ରାଜ୍ୟ

ଆଜି ପୁଣି ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ବାତିଲ

ସମ୍ବଲପୁର,୧୫ା୭(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଗତକାଲି ଏଜୁକେଶନ ଅନର୍ସ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ବେଳେ ଆଜି ପୁଣି ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍‌ ହୋଇଛି। ତେବେ ଆଜିର ପରୀକ୍ଷା ବାତିଲ କରାଯାଇଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ଭାଇରାଲ...

ଲିଜ୍‌ଧାରୀଙ୍କୁ ସୁରକ୍ଷା, ଲୋକେ ଦୋଷୀ

ଯାଜପୁର ଅଫିସ,୧୫ା୭: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀରେ କଳାପଥର ଖାଦାନ ପରେ ଏବେ ବ୍ରାହ୍ମଣୀ ନଦୀର ରାଇଚନ୍ଦା ବାଲିଘାଟରୁ ବିପୁଳ ବାଲି ଲୁଟର ପର୍ଦ୍ଦାଫାସ ହୋଇଛି। ବଳରାମପୁର-୨ ରାଜସ୍ବ ନୀରିକ୍ଷକ(ଆରଆଇ) ତାଙ୍କ ୧୫ା୧୦ା୨୦୨୧ ଓ ୨୯ା୧ା୨୦୨୨ରେ ତଦନ୍ତ...

ବର୍ଷାରେ ଚାଲିଛି ଡ୍ରେନ୍‌ରୁ ଆବର୍ଜନା ସଫେଇ

ଯାଜପୁର ରୋଡ,୧୫ା୭(ଡି.ଏନ.ଏ.): ବର୍ଷା ପୂର୍ବରୁ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଏବେ ବ୍ୟାସନଗର ପୌରପରିଷଦବାସୀ ଅଡୁଆରେ ପଡିଛନ୍ତି। ଏନେଇ ୧୦ା୭ା୨୦୨୧ରେ ଧରିତ୍ରୀରେ ସବିଶେଷ ତଥ୍ୟଭିତ୍ତିକ ଖବର...

ରାଜଧାନୀରେ ୧୨ କେନ୍ଦ୍ରରେ ଦିଆଯିବ ବୁଷ୍ଟର ଡୋଜ୍‌

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ଆଜିଠୁ ୧୮-୫୯ ବର୍ଷୀୟଙ୍କୁ ମାଗଣାରେ ବୁଷ୍ଟର ଡୋଜ୍‌ ଦିଆଯିବ। ରାଜଧାନୀର ୟୁନିଟ-୪ ସହାରଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଏମ୍‌ସି କମିଶନର ଏହି ଟିକାକରଣର ଶୁଭାରମ୍ଭ କରିବେ। ସହରରେ ମୋଟ ୧୨ଟି ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା କରାଯାଇଛି। କ୍ୟାପିଟାଲ...

ଆଜିଠୁ ୧୮-୫୯ ବର୍ଷୀୟଙ୍କୁ ମାଗଣାରେ ବୁଷ୍ଟର ଡୋଜ୍‌

ଭୁବନେଶ୍ୱର,୧୫।୭(ବ୍ୟୁରୋ):ରାଜ୍ୟରେ ଆଜିଠୁ ମାଗଣାରେ ୧୮ ରୁ ୫୯ ବର୍ଷର ଲୋକଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ୭୫ ଦିନ ପର୍ଯ୍ୟନ୍ତ ଟିକାକରଣ ମାଗଣାରେ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

ଆଜି ରାଜ୍ୟରେ ୧୦୦୦ ଟପିଲା ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ଆଜି ରାଜ୍ୟରେ ୧୦୦୦ ଟପିଛି କରୋନା ସଂକ୍ରମଣ। ଶୁକ୍ରବାର ୧୦୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୭,୧୭୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ...

ଘରୋଇ ସ୍କୁଲ ଆର୍ଥିକ କାରବାରର ଅଡିଟ୍‌ ହେଉ

ଭୁବନେଶ୍ୱର,୧୫।୭ (ବ୍ୟୁରୋ): ଘରୋଇ ସ୍କୁଲଗୁଡିକର ଆର୍ଥିକ କାରବାରରେ ସ୍ବଚ୍ଛତା ପାଇଁ ସରକାର ପ୍ରତି ବର୍ଷ ଅଡିଟ କରିବାକୁ ଦାବି କରିଛି ଓଡିଶା ଅଭିଭାବକ ମହାସଂଘ। ଏନେଇ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଚିଠି ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଓ...

