ରାଜ୍ୟ

ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀ ଆତ୍ମହତ୍ୟା କରିବା ପରେ ଜୀବନ ହାରିଲେ ସ୍ୱାମୀ

କୋରାପୁଟ ,୧୧।୧: ଏକ ଦୁଃଖଦ ଘଟଣାରେ ଗୁରୁବାର ଦିନ କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିଆପଦର ଗ୍ରାମରେ ସ୍ତ୍ରୀ ଆତ୍ମହତ୍ୟା କରିବା ପରେ ଜଣେ ବ୍ୟକ୍ତି…

4 months ago

ଜାଲ୍‌ ଦସ୍ତଖତରେ ନିଯୁକ୍ତି ମାମଲା: ହାଇକୋର୍ଟଙ୍କ ଜବାବ ତଲବ

କଟକ,୧୧ା୧(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ପୂର୍ବତନ ଅତିରିକ୍ତ ଜିଲାପାଳ ତଥା ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତିଙ୍କ ଜାଲ୍‌ ଦସ୍ତଖତ କରି ମହାବିଦ୍ୟାଳୟରେ ୪୮ ଜଣକୁ…

4 months ago

ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୧।୧: ଭାରତ ଯୋଡ଼ୋ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁରୁବାର ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଶରତ ରାଉତ…

4 months ago

ଗଳା କାଟି ଶିକ୍ଷକଙ୍କ ଆତ୍ମହତ୍ୟା ଉଦ୍ୟମ

ଉମରକୋଟ,୧୧ା୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକ କଚରାପାରା ଅଲେଖ ମହିମା ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ଆଶିଷ…

4 months ago

ପ୍ରସବ ପରେ ଡାକ୍ତରଖାନାରେ ସ୍ତ୍ରୀ ଆଉ ନବଜାତ ପୁଅକୁ ଛାଡ଼ି ପଳାଇଲେ ସ୍ୱାମୀ, କାର୍ଯ୍ୟାନୁଷ୍ଠାନ ପାଇଁ CWC ଦେଲା ଚେତାବନୀ

ଯାଜପୁର,୧୧ା୧: ଡାକ୍ତରଖାନାରେ ନବଜାତ ଶିଶୁପୁତ୍ର ଏବଂ ସ୍ତ୍ରୀକୁ ଛାଡି ପଳାଇଲେ ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଚିକିତ୍ସାଳୟରେ। ମହିଳା ଏବଂ ତାଙ୍କ…

4 months ago

ଶେଷ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ! ଏବେ ଦେଖିବା ପାଇଁ ଲାଗିବ ଭକ୍ତଙ୍କ ଭିଡ଼

ପୁରୀ,୧୧।୧: ଶେଷ ହୋଇଛି ଦୀର୍ଘ ଦିନର ଅପେକ୍ଷା। ରାତି ପାହିଲେ ଚୂଡାନ୍ତ ରୂପ ନେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହା ପୂର୍ବରୁ ଗୁରୁବାର ବସିଛି ଶ୍ରୀମନ୍ଦିର ପରିଚାଳନା…

4 months ago

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୧(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କରିଛନ୍ତି। ଏହାର ଟ୍ୟାଗ୍‌ଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’।…

4 months ago

ଅଙ୍ଗନଓ୍ବାଡ଼ି କେନ୍ଦ୍ରର ପୋଷଣ କାର୍ଯ୍ୟକ୍ରମରେ ରାଜ୍ୟପାଳ

ଛତ୍ରପୁର,୧୧ା୧(ସନ୍ତୋଷ ପାଢ଼ୀ): ରାଜ୍ୟପାଳ ରଘୁବର ଦାସ ଗୁରୁବାର ଗଞ୍ଜାମ ଗଞ୍ଜାମ ଜିଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଜ୍ୟପାଳ ଆଜି ସକାଳେ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି…

4 months ago

ଦୁଇ ବାଇକ୍‌ ମୁହାଁମୁହିଁ: ଚାଲିଗଲା ୨ ଜୀବନ, ୨ ଗୁରୁତର

କାମାକ୍ଷାନଗର,୧୧ା୧(ଅମଜାଦ ଖାନ): ଢେଙ୍କାନାଳ ଜିଲା କାମାକ୍ଷାନଗର-ତୁମୁସିଙ୍ଗା ଥାନା ମହୁଲି ଓଟିପିସିଏଲ କଲୋନୀ ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

4 months ago

ବାଲେଶ୍ୱରରେ ଏଟିଏମ୍ ତାଡ଼ି ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ବାଲେଶ୍ୱର, ୧୧।୧: ବୁଧବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲାର ଦୁଇଟି ଏଟିଏମରୁ ଦୁର୍ବୁତ୍ତମାନେ ଦୁଇଟି ଏଟିଏମ୍ ରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଖାଇରାର ଟୁଡିଗାଡିଆ…

4 months ago