ରାଜ୍ୟ

ଓମିକ୍ରନ୍‌ ପରେ କରୋନା ସରୁନି, ୪ର୍ଥ ଲହର ଆସିପାରେ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ଓମିକ୍ରନ ପରେ କରୋନା ଶେଷ ହେବ ନାହିଁ। ଏହାପରେ ୪ର୍ଥ ଲହର ମଧ୍ୟ ଆସିପାରେ। କିଛି ଏଭଳି ଉପାୟରେ ଲୋକଙ୍କୁ ସଚେତନ କରାଇଛନ୍ତି ରାଜ୍ୟ ସରକାର।…

4 years ago

ପ୍ରାର୍ଥୀଙ୍କୁ ଦ୍ୱିତୀୟ ସୁଯୋଗ: ପୁନଃନାମାଙ୍କନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୨୫।୧(ବ୍ୟୁରୋ): ପ୍ରାର୍ଥିପତ୍ର ଦାଖଲ ପାଇଁ ପ୍ରାର୍ଥୀଙ୍କୁ ଦ୍ୱିତୀୟ ସୁଯୋଗ ମିଳିବ । ଯେଉଁ ନିର୍ବାଚନ ମଣ୍ଡଳୀରେ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନାହାନ୍ତି କିମ୍ବା ସମସ୍ତ ପ୍ରାର୍ଥିପତ୍ର…

4 years ago

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଜାରି ହେଲା ଗାଇଡ୍‌ଲାଇନ

ଭୁବନେଶ୍ୱର, ୨୫।୧: କୋଭିଡ୍‌ କଟକଣା ମଧ୍ୟରେ ପାଳନ ହେବ ସାଧାରଣତନ୍ତ୍ର ଦିବସ। ଏଥି ପାଇଁ ସ୍ବତନ୍ତ୍ର ରିଲିଫ କମିଶନ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଏସ୍‌ଆରସିଙ୍କ ନିର୍ଦ୍ଦେଶ…

4 years ago

ସରପଞ୍ଚ ପାଇଁ ଲଢୁଛନ୍ତି ଦୁଇ ସଉତୁଣୀ

କେନ୍ଦ୍ରାପଡ଼ା ଅଫିସ,୨୫।୧: କେନ୍ଦ୍ରାପଡ଼ା ବ୍ଲକ ଧୂମାତ ପଞ୍ଚାୟତରେ ଦୁଇ ସଉତୁଣୀ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ପଞ୍ଚାୟତର…

4 years ago

ଭୁଲ୍‌ରେ ବି କରୁନ୍ତୁ ନାହିଁ ଏହି ୩ ଆପ ଡାଉନଲୋଡ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ବର୍ଷ ଆରମ୍ଭରୁ ସାଇବର ଲୁଟେରା ଫୁଲ ଆକ୍ଟିଭ ଅଛନ୍ତି। ଚଳିତ ମାସରେ ଭୁବନେଶ୍ୱରରେ ୟୁପିଆଇ ସମ୍ବନ୍ଧୀୟ ସାଇବର ଠକେଇ ଅଧିକ ହୋଇଛି। ତେଣୁ କାହା କଥାରେ…

4 years ago

ଓଡ଼ିଶାରୁ ୨୨ ପାଇବେ ପୋଲିସ୍‌ ମେଡାଲ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ଅବସରରେ ୯୩୯ ପୋଲିସ ଅଧିକାରୀ ପୁରସ୍କୃତ ହେବେ। ଏଥି ମଧ୍ୟରୁ ଓଡ଼ିଶାରୁ ୨୨ଜଣ ପୋଲିସ ମନୋନୀତ ହୋଇଛନ୍ତି। ୧୧ ଜଣ ଉତ୍କୃଷ୍ଟ ସେବା,…

4 years ago

ଭିଜିଲାନ୍ସ ଜାଲରେ ସେକ୍ସନ ଅଧିକାରୀ

ବଲାଙ୍ଗୀର ଅଫିସ,୨୫।୧: ବଲାଙ୍ଗୀର ଜିଲା ଆଗଲପୁର ତହସିଲ ସେକ୍ସନ ଅଧିକାରୀ ପ୍ରଫୁଲ୍ଲ କୁମାର ସାଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟବର୍ହିଭୁତ ସମ୍ପତ୍ତି…

4 years ago

ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା

ବାଲେଶ୍ୱର ଅଫିସ,୨୫।୧: କୋଭିଡ୍‌ ନିୟମ ଉଲ୍ଲଘଂନ କରି ହେଉଥିଲା ନିର୍ବାଚନ ପ୍ରଚାର । ବିରୋଧ କରିବାରୁ ଗ୍ରାମରେ ଦେଖାଦେଇଛି ଉତ୍ତେଜନା। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲାର…

4 years ago

‘ରାଜ୍ୟରେ କରୋନା ସଂକ୍ରମଣ କମୁଛି’

ଭୁବନେଶ୍ୱର,୨୫।୧(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ କମୁଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ସେ…

4 years ago

ମୋତେ ଅଜଣା ରୋଗ ହୋଇଛି, ଏମିତି ଚିଠି ଲେଖି ଘରୁ ପଳାଇଲେ ପୁଅ …

ବାଲେଶ୍ୱର ଅଫିସ,୨୫।୧: ବାଲେଶ୍ୱର ଜିଲା ଜଳେଶ୍ବର ଥାନା ନାମ୍ପୋ ଫାଣ୍ଡି ଅଧୀନ ସରିସା ଗ୍ରାମର ଜଣେ ଯୁବକ ସୋମବାର ଘରେ ଏକ ଚିଠି ରଖି ଚାଲିଯାଇଛନ୍ତି ।…

4 years ago