ଡେରାବିଶ ମହିଳା ଶିଶୁ ସମନ୍ବିତ ବିଭାଗରେ ଦୁର୍ନୀତି

ଡେରାବିଶ,୧୫ା୭(ସ୍ବ.ପ୍ର.): ଶିଶୁମାନଙ୍କ ସାମଗ୍ରୀକ ବିକାଶ ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ କେନ୍ଦ୍ରପଡ଼ା ଜିଲା ଡେରାବିଶ ବ୍ଲକ୍‌ ଅଧୀନ ଅଙ୍ଗନୱାଡି କେନ୍ଦ୍ରକୁ ପ୍ରାଥମିକ ଚିକିତ୍ସା  କିଟ୍‌ ଓ ଖେଳଣା କିଟ୍‌ ଯୋଗାଣରେ ବ୍ୟାପକ ଦୁର୍ନୀତି...

ଗୋଖାଦ୍ୟ ଦର ବୃଦ୍ଧି ଚାଷୀ ହନ୍ତସନ୍ତ

କେନ୍ଦ୍ରାପଡ଼ା ଅଫିସ, ୧୫ା୭: କଥାରେ ଅଛି ଗୋଦରା କୋଡ଼େ ଯେତେ, ମାଡ଼େ ସେତେ। ଏପରି ଉଦାହରଣ କେନ୍ଦ୍ରାପଡ଼ା ଜିଲାର ଦୁଗ୍ଧ ଚାଷୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଦୁଗ୍ଧ ଚାଷୀ ଓ ସଙ୍ଗଠନ ପକ୍ଷରୁ ହେଉଥିବା ଚାପରୁ ରାଜ୍ୟ ସରକାର ଦୁଗ୍ଧ...

ଇଲିଶି ଦର ଆକାଶଛୁଆଁ

ମହାକାଳପଡ଼ା,୧୫ା୭ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମୁଦ୍ର ଓ ସଂଲଗ୍ନ ନଦୀରେ ଲଘୁଚାପ ପ୍ରଭାବ ଯୋଗୁ ୨ ଦିନ ହେଲା ଇଲିଶି ମାଛ ବହୁଳ ମାତ୍ରାରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡୁଛନ୍ତି। ଇଲିଶି ମାଛର ଚାହିଦା ଥିବାରୁ ଏହାର ଦର...

ମାସକୁ ୧୦ ଦିନ ବିଦ୍ୟାଳୟ, ହସ୍ପିଟାଲ ଯାଅ

ଜଗତ୍‌ସିଂହପୁର ଅଫିସ,୧୫ା୭: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଜଗତ୍‌ସିଂହପୁର ଜିଲାର ୯୬.୩୬% ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତଥାପି ଆଗାମୀ ପରୀକ୍ଷାରେ ଯେପରି ଏ-୧ ଗ୍ରେଡ୍‌ରେ ଅଧିକ ସଂଖ୍ୟକ ପିଲା କୃତକାର୍ଯ୍ୟ ହେବେ ସେଥିପ୍ରତି...

କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ଚିଠି ଲେଖିଲେ ଏସ୍‌ପି

ଜଗତ୍‌ସିଂହପୁର ଅଫିସ,୧୫ା୭: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ(୩୦) ଓ ତାଙ୍କ ପ୍ରେମିକା ତଥା ଜଗତ୍‌ସିଂହପୁର ଥାନା ଦେଉଳୀ ଗ୍ରାମେଶ୍ୱର ଗଁାର ସଂଗ୍ରାମ କେଶରୀ ଦାଶଙ୍କ ଝିଅ ସୋମାଲିକା(୨୯)ଙ୍କ ବିବାହ ପ୍ରସଙ୍ଗ ଭିନ୍ନ ମୋଡ ନେଇଛି। ଜୁନ ୧୮ ତାରିଖରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri