ରାଜ୍ୟ

ମୋହନ ସରକାରଙ୍କ ବଡ଼ ହୋଲି ଭେଟି, ପାଚିକାଙ୍କୁ ମିଳିବ ଲକ୍ଷେ ଟଙ୍କା…

ଭୁବନେଶ୍ୱର,୧।୩: ହୋଲି ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ରାଜ୍ୟର ପାଚିକା ତଥା ସହାୟିକାଙ୍କ ମାସିକ ପାରିତୋଷିକକୁ ନେଇ ଏକ ବଡ଼ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ର୍ନିମାଣ ଯୋଜନା ଅଧୀନସ୍ଥ କାର୍ଯ୍ୟରତ ପାଚିକା ତଥା ସହାୟିକାଙ୍କ…

୧୨୫ ବର୍ଷର ରେକର୍ଡ ଭାଙ୍ଗିଲା: ସବୁଠୁ ଉତ୍ତପ୍ତ ଫେବୃଆରୀ ମାସ

ନୂଆଦିଲ୍ଲୀ,୧।୩: ସାରା ଦେଶରେ ରେକର୍ଡ ଭାଙ୍ଗିଛି ଚଳିତବର୍ଷ ଫେବୃଆରୀ ମାସ ତାପମାତ୍ରା। ୧୯୦୧ ମସିହାରେ ଦେଶରେ ତାପମାତ୍ରା ରେକର୍ଡ ଆରମ୍ଭ ହେବା ପରଠାରୁ ଏହା ସବୁଠାରୁ ଉତ୍ତପ୍ତ ଫେବୃଆରୀ ମାସ ଥିଲା। ଏହାର ଅର୍ଥ ହେଉଛି ଏହା ଗତ ୧୨୫ ବର୍ଷ…

ସୁରେଶ ପନ୍ତ ନୂଆ ପିସିସିଏଫ୍‌

ଭୁବନେଶ୍ୱର,୧।୩: ସୁରେଶ ପନ୍ତ ନୂଆ ପିସିସିଏଫ ନିଯୁକ୍ତ ହୋଇଛନ୍ତି। ୧୯୯୦ ବ୍ୟାଚର IFS ସୁରେଶ ପନ୍ତ। ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ସୁରେଶ ପନ୍ତ ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ଶନିବାର ସାଧାରଣ…

ନାଁ ନ ନେଇ ପୂର୍ବ ସରକାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ: କହୁକହୁ କହିଦେଲେ ଭିତିରି…

ଭୁବନେଶ୍ୱର,୧।୩: ପର୍ଯ୍ୟଟନ ବିକାଶକୁ ନେଇ ପୂର୍ବ ସରକାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଟାର୍ଗେଟ। ସେ କାହାର ନାଁ ନ ନେଇ ବ୍ୟକ୍ତିକେନ୍ଦ୍ରିକ ଭାବେ ପର୍ଯ୍ୟଟନ ଟଙ୍କା ଖର୍ଚ୍ଚ କରାଯାଉଥିଲା ବୋଲି କହିଛନ୍ତି। ସେ କହିଛନ୍ତି ଜଣଙ୍କ ପ୍ରଚାର ପ୍ରସାର ପାଇଁ…

ପିସିସି ସଭାପତି ଭକ୍ତ ଦାସଙ୍କ ପାୱାର୍‌ ଶୋ: କଂଗ୍ରେସ କର୍ମୀ-ପୋଲିସ ଧସ୍ତାଧସ୍ତି, ମହିଳା କର୍ମୀଙ୍କୁ ଉଠାଇ ନେଲେ…

ଭୁବନେଶ୍ୱର,୧।୩: ରାଜ୍ୟରେ ନାବାଳିକା ଗର୍ଭବତୀ ହେବାକୁ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ପାୱାର୍‌ ଶୋ ବେଳେ ଲୋୟର ପିଏମ୍‌ଜିରେ କଂଗ୍ରେସ କର୍ମୀ-ପୋଲିସ ଧସ୍ତାଧସ୍ତି ହୋଇଛନ୍ତି। ମହିଳାଙ୍କ ଉପରେ ଅତ୍ୟାଚାର ଅଭିଯୋଗରେ କଂଗ୍ରେସର ବିକ୍ଷୋଭ ଚାଲିଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ…

ସହଦେବ ନାୟକଙ୍କୁ ବିଚ୍‌ ରାସ୍ତାରେ ହାଣିଥିଲେ: ସ୍ତ୍ରୀ ବାରମ୍ବାର କହୁଥିଲେ ସୁଶେଇ ନାୟକଙ୍କୁ ଗିରଫ କର, ଶେଷରେ ବନ୍ଧାହେଲେ….

