ରାଜ୍ୟ

KIIT student death case: ନେପାଳରେ ରାସ୍ତାକୁ ଓହ୍ଲାଇଲେ ଛାତ୍ର ସଂଘ, କିଟ୍‌ରେ ଚହଳ

ଭୁବନେଶ୍ୱର,୧୮।୨: କିଟ୍‌ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାକୁ ନେଇ ସାରା ଦେଶ ଉଠୁଛି ପଡୁଛି। ଏପରି କି ପଡୋଶୀ ଦେଶ ନେପାଳ ମଧ୍ୟ ଏହାକୁ ଜୋରଦାର ବିରୋଧ କରିଛି। ମଙ୍ଗଳବାର କାଠମାଣ୍ଡୁରେ Nepali Congress party ରାସ୍ତାକୁ ଓହ୍ଲାଇଛି। ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କୁ…

ମଙ୍ଗଳବାର ଦେଇଥାନ୍ତେ ପରୀକ୍ଷା ସୋମବାର ରାତିରେ ବାପାଙ୍କୁ ଶେଷ ଚିଠିଲେଖି ନେଲେ ଏମିତି ଚରମ ନିଷ୍ପତ୍ତି

ଭୁବନେଶ୍ୱର,୧୮।୨: ବୁଧବାର ପରୀକ୍ଷା ଦେଇଥାନ୍ତେ । ମଙ୍ଗଳବାର ମିଳିଲା ଝୁଲନ୍ତା ମୃତଦେହ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ପରିତ୍ୟକ୍ତ ସି-ସୋର୍‌ କୋଠାରୁ ମିଳିଛି ଛାତ୍ରଙ୍କ ମୃତଦେହ । ମୃତ ଛାତ୍ର ହେଲେ ସୁମନ ବିଶ୍ବାଳ । ଏକ ଘରୋଇ…

ସହରାଞ୍ଚଳ ଡିଜିଟାଲ ସର୍ଭେ ‘ନକ୍ସା’ର ଶୁଭାରମ୍ଭ କଲେ ମନ୍ତ୍ରୀ

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଭାରତ ସରକାରଙ୍କ ସର୍ବେକ୍ଷଣ ସଂସ୍ଥା ସର୍ଭେ ଅଫ ଇଣ୍ଡିଆ ଆନୁକୂଲ୍ୟରେ ମଙ୍ଗଳବାର ସହରାଞ୍ଚଳ ଜାତୀୟ ଭୂସ୍ଥାନିକ ସର୍ବେକ୍ଷଣ ‘ନକ୍ସା’ର ଶୁଭାରମ୍ଭ ହୋଇଯାଇଛି। ଦେଶର ୧୫୨ଟି ସହର ଏଥିରେ ସ୍ଥାନ ପାଇଥିବା ବେଳେ ଓଡ଼ିଶାରୁ ଖୋର୍ଦ୍ଧା, ଜଟଣୀ, ଝାରସୁଗୁଡ଼ା ଓ…

ବିପଦରେ ଗଜରାଜ, ବର୍ଷକରେ ମରିଛନ୍ତି ୮୧ ହାତୀ: ମନ୍ତ୍ରୀ

ଭୁବନେଶ୍ୱର,୧୮।୨: ବିଧାନସଭାରେ ଚାଲିଛି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଅଧିବେଶନ। ଏହିସମୟରେ, ମଙ୍ଗଳବାର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ରଖି ବର୍ଷକରେ ହାରାହାରି ୮୧…

ଠେଲାପେଲାରେ କଂଗ୍ରେସ ସଭାପତି ଭକ୍ତ ଦାସ ଆହତ: ଅଣନିଶ୍ୱାସୀ ହୋଇ…

ଭୁବନେଶ୍ୱର,୧୮।୨: ଓଡ଼ିଶା କଂଗ୍ରେସ ସଭାପତି ଭକ୍ତ ଦାସ ଆହତ ହୋଇଛନ୍ତି। ଅଣନିଶ୍ୱାସୀ ହେବା ସହ ଡାହାଣ ହାତରେ ଆଘାତ ଲାଗିଛି। କିଛି ସମୟ ପାଇଁ ଭକ୍ତ ଦାସ ଆମ୍ବୁଲାନ୍ସରେ ଭର୍ତ୍ତି ହୋଇଛନ୍ତି। ଶିଶୁଭବନ ଛକ ଆସିବାବେଳେ ଠେଲାପେଲାରେ ଏଭଳି ଘଟଣା ଘଟିଛି…

ଓଡ଼ିଶାରେ ୨୦୨୫-୨୬ ଶିକ୍ଷାବର୍ଷରୁ ଶିଶୁ ବାଟିକା ନାମଲେଖା: ମନ୍ତ୍ରୀ

ଭୁବନେଶ୍ୱର,୧୮।୨: ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିଶୁ ବାଟିକା ପ୍ରବେଶ ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ବୋଲି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଙ୍ଗଳବାର ସୂଚନା ଦେଇଛନ୍ତି। ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଅନୁଯାୟୀ, ୩ ବର୍ଷ ବୟସର…

