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁଷ୍ଠାନକୁ ତୁରନ୍ତ ସାଇନ୍ ଏ ଡାଏ…

