ରାଜ୍ୟ

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ କରିଥିଲେ ବଳାତ୍କାର: ଏମିତି ରାୟ ଶୁଣାଇଲେ କୋର୍ଟ  

ବ୍ରହ୍ମପୁର,୧୬।୧(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍ସ ଜଜ୍‌ ପ୍ରଣତି ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ଛାତ୍ରୀ ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ସାକ୍ଷୀ…

4 months ago

ହଠାତ୍‌ ଶ୍ରେଣୀ ଭିତରକୁ ପଶି ଆସିଲେ ପାଚିକାଙ୍କ ସ୍ବାମୀ: କେହି କିଛି ଭାବିବା ପୂର୍ବରୁ ହାଣିଲେ ଶିକ୍ଷକଙ୍କୁ

ଭବାନୀପାଟଣା,୧୬।୧(ଉତ୍ତମ କୁମାର ଦାଶ): ଶିକ୍ଷକଙ୍କୁ ହାଣିଲେ ପାଚିକାଙ୍କ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବେହେରା ପଞ୍ଚାୟତ ପିପଳପଡ଼ା ସରକାରୀ…

4 months ago

ଶାନ୍ତି କମିଟି ବୈଠକ ପରେ ସୁନ୍ଦରଗଡ଼ରେ ହଟିଲା ୧୬୩

ସୁନ୍ଦରଗଡ଼,୧୬ା୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରରୁ ହଟିଲା ବିଏନ୍‌ଏସ୍‌ ୧୬୩ ଧାରା। ଶାନ୍ତି କମିଟି ବୈଠକ ପରେ ଜିଲାପାଳ ଶଭୁଙ୍କର ମହାପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏପରିକି…

4 months ago

ବଢ଼ିଲା ଭଣ୍ଡାରିପୋଖରୀ ବିଧାୟକଙ୍କ ଅଡୁଆ: ସଂଜୀବ ମଲ୍ଲିକଙ୍କ ବିରୋଧରେ ହେବ ତଦନ୍ତ

ଭୁବନେଶ୍ୱର,୧୬।୧: ବଢ଼ିଲା ଭଣ୍ଡାରିପୋଖରୀ ବିଜେଡି ବିଧାୟକ ସଂଜୀବ ମଲ୍ଲିକଙ୍କ ଅଡୁଆ। ସଂଜୀବ ମଲ୍ଲିକଙ୍କ ବିରୋଧରେ ତଦନ୍ତ କରିବାକୁ ଭଦ୍ରକ ଏସ୍‌ପି ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ SPଙ୍କୁ ଅର୍ଥନୈତିକ…

4 months ago

ନବୀନଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ରବି ପାଣି: ଓଡ଼ିଶା ରାଜନୀତିରେ…

ଭୁବନେଶ୍ୱର,୧୬।୧: ପାଟକୁରା ବିଧାୟକ ତଥା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ଉଭୟ ଦଳ ବିରୋଧୀ…

4 months ago

ଶିକ୍ଷକଙ୍କ ସମସ୍ୟା ଶୁଣିବେକି ସରକାର: ରାତି ପାହିଲେ ହେବ

ଭୁବନେଶ୍ୱର,୧୬।୧: ଆସନ୍ତା ୨୨ରେ ପ୍ରାଥମିକ ଶିକ୍ଷକଙ୍କ ସହ ବୈଠକ କରିବ ଉଚ୍ଚସ୍ତରୀୟ କମିଟି। ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଟି ଏହି ବୈଠକ…

4 months ago

ନିପା ଭାଇରସ୍‌କୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧: ନିପା ଭାଇରସ୍‌କୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ଭାଇରସ୍‌କୁ ନେଇ କୌଣସି ଆତଙ୍କିତ ନ ହେବାକୁ ରାଜ୍ୟବାସୀଙ୍କୁ ସେ ଅପିଲ…

4 months ago

କପିଳାସ ଦର୍ଶନ ସାରି ଫେରିବାବେଳେ ଅଘଟଣ: ଓଲଟି ପଡିଲା କାର୍‌, ଭିତରେ ଥିଲେ ୬ ଯାତ୍ରୀ

ଢେଙ୍କାନାଳ ,୧୬।୧(ରତନ ନାୟାର): ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଘାଟି ରାସ୍ତା ୧୦ ନମ୍ବର ବାଙ୍କରେ ଶୁକ୍ରବାର ଅପରାହ୍ନରେ ଏକ କାର୍‌ ଭାରସାମ୍ୟ ହରାଇ ଓଲଟି…

4 months ago

ସନାତନ, ଅରବିନ୍ଦଙ୍କ ପରେ ପୁଣି ନିଲମ୍ବନ ହେଲେ ବିଜେଡିର ଏହି ନେତ୍ରୀ: ଚର୍ଚ୍ଚାରେ…

ଧର୍ମଶାଳା,୧୬।୧(ଶିବ ପ୍ରସାଦ ମହାନ୍ତି): ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ କରାଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ନଳୀନି ପ୍ରଭା ଜେନାଙ୍କୁ ନିଲମ୍ବନ କରିଛନ୍ତି ଖୋଦ୍‌ ସୁପ୍ରିମୋ…

4 months ago

ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବସିଲା ଶାନ୍ତି କମିଟି ବୈଠକ

ସୁନ୍ଦରଗଡ଼,୧୬ା୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ରିଜେଣ୍ଟ ମାର୍କେଟରେ ଗୋମାଂସ ବିକ୍ରିକୁ କେନ୍ଦ୍ର କରି କିଛି ଲୋକ ବିରୋଧ କରିଥିଲେ । ଏହାକୁ ନେଇ ୨ଗୋଷ୍ଠୀ…

4 months ago