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୫ ବର୍ଷରେ ୨୮ କୋଟି ଦୁର୍ନୀତି

ଭୁବନେଶ୍ୱର,୧୮।୨:୨୦୨୫-୨୬ ଆର୍ଥିକ ବର୍ଷର ବିଧାନସଭାରେ ଚାଲିଛି ବଜେଟ ଅଧିବେଶନ। ଏହିସମୟରେ, ମଙ୍ଗଳବାର ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ୫ ବର୍ଷରେ ପଞ୍ଚାୟତିରାଜ ବିଭାଗରେ ବଡ଼ଧରଣର ଦୁର୍ନୀତି ହୋଇଛି। ଦାରିଦ୍ର୍ୟ ଦୂରୀକରଣ…

ଭକ୍ତଙ୍କ ପାଇଁ ନାଚିଲେ ସିଦ୍ଧାର୍ଥ

ଭୁବନେଶ୍ୱର,୧୮।୨: ଭୁବନେଶ୍ୱରରୁ ପୁରୀ ସଂକଳ୍ପ ପଦଯାତ୍ରାରେ ଯୋଗଦେବାକୁ ମଙ୍ଗଳବାର ପିସିସି ସଭାପତି ଓଡ଼ିଶାରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିବାକୁ ଦଳୀୟ କର୍ମକର୍ତ୍ତାଙ୍କ ଭିଡ ଲାଗିଥିଲା। ଭକ୍ତଙ୍କ ଲାଗି ସୁରରାଉତ ରାୟଙ୍କବଡ଼ ପୁଅ ସିଦ୍ଧାର୍ଥ ନାଚୁଥିବା ଦେଖିବାକୁ ମିଳିଥିଲା। ସ୍ବାଗତ…

ସାମ୍ନାକୁ ଆସୁଛି KIIT କର୍ତ୍ତୃପକ୍ଷଙ୍କ ଗୋଟିଏ ପରେ ଗୋଟିଏ ଭିଡିଓ: କାଲି ଆକ୍ରୋଶମୂଳକ ଆଲୋଚନା ପରେ ଆଜି ଫୋନ୍‌ ଛଡ଼ାଇ ନେଉଥିବା …

ଭୁବନେଶ୍ୱର,୧୮।୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତଘଟଣା ପରେ ଉତ୍ତେଜନା ଲାଗିରହିଛି । ତେବେ KIIT କତ୍ତୃପକ୍ଷଙ୍କ ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ବିଶ୍ୱବିଦ୍ୟାଳୟ ପରିଚାଳନା ଦ୍ୱାରା ନିଆଯାଇଥିବା ବିରୋଧ ଏବଂ ଅନେକ ବିବାଦୀୟ ନିଷ୍ପତ୍ତି ମଧ୍ୟରେ, ମୃତକ…

ସାମ୍ନାକୁ ଆସିଲା ନୂଆ Video: ଛାତ୍ରମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ KIIT ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର,୧୮।୨: KIIT ବିଶ୍ୱବିଦ୍ୟାଳୟରେ ଜଣେ ନେପାଳର ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି। ଯେଉଁଥିରେ ସୁରକ୍ଷାକର୍ମୀଙ୍କଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ହଷ୍ଟେଲ ୱାର୍ଡେନ୍ ଏବଂ ସୁରକ୍ଷାକର୍ମୀମାନେ କିପରି ଧମକ ଦେବା ସହିତ ମାଡ଼…

IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୧୮।୨: IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ଚର୍ଚ୍ଚା ହେଉଛି। CBI ରେଡ ପ୍ରତିବାଦରେ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଏନେଇ ଏକ ହାତଲେଖା ଚିଠି ଗଣମାଧ୍ୟମ ହାତରେ ଲାଗିଛି। ମୁଖ୍ୟ ଶାସନ ସଚିବଙ୍କୁ ବିଷ୍ଣୁପଦ ଲେଖିଥିବା ସୂଚନା ମିଳିଛି। ସିବିଆଇ ରେଡକୁ…

KIIT ଛାତ୍ରୀ ଆତ୍ମହତ୍ୟା ଘଟଣା: ବିଚାର ବିଭାଗୀୟ ତଦନ୍ତ ଦାବି ନେଇ ବାଚସ୍ପତିଙ୍କୁ ନିବେଦନ କଲେ ତାରା

ଭୁବନେଶ୍ୱର,୧୮।୨: କିଟ୍‌ କ୍ୟାମ୍ପସରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ନ୍ୟାୟ ଦାବି କରି ଛାତ୍ରୀଛାତ୍ର ନୀରବ ପ୍ରତିବାଦ କରିଛନ୍ତି। ଏବେ ଏହି ଘଟଣାକୁ ନେଇ ଗୃହରେ ରାଜନୀତି ତେଜିଛି। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?