ଭୁବନେଶ୍ୱର,୧।୩: ବାଣୀବିହାର- ରସୁଲଗଡ଼ ବିଚ୍‌ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସୁଶେଇ ନାୟକ ଓରଫ ସୁଶାନ୍ତଙ୍କୁ ଗିରଫ କରିଛି । ତାଙ୍କୁ କଟକ କାନପୁରରୁ ମଞ୍ଚେଶ୍ବର ପୋଲିସ ଗିରଫ କରିଛି । ସୁଶାନ୍ତ ହତ୍ୟାକାଣ୍ଡ ପରେ…

ଫେରିଗଲେ ନଡ୍ଡା: ରାଜ୍ୟ ସଭାପତି ଘୋଷଣା ନେଇ ବଢୁଛି ଚର୍ଚ୍ଚା

ଭୁବନେଶ୍ୱର, ୧।୩(ସୁନିତ୍‌ ମିଶ୍ର):ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଶୁକ୍ରବାର ପ୍ରାୟ ଏକ ଘଣ୍ଟା ଧରି ଦଳର କେତେଜଣ ବରିଷ୍ଠ ନେତାଙ୍କ ସହ ରାଜ୍ୟ ଅତିଥି ଭବନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦଳର ସାଙ୍ଗଠନିକ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଥିବା…

ବ୍ୟାଙ୍କ କାଉଣ୍ଟରରୁ ଟଙ୍କା ଲୁଟି ମାରୁଥିଲେ ଚମ୍ପଟ, ଗୋଡାଇ ଗୋଡାଇ ଧରିଲେ ଲୋକେ

ବରଗଡ଼, ୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ମୁଖ୍ୟ ଶାଖା କାଉଣ୍ଟରରୁ ଶନିବାର ମଧ୍ୟାହ୍ନରେ ଲକ୍ଷାଧିକ ଟଙ୍କା ଲୁଟ୍ କରି ଚମ୍ପଟ୍ ମାରୁଥିବା ଜଣେ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଗୋଡାଇ ଧରିବାରେ ସକ୍ଷମ ହୋଇଛନ୍ତି। ଅଭିଯୁକ୍ତ ଯୁବଟଙ୍କ…

ମାଟ୍ରିକ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି, ଚିନ୍ତାରେ ପଡ଼ିଲେ ଛାତ୍ରୀଛାତ୍ର

କଟକ,୧।୩: ମାଟ୍ରିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି। ବିଜ୍ଞାନ C ସେଟ୍‌ରେ ୪ ମାର୍କ କମ୍‌ ଥିବା ସୂଚନା ମିଳିଛି। ଏପଟେ ବୋର୍ଡ ସଭାପତି ତ୍ରୁଟିକୁ ସ୍ବୀକାର କରିଛନ୍ତି। ବୋର୍ଡ ସଭାପତି କହିଛନ୍ତି, ଯେପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ ବିଚାର…

Subhadra Yojana: ଏବେ ଆବେଦନ କଲେ ମାର୍ଚ୍ଚ ୮ରେ ମିଳିବ କି ସୁଭଦ୍ରା ଟଙ୍କା? ଆସିଲା ବଡ଼ ଅପଡେଟ୍‌

ଭୁବନେଶ୍ୱର,୧।୩: ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି ଟଙ୍କା। ବ୍ରହ୍ମପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରାର ଦ୍ବିତୀୟ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ଏଥର ସୁଭଦ୍ରା ୧ କୋଟି ମହିଳାଙ୍କ ପାଖରେ ପହଞ୍ଚିବ। ଏନେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ…

କେନ୍ଦୁଝରରେ ଷଷ୍ଠ ଶ୍ରେଣୀର ଛାତ୍ରୀ ଗର୍ଭବତୀ, ରିପୋର୍ଟକୁ ନେଇ…

କେନ୍ଦୁଝର,୧।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ଏସ୍‌ସି/ଏସ୍‌ଟି ବିଭାଗ ଅଧୀନରେ ଚାଲିଥିବା ଜଗନ୍ନାଥପୁର ହାଇସ୍କୁଲର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ବିଦ୍ୟାଳୟକୁ ଗ୍ରସ୍ତ ବେଳେ ଜଣେ ଏଏନଏମ ସନ୍ଦେହ…

ଜାତୀୟ ରାଜନୀତିରେ ବଢୁଛି ବୈଜୟନ୍ତଙ୍କ ପତିଆରା, କମୁଛି ଧର୍ମେନ୍ଦ୍ରଙ୍କ କ୍ରେଜ୍‌

ଭୁବନେଶ୍ୱର,୧।୩(ସୁନିତ୍‌ ମିଶ୍ର):ଭାରତର ରାଜଧାନୀ ଦିଲ୍ଲୀରେ ଏବେ ଓଡ଼ିଆଙ୍କ ପ୍ରଭାବକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସମାନ ବିଷୟ ବର୍ତ୍ତମାନ ଓଡ଼ିଶାରେ ମଧ୍ୟ ଶୁଣିବାକୁ ମିଳିଲାଣି। ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଗୁରୁତ୍ୱ ବଢୁଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?